Category: Berhampur(ଦକ୍ଷିଣାଞ୍ଚଳ ଖବର)

ମାଣିତରା ଗ୍ରାମପଞ୍ଚାୟତରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଶୁଭରାମ୍ଭ କଲେ ବିଧାୟକ ….

ଛତ୍ରପୁର(ସମୃଦ୍ଧ ଓଡିଶା )ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମପଞ୍ଚାୟତରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଶୁଭରାମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ

ପାରଳାଖେମୁଣ୍ଡି ବସ୍ତି ସୁରକ୍ଷା ମଞ୍ଚର ପ୍ରତିଶ୍ରୁତି ପୁରଣ ନ ହେବାରୁ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ତିତିଲି ବାତ୍ୟା ପରଠାରୁ ପାରଳାଖେମୁଣ୍ଡିର ବସ୍ତିରେ ଥିବା ସମସ୍ତ ବସ୍ତି ବାସିନ୍ଧାଙ୍କ ଘର ଭାଙ୍ଗି ନଷ୍ଟ ହେବା ପରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସହାୟତା ପାଇବା

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ:ଗଞ୍ଜାମ ଜିଲ୍ଲାରେ ୨୮ଲକ୍ଷ ୨୦ହଜାର ଭୋଟର…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ଵାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମତଦାନ ପ୍ରତିଶତ ବୃଦ୍ଧି କରିବା ନିମନ୍ତେ ପ୍ରତ୍ୟେକ

ନବୀନ ସରକାରରେ ଦୁଃଶାସନମାନଙ୍କ ସଂଖ୍ୟା ବୃଦ୍ଧି ପ୍ରତିବାଦରେ ଆସିକାରେ ମହିଳା କଂଗ୍ରେସର ମେଳି…

ଆସିକା (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ମହିଳା କଂଗ୍ରେସ ତରଫରୁ ଗତକାଲି ସ୍ଥାନୀୟ କନ୍ୟକା ମନ୍ଦିର ପରିସରରେ ଏକ ମହିଳା ସମାବେଶ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସ୍ୱରୂପା ତ୍ରିପାଠୀଙ୍କ

ଚମାଖଣ୍ଡି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ଲକ ଘଡଘଡାପାଲ୍ଲୀରେ ଚମାଖଣ୍ଡି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା

ନିର୍ବାଚନ କମିଶନଙ୍କ ଆଦେଶ:୩ ବର୍ଷରୁ ଅଧିକାଥିବା ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ବଦଳି କର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ଆପଣାଇଲେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନକୁ । ଗତକାଲି ମୁଖ୍ୟ ଶାସନ ସଚିବ ଏକଥା କହିଥିଲେ ଯେ ଯେଉଁ କର୍ମଚାରୀମାନେ ଗୋଟିଏ ଜାଗାରେ ୩

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଜମିକୁ ଜବର ଦଖଲକାରୀଙ୍କ କବଳରୁ ଉଦ୍ଧାର କରିବା ଦାବୀରେ ମାନବାଧିକାର ସୁରକ୍ଷା ମଞ୍ଚର ଘଣ୍ଟଯାତ୍ରା ଓ ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ବଞ୍ଚାଅ ନାରାଦେଇ ଜମି ଜବରଦଖଲକାରୀଙ୍କ କବଜାରୁ ମେଡ଼ିକାଲ ଜାଗାକୁ ଉଦ୍ଧାର କରିବା ଦାବି ନେଇ ୭୮ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ ମାନବାଧିକାର

ବୁଗୁଡାରେ ଜୟ ମା ସନ୍ତୋଷୀ ହ୍ୟାଣ୍ଡବଲ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ କୁଆନଳା ମେନ ରୋଡ଼ ଠାରେ ଜୟ ମା ସନ୍ତୋଷୀ ହ୍ୟାଣ୍ଡବଲ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ

ସମୂହ ବ୍ରତୋପନୟନରେ ବ୍ରତ ହେଲେ ଶତାଧିକ ବ୍ରାହ୍ମଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆର୍ଥିକ ଅନଟନ ଯୋଗୁଁ ଅନେକ ଗରିବ ବ୍ରାହ୍ମଣ ପରିବାରର ବାଳକମାନେ ବ୍ରତ ନ ହୋଇ ରହିଯାନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ସହରର

ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ବିକାଶ ମଞ୍ଚର ୧୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼. ପିଏସଏନ ପାତ୍ର

ଖଲ୍ଲିକୋଟ ତାଲୁକା ବିଶ୍ଵକର୍ମା ସମାଜର ଜରୁରୀ ବୈଠକ ଅନୁଷ୍ଠିତ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗତକାଲି ଖଲିକୋଟ ତାଲୁକା ବିଶ୍ଵକର୍ମା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଝଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ତାଲୁକା ସଭାପତି ରଘୁନାଥ

ଆସନ୍ତା ୨୬ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ୫ମ ବ୍ରହ୍ମପୁର ମହାନଗର ମହୋତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୬ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ୫ମ ବ୍ରହ୍ମପୁର ମହାନଗର ମହୋତ୍ସବ । ଏ ନେଇ ସ୍ଥାନୀୟ ସର୍କିଟ ହାଉସ ପରିସରରେ ମହୋତ୍ସବ କମିଟି

କେନ୍ଦ୍ର ମୋଦୀ ସରକାର ଅନୁସୂଚିତଜାତି ପାଇଁ ଉଦ୍ଧିଷ୍ଟ ଷ୍ଟାଇପେଣ୍ଡ ଅନୁଦାନ କମାଇଥିବାରୁ ଛତ୍ରପୁର ବିଜ୍ଞାନ କଲେଜରେ ବିଦ୍ୟାର୍ଥୀଙ୍କ ଦସ୍ତଖତ ଅଭିଯାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେପି ଦେଶରେ ସମସ୍ତ କ୍ଷେତ୍ରରେ ରାଜସ୍ବ ରୋଜଗାରରେ ଲାଗିପଡିଛି । ସେଥିପାଇଁ ଅନୁଦାନ ବଣ୍ଟନରେ ମଧ୍ୟ ପାତର ଅନ୍ତର ଓ କାଂଟଛାଂଟ କରୁଥିବାରୁ ଅସନ୍ତୋଷ ବୃଦ୍ଧି

ଗଞ୍ଜାମ ଜିଲ୍ଲା କ୍ଷିତିବଂଶ ବୁଣାକାର ସମାଜର ମହାସଭା ଅନୁଷ୍ଠିତ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଗଞ୍ଜାମ ଜିଲ୍ଲା କ୍ଷିତିବଂଶ ବୁଣାକାର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ

ଛତ୍ରପୁରରେ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ….

ଛତ୍ରପୁର(ସମୃଦ୍ଧ ଓଡିଶା )ନେହେରୁ ଯୁବକେନ୍ଦ୍ର ଏବଂ କ୍ରାନ୍ତିଯୁବ ଛାତ୍ର ସଙ୍ଘର ମିଳିତ ଅନୁକଲ୍ୟରେ ଛତ୍ରପୁର ସହରରେ ମାଗଣା କମ୍ପ୍ୟୁଟର ଶିକ୍ଷା ସ୍ଥାନୀୟ ସିରାଫିକ୍ ସଫ୍ଟରେ ଆରମ୍ଭ ହୋଇଯାଇଛି। ଏଥିରେ କ୍ରାନ୍ତିଯୁବ

ବସ୍ତି ସୁରକ୍ଷା ମଞ୍ଚର ସାମ୍ବାଦିକ ସମ୍ମିଳନୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବସ୍ତି ସୁରକ୍ଷା ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଗତ ତିତିଲି ବାତ୍ୟାର ପ୍ରପିଡିତଙ୍କୁ ସହାୟତା ରାଶି ପ୍ରଦାନରେ ବିଳମ୍ବ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ

ଆସନ୍ତା ୨୭ରେ ହେବାକୁ ଥିବା କୃଷକ ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାନୁୟାରୀ ୨୭ତାରିଖ ଦିନ ଦିନିକିଆ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲାପାଳ ବିଜୟ ଅମୃତା

ବୁଗୁଡାରେ ବିଜୁ ଯୁବବାହିନୀଙ୍କୁ କ୍ରୀଡା ଉପକରଣ ବଣ୍ଟନ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ଓଡ଼ିଶା ସରକାର ତରଫରୁ ବିଜୁ ଯୁବବାହିନୀଙ୍କ ପାଇଁ ଆସିଥିବା କ୍ରୀଡା ଉପକରଣ ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ କ୍ରୀଡା ଉପକରଣ ବିତରଣ ସମାରୋହ କାର୍ଯ୍ୟକ୍ରମ

ରାୟଗଡା ପୋଲିସ ଦ୍ୱାରା ଚିହ୍ନଟ ନିମନ୍ତେ ସୂଚନା…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ନିକୋଟସ୍ଥ ରାପକୋଣା ଗ୍ରାମରେ ୩ମାସ ପୂର୍ବରୁ ରହୁଥିବା ଏକ ବୃଦ୍ଧା ସ୍ତ୍ରୀଙ୍କ ପୋଡି ଯାଇଥିବାରୁ ମୃତ୍ୟୁ ହୋଇଥିଲା ଯାହାକି ପୋଲିସ ତଦନ୍ତ ଅନୁଯାଇ ରାପକୋଣା

ଜଳସମ୍ପଦ ବିଭାଗ ତରଫରୁ ସମଗ୍ର ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ଗତ ଜାନୁଆରୀ ୧୬ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ

ବୁଗୁଡା ଏନଏସି ଧର୍ମଶାଳା ପଡିଆରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ଏନଏସି ଧର୍ମଶାଳା ପଡିଆଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ

ମଦ ଦୋକାନ ଉଚ୍ଛେଦ ଦାବୀ ନେଇ ଶତାଧିକ ମହିଳାଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ମଦ ଦୋକାନ ଉଚ୍ଛେଦ ଦାବୀ ନେଇ ଗତ ଗରୁବାରୁ ଦିନ ପୁରୁଷୋତ୍ତମପୁର ସମା ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିଲେ । ପ୍ରାୟ ୩ଘଣ୍ଟା

ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ର ଶୋଭାଯାତ୍ରା ବୁଗୁଡ଼ାରେ ଅନୁଷ୍ଠିତ :ଭବିଷ୍ୟତରେ ସୁଦକ୍ଷ ସୈନିକ ହେବାପାଇଁ ଜିଲ୍ଲାପାଳଙ୍କ ପରାମର୍ଶ …

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଗିରି ବିଦ୍ୟାପୀଠ ପରିସରରେ ଗଞ୍ଜାମଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ୨୬ତମ ଜିଲ୍ଲା ସ୍ତରୀୟ ଭାରତୀୟ ସ୍କାଉଟ ଗାଇଡ଼ର ଏକ ବିରାଟ

ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ମହିଳା କଂଗ୍ରେସର ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦାରିଙ୍ଗିବାଡ଼ି ପୀଡ଼ିତାକୁ ନ୍ୟାୟ ଓ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଆରଡିସି କାର୍ଯ୍ୟାଳୟ ଆଗରେ ମହିଳା କଂଗ୍ରେସ ଗଣଧାରଣାରେ ବସିଥିଲେ । କନ୍ଧମାଳ ଜିଲ୍ଲା

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲା ବଡ଼ଗଡ଼ ପୋଲିସ…

ସୋରଡ଼ା (ସମୃଦ୍ଧ ଓଡିଶା) ବଡ଼ଗଡ଼ ଥାନା ଅନ୍ତର୍ଗତ ଅଞ୍ଚଳରେ ବହୁଳ ପରିମାଣରେ ଗଞ୍ଜେଇ ଗଛ ଲଗାଯାଇଥିବା ଖବର ପାଇ ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଥେରୁବାଲିରେ ଇମ୍ଫା ପକ୍ଷରୁ ସ୍ୱରୋଜଗାର ଓ ଆତ୍ମନିର୍ଭରଶୀଳ କର୍ମଶାଳା ଅନୁଷ୍ଠିତ…

ଥେରୁବାଲି (ସମୃଦ୍ଧ ଓଡିଶା) ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ରାୟଗଡା ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମିଳିତ ଉଦ୍ୟମରେ ଗପବନ୍ଧୁ ନଗର ସ୍ଥିତ

ସଟ୍ ସର୍କିଟ ଯୋଗୁଁ ଚଳନ୍ତା ଟାଟା ମେଜିକରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଏକ ଟାଟା ମେଜିକ ଗାଡ଼ିରେ ସଟ୍ ସର୍କିଟ୍ ଯୋର୍ଗୁ ନିଆଁ ଲାଗି ଯାଇଥିଲା ।

ଶିବସେନା ମହିଳା ସେନା ପକ୍ଷରୁ ଦେଶୀ ମଦ ଦୋକାନ ବନ୍ଦ ପାଇଁ ଦାଵୀପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଠି ଗ୍ରାମରେ ଦେଶୀ ମଦ ଦୋକାନ ବନ୍ଦ କରିବା ଦାବି ନେଇ ଶିବସେନା ମହିଳା ସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ

ଆସିକା ମହୋତ୍ସବ ଅନୁଷ୍ଠିତ…

ଆସିକା (ସମୃଦ୍ଧ ଓଡିଶା) ଆସିକା ବସଷ୍ଟାଣ୍ଡ ପଡିଆଠାରେ ଆସିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ଏଥିସହ

ପାରଳାଖେମୁଣ୍ଡିରେ କାଶୀନଗର ବ୍ଲକର କିଛି କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଲେ : କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀଙ୍କୁ ଝଟକା …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କାଶୀନଗର ବ୍ଲକ ଅଧିନସ୍ତ ସୀତାପୁର ଗ୍ରାମ ପଞ୍ଚାୟତର ବାଇଝାଳଗୁଡା ଗ୍ରାମର ଡାନିଏଲ ରାଇତା, ଆୟିବୁ ଭୂୟାଁ ,ଈଷତପା ରାଇତା ପ୍ରମୁଖଙ୍କ ସମେତ କିଛି