Category: Berhampur(ଦକ୍ଷିଣାଞ୍ଚଳ ଖବର)

ବାଲିଗୁଡ଼ାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବାଲିଗୁଡା(ସମୃଦ୍ଧଓଡିଶା) ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ମହସୀଙ୍ଗି ପଞ୍ଚାୟତର ଫାର୍ମ ହାଉସ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ବାଲିଗୁଡ଼ା ନିର୍ବାଚନ

ବିପ୍ଳବ ପାତ୍ର – ଏକ ଉଜ୍ଵଳ ରାଜନୈତିକ ସମ୍ଭାବନା

ଆଜି ଦିଗପହଣ୍ଡି କାହିଁକି ସମଗ୍ର ଓଡ଼ିଶାରେ ବିପ୍ଳବ ପାତ୍ର ଏକ ଚର୍ଚ୍ଚିତ ନାମ। ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଲା ଗତ କିଛି ଦିନ ମଧ୍ୟରେ ଦିଗପହଣ୍ଡିରେ ଘଟିଯାଇଥିବା ରାଜନୈତିକ

ହରିହର ଉଚ୍ଚ ବିଦ୍ୟାଳୟ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ରଙ୍କ ବନ୍ଧୁମିଳନ

ଆସିକା(ସମୃଦ୍ଧଓଡିଶା)ହରିହର ଉଚ୍ଚ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୯୮୮, ୧୯୯୦ ଏବଂ ୧୯୯୩ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ଗତ ରବିବାର ଓ ସୋମବାର

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଅଟଳ ଉତ୍ସବ ପାଳିତ

ଭବାନୀପାଟଣା(ସମୃଦ୍ଧଓଡିଶା)ଆଜି ଭବାନୀପାଟଣା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ “ଅଟଳ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ପୂର୍ବତନ ସଭାପତି ସୁନୀଲ ବେହେରା ଅଟଳ ଜୀ’ଙ୍କ ସହିତ ବିତାଇଥିବା

ପକ୍ଷାଘାତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାନୁଭୂତି ଦେଖେଇଲେ ଆମ୍ ଆଦମୀ ପାର୍ଟି ନେତା..

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ପକ୍ଷାଘାତ ରୋଗରେ ମ୍ରିୟମାଣ ଦମ୍ପତି । ଦୀର୍ଘ ୭ବର୍ଷ କାଳ ସ୍ତ୍ରୀ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିବାବେଳେ ସ୍ୱାମୀ ଗତ ଦୁଇ ବର୍ଷ ହେବ ପୁନଃ ଏହି

ଗଜପତି ଉତ୍ସବରେ ହାଇଟେକ ମେଡିକାଲ କଲେଜ ପକ୍ଷରୁ ମାଗଣା ଚିକିତ୍ସା ଶିବିର

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିଅମ ଠାରେ ଗଜପତି ଉତ୍ସବରେ ହାଇଟେକ ମେଡିକାଲ କଲେଜ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ରାଜ୍ୟ

ଆସିକା ସଂକୁଳ ବାର୍ଷିକ କ୍ରୀଡା ସମାରୋହ ୨୦୨୩-୨୪ ଅନୁଷ୍ଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳିକାଟୁ ପୌରପରିଷଦର ଆଙ୍କୋରୋଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଆସିକା ସଂକୁଳ ସ୍ତରୀୟ କ୍ରୀଡା ସମାରୋହ ଆୟୋଜିତ ହୋଇଥିଲା। ଶ୍ରୀଯୁକ୍ତ k ପୁରୁଷୋତ୍ତମ, ଅଧ୍ୟକ୍ଷ କବିସୂର୍ଯ୍ୟ ନଗର

ରାଜ୍ୟ ବିଜେପି ଉପସଭାନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବ୍ରହ୍ମପୁରରେ ବିଭିନ୍ନ ସଭାରେ ଯୋଗଦାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାର ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଛତ୍ରପୁର,ଗୋପାଳପୁର,ଚିକିଟି,ବ୍ରହ୍ମପୁର ଓ ଦିଗପହଣ୍ଡି ବିଧାନସଭା କୋର୍ କମିଟି ବୈଠକରେ ଯୋଗ ଦେଇ ଦଳୀୟ

‘ଯୁବ ଓଡିଶା ନବୀନ ଓଡିଶା’ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ଼ଃ ତିରୁପତି ପାଣିଗ୍ରାହୀ

ପାରଲାଖେମୁଣ୍ଡି (ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁରରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା’ ‘ନବୀନ ଓଡିଶା’ ପକ୍ଷରୁ କ୍ରୀଡା ଓ ସଂସ୍କୃତିକ

ଗୁମ୍ମା ବ୍ଲକର ପରିଡ଼ା ଗ୍ରାମ ପଞ୍ଚାୟତ ବୁଲି ଅଭିଯୋଗ ଶୁଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷା

ଗୁମା(ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପରିଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଲୋବାଗୁଡ଼ା, କନ୍ଦର ଗୁଡା, ଗମାଙ୍ଗ ଗୁଡା ଓ ଗୋପାଳପୁର ଗ୍ରାମ ବୁଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ

ଲାଗିରହିଥିବା ପାଣି ସମସ୍ୟା ଜଣାଇବା ୨ଦିନ ମଧ୍ୟରେ ଟ୍ୟାପ ଯୋଗେ ପାଇଲେ ଗ୍ରାମବାସୀ ଶୁଦ୍ଧ ଜଳ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପରିଡା ପଞ୍ଚାୟତ ଅନ୍ତର୍ଗତ ସାନଗୁଡା ଗ୍ରାମରେ ଦୀର୍ଘ ଦିନ ହେବ ପିଇବା ପାଣିର ସମସ୍ୟା ଲାଗି ରହିଥିଲା । ସାନଗୁଡା ଗ୍ରାମରେ ଥିବା ଗୋଟିଏ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ବିକଶିତ ଭାରତ ଗଢ଼ିବା ପାଇଁ ଆମେ ସମସ୍ତେ ନିଜ ସାମର୍ଥ୍ୟ

ହିଞ୍ଜିଳିରେ “ନୂଆ-ଓ” କାର୍ଯ୍ୟକ୍ରମରେ ଯୋଗଦେଲ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ୍

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗତକାଲି ୫-ଟି ଅଧ୍ୟକ୍ଷ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ସୂଚନା ପ୍ରକାରେ

ବାଇକ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସାକ୍ଷୀଗୋପାଳ(ସମୃଦ୍ଧଓଡିଶା)ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ   ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ  ୨ ସାଙ୍ଗଙ୍କର ମୃତ୍ୟୁ ହୋଇଯାଇଛି

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଲାଖେମୁଣ୍ଡି (ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଛ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶା ବିକାଶ କନକ୍ଲେଭରେ ସୋରଡ଼ାର ନୀଳମାଧବ ଫାଉଣ୍ଡେସନ

ସୋରଡ଼ା/ବଡ଼ଗଡ଼(ସମୃଦ୍ଧ ଓଡିଶା)ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ଭିତ୍ତି କରି ଓଡ଼ିଶା@୨୦୩୬ କୁ ପ୍ରସଙ୍ଗ କରି ସି ୟାଇ ଏସ ଡି ଏବଂ ୟୁ ଏନ ଏଫ ପି ଏ ଙ୍କ

କାଳିଆ ଖାଇବେ ମାଆ ଯଶୋଦାଙ୍କର ହାତ ରନ୍ଧା

ଆଜି ଏକ ଅତି ଶୁଭ ଦିନ ଓ ତିଥି।ଧନୁ ସଂକ୍ରାନ୍ତି ବା ମୁଆ ସଂକ୍ରାନ୍ତିରେ ପହିଲି ଭୋଗ ଆରମ୍ଭ ହୋଇଛି ମହାପ୍ରଭୁ କଳାଶ୍ରୀମୁଖ ହେ କାଳିଆ ସାଆନ୍ତ ଙ୍କ ଶ୍ରୀମନ୍ଦିର

ହିଞ୍ଜିଳିବ୍ଲକ୍ ରେ ବିଜେଡି କର୍ମୀଙ୍କ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଥିତ ରୟାଲ ପେଲେସରେ ବିଜେଡି ପକ୍ଷରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି l ପ୍ରଥମ ଦିନରେ ଶେରଗଡ଼ ବ୍ଲକର ତିନୋଟି ଜୋନର ପ୍ରାୟ

ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ ଓଡ଼ିଶାର କାର୍ଯ୍ୟକ୍ରମ

ଆସିକା (ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟ ତଥା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପର୍ଯ୍ୟାୟ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ

‘ଆମ ଓଡିଶା ନବୀନ ଓଡିଶା’ଯୋଜନାର ଗଜପତି ଜିଲ୍ଲା ସଂଯୋଜକ ପଦବୀରେ ନିଯୁକ୍ତ ୱାୟ. ରାମ ଚନ୍ଦ୍ର ରାଓଙ୍କୁ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ବିଜେଡି ଶାଖା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ନୂତନ ଭାବରେ ଜିଲ୍ଲା ସଂଯୋଜୋକ ଭାବରେ ଦାୟିତ୍ଵ ପାଇ ଥିବା ୱାୟ. ରାମ ଚନ୍ଦ୍ରଙ୍କୁ ଜିଲ୍ଲା ଏବଂ

ଏପିଜେ ଅବଦୁଲ କଲାମ ଟ୍ରଷ୍ଟ ପକ୍ଷରୁ ଦୁଃସ୍ଥ ନିଷ୍ପେସିତ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଖଲ୍ଲିକୋଟ(ସମୃଦ୍ଧଓଡିଶା)ଖଲିକୋଟ ଏ ପି,ଜେ ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ ର ଜନହିତକର କାର୍ଯ୍ୟ କନିଷି ପାଲୁର ହିଲ ରେ ଅବସ୍ଥିତ ( ପରିଶ୍ରମ ) ମିଶନ ଆଶ୍ରା ପରିସର ଯାହାକି

ଆମ ଓଡ଼ିଶା ନବୀନ ଓଡ଼ିଶାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଓ ତରଭା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନିଷ୍କ୍ରମଣ ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ନୂଆଗଡ଼ ବାଲୁଙ୍କେଶ୍ବର ଶୈବ ପୀଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନିଷ୍କ୍ରମଣ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଆଜିର ଏହି

ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଗୁରୁତ୍ଵ ପୂର୍ଣ୍ଣ ବୈଠକ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସମସ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ପଦାଧିକାରୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ

ଜିଲ୍ଲା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

ଗୋପାଳପୁର (ସମୃଦ୍ଧ ଓଡିଶା)ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଜିଲ୍ଲା ସଭାପତି ଡ଼ାଃ. ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକଙ୍କ ସଭାପତିତ୍ବରେ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୩୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି

ସବୁଦିନେ ନାହିଁ ଚାନ୍ଦିନୀ ରାତି

ପ୍ରତ୍ୟେକ ଘଟଣା ଓ ପ୍ରତ୍ୟେକ କାର୍ଯ୍ୟରେ ବ୍ୟତିକ୍ରମ ଅଛି ଓ ରହିବ ମଧ୍ୟ । ଏଇଟା ସାଧାରଣ କଥା ସଂସାରରେ,ମାତ୍ର ବିରାଡ଼ି ଆଖି ବୁଜି ଖିର ପିଇଲାଭଳି କେତେକ ଭାବନ୍ତି

ଆର୍ମି ଜବାନ ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା

ଛତ୍ରପୁର(ସମୃଦ୍ଧଓଡିଶା)ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜବାନ ଜେ. ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା । ସେନାବାହିନୀରେ ଚାକିରୀ କରି ଘରକୁ ଛୁଟିରେ ଆସିଥିଲେ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ସୁବ୍ରତ