Category: Berhampur(ଦକ୍ଷିଣାଞ୍ଚଳ ଖବର)

ନୂଆଁ-ଓ’କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵଓଡିଆଭାଷାସମ୍ମିଳନୀର ଆୟୋଜନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)’ନୂଆ – ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପେକ୍ଷୀରେ ଓଡ଼ିଆ ସାହିତ୍ୟ ପ୍ରିଯୋଗୀତା ସ୍ୱୟଂଶାସିତ ବିଜ୍ଞାନ

ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୨୩ତାରିଖ ମଙ୍ଗଳ ବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ

କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା ଉଦଯାପନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ଆୟୋଜିତ “ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ସରକାରୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଫ୍ରେଣ୍ଡସ ୱେଲଫର କ୍ଲବ ଓ ମହାନ ସଙ୍ଘ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କଲେ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଫ୍ରେଣ୍ଡସ ୱେଲଫର କ୍ଲବ। କ୍ଲବର ଫାଉଣ୍ଡର ପ୍ରେସିଡେଣ୍ଟ ଏ ଲକ୍ଷ୍ମୀନାରାୟଣ (ବାବୁ

ହିଞ୍ଜିଳିକାଟୁ ବ୍ଲକ୍ ରେ ପରିକ୍ରମା ରଥ ବୁଲି ଚାଉଳ ୬୯କ୍ଵିଣ୍ଟାଲ, ଗୁଆ ୬୦କିଲୋ ସହ ନଗଦ ୨,୦୧, ୬୯୫ଟଙ୍କା ଆଦାୟ : ବିଡ଼ିଓ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳି କାଟୁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପର୍ବ ସମୟରେ ସଂଗୃହିତ ମୋଟ ଚାଉଳ, ଗୁଆ ଓ ଟଙ୍କାର ସବିଶେଷ

ଅଯୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମ ଭୂମିରେ ବିଧର୍ମୀ ମାନଙ୍କର ଚକ୍ରାନ୍ତକୁ ଧୂଳିସାତ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । କୋଟି କୋଟି

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା(ସମୃଦ୍ଧଓଡିଶା)ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ବିୟୋଗରେ ବ୍ରହ୍ମପୁର ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ପୋଲିସ ପ୍ରଶାସକ ଶ୍ରୀ ଅନାଦି ଚରଣ ସାହୁଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ଆସିକା(ସମୃଦ୍ଧଓଡିଶା)ଓଡ଼ିଶା ସରକାରଙ୍କ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ସାପ୍ତାହିକ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି। ଏହି ତାଲିମ ଶିବିର ପ୍ରଥମ ଦିବସ

ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଧୀନ ଗେଟ୍ ଭୁଶୁଡିଗଲା

ସୋରଡା(ସମୃଦ୍ଧଓଡିଶା)ଆମ ହସ୍ପିଟାଲ ଯୋଜନା ରେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ଦୀର୍ଘଦିନ ଦିନଧରି କାମ ଚାଲି ଆସୁଥିଲା। କିନ୍ତୁ କାମ ସମ୍ପୂର୍ଣ ହେବାର ନା ନେଉନଥିଲା । ଅତି

ଶେରଗଡ଼ ବ୍ଲକରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ଶେରଗଡ଼(ସମୃଦ୍ଧଓଡିଶା)ଆଜି ଶେରଗଡ଼ ବ୍ଲକ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ

ବ୍ରହ୍ମପୁର ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଧନ୍ୟବାଦ ଅର୍ପଣ

ବ୍ରହ୍ମପୁର(ସମୃଦ୍ଧଓଡିଶା )ଗତ ୧୧ ତାରିଖ ଦିନ ଗଞ୍ଜାମ ଗସ୍ତରେ ଆସିଥିବା ଓଡ଼ିଶା ପ୍ରଦେଶର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଭାରତୀୟ ଜନତା ପାର୍ଟି ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ

ସର୍ବ ଭାରତୀୟ ସ୍ତରରେ ସୁନ୍ଦରୀ ସମ୍ମାନ ପାଇଲେ ବ୍ରହ୍ମପୁରର ଇଶାଙ୍କା ସାହୁ

ବ୍ରହ୍ମପୁର(ସମୃଦ୍ଧଓଡିଶା) ବିଭିନ୍ନ କ୍ଷେତ୍ରରେ ଗଞ୍ଜାମର କଳାକାର, କ୍ରୀଡାବିତ୍ ଓ ମହିଳା ମାନେ ଜାତୀୟ ଓ ବିଶ୍ବସ୍ତର ରେ ସମ୍ମାନ ଆଣି ନିଜ ସହ ଜିଲ୍ଲାକୁ ଗୌରବ ଆଣି ପାରିଛନ୍ତି। ସେହିପରି

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ କମ୍ବଳ ଓ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ମକର ପର୍ବ ପାଳନ ଅବସରରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ କନିଶି ଶାଖା ପକ୍ଷରୁ ବଳିଆପୁଟ ଆଦିବାସୀ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଶାଢ଼ୀ, କମ୍ବଳ,ଚାଦର

ଜୟଦେବ ଭବନରେ ବ୍ରହ୍ମପୁରର ସନ୍ତୋଷ ହୋତାଙ୍କୁ ସମ୍ମାନିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭୁବନେଶ୍ୱର ଜୟଦେବ ଭବନରେ ଠାରେ ଆୟୋଜିତ ହୋଇଥିବା ନେସନାଲ ଏକ୍ୟାଡିମ ସ୍ବାକ୍ଷରିତ ମିଶନ ତରଫରୁ worldwide awards poggram ରେ ବ୍ରହ୍ମପୁର ସହରରେ ରହୁଥିବା ସମାଜ ସେବୀ ଶ୍ରୀ

ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି

ଗଞ୍ଜାମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତ ସରକାରଙ୍କର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ସକାଳେ ସାଗର ପରିକ୍ରମାରେ ବିଶାଖାପାଟଣା ଠାରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର

କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀଙ୍କ ଚିଲିକା ଗସ୍ତନେଇ ବିଜେଡି ଛାନିଆ

ବାଣପୁର(ସମୃଦ୍ଧଓଡିଶା)ଗତକାଲି ଦିବା ୧୧ ଘାଣ୍ଟିକ ସମୟରେ କେନ୍ଦ୍ର ମତ୍ସ୍ୟ , ଦୁଗ୍ଧ ଓ ପଶୁ ସମ୍ପନ୍ଦ ବିକାଶ ମନ୍ତ୍ରୀ ପୁରୁଷୋତମ ରୁପାଲା ଚିଲିକା ନିକଟସ୍ତ ନଈରୀ ଠାରେ ଅନୁଷ୍ଠିତ ବିରାଟ

ବିଜେଡି ଯୁବ ନେତାଙ୍କ ଗୁମ୍ମା ବ୍ଲକ ପରିଦର୍ଶନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା )ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ବଡ଼ କଳାକୋଟ ପଂଚାୟତ ତୁମକୋର୍ ଏରିଆ ଅଫିସ ଓ ବୁରୁଡ଼ିଂ ମଣ୍ଡଳୀ ପରିଦର୍ଶନ କଲେ ବିଜେଡି ଯୁବ ନେତା ଇଞ୍ଜିନିୟର ରୁପେଶ

ପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ନୂଆଁ ବର୍ଷ ଉପଲକ୍ଷେ ହାଇଟେକ୍ ଗୃପ ପକ୍ଷରୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ

ମୃତ ମିଟର ରିଡରଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଞ୍ଜନଗର(ସମୃଦ୍ଧଓଡିଶା) ଟି ପି ଏସ ଓ ଡି ଏଲ୍ ଅଧିନସ୍ଥ ବିଲ୍ଲିଙ୍ଗ କାର୍ଯ୍ୟ ତୁଲାଉଥବା ଏଜେନସି ଇନଭେଣ୍ଟିଭ ସଫ୍ଟୱେରେ ସୋଲୁସନ ପକ୍ଷରୁ ଏକ ବୈଠକ ଭଞ୍ଜନଗର ନିଅନ୍ତ୍ରିତ ବଜାର କମିଟି

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳିତ : ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଆହ୍ୱାନ

ଭବାନୀପାଟଣା(ସମୃଦ୍ଧ ଓଡିଶା)ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଭାରତ ସ୍ୱାଧିନତା ସଂଗ୍ରାମରେ କ୍ରାନ୍ତିକାରୀ ଭୂମିକାକୁ ସ୍ମରଣ କରିବା ନିମନ୍ତେ ୩୧ ତାରିଖରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ଭାବରେ

ଅମୃତ ଭାରତ ଏକ୍ସପ୍ରେସ ବ୍ରହ୍ମପୁରରେ

ବ୍ରହ୍ମପୁର(ସମୃଦ୍ଧଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ- ବେଙ୍ଗାଳୁରୁ “ଅମୃତ ଭାରତ” ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି

ପ୍ରଧାନମନ୍ତ୍ରୀଙ୍କ ୧୦୮ ତମ ମନ୍ କି ବାତ୍ ରେ ନେତାମାନେ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୮ ତ’ମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ଶଙ୍କର ଆଖି ହସ୍ପିଟାଲ୍ ରେ ସ୍ବେଛାସେବୀଙ୍କ ମିଳିତ ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ସମୃଦ୍ଧଓଡିଶା)ଆଜି ୩୦ତାରିଖ ଶନିବାର ସମରଝୋଳ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ଡାକ୍ତର.ସୁଦୀପ ଦାସଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ସଦସ୍ୟଙ୍କ ମୀଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଅସୁରବନ୍ଧ ପଞ୍ଚାୟତ ପରିସରରୁ ଶାଗୁଆନ ଗଛ ଚୋରି : ରେଞ୍ଜରଙ୍କୁ ଖାତିର କରୁ ନାହାନ୍ତି ଫରେଷ୍ଟର

ସୋରଡ଼ା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳ ସବୁଜିମାରେ ଭରା ଏକ ଅଞ୍ଚଳ ରୂପେ ବେଶ୍ ଆଦୃତ ହୋଇ ଆସୁଥିବା ବେଳେ ବର୍ତମାନ ବାୟୁମଣ୍ଡଳ କୁ ଖରାପ କରିବାରେ ଲାଗିଛନ୍ତି କିଛି କାଠ

କ୍ଷେତ୍ରମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଗାମୀ ଦିନରେ ଦେଶରେ ଯୁବ ଗୋଷ୍ଠୀର ଅଭ୍ୟୁଦୟ ଘଟିବ l ଏବେ ଭାରତବର୍ଷରେ ଯୁବକ, ଯୁବତୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୮ ପ୍ରତିଶତ l ସେଇମାନେ ଦେଶକୁ ଆଗେଇ ନେବେ

ଶେରଗଡ଼ ବ୍ଲକରେ ଆମ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଆଜି ୨୮ତାରିଖ ଗୁରୁବାର ଶେରଗଡ ବ୍ଲକର ସମସ୍ତ ପଞ୍ଚାୟତର ଯୁବକ ଯୁବତୀଙ୍କୁ ନେଇ ନୂଆ ଓଡିଶା ଅଧୀନରେ ଜାରି ରହିଥିବା କ୍ରୀଡା ଉତ୍ସବ ଆଜି ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ମିନି

ବ୍ଳକସ୍ତରୀୟ ନୂଆ ଓ କ୍ରୀଡାତ୍ସୋବ ଉଦଯାପିତ ଓ ପୁରସ୍କାର ବିତରଣ ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି । ଆୟୋଜିତ କ୍ରୀଡା ଉତ୍ସବରେ ୬ଟି ଗୋଷ୍ଠୀଗତ କ୍ରୀଡା କ୍ରିକେଟ, ହକି, ଫୁଟବଲ,