Author: ସମୃଦ୍ଧ ଓଡିଶା

୧୯ ସେପ୍ଟେମ୍ବରରେ ଅଭିଭାବକ ମାନଙ୍କ ବିଧାନସଭା ଅଭିଯାନ

ଭୁବନେଶ୍ୱର – ଆସନ୍ତା ସେପ୍ଟେମ୍ବର ୧୯ତାରିଖରେ ଓଡ଼ିଶା ପ୍ୟାରେଂଟ ଆସୋସିଏସନ୍ସ ଅଫ ଫୋରମ୍ (ଓପାଫ) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକ ଶୋଷଣରୁ ମୁକ୍ତିପାଇଁ ଓ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ଅଭିଭାବକମାନଙ୍କ

ନିମାପଡ଼ାକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ବିଧାନ ସଭା ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର  – ଓଡ଼ିଶା ବିଧାନ ସଭା ସମ୍ମୁଖସ୍ଥ ଲୋୟର ପିଏମ୍ଜିଠାରେ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଅଂଚଳର ଶହ ଶହ ଜନସାଧାରଣ ନିମାପଡ଼ାକୁ ଏକ ରାଜସ୍ୱ ସବ୍-ଡିଭିଜନ

ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ବୈଠକରେ ପଞ୍ଚାସଖାଙ୍କ  କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି।

ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍‌ କରିଛି ପୋଲିସ,ଗିରଫ ହେବେ କି ବୈଜୟନ୍ତ ?

ଭୁବନେଶ୍ୱର : ଶନିବାର ଦିନ ଚିଲିକା ଉପରେ ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିଲା ହଟଚମଚ। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ

ଅଭିନେତ୍ରୀ ଲିଜା ରାଏ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି

ନୂଆଦିଲ୍ଲୀ: ଅଭିନେତ୍ରୀ ଲିଜା ରାଏ ନିକଟରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଲିଜା ସେରୋଗେସି ଜରିଆରେ ଦୁଇଟି କନ୍ୟା ସନ୍ତାନଙ୍କ ମା’ ବନିବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ସୋସିଆଲ ମିଡିଆ

ପୋଲାଣ୍ଡ ବକ୍ସିଂ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ସରିତାଙ୍କୁ ବ୍ରୋଞ୍ଜ୍‌

ନୂଆଦିଲ୍ଲୀ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ତଥା ଭାରତର ଷ୍ଟାର ବକ୍ସର ଏଲ୍ ସରିତା ଦେବୀ (୬୦ କେଜି) ଚଳିତ ୧୩ତମ ସିଲେସିଆନ୍ ଓପନ୍ ବକ୍ସିଂ

ସୂର୍ଯ୍ୟ ଜଣେ ଭ୍ରଷ୍ଟ ଲୋକ; ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି: ଦାମ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଆଜି ପୁଣି ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ

ବଜ୍ରାଘାତରେ ମାମୁ-ଭଣଜା ମୃତ

ଟିଟିଲାଗଡ଼ : ଭୋଜି କରିବାକୁ ଯାଇଥିବା ବେଳେ ବଜ୍ରାଘାତ ହେବାରୁ ମାମୁ- ଭଣଜାଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ମ.

ଭୟଙ୍କର ବିସ୍ଫୋରଣ: ଫାଟିଲା ସିଲିଣ୍ଡର, ଉଡ଼ିଗଲା ୪୦ ଘରର ଛାତ,ଜଣେ ମୃତ, ୮ ଗୁରୁତର

ରାଉରକେଲା: ରୋଷେଇ ଗ୍ୟାସ୍‌ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ଏତେ

ଦାମଙ୍କର ଟିଟୋ ସହିତ ସମ୍ପର୍କ ରହିଛି: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳରୁ  ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.

କାକଟପୁର ମଙ୍ଗଳା ମନ୍ଦିରରେ ସେବାୟତଙ୍କ ଧାରଣା; ମଙ୍ଗଳବାର ବନ୍ଦ କରିବେ ୪ ଦ୍ୱାର

କାକଟପୁର : କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ମାଡ ବିବାଦ ଘନେଇବାରେ ଲାଗିଛି । ପୁଲିସ ଓ ସେବାୟତଙ୍କ ମଧ୍ୟରେ  ଆଲୋଚନା ବିଫଳ ହେବା ପରେ ଧାରଣା ଜାରି

ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ତରଫରୁ ସ୍ୱଚ୍ଛତା ହିଁ ସେବା ପାଳିତ

ଭୁବନେଶ୍ୱର (ଆକାଶ ମିଶ୍ର)-ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ତରଫରୁ ଭୁବନେଶ୍ୱରସ୍ଥିତ ନବୋଦୟ ଯୁବ ସଂଗଠନ କେନ୍ଦ୍ରରେ ‘ସ୍ୱଚ୍ଛତା ହିଁ ସେବା’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଓଡ଼ିଶା

ସ୍ୱେଚ୍ଛାକୃତ ଅବସର ନେବେ ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ !

ଭୁବନେଶ୍ୱର: ୧୯୯୪ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା

ଗଣଶିକ୍ଷା ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼

ଆନନ୍ଦପୁର : ଆଜି ବେଲବାହାଳିରେ ଗଣେଷ ଭସାଣି ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡି ଉପରକୁ ହୋଇଛି ଢେଲାମାଡ଼। ଏଥିରେ ମନ୍ତ୍ରୀଙ୍କ ଗାଡ଼ିର କାଚ

ଟୁଥ୍‌ପେଷ୍ଟ୍‌କୁ କେବଳ ଦାନ୍ତ ସଫା ନୁହେଁ, ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଆପଣ ବ୍ୟବହାର କରିପାରିବେ

କେଉଁଥି ପାଇଁ କେଉଁ ରଙ୍ଗର ଟୁଥ୍‌ପେଷ୍ଟ୍‌ କିପରି ବ୍ୟବହାର କରିବେ, ଆସନ୍ତୁ ଜାଣିବା ଭୁବନେଶ୍ୱର: ଟୁଥ୍‌ପେଷ୍ଟ୍‌କୁ କେବଳ ଦାନ୍ତ ସଫା ନୁହେଁ, ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଆପଣ

ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା

ଅମଲା ସଂଘର ‘ନବୀନ ନିବାସ ଚାଲ’ ଡାକରା ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ

ପୋଖରୀରେ ବୁଡି ଯୁବକ ମୃତ

ବୁଗୁଡା: ବୁଗୁଡା ଥାନା ବାଲିପଦର ଫାଣ୍ଡି ମଙ୍ଗଳପୁର ଗ୍ରାମର ନାରାୟଣ ଖଟେଇ ନାମକ ଜଣେ ଯୁବକ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ

ଏମ୍‌ସିଏଲ୍‌ର ୨ ଲକ୍ଷ କ୍ଷତି:କୋଲ ଇଣ୍ଡିଆ ମୁଖ୍ୟଙ୍କ ସମୀକ୍ଷା

ସମ୍ବଲପୁର : କୋଇଲା ଉତ୍ପାଦନରେ ଏମସିଏଲର ୨ଲକ୍ଷ ଟନ କ୍ଷତି ହେଉଛି। ବର୍ତ୍ତମାନ ପ୍ରତିଦିନ ବିଜୁଳି ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ କୋଲ

ପ୍ରବଳ ବର୍ଷା ଆଶଙ୍କା,ଯାଏ ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୧୭ଟି ଜିଲ୍ଲାମାନଙ୍କ ମଧ୍ୟରେ ନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର,ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି,କେନ୍ଦୁଝର,

୪ଟି ଗୋଡ଼ ଥିବା ନବଜାତକକୁ ଦେଖିବା ପାଇଁ ଡ଼ାକ୍ତରଖାନାରେ ସଂପର୍କୀୟ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼

ଗୋରଖ୍‌ପୁର: ଉତ୍ତରପ୍ରଦେଶର ଗୋରଖ୍‌ପୁରରେ ଏକ ନବଜାତ ଶିଶୁ ଜନ୍ମ ହେବା ପରେ ତାକୁ ଦେଖିବା ପାଇଁ ଏବେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । ନବଜାତକର ୪ଟି ଗୋଡ଼ ଏବଂ

ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବାକୁ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି

ପୁରୀ: ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୨୦ରେ ଆସିବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ। ୨୧ ଓ ୨୨ ତାରିଖରେ ଶ୍ରୀମନ୍ଦିର ସଂସ୍କାର

ଗୁରୁତର ବିପଦ ସଂକେତ:ଦକ୍ଷିଣ ଚୀନ ଉପକୂଳରେ ମାଡ ହେଲା ମହାବାତ୍ୟା ମାଂଖୁଟ

ଫିଲିପାଇନ୍ସରେ ଶତାଧିକ ଲୋକଙ୍କୁ ମାରିବା ପରେ ସୁପରଟାଇଫୁନ ମାଂଖୁଟ ଚୀନରେ ମାଡ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଚୀନର ଜନବହୁଳ ଗ୍ଵାଙ୍ଗଡଙ୍ଗ ରାଜ୍ୟରେ ପ୍ରବଳ ବେଗରେ ପବନ ବୋହିବା

କୋଲକାତା କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ବାଗ୍‌ରି ବାଜାରରେ ଅଗ୍ନିକାଣ୍ଡରେ ୩୦ ଦମକଳ

କୋଲକାତା: ରବିବାର ପ୍ରତ୍ୟୁଷରେ କେନ୍ଦ୍ରୀୟ କୋଲ୍‌କାତାର କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ଅନ୍ତର୍ଗତ ବାଗ୍‌ରି ବାଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟନାସ୍ଥଳରେ ପ୍ରାୟ ୩୦ଟି ଦମକଳ ପହଞ୍ଚିଛନ୍ତି।ରାତି ପ୍ରାୟ ୨. ୪୫ ମିନିଟ୍‌

ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ ବସ୍ତି ବାସିନ୍ଦା

ଭୁବନେଶ୍ୱର : ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ। ୫ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ମଧ୍ୟ କୌଣସି ସୁଫଳ

ଓଡ଼ିଶାର ରାଜକୋଷ ବିଜେଡି ନେତାଙ୍କ ପୈତୃକ ସମ୍ପତ୍ତି ନୁହେଁ

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରେ ବିଜେପି ପୁଣି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ଦିନ ପାଇଁ ବାହାର କରି ପରେ କୋଳେଇ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି

ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର

‘ସ୍ୱଚ୍ଛତା ହି ସେବା’ ଅଭିଯାନ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ

ମହାତ୍ମା ଗାନ୍ଧୀଙ୍କ ପରିଚ୍ଛନ୍ନ ଭାରତର ସ୍ୱପ୍ନକୁ ସାକାର କରିବା ଏଇ ଅଭିଯାନର ଲକ୍ଷ୍ୟ      ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ମେସେଜ୍‌ ଜରିଆରେ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ

କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡ଼ିର ସାଙ୍ଗଠନିକ କ୍ଷେତ୍ରରେ ନୂଆ ନିଯୁକ୍ତି ଭୁବନେଶ୍ୱର: ଆଜି ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ କ୍ଷେତ୍ରର କେତେକ ନୂଆ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ସାଂସଦ

ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆମାଜନ ସିଇଓ ଦାନ କରିବେ ୧୪ ହଜାର ୫୦୦ କୋଟି ଟଙ୍କା!

ଦିନକୁ ଦିନ ଦେଶରେ ଗରିବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ବି ଅନେକ ଲୋକ ଭୋକ ଉପାସରେ ରହୁଛନ୍ତି। ଗରିବୀ ଦୂରୀକରଣ ପାଇଁ ସରକାର ବହୁ ଯୋଜନା

ଅନୁ ଚୌଧୁରୀଙ୍କ ଅଭିନୀତ କେଉଁ ସିନେମା ସୁପରହିଟ୍ ହୋଇଥିଲା ?

ଯେଉଁ ସମୟରେ ଓଲିଉଡରେ ରଚନା ବାନାର୍ଜୀ ରାଜ୍ କରୁଥିଲେ, ସେହି ସମୟରେ ଅନୁ ଚୌଧୁରୀଙ୍କ ଏଣ୍ଟ୍ରି ହୋଇଥିଲା। ଅନୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’। ଏହି