Author: ସମୃଦ୍ଧ ଓଡିଶା

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪୨୬ ପ୍ରକଳ୍ପ ପାଇଁ ୭.୯୬ କୋଟି ମଞ୍ଜୁର – ଭଲକାମ ଓ ଶୀଘ୍ର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଗୋପ,: ଗୋପ ପଞ୍ଚାୟତ ସମିତି ଅଧିନ ତିନୋଟି ନିର୍ବାଚନ ମଣ୍ଡଳୀ ୩୧ଟି ପଞ୍ଚାୟତକୁ ନେଇ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ୭୬ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ

ରାୟଗଡ଼ାରୁ ବହୁ ପରିମାଣ ରିଲିଫ ସାମଗ୍ରୀ ଗଲା କେରଳ

ରାୟଗଡା: କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ଥ ବନ୍ୟା ପୀଡିତଙ୍କୁ ରାୟଗଡା ପୋଲିସ ସାହାଯ୍ୟର ହାତ ବଢ଼ାଇଛି । ରାୟଗଡା ଜିଲ୍ଲା ପୋଲିସର ତତ୍ତ୍ୱାବଧାନରେ ରାୟଗଡାରୁ କେରଳ ଅଭିମୁଖେ ବହୁ

ଚିକିଟି ମହାବିଦ୍ୟାଳୟ ଗଣିତ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ସଭା…

ଚିକିଟି (ସମୃଦ୍ଧ ଓଡିଶା) ଗଞ୍ଜାମ ସ୍ଥିତ ଚିକିଟୀ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ

ବିଶାଖାପାଟଣାରେ ସ୍ୱାଧୀନତା ଦିବସ ପାଳନ

ବିଶାଖାପାଟଣା: 72ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜି ଶ୍ରୀନିବାସ ରାଓ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭୁୟସୀ ପ୍ରଶଂସା

ଚିକିଟି କଲେଜର ୩୯ତମ ପ୍ରତିଷ୍ଠା ଦିବସ ଓ ସ୍ୱାଧୀନତା ଦିବସ ପାଳନ…

ଚକିଟି (ସମୃଦ୍ଧ ଓଡିଶା) ସାରା ଭାରତବର୍ଷରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଚକିଟି କଲେଜର ୩୯ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ.ବିଚିତ୍ର ପଟ୍ଟନାୟକଙ୍କ ପୌରୋହିତ୍ୟରେ

ସମଗ୍ର ରାଜ୍ୟର ଲୁକ୍କାୟିତ ପ୍ରତିଭାଙ୍କୁ ନିଜ ମାଟିରେ ମହକାଇବ ‘ମାଟିର ମହକ’

ଭଦ୍ରକ(ସମୃଦ୍ଧ ଓଡିଶା)ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ବଣମଲ୍ଲୀ ଭଳି ସୁବାସ ବିତରଣ କରି ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣିବା ନେଇ ଭଦ୍ରକର ପ୍ରତିଷ୍ଠିତ ‘ମାଟିର ମହକ’

ଏବେ ବି ବଂଚିଛି ସଂସ୍କୃତି:ଘର ପିଣ୍ଡାରେ ଗୀତା, ଭାଗବତ ପାଠ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଧୁନିକ ସମାଜରେ ପାଶ୍ଚାତ୍ୟ ଅଭିମୁଖୀ ମଣିଷ ସଂସ୍କୃତି ପରମ୍ପରାକୁ ଭୁଲି ମିଛ ମରୀଚିକା ପଛରେ ଧାଉଁଛି । ସୁଖ ବୋଲି ଭାବି ନିତ୍ୟ ଦୁଃଖକୁ ନିଜ ସାଙ୍ଗରେ