Author: ସମୃଦ୍ଧ ଓଡିଶା

ହାଇ ସ୍ପୀଡ଼ ଇଣ୍ଟେର୍ନେଟ ସୁବିଧା 4ଲଖ୍ୟ 83ହଜାର ପରିବାର କୁ ଯୋଗେଇଦିଆଯିବ

ଆମରାବତୀ- ଏଣିକି ଆନ୍ଧ୍ର ରାଜ୍ୟ ର ଘରେ ଘରେ ପହଂଚିବା ୱାଇଫାଇ ତଥା ଇଣ୍ଟେର୍ନେଟ ସୁବିଧା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଏହାକୁ ଶୁଭଦେଇଛନ୍ତି ଆନ୍ଧ୍ର ଫାଇବର ପ୍ରୋଜେକଟ ନାମ

ବୈଦେଶିକ ନିବେଶ କ୍ଷେତ୍ରରେ ଢ଼ିଲା ହୋଇଗଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟା ଶାମିକା ରବି କହିଛନ୍ତି ଯେ ମୋଦି ସରକାର ଗତ ୪ ବର୍ଷରେ ଅର୍ଥନୈତିକ କ୍ଷେତ୍ରରେ ଯେତିକି ସଂସ୍କାର ଆଣିଛନ୍ତି,

ରାଜନ୍‌ଙ୍କ ଭୁଲ୍ ନୀତି ଯୋଗୁ ଅର୍ଥନୀତି ଦୁର୍ବଳ ହୋଇଛି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପାଇଁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିବା ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିବାବେଳେ ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କିନ୍ତୁ ଏଥିପାଇଁ ପୂର୍ବତନ ଆରବିଆଇ

କେରଳରେ ରହିଛି ବିଶ୍ୱର ସବୁଠାରୁ ଛୋଟ ଗାଈ

ବାଙ୍ଗାଲୁରୁ : ଭାରତରେ ଗାଈକୁ ମା’ ରୂପେ ପୂଜା କରାଯାଏ। ଏଭଳି ଏକ ଗାଈ କେରଳରେ ରହୁଛି ଯାହାର ନାମ ଗିନିଜ୍‍ ବୁକରେ ସ୍ଥାନ ପାଇସାରିଛି। ଏହି ଗାଈଟିର ନାମ

ରାଶିଫଳ

ମେଷ: ନିଜ କାର୍ଯ୍ୟରେ ସମୀକ୍ଷା କରିବେ। ଭାଗ୍ୟବାନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ବ୍ୟକ୍ତିତ୍ୱର ପରିଚୟ ଦେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।ବୃଷ:

ଅରବିନ୍ଦ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ବ୍ରହ୍ମପୁର-ଛୋଟ ଛୋଟ କୁନିଛୁଆ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ଏକ ଉପଯୁକ୍ତ ପଦକ୍ଷେପ ବୋଲି ଶିକ୍ଷାବିତ ମାନେ ମତ ଦିଅନ୍ତି । ଶିକ୍ଷକ ହେଉଛନ୍ତି ଛୁଆ ମାନଙ୍କର

ନନ୍ଦୋତ୍ସବ ନେଇ ବ୍ରହ୍ମପୁର ଗୋକୁଳଧାମରେ ସ୍ବତନ୍ତ୍ର ବ୍ୟବସ୍ଥା

ଗଞ୍ଜାମ ୩|୯: ଆଜି ପବିତ୍ର ନନ୍ଦ ଉତ୍ସବ । ଭଦବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି। ଏଥିପାଇଁ ରାଜ୍ୟ ତଥା ସାରା ଦେଶସାରା ଉତ୍ସବର ମାହୋଲ । ଏଥିପାଇଁ ବିଭିନ୍ନ

କର୍ଣ୍ଣାଟକ ପୌର ପରିଷଦ ନିର୍ବାଚନରେ କଂଗ୍ରେସ ଆଗୁଆ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୌର ପରିଷଦ ନିର୍ବାଚନ ପ୍ରାଥମିକ ଭୋଟ ଗଣତିରେ କଂଗ୍ରେସ ଆଗୁଆ ରହିଛି। ବିଜେପି ଦ୍ୱିତୀୟ ସ୍ଥାନରେ ଓ ଜେଡିଏସ୍‍ ତୃତୀୟ ସ୍ଥାନରେ ରହିଛି।ଗତ ଶୁକ୍ରବାର ୧୦୨ଟି ପୌର

ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଙ୍କ କାର୍ଯ୍ୟକାଳର ଏକ ବର୍ଷ ପୂରଣ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭାବେ ଏମ୍‍. ଭେଙ୍କିୟା ନାଇଡୁ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିଛନ୍ତି। ଏହି ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରକାଶ ପାଇଥିବା ପୁସ୍ତକ Moving

ମଇଁଷି ଧକ୍କାରୁ ଟ୍ରେନ୍‌ ଇଞ୍ଜିନ୍‌ ଫେଲ୍‌

ଗଂଜାମ :ଗଂଜାମ ରେଳଷ୍ଟେସନ୍‌ ନିକଟ କାଇଁଚପୁର ଲେବଲକ୍ରସିଂ ଅପ୍‌ଲାଇନ୍‌ରେ (ବିଶାଖାପାଟଣା-ଭୁବନେଶ୍ୱର ରୁଟ୍‌) ଆଜି ଅପରାହ୍ନ ପ୍ରାୟ ୫ଟାରେ ଭାଗଲପୁର-ଯଶବନ୍ତପୁର ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ ଧକ୍କାରେ ଏକ ମଇଁଷିର ମୃତ୍ୟୁ ହୋଇଛି। ଟ୍ରେନ୍‌ଟି

ଲାଲଗଡ଼ରେ ପିସିସି ସଭାପତି

ଜୟପୁର : ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଆଜି ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଗସ୍ତରେ ଆସି ରାଫେଲ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାର

ଗୁରୁପ୍ରିୟା ଦୁର୍ନୀତିର ତଦନ୍ତ ଆବଶ୍ୟକ

ମାଲକାନଗିରି : ମାଲକାନଗିରି ଜିଲ୍ଳାର ବିଚ୍ଛିନ୍ନାଂଚଳକୁ ଯୋଗଯୋଗ କରିବାକୁ ନିର୍ମିତ ଗୁରୁପ୍ରିୟା ସେତୁରେ ଚଞ୍ଚକତା କରି ୭୪ କୋଟି ଟଙ୍କା ଦୁର୍ନିତି କରାଯାଇଛି। ଏହି ମହାଦୁର୍ନିତିରେ ରାଜ୍ୟ ସରକାର ସିଧାସଳଖ

ଜନ୍ମଦିନରେ ଶୁଭକାମନା

ଯେବେ ଯେବେ ପ୍ରଭୁ ଏଇ ସଂସାରରେ ଧର୍ମ ହୁଏ କଳୁଷିତ ଅବତାର ନିଅ ଆହେ ଚକ୍ରଧାରୀ ରଖିବାକୁ ତା’ ମହତ । ପାପୀ ନାଶ କରି ଭକ୍ତଙ୍କୁ ଉଦ୍ଧାରି ଧର୍ମର

ଆଜିର ରାଶିଫଳ

ମେଷ: ବ୍ୟବସାୟରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ପାଇଁ ଦିନଟି ଭଲ। ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ

ଭଗବାନ କହିଛନ୍ତି କିପରି କର୍ମ ବନ୍ଧନ ସୃଷ୍ଟି କରିପାରେ ନାହିଁ

ନ ଚ ମାଂ ତାନି କର୍ମାଣୀ ନିବନ୍ଧନ୍ତି ଧନଞ୍ଜୟ |ଉଦାସୀନବାଦାସୀନମସକ୍ତଂ ତେଷୁ କର୍ମସୁ || ଅର୍ଥ: ହେ ଅର୍ଜୁନ ! କର୍ମ ମୋତେ ବାନ୍ଧେ ନାହିଁ, କାରଣ ମୁଁ ସେହି

କେବିସି-୧୦ ସମ୍ପର୍କିତ ୧୦ଟି ଖାସ କଥା

ଦେଶବାସୀଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରୁଥିବା ଲୋକପ୍ରିୟ ରିୟଲିଟି ସୋ ‘କୌନ ବନେଗା କରୋଡ଼ପତି’ର ୧୦ମ ସଂସ୍କରଣ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନ

ଅର୍ଥ ବ୍ୟବସ୍ଥାରେ ସୁଧାର – ଚୀନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସିକ (ଏପ୍ରିଲ – ଜୁନ)ରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର 8.2 ପ୍ରତିଶତରେ ପହଞ୍ଚିଛି | ଗତ ତିନି ବର୍ଷ ମଧ୍ୟରେ ଏହା

ରାଜଧାନୀ ରେ ଛାତ୍ରଙ୍କୁ ଗୁଳି

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ସହିଦନଗର ଥାନା ଅଧୀନ ବାଙ୍କୁଆଳ-ଚାରିଛକ ନିକଟରେ ଜଣେ କଲେଜ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଗୁଳି କରିଛନ୍ତି। ଗୁଳି ମାଡ଼ର ଶିକାର ହୋଇଥିବା ଛାତ୍ର ଜଣକ

ଛୁଟି କଟାଇବାକୁ ଆସିଥିବା ଯବାନଙ୍କ ଲଜ୍ଜାଜନକ କାମ

ସିିମଲା: ହିମାଚଳ ପ୍ରଦେଶର ହମୀରପୁରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମସ୍ତଙ୍କୁ ହତବାକ୍‌ କରିଛି । ଜଣେ ଦେଶଭକ୍ତ ହୋଇ ଦେଶକୁ ସୁରକ୍ଷା କରୁଥିବା ଯବାନ ଜଣେ ନାବାଳିକା

ମନକୀବାତ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ

ଭାରତୀୟ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନକୀ ବାତ” କାର୍ଯ୍ୟକ୍ରମ ଅକ୍ଟୋବର 3, 2014ରୁ ଆରମ୍ଭ କରି ବେଶ ଲୋକପ୍ରିୟତା ଅର୍ଜନ କରି ଚାଲିଛନ୍ତି । ଆକାଶବାଣୀ ମାଧ୍ୟମରେ ପ୍ରତ୍ୟେକ ମାସରେ

ଓଡ଼ିଆ ପୁଅ ପାଇଁ ଓଡିଶା ଗର୍ଵବୀତ

ଅଭିନେତା ରବିତେଜା ସାନମାନିତା ବିଶାଖାପାଟଣା-ଓଡ଼ିଆପୁଅ ଆନ୍ଧ୍ରପ୍ରଦେଶ ରେ ଅଭିନୟ କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛନ୍ତି । ତେଲୁଗୁ ଭାଷା ରେ ପାଖାପାଖି 35ଗୋଟି ସିନେମା କରିଥିବାବେଳେ ଅଧିକାଂଶ ତେଲୁଗୁ

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ – କହିଲେ ଏବେ ଡାକବାଲା ବନିଲା ଚଲାବୁଲା କରୁଥିବା ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଲକଟୋରା ଷ୍ଟାଡିଅମ ଠାରେ “ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ” (ଆଇପିପିବି) ଶୁଭାରମ୍ଭ କରିଛନ୍ତି | ଆଇପିପିବିର ଦେଶବ୍ୟାପୀ 650 ଶାଖା 3250 ଏସେସ