Category: Berhampur(ଦକ୍ଷିଣାଞ୍ଚଳ ଖବର)

ଜାତୀୟ ବଲ୍ ବ୍ୟାଡ଼ମିଂଟନ୍ ଚମ୍ପିୟନସିପ୍ ରେ କୁସୁମୀ ଆଦର୍ଶ ବିଦ୍ୟାଳୟର ୧୧ ଖେଳାଳୀ…

ବ୍ରହ୍ମପୁର (ସମୃଦ୍ଧଓଡିଶା) ଆନ୍ଧ୍ର ପ୍ରଦେଶର ନେଲୋର୍ ଠାରେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏସଜିଏଫଆଇ ଜାତୀୟ ସ୍ତରୀୟ ବଲ୍ ବ୍ୟାଡ଼ମିଂଟନ ଚମ୍ପିୟନସିପରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା

ହିଞ୍ଜିଳିକାଟୁରେ ଇଭିଏମ୍-ଭିଭିପାଟ ସଚେତନତା ରଥର ଶୁଭାରମ୍ଭ…

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଜାତୀୟ ନିର୍ବାଚନ କମିଶନଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଦେଶର ସବୁ ମତଦାନ କେନ୍ଦ୍ରରେ  ଇଭିଏମ୍ ମେସିନ୍ ସହ ପ୍ରଥମଥର ପାଇଁ ଭିଭିପ୍ୟାଟ୍ ର ବ୍ୟବହାର କରାଯିବ ।

୪୩ତମ ଗଞ୍ଜ।ମ ଜିଲ୍ଲା ସିନିୟର ବଡ଼ିବିଲଡିଙ୍ଗ ଚାମ୍ପିୟନସିପି ପ୍ରତିଯୋଗିତା ଅନୁଷ୍ଠିତ…

ଆସିକା (ସମୃଦ୍ଧ ଓଡିଶା) ଆସିକା ଟ।ଉନ ହଲ ପରିସରରେ ୪୩ତମ ଗଞ୍ଜ।ମ ଜିଲ୍ଲା ସିନିୟର ବଡିବିଲଡିଙ୍ଗ ଚମ୍ପିୟନସିପି ଗଞ୍ଜ।ମ-ଶ୍ରୀ ୨୦୧୮-୧୯ ପ୍ରତିଯେ।ଗିତା ଅନୁଷ୍ଠିତ ହୋଇଯାଇଛି । ପ୍ର।ଣକୃଷ୍ଣ ସ।ହୁ ଗଞ୍ଜ।ମ

ଛତ୍ରପୁର ଓକିଲ ସଂଘର ସମସ୍ତ ମୋକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବି ନେଇ ଆଜିଠୁ ଆରମ୍ଭ ହୋଇଛି ଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓକିଲ ସଂଘର ଜରୁରୀ ବୈଠକ ଗତ ଶନିବାର ଦିନ ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ସଭାପତି କେ.

ବିଭିନ୍ନ ପଞ୍ଚାୟତର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ…

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ନିମନ୍ତେ ଲାଞ୍ଜିପଲ୍ଲୀ ଗାଇଗୋଠ ପଡିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ଅନ୍ତର୍ଜାତୀୟ ପାରିବାରିକ ଶୌଣ୍ଡିକ ସମାଜ ବନ୍ଧୁ ମିଳନ ମହୋତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ମହାନଗର ଶୌଣ୍ଡିକ ସମାଜ ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜ ଓ ନିଖିଳ ଉତ୍କଳ ଶୌଣ୍ଡିକ ସମାଜ ଅନୁକୁଲ୍ୟରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ

କାଳିଆ ସଚେତନତା ରଥ ଉଦଘାଟନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ସରକାରଙ୍କ କାଳଆ ଯୋଜନା ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବ । କୃଷି କ୍ଷେତ୍ରରେ ସର୍ବଦା ଆର୍ଥିକ ସମସ୍ୟା ଭୋଗି ଆସୁଥିବା ବେଳେ ବିଭିନ୍ନ ବର୍ଗର ଚାଷୀ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ସଂକେଶ ଠାରେ ସଡ଼କ ଦୁର୍ଘଟଣା ୩୨୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ କୁଡ଼ିଆ ଘର ଉପରେ ମାଡ଼ିଯିବା ଯୋଗୁଁ ୨ ଜଣଙ୍କ

ଆନ୍ଧ୍ର-ଓଡ଼ିଶା ସୀମାରେ ହାତୀ ପଲର ତାଣ୍ଡବଲୀଳା…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲାରେ ଦେଖାଦେଇଛି ହାତୀ ପଲ । ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମରେ ଏହି ହାତୀ ପଲ ଵୁଲୁଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟର କୁନେରୁ ଗ୍ରାମରେ ଏହି

ବ୍ରହ୍ମପୁରରେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରକ ଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ଡାଇମଣ୍ଡ ଜୁବଲି ଟାଉନ ହଲ ଠାରେ ୫ ତାରିଖ ଏବଂ ୬ ତାରିଖ ଦୁଇ ଦିନ ଧରି ଜିଲ୍ଲା

କ୍ରୀଡ଼ାବିତ୍‌ ନାରାୟଣ ସାହୁଙ୍କ ମାତୃ ବିୟୋଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଜଣାଣୁଣା କ୍ରୀଡ଼ାବିତ୍‌ ତଥା ରାଜ୍ୟ ଭାରୋତ୍ତୋଳନ ସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁଙ୍କ ମାତା ସାଧବାଣୀ ସାହୁଙ୍କ ୯୩ ବର୍ଷ ବୟସରେ ଗତ ୩

ସାବିତ୍ରୀ ବାଇ ପୁଲେଙ୍କ ଜନ୍ମତୀଥି ଅବସରରେ କ୍ରାନ୍ତି ଯୁବଛାତ୍ର ସଂଘ ୬୨ ୟୁନିଟ୍ ରକ୍ତ ଦାନ କଲା…

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶର ପ୍ରଥମ ମହିଳା ସମାଜସେଵୀ ଆଜୀବନ ବିପ୍ଲବୀ ସାବିତ୍ରୀ ବାଇ ପୁଲେଙ୍କ ଜନ୍ମତୀଥି ଅବସରରେ କ୍ରାନ୍ତି ଯୁବଛାତ୍ର ସଂଘ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ସେଟଲାଇଟ ମାଧ୍ୟମରେ ଡାକ୍ତର ନିଯୁକ୍ତ, ଡାଇଲସିସ କରିବା ଦାବିରେ ମାନବ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୨୦୧୬ ମସିହାରୁ ଏମକେସିଜି ମେଡିକାଲର ସେଟଲାଇଟ ହସ୍ପିଟାଲ ଭାବେ ସିଟି ହସ୍ପିଟାଲକୁ ଘୋଷଣା ସତ୍ତ୍ୱେ ଏଠାରେ ଡାକ୍ତର ଅଭାବ ବେଳେ ଏମକେସିଜି ମେଡିକାଲରୁ ଡାକ୍ତର

ନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେଡିର କାଳିଆ ଯୋଜନା: ମିଳିତ ଚାଷୀ ସଂଗଠନର ପ୍ରତ୍ୟାଖ୍ୟାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେଡିର କାଳିଆ ଯୋଜନା ଉଦ୍ଧିଷ୍ଟ ବୋଲି ଅଭିଯୋଗ କରି ମିଳିତ ଚାଷୀ ସଂଗଠନରବୈଠକରେ ଉଦବେଗ ପ୍ରକାଶ ପାଇଛି ।

ପୂର୍ବତନ ଛତ୍ରପୁର ବିଧାୟକ ପର୍ଶୁରାମ ପଣ୍ଡାଙ୍କ ପରଲୋକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ପୂର୍ବତନ ବିଧାୟକ ପର୍ଶୁରାମ ପଣ୍ଡାଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିଲେ । ଗତକାଲି ଅପରାହ୍ନରେ ଗଞ୍ଜାମ ଜିଲ୍ଲା

ବସ୍ତି ବାସିନ୍ଦାଙ୍କୁ ଘର ନିର୍ମାଣ ଓ ପଟ୍ଟା ଯୋଗାଇବାରେ ପ୍ରଶାସନିକ ଅବହେଳା: ଜିଲ୍ଲାପାଳଙ୍କୁ ଦାବୀପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୬ ଏବଂ ୭ ଘୁମୁସୁରିଆ ବନ୍ଧସାହି ଏବଂ ଟିକରପଡା ସାହି ବସ୍ତିବାସିନ୍ଦାମାନେ ଚାଳ ଝୁମୁଡି ଘରେ ବାସ

ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ଆଜି ଉଦଘାଟନ କଲେ…

ପୋଲସରା(ସମୃଦ୍ଧ ଓଡିଶା )ପୋଲସରା ବ୍ଲକ ଅନ୍ତର୍ଗତ ଡ଼ିମ୍ବିରିଆ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆଠାରେ ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘର ନବମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି

ଇମ୍ଫା କର୍ତ୍ତୃପକ୍ଷଙ୍କ ଗୁନାଖାଲ ଗ୍ରାମ ପରିଭ୍ରମଣ…

ଥେରୁବାଲି (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୁନାଖାଲ ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ବରିଷ୍ଠ ମହାପ୍ରବନ୍ଧକ କେ. ଭି. ରାଓ ଓ ଇମ୍ଫାର ବରିଷ୍ଠ କର୍ମକର୍ତ୍ତାଙ୍କ ସହ

ସାନଖେମୁଣ୍ଡିରେ କଂଗ୍ରେସର ମହାସମାବେଶ: ପିସିସି ସଭାପତି କହିଲେ ୫ ଘଣ୍ଟାରେ ଛାଡହେବ କୃଷି ୠଣ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ବିଜେଡି ସରକାର ସମୟରେ ଗଣ ବଳାତ୍କାର ବଢି ଚାଲିଛି । ରାଜ୍ୟରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାରଙ୍କ କାଳିଆ ଯୋଜନା କେବଳ ଧୂଆଁବାଣ

ବୁଗୁଡ଼ାରେ ବିରାଟ କୃଷକ ସମାବେଶ:ଧାନ ମଣ୍ଡି ଖୋଲା ଯାଉନଥିବାରୁ ତହସିଲ ଆଗରେ ବିକ୍ଷୋଭ ଓ ଧାରଣା…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡ଼ାରେ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଧାନ ମଣ୍ଡି ଖୋଲା ଯାଉନଥିବାରୁ ତହସିଲ ଆଗରେ ଚାଷୀମାନଙ୍କର ବିକ୍ଷୋଭ

ଛତ୍ରପୁର ଅନସ୍ଲୋ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅନସ୍ଲୋ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଇଓ ଅବିନାଶ ଶତପଥୀ, ସମ୍ମାନିତ ଅତିଥି

ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ସଚେତନ ନାଗରିକ ମଂଚର ଗଣବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଆଡେ ଏପରିକି ଶୀତଦିନେ ମଧ୍ୟ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଆଗକୁ ପିଲାଙ୍କ

ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ବିଶ୍ୱ ବ୍ରେଲ ଦିବସ ପାଳନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ସାଧନ ଶିକ୍ଷକଙ୍କୁ ନେଇ ବିଶ୍ୱ ବ୍ରେଲ ଦିବସ ପାଳନ କରାଯାଇଛି । ଏଥିରେ ପ୍ରକଳ୍ପ ସଂଯୋଜିନା ବିନିତା ସେନାପତି

କବି ପ୍ରମୋଦ ପୃଷ୍ଟିଙ୍କ ବିୟୋଗରେ ସ୍ମୃତିସଭା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଛତ୍ରପୁର ସ୍ଥିତ ଓମେଗା ଶିକ୍ଷାନୁଷ୍ଠାନ ପରିସରରେ ଏଲ. ପ୍ରମୋଦ କୁମାର ପୃଷ୍ଟିଙ୍କ ବିୟୋଗରେ ସ୍ମୃତି ସଭା ଓ

ଭାଜପା କୃଷକ ମୋର୍ଚ୍ଚା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲେ ଜିଲ୍ଲାପାଳଙ୍କୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିିଭିନ୍ନ ଦାବି ନେଇ ବିଜେପି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟପାଳଙ୍କ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ

ଚୋରି ଘଟଣାରେ ଜଣେ ଗିରଫ ଏକ କେଜି ସୁନା ଓ ୧୦ ଲକ୍ଷ ଟଙ୍କା ଉଦ୍ଧାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପାଟରା ସାହିରେ ଜଣେ ସୁନା ବ୍ୟବସାୟୀଙ୍କ ସୁନା ଓ ଟଙ୍କା ଚୋରୀ ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା

ନୂଆ ବର୍ଷକୁ ଧୁମଧାମରେ ସ୍ୱାଗତ କଲେ ବ୍ରହ୍ମପୁରବାସୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂଆ ବର୍ଷର ପ୍ରଥମ ଦିନକୁ ସ୍ୱାଗତ କରିବାରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସୋମବାର ରାତିରୁ ହିଁ ଧୁମଧାମରେ ବିଭିନ୍ନ ସ୍ଥାନରେ

ସିଟିବସ୍ ଧକ୍କାରେ ୨ ଆହାତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅନ୍ତର୍ଗତ ଗ୍ରୀଡ୍ ଛକ ୧୬ନମ୍ବର ଜାତୀୟ ରାଜପଥରେ ଓଡି୦୭ଡି-୮୪୧୦ ନମ୍ବର ଏକ ସିଟିବସ୍ ଓଡି୦୭ପି-୯୭୩୫ ନମ୍ବର ଏକ ବାଇକ୍କୁ ଧକ୍କା ଦେବା ଫଳରେ