Category: Berhampur(ଦକ୍ଷିଣାଞ୍ଚଳ ଖବର)

ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଦଳୀୟ ନେତା ଓ କର୍ମୀମାନେ ପଟୁଆରରେ

ଗ୍ରୀନ ରାୟଗଡା ପକ୍ଷରୁ ପଲିଥିନ ବ୍ୟବହାରକୁ ବନ୍ଦ କରିବା ନେଇ ସଚେତନା କାର୍ଯ୍ୟକ୍ରମ…

ରାୟଗଡା (ସମୃଦ୍ଧ ଓଡିଶା) ପଲିଥିନ ବହୁଳ ବ୍ୟବହାର କରନ୍ତୁ ନାହିଁ । ଏହା ମାଟିରେ ମିଶି ପାରେ ନାହିଁ । ଫଳରେ ମାଟିର ଉର୍ବରତା ଦିନକୁ ଦିନ ହ୍ରାସ ପାଏ

ଲାଞ୍ଜିପୁଲ୍ଲୀ ଓଁ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲାଞ୍ଜିପୁଲ୍ଲୀଠାରେ ଓଁ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଷୋଡ଼ଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ

ଡାଇମଣ୍ଡ ଜୁବୁଲି ଅବସରରେ ଦ୍ଵିତୀୟ ଜୟବର୍ଦ୍ଦନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଟାଉନ ହଲ ପରିସରରେ ଡାଇମଣ୍ଡ ଜୁବୁଲି ଅବସରରେ ଦ୍ଵିତୀୟ ଜୟବର୍ଦ୍ଦନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ

ବସ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ୨୫ରୁ ଅଧିକ ଆହତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିପଲଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ବସ ଦୁର୍ଘଟଣା ହୋଇଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ୭୧ତମ ଶ୍ରାଦ୍ଧଦିବସ ପାଳିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ମହାତ୍ମାଗାନ୍ଧୀଙ୍କର ୭୧ତମ ସହିଦ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ

ସ୍ୱତନ୍ତ୍ର ରାସ୍ତା ମରାମତି ଅନୁଦାନର ଭୂମି ପୂଜା ସହ କାର୍ଯ୍ୟାରମ୍ଭ କଲେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଠାରେ ସ୍ୱତନ୍ତ୍ର ମରାମତି ଅନୁଦାନର ବୁଗୁଡା-ପୋଲସରା ପୂର୍ତ୍ତ ରାସ୍ତା ଠାରୁ ଚିରିକିପଡା ଶାସନ-ସିଂହାସନୀ ପୀଠ ରାସ୍ତାର ଉନ୍ନତିକରଣର ପୋଲସରା

ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଭେଟିଲେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଉସ୍ତାପଡା ଗ୍ରାମର ଉଦ୍ଧବ ସ୍ୱାଇଁ ଓ ସଂଗ୍ରାମ ସ୍ୱାଇଁ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରଛନ୍ତି । ଏହି ଅବସରରେ ପୋଲସରା

ଏସଏମଆଇଟିର ଡିଗ୍ରୀ ଇଂଜିନିୟରିଂ କଲେଜରେ ଆତ୍ମନିଯୁକ୍ତି କର୍ମଶାଳା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ତରଫରୁ ଆଜି ଚଣ୍ଡୀପଦର ସ୍ଥିତ ଡିଗ୍ରୀ ଇଂଜିନିୟରିଂ କଲେଜ ପରିସରରେ କର୍ମଶାଳାର ଶୁଭାରମ୍ଭ ହୋଇଯାଇଛି । ହାଇଦ୍ରାବାଦ

ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଗଣଧାରଣା ଅଷ୍ଟମ ଦିବସରେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଗଣଧାରଣାର ଅଷ୍ଟମ ଦିବସ ଥିଲା । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଓଡିଶାରେ ସମ୍ପୂର୍ଣ ରୂପେ ମଦ

ଅବକାରୀ ଓ ରାଜସ୍ୱ ବିଭାଗର ସଚିବ ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଗସ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅବକାରୀ ଓ ରାଜସ୍ୱ ବିଭାଗର ପ୍ରିନସିପାଲ ସେକ୍ରେଟାରୀ ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଗସ୍ତରେ ଆସି ସ୍ଥାନୀୟ ସର୍କିଟ୍ ହାଉସ ଠାରେ ଅବକାରୀ ଓ ରାଜସ୍ୱ

୧୦ଦିନିଆ ମହାନଗର ମହୋତ୍ସବର ତୃତୀୟ ଦିନରେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଶାଣୀନୂଆଗାଁ କେ.ସି ହାଇସ୍କୁଲ ପଡିଆରେ ୧୦ଦିନିଆ ମହାନଗର ମହୋତ୍ସବର ଗତକାଲି ତୃତୀୟ ଦିନ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ

ମାଲକାନଗିରିରେ ପୁଣି ମାତିଲେ ମାଓବାଦୀ…

ମାଲକାନଗିରି (ସମୃଦ୍ଧ ଓଡିଶା) ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ନିକଟରେ ଥିବା ମୁଣ୍ଡାଗୁଡା ଠାରେ ଏକ ଯାତ୍ରୀବାହୀ ବସ୍

କାଳିଆ କୃଷକ ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ:୪୮ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ,୨୩୧ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଳ୍ଲା କୃଷକଙ୍କ ମହାସମାବେଶ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ୭୧୬ କୋଟି ଟଙ୍କା

ଏସଏମଆଇଟିର ଏମବିଏ ଓ ଡିପ୍ଲୋମା ବିଭାଗରେ ଦୁଇ ଦିନିଆ ଆତ୍ମନିଯୁକ୍ତି କର୍ମଶାଳାର ଶୁଭାରମ୍ଭ କଲେ ସଭାପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ତରଫରୁ ଆଜି ଆଙ୍କୁଶପୁର ସ୍ଥିତ ଏମବିଏ ଓ ଡିପ୍ଲୋମା ଇଂଜିନିୟରିଙ୍ଗ ବିଭଗର ଦୁଇ ଦିନିଆ କର୍ମଶାଳାର ଶୁଭାରମ୍ଭ

ଛତ୍ରପୁର ସରକାରୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ହାଇସ୍କୁଲ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମଜିଲ୍ଲା

ରାଜ୍ୟପାଳ ପୁରସ୍କାର ପାଇଲେ କନଷ୍ଟେବଳ ସୋମନାଥ ସ୍ୱାଇଁ….

ଛତ୍ରପୁର(ସମୃଦ୍ଧ ଓଡିଶା)୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଞ୍ଜାମ ପୋଲିସ ଜିଲ୍ଲାର ଜୈନେକ କନଷ୍ଟେବଳ ସୋମନାଥ ସ୍ୱାଇଁଙ୍କୁ  ଭୁବନେଶ୍ୱରରେ ସମ୍ମାନିତ କରିଛନ୍ତି । ଶ୍ରୀ ସ୍ୱାଇଁ

ବ୍ରହ୍ମପୁରରେ ୧୧୦୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୀଜିଲ୍ଲା ମାଳତିପାଟପୁର ପରେ ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ପଡ଼ିଆରେ ଏକ ବିଶାଳ ଚାଷୀ ସମାବେଶରେ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ ମୁସଲିମ କଲଚରାଲ ଏସୋସିଏସନରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବ୍ରହ୍ମପୁରର ଗଞ୍ଜାମ ମୁସଲିମ କଲଚରାଲ ଏସୋସିଏସନ ତରଫରୁ ୭୦ତମ ସାଧାରଣତନ୍ତ୍ର ଦିବସ ଚକ୍ରବର୍ତ୍ତୀ ସିଂ ରାଠୋର ମହଦୋୟଙ୍କ କର

ଏନଟିଆର ସେବା ସମିତି ତରଫରୁ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତି ବର୍ଷ ଭଳି ଏହି ବର୍ଷ ଏନଟିଆର ସେବା ସମିତି ତରଫରୁ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଏମସିର ପୂର୍ବତନ କର୍ପୋରେଟର ଶ୍ରୀମତୀ

ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ୭୦ତମ ସାଧାରଣ ତନ୍ତ୍ର ଦିବସ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ବିଭିନ୍ନ ଅନୁଷ୍ଠାନରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଗତକାଲି ସକାଳ ୭.୧୫ ମିନିଟ୍ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର କେସି ହାଇସ୍କୁଲ ପଡିଆ ପରିସରରେ ୧୦ ଦିନିଆ ବ୍ରହ୍ମପୁର ମହାନଗର ମହୋତ୍ସବ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର କେସି ହାଇସ୍କୁଲ ପଡିଆ ପରିସରରେ ୧୦ ଦିନିଆ ବ୍ରହ୍ମପୁର ମହାନଗର ମହୋତ୍ସବର ଉଦଘାଟନ ହୋଇଯାଇଛି । ଏହି ମହୋତ୍ସବକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ବିଧାୟକ

କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ…

କେଦାରପୁର (ସମୃଦ୍ଧ ଓଡିଶା) କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟାନାୟକଙ୍କ ସଭାପତିତ୍ୱରେ

ବି.ପିତାମ୍ବରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ନୂତନ ଧରଣ ଭାବେ ୭୦ତମ ଗଣରାଜ୍ୟ ଦିବସ ପାଳନ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ବି. ପିତାମ୍ବରପୁର ଗ୍ରାମରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ତମ ଗଣରାଜ୍ୟ ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ

ଛତ୍ରପୁର ପୋଲିସ ପଡିଆରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ପୋଲିସ ପଡିଆରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାଶ

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ରଙ୍ଗେଇଲୁଣ୍ଡା ଏୟାରପୋର୍ଟରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗଦାନ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା

ରଙ୍ଗେଇଲୁଣ୍ଡା ବିମାନ ପଡ଼ିଆକୁ ବିଜେଡିର ସଭା ମଣ୍ଡପ କରିବା ପାଇଁ ପ୍ରୟାସ:ଗଞ୍ଜାମ ଜିଲ୍ଲା ବିଜେପିର ତୀବ୍ର ବିରୋଧ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ସର୍ବପୂରାତନ ତଥା ଏକମାତ୍ର ବିମାନ ଉଡ଼ାଣ ପଡ଼ିଆ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କୁ ରାଜ୍ୟ ସରକାର ବିମାନ ବନ୍ଦରରେ ପରିଣତ କରିବା ଦିଗରେ ଆନ୍ତରିକତା

ଏସଏମଆଇଟି ଗ୍ରୁପର ବିଭିନ୍ନ ଅନୁଷ୍ଠାନରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ତରଫରୁ ଆଜି ଦେଶର ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା

ଜିଲ୍ଲାସ୍ତରୀୟ ଭୋଟର ଦିବସ ପାଳନ ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଲେ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ମଦଦାତା ଦିବସ ପାଳିତ ହୋଇଯାଇଛି । ଏହି ୯ମ ରଷ୍ଟ୍ରୀୟ ଭୋଟର ଦିବସ

ବ୍ରହ୍ମପୁର-୨ସରକାରୀ ଉଚ୍ଚ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବ୍ରହ୍ମପୁର-୨ର ପୋଷାକ ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରାଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ