Category: Berhampur(ଦକ୍ଷିଣାଞ୍ଚଳ ଖବର)

ମାଲବାହୀ ଟ୍ରେନର ୱାଗନ ଛାଡ଼ି ଇଂଜିନ ଛୁ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ମଝିଘରିଆଣି ମନ୍ଦିର ନିକଟରେ ଥିବା ରେଳବାଇ ବ୍ରିଜ ପାଖରେ ଏକ ମାଲଗାଡିର ଇଂଜିନଟି ୱାଗନରୁ ଅଲଗା ହୋଇଯାଇଥିବା ବେଳେ ଇଂଜିନଟି କିଛିବାଟ ଅତିକ୍ରମ

ଛତ୍ରପୁର ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୩୧ ଦିନରେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ଛତ୍ରପୁର ଓକିଲ ସଙ୍ଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଗତକାଲି ୩୧ ଦିନରେ ପହଞ୍ଚିଛି । ଗଞ୍ଜାମ ତହସିଲ ଅନ୍ତର୍ଭୁକ୍ତ ରମ୍ଭା ଥାନା ଅଧୀନ

ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ:ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ଛତ୍ରପୁରରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ

ଏସିଆନ କ୍ଲାସିକ ପାୱାରଲିଫଟିଙ୍ଗ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ରଞ୍ଜିତାଙ୍କୁ ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ପାୱାରଲିଫଟିଙ୍ଗ ତଥା ଏସିଆନ୍ କ୍ଲାସିକ୍ ପାୱାରଲିଫଟିଙ୍ଗ ଚାମ୍ପିଅନସିପ୍ ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ରଞ୍ଜିତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ

ସି.ଆର.ପି.ଏଫ ପକ୍ଷରୁ ଜନ ସମ୍ପର୍କ ଶିବିର …

ରାୟଗଡା,(ସମୃଦ୍ଧ ଓଡିଶା )ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମଓପ୍ରଭାଭିତ ଗ୍ରାମ ବାସୀନ୍ଦାଙ୍କୁ ରାୟଗଡା ଚତୁର୍ଥ ସିଆରପିଏଫ ବାଟାଲିଅନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ରାୟଗଡା ଜିଲା ଶେଷଖାଲ ଥାନା

ମଦ ଦୋକାନକୁ ବିରୋଧ କରି ଗ୍ରାମବାସୀଙ୍କ ଜିଲ୍ଲାପାଳ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ…

ରାୟଗଡା,(ସମୃଦ୍ଧ ଓଡିଶା)ରାୟଗଡା ବ୍ଲକ୍‌ ପିତାମହଲ ପଞ୍ଚାୟତ ଅନ୍ତର୍ଗତ ଲାଡ୍ଡାଠାରେ ଥିବା ସରକାରୀ ଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଲାଡ୍ଡା, ବଡାଖାଲ, ବିଷ୍ଣୁଗୁଡା, ଜଗନ୍ନାଥପୁରର ମହିଳା ଓ ପୁରୁଷ

ସାଂସଦ ଲଡ଼ୁ ସ୍ୱାଇଁଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆସିକା ସାଂସଦ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲଡ଼ୁ

ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ବିୟୋଗରେ “ଶୋକସଭା” ….

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଜୁ ଜନତା ଦଳ ପାର୍ଟି କାର୍ଯ୍ୟାଳୟ ଠାରେ ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ଦେହାନ୍ତରେ “ଶୋକସଭା” ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଗୋଲକ ମହାପାତ୍ରଙ୍କୁ ପୋଲିସ ସମାନ : ଆସନ୍ତା କାଲି ଆସିବେ କି ଭୃଗୁ ?…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବରିଷ୍ଠ ବିଜେପି ନେତା ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର ଓ ବିଜେପି ମୁଖପାତ୍ର ଗୋଲକ

ଭୂମିହୀନ ବସ୍ତିବାସିନ୍ଦାଙ୍କୁ “ଜାଗା ମିଶନ” ଯୋଜନାରେ ପଟ୍ଟା ବଣ୍ଟନ…

ରାୟଗଡା (ସମୃଦ୍ଧ ଓଡିଶା) ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା “ଜାଗା ମିଶନ” ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାରୀ ପ୍ରମାଣ ପତ୍ର । ଏହି ଯୋଜନା

ଏସଏମଆଇଟିର ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଦ୍ୱାରା ହିଂଜିଲିକାଟୁ ଥାନା ସାହି ଅନ୍ତର୍ଗତ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ ମିଡିଉମ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୫

ଗାଡ଼ି ଦୁର୍ଘଟଣାରେ ୧ ମୃତ୍ୟୁ, ୨ ଗୁରୁତର:ଦୁର୍ଘଟଣା ଘଟାଇଥିବା ଗାଡିର ପତା ମିଳିନି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ରାତ୍ର ପ୍ରାୟ ୧୨ ଟା ସମୟରେ ହଳଦିଆପଦର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ

ଅଙ୍ଗନବାଡି କର୍ମୀମାନଙ୍କୁ ଆକ୍ରୋଶମୂଳକ ବହିଃଷ୍କାର ପ୍ରତିବାଦରେ ବିକ୍ଷୋଭ:ଜିଲ୍ଲାପାଳଙ୍କୁ ଦାବିପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଭଦ୍ରକ, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲାର ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରୋଶମୂଳକ ଭାବେ ବହିଷ୍କାର କରାଯାଇ ଥିବା ପ୍ରତିବାଦରେ ଗତକାଲି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଆସିକା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଲଡୁ କିଶୋର ସ୍ୱାଇଁଙ୍କର ପରଲୋକ…

ଆସିକା (ସମୃଦ୍ଧ ଓଡିଶା) ଆସିକା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଲଡୁ କିଶୋର ସ୍ୱାଇଁଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଡନୀ ରୋଗରେ ଆକ୍ରାନ୍ତ

କଂଗ୍ରେସ ପାର୍ଟି ପକ୍ଷରୁ ୫୩ନଂ ଜୋନ ବୁଥସ୍ତରୀୟ କର୍ମକର୍ତ୍ତା ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୋମବାର ଦିନ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପାର୍ଟି ପକ୍ଷରୁ ରଙ୍ଗିପୁର ପଞ୍ଚାୟତ ରାଳବ ଗ୍ରାମ ସ୍ଥିତ ମା’ କାଳୁଆ ମନ୍ଦିର ପ୍ରାଙ୍ଗଣରେ

କୃଷକ ସଂଘର୍ଷ ସମିତି ପକ୍ଷରୁ ବିଶାଳ ପଦଯାତ୍ରା:ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) କୃଷି ଋଣ ଛାଡ କରିବା, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ପ୍ରଦାନ କରିବା, ବୋନସ ୭୫୦ ଟଙ୍କା କରିବା, ଏଫ୍ଏକ୍ୟୁ ମାନ

୨୨ତମ ପୂର୍ବାଞ୍ଚଳ ସିନିୟର ଖୋ ଖୋ ଚାମ୍ପିୟାନସିପରେ ଉଭୟ ଓଡିଶା ମହିଳା ଓ ପୁରୁଷ ଟିମ ଚମ୍ପିୟାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୨୨ତମ ପୂର୍ବାଞ୍ଚଳ ସିନିୟର ଖୋଖୋ ଚାମ୍ପିୟାନସିପରେ ଉଭୟ ଓଡିଶା ମହିଳା ଓ ପୁରୁଷ ଟିମ ଚମ୍ପିୟାନ ହୋଇଛନ୍ତି । ଗତ

୧୦ ଦିନ ଧରି ଚାଲିଥିବା ମହାନଗର ମହୋତ୍ସବ ଶେଷ ଦିବସରେ ପିସିସି ସଭାପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆଗାଁ କେ.ସି ହାଇସ୍କୁଲ ପଡିଆରେ ୧୦ ଦିନ ଧରି ଚାଲିଥିବା ମହାନଗର ମହୋତ୍ସବର ଗତକାଲି ଶେଷ ଦିବସ ଥିଲା । ଏହି ଅବସରରେ ପ୍ରଦେଶ କଂଗ୍ରେସ

ପ୍ରଥମ ଐତିହସିକ ପୋତାଗଡ଼ ମହୋତ୍ସବ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ର ପ୍ରଥମ ପୋତାଗଡ଼ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବିଜୟ ଅମୃତ

ଛତ୍ରପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୃହତ ଜଳଯୋଗାଣ ଜାନିବିଲି ପ୍ରକଳ୍ପ ସମ୍ବନ୍ଧୀୟ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୃହତ ଜଳଯୋଗାଣ ଜାନିବିଲି ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ନଗର ଉନ୍ନୟନ ବିଭାଗର

ଛତ୍ରପୁର ଠାରେ ପିସିସି ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସାଥିରେ ଆସିଥିବା କଂଗ୍ରେସ ମିଡ଼ିଆ ସେଲ ରାଜ୍ୟ ସତ୍ୟ

ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ ସଚେତନ ପାଇଁ କାଳିଆ ରଥ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ କୃଷକମାନଙ୍କର ଉନ୍ନତି ସକାଶେ ଐତିହାସିକ ଯେଉଁ କାଳିଆ ଯୋଜନା କରିଛନ୍ତି ତାହାକୁ କିପରି ଚାଷୀମାନଙ୍କୁ ସଚେତନ କରାଇପାରିବେ ସେଥି ନିମନ୍ତେ ଏକ ସଚେତନତା

ଛତ୍ରପୁର ପୋଲିସ ପଡିଆ ଠାରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଜିଲ୍ଲା ବ୍ୟାପୀ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମଜିଲ୍ଲା କଂଗ୍ରେସର ସମସ୍ତ ନଗର ସଭାପତି ନିଯୁକ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମଜିଲ୍ଲା କଂଗ୍ରେସର ସମସ୍ତ ନଗର ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା

କଳା ଓ ସଂସ୍କୃତିର ପର୍ବ, ବୁଦ୍ଧଖୋଲ ମହୋତ୍ସବର ଅନ୍ତିମ ଦିନର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା଼ ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ମହୋତ୍ସବ ପଡିଆଠାରେ କଳା ଓ ସଂସ୍କୃତିର ପର୍ବ, ବୁଦ୍ଧଖୋଲ ମହୋତ୍ସବ-୨୦୧୯ର ଅନ୍ତିମ ଦିବସରେ ଉଦଘାଟକ ଭାବେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ

କେ.ସି.ସି ବ୍ୟାଙ୍କର ଏଟିଏମ୍ ସେବା ଉଦଘାଟିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ ଜିଲ୍ଲାର ମୁନିଗୁଡ଼ାଠାରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଜୟପୁର ପକ୍ଷରୁ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଶାଖା କାର୍ଯ୍ୟାଳୟ ନିକଟରେ ଏଟିଏମ୍‍

ପୋଲସରା ବ୍ଲକର ଢଉମାଳ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାର ବିଭିନ୍ନ ପ୍ରକଳ୍ପ ଉଦଘାଟିତ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଢଉମାଳ ଗ୍ରାମରେ ଓଡିଶା ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାର ଢଉମାଳ ଗୋଷ୍ଠି ସାଧନ କେନ୍ଦ୍ର, ଢଉମାଳ ଓ ମାରଧା

ମା’ ଜୟଦୁର୍ଗା ଗ୍ରାମ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ…

ଥେରୁବାଲି (ସମୃଦ୍ଧ ଓଡିଶା) କୋଲନରା ବ୍ଲକ କେଲିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାଇକପଡା ଗ୍ରାମରେ ମା’ ଜୟଦୁର୍ଗା ଭଲିଭଲ ଟୁର୍ଣ୍ଣାମେଣ୍ଟ କମିଟି ଅନୁକୁଲ୍ୟରେ ଏକ ଗ୍ରାମ୍ୟ ସ୍ଥରୀୟ ଭଲିବଲ ଟୁର୍ନାମେଣ୍ଟ

ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବୃହତ କୃଷି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବିଭିନ୍ନ ଫୁଲର ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବୃହତ କୃଷି ପ୍ରଦର୍ଶନୀ ଅନସ୍ଲୋ ମିନି ଷ୍ଟାଡ଼ିୟମଠାରେ ଉଦଘାଟିତ ହୋଇଥିବା କାର୍ଯ୍ୟକ୍ରମରେ ଉଦଘାଟନୀ ବିଭାଗ ଦ୍ୱାରା ବିଭିନ୍ନ ଅଞ୍ଚଳର ଚାଷୀମାନେ ଓ

ଫେବୃୟାରୀ ୬ରେ ଭୂବନେଶ୍ୱର ଚାଲର ଡାକରା,ଚାଷୀର ପେନସନ୍ ନାହିଁ ତ ଭୋଟବକ୍ସ ନାହିଁ:ନବନିର୍ମାଣ କୃଷକ ସଂଗଠନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଆସନ୍ତା ୬ ତାରିଖରେ ଭୁବନେଶ୍ୱର ଯାଇ ବିଧାନସଭା ସମ୍ମୁଖରେ ଏକ