Category: Berhampur(ଦକ୍ଷିଣାଞ୍ଚଳ ଖବର)

ଦକ୍ଷିଣ ଓଡ଼ିଶା ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ନିଖିଳ ଓଡ଼ିଶା ୬୬୨ବର୍ଗ (+୨ଓ+୩) ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଦିନିକିଆ ଦକ୍ଷିଣ ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ରାଜ୍ୟ ସଭାପତି

ମହିଳା ସାମ୍ବାଦିକାଙ୍କୁ ଦୁଃବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା କରି ଆର୍.ଡି.ସି ଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁଃବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଦକ୍ଷିଣାଞ୍ଚଳ

ତ୍ରୟୋମାସିକ ଶିଶୁ ପତ୍ରିକା “ଆମ ଶିଶୁ ମାନସ” ର ଉନ୍ମୋଚନ ସାମାରୋହ

ଛତ୍ରପୁର(ସମୃଦ୍ଧଓଡିଶା)ତ୍ରୟୋମାସିକ ଶିଶୁ ପତ୍ରିକା “ଆମ ଶିଶୁ ମାନସ” ର ଷଷ୍ଠତମ ଉନ୍ମୋଚନୀ ଉତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ

ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର(ସମୃଦ୍ଧଓଡିଶା)ଶୁକ୍ରବାର ଦିନ ବ୍ରହ୍ମପୁର ଡାକ-ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଡାକ-ମଣ୍ଡଳ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ

କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହ ୧୬ % ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହ ୧୬% ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ ହୋଇଛି I ପୋଲସରା

ଆଭାସି ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ

ଛତ୍ରପୁର ଓକିଲ ସଂଘ କମ୍ୟୁନିଟି ହଲ୍ ଭିତ୍ତିପ୍ରସ୍ତର ସ୍ଥାପନ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁରର ବହୁ ପ୍ରତିଷ୍ଠିତ ପୁରୁଣା ବାର- ଆସୋସିଏସନ ସ୍ଥାନରେ ଓକିଲ ସଂଘର କମ୍ୟୁନିଟି ହଲ୍ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ-ଟି ଯୋଜନାରେ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି

ହିଞ୍ଜିଳିରୁ ପୁଣି ବିଦେଶ ଗସ୍ତ : ୪ର୍ଥ ପର୍ଯ୍ୟାୟରେ ମିଶନ ଶକ୍ତି ମା’ମାନେ ଯାଉଛନ୍ତି ଦୁବାଇ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୨ଜଣ ଜନପ୍ରତିନିଧି , ୩୩ ଜଣ ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ

ଛତ୍ରପୁର ଶାନ୍ତି ନଗର ପୂଜାମଣ୍ଡପ ମନ୍ତ୍ରଧ୍ୱନିରେ ପ୍ରକମ୍ଫି

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଛତ୍ରପୁର ପୁଲିସ୍ ଲାଇନ୍ ନିକଟସ୍ଥ ଶାନ୍ତି ନଗରର ପୂଜାମଣ୍ଡପରେ ଚିତାକର୍ଷକ ମୃଣ୍ମୟୀ ଗଜଲକ୍ଷ୍ମୀ ମେଢ଼ରେ ପୂଜା ପାଉଛନ୍ତି । ଦୈନିକ ପ୍ରଭାତରୁ ମଧ୍ୟାହ୍ନ ଏବଂ ଅପରାହ୍ଣରୁ ରାତ୍ରୀ ୧୧ଘଣ୍ଟା

ଇନ୍ଦିରା ଗାନ୍ଧୀଙ୍କ ବଳିଦାନ : ଭାରତ ପାଇଁ ସ୍ମରଣୀୟ ଦିବସ

ଛତ୍ରପୁର:(ଗଞ୍ଜାମ ଜିଲ୍ଲା ପ୍ରତିନିଧି)ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା। ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରେ ଇନ୍ଦିରା ଗାନ୍ଧୀଙ୍କ

ଆଜିଠୁ ପ୍ରସିଦ୍ଧ ମା’ମହାଲକ୍ଷ୍ମୀଙ୍କ ପୂଜା : ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ୱର(ସମୃଦ୍ଧଓଡିଶା) ଧରା ପୃଷ୍ଠରୁ ଜଗତଜନନୀ ମା’ଦୁର୍ଗା ମେଲାଣି ନେବା ପରଠୁ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ମା’ ମହାଲକ୍ଷ୍ମୀ ଗଜଲକ୍ଷ୍ମୀ ଧନଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌

ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ : ଦକ୍ଷିଣ ଆଫ୍ରିକା ବିଜୟ

ଆଜି ପାକିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ନୂଆ ଇତିହାସ ମଧ୍ୟ ସୃଷ୍ଟି କରିଛି। ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପରେ ଦୁଇ ଦଳ ୬ ଥର ମୁହାଁମୁହିଁ ହୋଇଥିଲେ। ସବୁଥର

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଆଜି ପାକ ତ୍ୟାଗ ଅପରାହ୍ନ ୪ ପୂର୍ବରୁ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ହେଉଥିବାରୁ ଉତ୍ସବ ଫିକା ପଡିଯିବ । ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । କୁମାରୀମାନେ

ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ନୂଆଦିଲ୍ଲୀ ଠାରେ ସହିଦଙ୍କ ସ୍ମୃତିରେ ହେବାକୁ ଥିବା ଅମୃତ ବାଟିକା ନିମନ୍ତେ ସାରା ଦେଶରେ ମୋ’ ମାଟି ମୋ’ ଦେଶ’ ନାମରେ

ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ରହ୍ମପୁର ଏସପି ଅଫିସ ସମୁଖରେ ଧାରଣା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋଳନ୍ଥରା ଥାନା ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଆସାମୀ ମାନଙ୍କୁ ପୋଲିସ ଛାଡ଼ିଦେବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ

ବ୍ରହ୍ମପୁର ପୋଲିସ ଏସ.ପି.ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ବିଜେପି ଯୁବମୋର୍ଚ୍ଚା

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗୋଳନ୍ଥରା ଥାନା ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଆସାମୀ ମାନଙ୍କୁ ପୋଲିସ ଛାଡ଼ିଦେବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ଶତାଧିକ

ରକ୍ତରଞ୍ଜିତ ହେଲା ଭବାନୀପାଟଣା ସହର : ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମାଁ ମାଣିକେଶ୍ୱରୀ ଝୁମି ଝୁମି ମନ୍ଦିରକୁ କଲେ ପ୍ରବେଶ

ଭବାନୀପାଟଣା(ସମୃଦ୍ଧଓଡିଶା)କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା ୨୨ ତାରିଖ ରବିବାର ଦିନ ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ

ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ସରଗରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ

ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲ୍ ଠାରେ ୯ମ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନା ପ୍ରତିଯୋଗିତାକୁ ଉଦଘାଟନ

ସମାଜସେବୀକା ଶ୍ରୀମତୀ ରାମେଶ୍ୱରି ନନ୍ଦ ‘ସ୍ୱୟଂମ ସିଦ୍ଧା’ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବିଶିଷ୍ଟ ସମାଜସେବିକା ତଥା କଲାଞ୍ଜଳି ଅର୍ଟିଷ୍ଟ ଟ୍ରଷ୍ଟ ର ପ୍ରତିଷ୍ଠାତା ସମ୍ପାଦିକା ଶ୍ରୀମତୀ ରାମେଶ୍ବରି ନନ୍ଦ ନିଜର ସମାଜସେବା, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦକ୍ଷ ସଂଗଠିକା

ନବରାତ୍ରୀର ସପ୍ତମ ଦିବସ….

ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା’ ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ

ଗୋଆରେ ୨୬ରେ ହେବାକୁ ଥିବା ଜାତୀୟ କ୍ରୀଡ଼ାରେ ଅଶୋକ ସାହୁ ଓଡ଼ିଶା ଦଳର ମୁଖ୍ୟ

ବ୍ରହ୍ମପୁର,(ସମୃଦ୍ଧ ଓଡିଶା) ଆସନ୍ତା ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାଗ ନେବାକୁ ଥିବା ଓଡ଼ିଶା

୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ

ଛତ୍ରପୁର(ସମୃଦ୍ଧ ଓଡିଶା)୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ ସ୍ୱରୂପ ଶନିବାର ପୂର୍ବାହ୍ନରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଗଞ୍ଜାମ ପୋଲିସ ଜିଲ୍ଲା

ମେରା ଭାରତ ମହାନ୍

ହିନ୍ଦୁ କେବଳ ଏକ ଧର୍ମ ନୁହେଁ,ଏକ ସଂସ୍କୃତି,ଏକ ପରମ୍ପରା,ଏକ ଐତିହ୍ୟ,ଏକ ଭାବଧାରା,ଏକ ଆନ୍ଦୋଳନ । ଆମଦେଶ ଭାରତବର୍ଷ, ହିନ୍ଦୁସ୍ଥାନ, କୋଉ ଅନାଦି ଯୁଗରୁ ପରସ୍ପର ମଧ୍ୟରେ ଭାବପ୍ରୀତି,ସୌହାର୍ଦ୍ଦ୍ୟ,ସମ୍ପ୍ରିତିର ବାର୍ତ୍ତା ବାଣ୍ଟି

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଉତ୍ସବ ତଥା ବିଜୟା ଦଶମୀ ଉତ୍ସବ ଶନିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାନଗରର ୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସ୍ଥାନରେ ଶହ

ମାଁ କାତ୍ୟାୟନୀ…

ଆଜି ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ଯର୍ଜୁବେଦରେ ପ୍ରଥମ ଥର କାତ୍ଯାୟନୀଙ୍କ ନାମ ଉଲ୍ଲେଖ ରହିଛି। ନବରାତ୍ରିର ପ୍ରତ୍ଯେକ ଦିନରେ ମା’ ଅଲଗା ଅଲଗା

ପିଏମ୍ ସ୍କୋଲାର୍ସିପ୍ ଘୋଟଲା ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳର ସରକାର କିପରି କେନ୍ଦ୍ର ସରକାର ମେଧାବୃତ୍ତି ଏବଂ ପିଏମ୍ ସ୍କୋଲାର୍ସିପ୍ ପାଇଁ ଦେଉଥିବା ଟଙ୍କାର ବ୍ୟାପକ

ଶେରଗଡ଼ରେ ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ

ଶେରଗଡ଼(ସମୃଦ୍ଧ ଓଡିଶା)ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଳକର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକ ଭାବେ କାର୍ଯ୍ଯ କରୁଥିବା ଖବରଦାତାମାନଙ୍କୁ ନେଇ ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଛି । ସଂଘର ପ୍ରଥମ

କରାପଲି ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ସ୍ବାଭିମାନ ସଭା ଅନୁଷ୍ଠିତ

ଗୋପାଳପୁର(ସମୃଦ୍ଧ ଓଡିଶା) ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରାପଲ୍ଲୀ ମଣ୍ଡଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ମୋନିକା ପ୍ରହରାଜଙ୍କ ସଭାପତିତ୍ବରେ “ମହିଳା ସ୍ୱାଭିମାନ ସଭା” ଡୁରା ସ୍ଥିତ

ଡ଼ୁରାରେ ବିଜେପିର “ମହିଳା ସ୍ୱାଭିମାନ ସଭା” ଅନୁଷ୍ଠିତ

ଗୋପାଳପୁର(ସମୃଦ୍ଧ ଓଡିଶା)ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରାପଲ୍ଲୀ ମଣ୍ଡଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ମୋନିକା ପ୍ରହରାଜଙ୍କ ସଭାପତିତ୍ବରେ “ମହିଳା ସ୍ୱାଭିମାନ ସଭା” ଡୁରା ସ୍ଥିତ ମୁକ୍ତେଶ୍ଵର