Category: Berhampur(ଦକ୍ଷିଣାଞ୍ଚଳ ଖବର)

ଟ୍ରକ, ଟ୍ରଲର ଧକ୍କା ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ୫ନଂ ରାଜ୍ୟ ରାଜପଥ ଥେରୁବାଲି ନିକଟରେ ଏକ ଟ୍ରଲର ସହ ଟ୍ରକର ଧକ୍କା ହୋଇଛି । ଭୋରା ପ୍ରାୟ ୪ଟା ବେଳେ ଏକ ବୁଲାଣି

ଗଜପତି ଜିଲ୍ଲାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଗତକାଲି ୬୬ତମ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଗତ ୧୧ ତାରିଖ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଏହି

ଗୋପାଳପୁର ମକର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା …

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ଠାରେ ଚାଲିଥିବା ତିନି ଦିନିଆ ମକର ମହୋତ୍ସବର ୨ୟ ଦିନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶାଖାପାଟନାମ ଲାୟନ୍ସ କ୍ଲବର ଅଧ୍ୟକ୍ଷ ଡ଼ିଏସଏସ

ବରିଡାରେ ବିଶାଳ ଚାଷୀ ସମାବେଶ:ଚାଷୀ ବିରୋଧୀ ଶକ୍ତିଙ୍କୁ ଗାଦିଚ୍ୟୁତ ପାଇଁ ନବନିର୍ମାଣ ସଂଗଠନର ଆହ୍ୱାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ ତେଜୁଛି ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ । ବ୍ରହ୍ମପୁର ସହରରେ ବିଶାଳ କୃଷକ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ରାମାଞ୍ଚଳରେ

ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ଓ ପ୍ରସବକୁ ନେଇ ସାରା ରାଜ୍ୟରେ ଉତ୍ତେଜନା: ତଦନ୍ତ ନିର୍ଦ୍ଦେଶ,ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ,୩ କର୍ମଚାରୀ ବହିଷ୍କୃତ,ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳରେ ଥିବା ଏକ ସେବାଶ୍ରମରେ ଲଜ୍ଜାଜନକ ଘଟଣା ଘଟିଛି ଯାହା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଦାରିଙ୍ଗିବାଡ଼ି

ରାଧା ଗୋବିନ୍ଦ ଧାମ ଓ ଵାଲ ମୁକୁନ୍ଦ କେନ୍ଦ୍ରରେ ଜଗତଗୁରୁ ଦିବସ ପାଳିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ରାଧା ଗୋବିନ୍ଦ ଧାମ ଓ ଵାଲ ମୁକୁନ୍ଦ କେନ୍ଦ୍ରରେ ଜଗତଗୁରୁ ଦିବସ ପାଳନ କରିବା ସହ ବିଶ୍ୱର କଲ୍ୟାଣ ନିମନ୍ତେ ଶ୍ୟାମଶ୍ୟାମ ସତସଙ୍ଗୀ ଓ ବାଲ

ପୋଲସରାରେ ମୋ ଗେହ୍ଲା ଝିଅ ଶୁଭରାମ୍ଭ ଉତ୍ସଵ ଅନୁଷ୍ଠିତ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ କାର୍ଯ୍ୟାଳୟ ଠାରେ ମୋ ଗେହ୍ଲା ଝିଅ ଶୁଭରାମ୍ଭ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ

ବ୍ରହ୍ମପୁର ପଟ୍ଟାରିକ୍ସା ସଂଘର ୨୮ତମ ବାର୍ଷିକ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥାନୀୟ ସୁକୁଣ୍ଡା ଲକ୍ଷ୍ମୀନୃସିଂହ ମନ୍ଦିର ପରିସର ମଧ୍ୟରେ ପଟ୍ଟାରିକ୍ସା ସଂଘର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୀର୍ଘ ୨୮

ଗଜପତି ଜିଲ୍ଲାରେ କଂଗ୍ରେସର ସେବାଦଳ ଗଠନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଗତକାଲି କଂଗ୍ରେସ ସେବାଦଳ ଗଠନ କରାଯାଇଥିବାରୁ ତ୍ୱରାନ୍ୱିତ ହୋଇଛି

ଖଲ୍ଲିକୋଟ ବ୍ଲକ କୋମଣ୍ଡ ଜିପିରେଥିବା ବିସିସି ବ୍ୟାଙ୍କରେ ୬ କୋଟି ଟଙ୍କାର ସ୍କାମ : ୧୩ ଶହ ଜମାକାରୀଙ୍କ ମଧ୍ୟରୁ ମାତ୍ର ୮୦ ପାଇଛନ୍ତି ଖାତା-କଂଗ୍ରେସର ଗଣଧାରଣା ଓ ପ୍ରତିବାଦ ସଭା…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମ ପଞ୍ଚାୟତରେ ଥିବା ବ୍ରହ୍ମପୁର କୋପରେଟିର ସୋସାଇଟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଘୋଟଲା ଅଭିଯୋଗ ।

ଚାଷୀଙ୍କ ପାଇଁ ଅନିର୍ଦ୍ଧିଷ୍ଟକାଳ ସଂଗ୍ରାମଜାରି : ଚାଷୀଙ୍କୁ ପେନସନ ନ ଦେଲେ ଭୋଟ ବକ୍ସ ବସିବ ନାହିଁ : ଅକ୍ଷୟ କୁମାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାର ସମସ୍ତଙ୍କ କଥା ବୁଝୁଛନ୍ତି ହେଲେ ଚାଷୀଙ୍କୁ ଉତ୍ପାଦିତ ଦ୍ରବରେ ଉଚିତ ମୂଲ୍ୟ ଓ ସୁରକ୍ଷାଭର୍ତ୍ତା ଦେଲାବେଳକୁ ନାହି ଗଡାଉଛନ୍ତି , ଅର୍ଥର ଆବଶ୍ୟକତା କଥା

ସାମ୍ବାଦିକମାନଙ୍କ ପ୍ରତି ଯତ୍ନବାନ ରହିବାକୁ ସରକାରଙ୍କୁ ଅଭିନବ ଉପାୟରେ ଚେତାଇଲେ ଡାକ୍ତର ସୁନୀଲ ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଡ଼ଃ. ସୁନୀଲ କୁମାର କୋଟାଙ୍କ ଅଭିନୟ ପ୍ରୟାସ ଯାହା ଏକ ପ୍ରଶଂସନୀୟ । ଗଣାମାଧ୍ୟମକୁ ଦେଶର ୪ର୍ଥ ସ୍ତମ୍ଭ କହୁଥିଲେ ସୁଦ୍ଧା ସରକାର ସେମାନଙ୍କ

୮କେ.ଜି. ୧୪୫ ଗ୍ରାମ ଗଞ୍ଜେଇ ଜବତ,୧ ଗିରଫ…

ପଦ୍ମପୁର(ସମୃଦ୍ଧ ଓଡିଶା )ରାୟଗଡ଼ ଜିଲା ପଦ୍ମପୁର ବ୍ଲକ ନୂଆଗଡ଼ ପଞ୍ଚାୟତ ମହାଡ଼ିମି ଗ୍ରାମରେ ୧୮କେ.ଜି. ୧୪୫ ଗ୍ରାମ ଗଞ୍ଜେଇ ରବିବାର ଜବତ ହୋଇଛି । ଗଞ୍ଜେଇ ବିଷୟରେ ସୂଚନା ପାଇ

ମକର ସଂକ୍ରାନ୍ତି କେମିତି ପାଳନ ହୁଏ ବ୍ରହ୍ମପୁରରେ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଜୀବନର ଗତିପଥ,ମତିଗତି ସଦାବେଳେ ସମୟ ଚକ୍ରରେ ପରିବର୍ତ୍ତନ ହୋଇଥାଏ।ଏଥିରୁ ଧରାପୃଷ୍ଠରେ ଯାହା ବିଦ୍ଯମାନ ତାହା ଏଥିରୁ ବାଦ ଯାଏନି।ପ୍ରକୃତିର ଏହା ଲୀଳା ଖେଳା।ଧନୁ ରାଶିକୁ ଛାଡି ମକର ରାଶିରେ

ବରିଷ୍ଠ ବିଜେଡ଼ି ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି ସଭା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ବରିଷ୍ଠ ବିଜେଡ଼ି ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତି ସଭା କାରିଣୀ ସାହି ଠାରେ ଛତ୍ରପୁର ନିର୍ବାଚନ

ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରୁ ଖସିପଡି ଯୁବକ ଗୁରୁତର…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ କୁସୁ ରବି ଦାସ ଭିକାର, ଦକ୍ଷିଣ ଜିନପୁର, କଲିକତା, ମୁମ୍ବାଇ ଯାଉଥିବା ବେଳେ ଟ୍ରେନରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି

ଛତ୍ରପୁର ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ସପ୍ତମ ଦିନରେ ପହଁଚିଲା:ବିଧାୟକ ପହଞ୍ଚି ସେମାନଙ୍କ ଦାବୀ ପ୍ରତି ଅବଗତ ହେଲେ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅଧିନସ୍ଥ ସମସ୍ତ ମକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବିରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ରବିବାର

ଆଙ୍କୋଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ରାଜ୍ୟପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତବର୍ଷ ନାରୀକୁ ଭଗବାନ ସ୍ୱରୂପ ମା’ର ସମ୍ମାନ ଦେଇଛି ବୋଲି ଆଜି ଆଙ୍କୋଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି

କ୍ରାନ୍ତି ଅନୁଷ୍ଠାନ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଅନୁଷ୍ଠାନ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିନ ହୋଇଯାଇଛି ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା

ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉତ୍ସବରେ ରାଜ୍ୟପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଅର୍ଥାତ ଶନିବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଅନୁଷ୍ଠାନର ୩୭ତମ ବାର୍ଷିକୋତ୍ସବ ମହା ଆଡ଼ମ୍ବରର ସହ ପାଳିତ

ରାୟଗଡ଼ାରେ ରାତ୍ରି ଆହାର ଯୋଜନା ବାଟବଣା : ଲୋକ ଖାଇବାକୁ ଗଲାବେଳେ ଆହାର କେନ୍ଦ୍ରରେ ତାଲା…

ରାୟଗଡ଼ା(ସମୃଦ୍ଧ ଓଡିଶା )ଗରିବ ନିରାଶ୍ରୟ ଲୋକଙ୍କୁ ରାତିରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ରାତିରେ ଆହାର ଯୋଜନା ଆରମ୍ଭ କରିଥିଲେ । ଆଉ ନିୟମ ଥିଲା ରାତି ୯ଟା

ରାଜ୍ୟର ବର୍ଷିଆନ ନେତା ସ୍ୱର୍ଗତ ଗଦାଧର ଗିରିଙ୍କ ୩୨ତମ ଶ୍ରାଦ୍ଧ ଉତ୍ସବ ପାଳନ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆତ୍ମିକ ବିକାଶର ଉଦ୍ରେକ ନ ହେଲେ ଦେଶର ବିକାଶ ଅସମ୍ଭବ । ଯୁବସମାଜକୁ ସଠିକ୍ ଭାବେ ମାର୍ଗଦର୍ଶନ କରାଯାଇପାରିଲେ ସ୍ୱର୍ଗତ! ଗଦାଧର ଗିରିଙ୍କ ପାଇଁ ହେବ

ରାୟଗଡାରେ ଜାତୀୟ ଯୁବ ଦିବସ ପାଳିନ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ଏକ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଥଲା । ମୁଖ୍ୟ ଅତିଥି ଭାବେ

ଇଲେକ୍ଟ୍ରୋ ହୋମିଓପ୍ୟାଥିର ଉଦଭାବକ ଡା. ମେଟ୍ଟିଙ୍କ ୨୧୦ତମ ଜୟନ୍ତୀ ପାଳିନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଇଲେକେଫ୍ରା ହୋମିଓପ୍ୟାଥିର ଉଦ୍ଭାବକ ଡ଼ା. କାଉଣ୍ଟ ସିଜର୍‌ ମେଟ୍ଟିଙ୍କ୨୧୦ତମ ଜୟନ୍ତୀ ଶ୍ରୀଜଗନ୍ନାଥ ଇଲେକେଫ୍ରା ହୋମିଓ ମେଡିକାଲ କଲେଜ, ଆମ୍ବପୁଆ ସ୍ଥିତ ଶ୍ରୀ ଜଗନ୍ନାଥ ଇଲେକ୍ଟ୍ରୋ ହୋମିଓ

ରାଜ୍ୟପାଳଙ୍କୁ ଛତ୍ରପୁରରେ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନର ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା

ଜାତୀୟ ଯୁବ ଦିବସ ପାଳିତ:ସମାଜ ପରିବର୍ତ୍ତନ ଦିଗରେ ଯୁବ ସଶକ୍ତିକରଣର ଆବଶ୍ୟକତା

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ୱାଇଡବ୍ଲ୍ୟୁସିଏ ବ୍ରହ୍ମପୁର ଓ ରାମନାରାୟଣ ମହାବିଦ୍ୟାଳୟ ଡୁରାର ମିଳିତ ସହଯୋଗରେ ଡୁରା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି

ଚିଟଫଣ୍ଡ, ଫାଇଲିନ, ତିତଲୀ ବାତ୍ୟାର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ସ୍ମାରକପତ୍ର ପ୍ରଦାନ…

ରାମନାଗୁଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଚାଷୀ ସଂଗଠନ ପକ୍ଷରୁ ୯ ଦଫା ଦାବି ନେଇ ରାଜ୍ୟପାଳ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି|ସେହିପରି ଶତାଧିକ ଚାଷୀ

ପାରଳାଖେମୁଣ୍ଡିରେ ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ନା ଆନ୍ତଃରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା,ଦେଖନ୍ତୁ ….

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଂଟ ପାରଳାଖେମୁଣ୍ଡି ସ୍ଥିତ ହାଇ ଟେକ ଫିଲଡ଼ରେ ଅନୁଷ୍ଠିତ ହୋଇ ଯାଇଛି ।ଏହା ପାରଲାଖେମୁଣ୍ଡି ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ

ଛତ୍ରପୁର ଷ୍ଟାଡ଼ିୟମରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡ଼ିୟମ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ଶ୍ରେଷ୍ଠ ତଦନ୍ତ ଅଧିକାରୀ ପୁରସ୍କାର…

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଡ଼. ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୁଷୋତ୍ତମପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ଶ୍ରେଷ୍ଠ ତଦନ୍ତ ଅଧିକାରୀ