Author: ସମୃଦ୍ଧ ଓଡିଶା

ବାହାରିଲା କଂଗ୍ରେସର ନିରଂଜନ ରଥ

ଭୁବନେଶ୍ୱର (ଆକାଶ ମିଶ୍ର) : ବିଜେଡି-ବିଜେପି ପରେ ଏବେ କଂଗ୍ରେସ ବାହାରିଛି ଗାଁକୁ । ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବିଜେପି-ବିଜେଡି ଏବେ ଗାଁରେ ବୁଲୁଥିଲା ବେଳେ କଂଗ୍ରେସ ତାର ନିର୍ବାଚନ

ଉଜ୍ଜଳା ଯୋଜନା ସଫଳତାର ପ୍ରମାଣ ଓଡିଶା ସରକାର ବିଧାନସଭାରେ ଦେଇଛନ୍ତି : ବିଜେପି

ଭୁବନେଶ୍ୱର ( ଆକାଶ ମିଶ୍ର ): ବିଜେଡିକୁ ଘାରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୟ । ସେଥିପାଇଁ ହୀନ ରାଜନୈତିକ ଅଭିସନ୍ଧି ରଖି ଆଜି ବିଜେଡି ପକ୍ଷରୁ ଆଇଓସିଏଲ ଅଫିସ

ଦୈନିକ ଖବର କାଗଜ ସମାଜର ୯୯ତମ ପ୍ରତିଷ୍ଠା ଦିବସ -ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ବଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାର – ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର ( ଆକାଶ ମିଶ୍ର) –ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାରକୁ ଓଡିଶା ଅଗ୍ରାଧିକାର ଦେଇଛି ବୋଲି

ନବୀନଙ୍କ ଫମ୍ପା ମାଠିଆ ଜବାବରେ ବିଜେଡିକୁ ଭଙ୍ଗା ମାଠିଆ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  ( ଆକାଶ ମିଶ୍ର ) –ନବୀନ ପଟ୍ଟନାୟକ ଦଳୀୟ ପଦଯାତ୍ରାରେ ବିଜେପିକୁ ଫମ୍ପାା ମାଠିଆ ବୋଲି କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ

ଓଡ଼ିଶା ଗାନ୍ଧିବାଦୀ ଫୋରମ ଦ୍ୱାରା ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର ( ଆକାଶ ମିଶ୍ର ) : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଗାନ୍ଧିବାଦୀ ଫୋରମ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟବ୍ୟାପି ଗାନ୍ଧୀ

ଗୁଜୁରାଟରେ ହେଉଥିବା ସର୍ବଭାରତୀୟ ଯାଦୁକର ସମ୍ମିଳନୀରେ ଢେଙ୍କାନାଳରୁ ସାତଜଣ ଯାଦୁକର ପ୍ରତିନିଧିତ୍ଵ କରୁଛନ୍ତି…

ଢେଙ୍କାନାଳ (ଶୁଭମ ପାଣି) ଗୁଜୁରାଟର  ସୁରତରେ  ଗୁଜୁରାଟ ମ୍ୟାଜିକ ଆର୍ଟ ସର୍କଲ ଦ୍ୱାରା ଆୟୋଜିତ ହୋଇଥିବା ସର୍ବଭାରତୀୟ ଯାଦୁକର ତଥା ମ୍ୟାଜିକ ସମ୍ମିଳନୀରେ ଯୋଗଦେବାକୁ ଢେଙ୍କାନାଳରୁ ସାତଜଣ ମ୍ୟାଜିକବାଲା ଗତକାଲି ସୁରତ ଯାଇଛନ୍ତି

ଢେଙ୍କାନାଳରେ ଭାଗବତ ପରାୟଣ ମାନସ ଆରମ୍ଭ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳରେ ଅଭିନନ୍ଦନ ଗାର୍ଡେନରେ ଭାଗବତ ପରାୟଣ ମାନସ ଆରମ୍ଭ ହୋଇଛି ।ଏହା ୯ ତାରିଖ ଦିନ ସରିବ ।୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପରାୟାଣାରେ ବହୁ

ଆଖୁ କ୍ଷେତରେ ଗଳିଗଲା ବାୟୁସେନା ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ବିମାନ ଉତ୍ତର ପ୍ରଦେଶର ବାଗପତରେ ଆଖୁ କ୍ଷେତରେ ଅବତରଣ କରିବାକୁ ବାଧ୍ୟ ହୋଇଛି ।ଫଟୋରେ ବିମାନଟି ଯେମିତି ଢଙ୍ଗରେ ରହିଛି, ତାକୁ ଦେଖିଲେ ଲାଗୁଛି,

ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି :ସରକାର ଆମ୍ବୁଲେନ୍ସ ଯୋଗାଇଦେଇଛନ୍ତି କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଲୋକେହଇରାଣ ହେଉଛନ୍ତି।ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ

କଂଗ୍ରେସର ଜନସମ୍ପର୍କ ଓ ଜାଗରଣ ଯାତ୍ରା ଆରମ୍ଭ ଖୋଲାମଞ୍ଚରେ ସିଧାସଳଖ କଥା ହେଲେ ନିରଞ୍ଜନ

ଭୁବନେଶ୍ୱର  ( ଆକାଶ ମିଶ୍ର) –ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖସୁଖ ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହେବା ଏବଂ ଦଳକୁ ସେମାନଙ୍କର ନିକଟତର କରାଇବା ଉଦ୍ଧେଶ୍ୟରେ

ଢେଙ୍କାନାଳରେ କଂଗ୍ରେସର ଜନଜାଗରଣ ଯାତ୍ରା

ଢେଙ୍କାନାଳ (ଶୁଭମ ପାଣି)ରାଜ୍ୟ କଂଗ୍ରେସ ଆହ୍ୱାନ କ୍ରମେ ଢେଙ୍କାନାଳରେ  ଗତକାଲିରୁ  ଆରମ୍ଭ ହେଇଥିବା ଜନଜାଗରଣ ଯାତ୍ରା ଏକ ସୁନ୍ଦର ପଦକ୍ଷେପ ବୋଲି ନେତୃମହଲରେ ଚର୍ଚ୍ଚା ହେଉଛି। ଲୋକଙ୍କ ସହ ମିଶିବା ଓ ସେମାନଙ୍କ

ଢେଙ୍କାନାଳ ବିଜେଡିର ପ୍ରଶିକ୍ଷଣ ଶିବିରରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଢେଙ୍କାନାଳ (ଶୁଭମ ପାଣି) ଢ଼େଙ୍କାନାଳ ଜିଲ୍ଲା ବିଜେଡି ପ୍ରଶିକ୍ଷଣ ଶିବିର ସହରରେ ଥିବା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ ମାଲିକଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା

ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାୟଗଡା ଏସପିଙ୍କୁ ଦାବିପତ୍ର ପ୍ରଦାନ।

ରାୟଗଡା(ତୁଷାର ରଞ୍ଜନ  ସାହୁ ) : ସାମ୍ବାଦିକମାନେ ସମସ୍ତଙ୍କ ସୁବିଧା ଅସୁବିଧାରେ ସାମିଲ ହେବେ ହେଲେ ସାମ୍ବାଦିକଙ୍କ ଉପରେ ମାଡ ଓ ଅତ୍ୟାଚାର ହେଲେ କେହି ଜଣେ ବି ଆହା ପଦେ କହିବାକୁ

ଭାରତୀୟ ଗଣମାଧ୍ୟମର ଧଜ୍ଜିଆ ଉଡାଇଲେ ସିଦ୍ଧାର୍ଥ ବରଦରାଜନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଗଣମାଧ୍ୟମର ଧଜ୍ଜିଆ ଉଡାଇଛନ୍ତି ପ୍ରଖ୍ୟାତ ସାମ୍ବାଦିକ ସିଦ୍ଧାର୍ଥ ବରଦରାଜନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଗୋଡାଣିଆ ସାଜି ଥିବା ଦେଶର ଛାପା ଓ

ଗଣମାଧ୍ୟମରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ତଦନ୍ତ କାହିଁକି ଧିମେଉଛି ?

ଭୁବନେଶ୍ୱର ( ଆକାଶ ମିଶ୍ର ) : ପୁଣି ଗଣମାଧ୍ୟମରେ ଦାଗ । ଏକ ପ୍ରତିଷ୍ଠିତ ଓଡ଼ିଆ ଚ୍ୟାନେଲ ମୁଖ୍ୟଙ୍କ ନାମରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଛି । ଏଭଳି ଏକ

ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଜାଣନ୍ତି ନାହିଁ। ଲୋକଙ୍କ ସୁଖଦୁଃଖ ବୁଝିବେ କ’ଣ ?-ପିସିସି ସଭାପତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କାଲିଠୁ ଜାଗରଣ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରସ୍ଥିତ ପିସିସି କାର୍ଯ୍ୟାଳୟରେ କାଲି ଏହି ଜାଗରଣ ଯାତ୍ରାକୁ ୭୦ବର୍ଷୀୟ ଦୈତାରୀ ନାୟକ ଓ

ତୃତୀୟ ମହଲା ବାବୁଙ୍କ ଗୁଡବୁକରେ ଥିବା ଆଇଏଏସ ବାବୁମାନେ ଚାକିରିଛାଡି ଏଣିକି ବ୍ୟବସାୟରେ ମାତିବେ ଓ ରାଜନୀତି କରିବେ ! କାହିଁକି ଦେଖନ୍ତୁ ..

ଭୁବନେଶ୍ୱର: ତୃତୀୟ ମହଲା ବାବୁଙ୍କ ଗୁଡବୁକରେ ଥିବା ଆଇଏଏସ ବାବୁମାନେ ଚାକିରିଛାଡି ଏଣିକି ରାଜଧାନୀରେ ରହି ବ୍ୟବସାୟରେ ମାତିବେ ଓ ରାଜନୀତି କରିବେ ବୋଲି ଚର୍ଚ୍ଚା ଜୋରଧରିଛି । ସରକାରୀ ପ୍ରଭାବ ବଳରେ

ରାଫେଲ୍‌ ଡିଲ୍‌ରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ଛାଡ଼ିଲେ ବିଧାୟକ

ମୁମ୍ବାଇ: ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିବା ବେଳେ ଏବେ ପ୍ରଥମଥର ଦଳ ମଧ୍ୟରୁ ଏନେଇ ପ୍ରତିବାଦର ସ୍ୱର

ସି.ପି.ଆ.ଇ.(ଏମ୍ -ଏଲ୍)ରେଡଷ୍ଟାରର ୬ଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଦୁଇଦିନ ଧରି ଆଜି ପୁରୀରେ ଅନୁଷ୍ଠିତ ହେବ

ଭୁବନେଶ୍ୱର ( ଆକାଶ ମିଶ୍ର ) -ଭାରତ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନ୍ ବାଦୀ)ରେଡଷ୍ଟାରର ଷଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଆଜି  ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ୭ ଅକ୍ଟୋବର ପର୍ଯ୍ୟନ୍ତ

ବ୍ୟକ୍ତି ଫାଶୀ ପାଇବାକୁ ଗଲା ବେଳେ କିମ୍ବା କ୍ଷମତାଚ୍ୟୁତ୍‌ ହେଲା ବେଳେ ଜରୁରୀ ଶୁଣାଣି କରାଯିବ। ଜରୁରୀ ଶୁଣାଣି ପାଇଁ ଆସିବ ନୂଆ ନିୟମ-ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ(ସୁଧାଂଶୁ କୁମାର ) ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ବୁଧବାର ସକାଳେ ଶପଥ ନେଇଥିବା ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅପରାହ୍ଣରେ ନୂଆ ନିୟମ ପ୍ରଣୟନ କରିବାର ସଙ୍କେତ ଦେଇଛନ୍ତି।

ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଜିଲା ପ୍ରଶାସନରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ:ପାଟିରେ କଳାକନା ବାନ୍ଧି ନୀରବ ପ୍ରତିବାଦକଲେ ରାୟଗଡା ସାମ୍ବାଦିକମାନେ

ରାୟଗଡା (ତୁଷାର ରଞ୍ଜନ ସାହୁ ) ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ରାୟଗଡ଼ା ଜିଲ୍ଲାରେ ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଅଣଦେଖାକୁ ବିରୋଧ କରି ରାୟଗଡା ସାମ୍ବାଦକମାନେ ଜିଲା ପ୍ରଶାସନରକୁ

ସନ୍ଦିବାଡୀ ଗ୍ରାମରେ ପାଣି ସମସ୍ୟା ନେଇ ରାୟଗଡାର ମହିଳାମାନେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର

ରାୟଗଡା (ତୁଷାର ରଞ୍ଜନ ସାହୁ ): ରାୟଗଡା ବ୍ଲକ ସନ୍ଦିବାଡୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ସସମ୍ୟାକୁ ନେଇ ବୁଧବାର ପ୍ରତାପ ପୁଆଲାଙ୍କ ନେତୃତ୍ୱରେ ଏକ ଦାବି ପତ୍ର

ଜଳିଲା ଶ୍ରୀକ୍ଷେତ୍ର ବନ୍ଦ ସମ୍ପୂର୍ଣ ସଫଳ ସନ୍ଧ୍ୟାରେ ଶାନ୍ତି କମିଟିର ନିଷ୍ପତ୍ତି: ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିପାରିବେ ସେବାୟତ ଓ ତାଙ୍କ ପରିବାର

ପୁରୀରେ ଲଙ୍କାକାଣ୍ଡ। ଜଳିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଏଭଳି ଅଘଟଣ ଘଟିଛି। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ ହୋଇଛି। ୯

ଭାରତ-ୱେଷ୍ଟଇଣ୍ଡିଜ:ବିଶାଖାପାଟଣାରେ ଖେଳାଯିବ ୨ୟ ଦିନିକିଆ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ବିଶାଖାପାଟଣାର ଡ. ଓ୍ଵାଇ.ଏସ୍‌ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ

ରାଶି ଫଳ

ମେଷ : ସ୍ଵାସ୍ଥ୍ୟ କିଛି ମାତ୍ରାରେ ନରମ-ଗରମ ରହିପାରେ, ଚିନ୍ତା କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ଆଜି ମିଳିବ। ମଧ୍ୟାହ୍ନ ପରେ ପରିସ୍ଥିତିରେ ସୁଧାର ହେବ। ଆର୍ଥିକ ଯୋଜନାକୁ ଠିକ ଭାବରେ

ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ !

ଭୁବନେଶ୍ୱର ( ଆକାଶ ମିଶ୍ର ): ନବୀନ ନିବାସ ଅାଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ

ଢେଙ୍କାନାଳରେ ମଙ୍ଗଳବାର ଓଷା ପାଳନ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦୋଳମଣ୍ଡପ ସାହିରେ ମାଁ ମଙ୍ଗଳା ପୀଠରେ ମହିଳାମାନେ ମଙ୍ଗଳବାର ଓଷା ପାଳନ କରିଛନ୍ତି । ଧୂପ ଦୀପ ନୈବେଦ୍ୟ ଦେଇ ମୁଣ୍ଡରେ ପାଣି କଳସୀ