Category: Berhampur(ଦକ୍ଷିଣାଞ୍ଚଳ ଖବର)

ଖ୍ରୀଷ୍ଟିୟାନ ମହୋତ୍ସବର ତୃତୀୟ ଦିନରେ କଣ୍ଠଶିଳ୍ପୀ ସଙ୍ଗୀତା ଆୱଲେ ଓ ଗାୟକ ଅମିତ ପାଣିଙ୍କ ପରିବେଷିତ ସଙ୍ଗୀତ ଦର୍ଶକଙ୍କ ମନଭରିଲା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଖ୍ରୀଷ୍ଟିୟାନ କମ୍ୟୁନିଟି ଓ ଖ୍ରୀଷ୍ଟିୟାନ ଲିଡ଼ର୍ସ ଫେଲୋସିପ ଦ୍ୱାରା ଆୟୋଜିତ ‘ଖ୍ରୀଷ୍ଟିମାସ ମହୋତ୍ସବ ୨୦୧୮’ ତୃତୀୟ ଦିନର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଛି ।

ଏଣିକି ସରକାରୀ ଅଧିକାରମାନଙ୍କୁ ଟ୍ରାକିଙ୍ଗ କରିବ ଟେଲିଫୋନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଟେଲିଫୋନ ଏଣିକି ଅଧିକାରମାନଙ୍କୁ ଟ୍ରାକିଙ୍ଗ କରିବ । ଗତ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ

ଗଜପତି ଜିଲ୍ଲା ପ୍ରଭାରୀ ହେଲେ ଶମ୍ଭୁନାଥ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ ଦଳର ଗଜପତି ଜିଲ୍ଲା ପ୍ରଭାରୀ ଭାବେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ ଚିଠି

ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ:ଗାଡି ଜବତ କଲା ପୋଲିସ …..

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଜିଲ୍ଲାପାଳ ଆଜି ଅପରାହ୍ନରେ ରାୟଗଡ଼ା ବ୍ଳକ୍‌ର କୂରଲୀ ଗ୍ରାମକୁ ‘ପିଠା’ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ

ଲୋକସେବକ ମଣ୍ଡଳ ପକ୍ଷରୁ ମାଗଣା ମଧୁମେହ ସଚେତନତା ଶିବିର : ରକ୍ତପରୀକ୍ଷା କରାଇ ପରାମର୍ଶ ନେଲେ ୩ ଶହରୁ ଉର୍ଦ୍ଧ୍ୱ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ପୋରେସନ ରୋଡ ସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଲୋକସେବକ ମଣ୍ଡଳ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ରବିବାର ମାଗଣା ମଧୁମେହ ସଚେତନତା ଶିବିର ରବିବାର ସକାଳି ଅନୁଷ୍ଠିତ

୪ ବ୍ଲକର ୫ ଲକ୍ଷଲୋକ ନିର୍ଭର କରୁଥିବା ଛତ୍ରପୁର ମେଡିକାଲ ଆଜି ଅବ୍ୟବସ୍ଥା ଘେରରେ: ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକରେ ଉପଜିଲ୍ଲାପାଳଙ୍କ ଉଦବେଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟିର ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ

ବ୍ରହ୍ମପୁରରେ ତ୍ରୟୋଦଶ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆଗାଁ କେସି ହାଇସ୍କୁଲ ପଡିଆରେ ଗତ ଶନିବାରରୁ ଗଞ୍ଜାମ ଜିଲ୍ଲା ପୁସ୍ତକମେଳା ସମିତି ତରଫରୁ ପୁସ୍ତକମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ

ରୋଲର ସ୍କେଟିଂ ଖେଳାଳୀଙ୍କ ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ ପାଇଁ ବିଶାଖାପାଟଣା ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୧୮ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ

ଶିବସେନାର ଆମରଣ ଅନଶନ ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଶିବସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆମରଣ ଅନଶନ ଗତକାଲି ସନ୍ଧ୍ୟାରେ ଲିଖିତ ପ୍ରତିଶ୍ରୁତି ଦେବାପରେ

ଭିଜିଲାନ୍ସ‌ ଜାଲରେ ବିପିଏମ୍‌ କିରାଣି: ୨ ଗିରଫ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା )ଗତକାଲି ଏମ୍‌କେସିଜି ମେଡିକାଲର ମହିଳା ଫାମାସିଷ୍ଟ ଗିରଫ ହେବାର କେଇ ଘଣ୍ଟା ନ ପୂରୁଣୁ ଗଞ୍ଜାମ ଜିଲ୍ଲାର ୨ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇଜଣ ହେଲେ,

କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଜୋତା ଓ ପୋଷାକ ବିତରଣ ଦିବସ ପାଳନ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର

ଭାଗିରଥି ମାଣ୍ଡାଙ୍ଗୀଙ୍କ ହତ୍ୟା ମାମଲା ସି.ବି.ଅଇଙ୍କୁ ହସ୍ତାନ୍ତର କରାଯାଉ : ଆପଲସ୍ୱାମୀ କଡ୍ରକା…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ତେଜସ୍ୱି ହୋଟେଲ ରେ ଆଦିବାସୀ ମହାସଂଘ ତରଫରୁ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ୧୫/୧୨/୧୦ ଦିନ ଅପହରଣ କରି ନିର୍ମମ ହତ୍ୟା କରାଯାଇଥିଲା

ରଙ୍ଗ ସଙ୍ଗମ-୨୦୧୮ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୂଲ୍ୟରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଛତ୍ରପୁର ଓ ଓଡିଶା

ଖ୍ରୀଷ୍ଟୀମାସ ମହୋତ୍ସବ-୨୦୧୮ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଖ୍ରୀଷ୍ଟିୟାନ କମ୍ୟୁନିଟି ଓ ଖ୍ରୀଷ୍ଟିୟାନ ଲିଡ଼ର୍ସ ଫେଲୋସିପ୍ ଦ୍ୱାରା ଆୟୋଜିତ ଖ୍ରୀଷ୍ଟୀମାସ ମହୋତ୍ସବ-୨୦୧୮ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଣ୍ଟ

ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଉଦଘାଟିତ…

ଗୋପାଳପୁର (ସମୃଦ୍ଧ ଓଡିଶା) କନିସି ସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଗତକାଲି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଓ ପ୍ରୋଜେକ୍ଟ ପ୍ରତିଯୋଗିତା ଉଦଘାଟିତ

ବିଭିନ୍ନ ଦାବି ନେଇ ଗଞ୍ଜାମ ଆରଟିଓଙ୍କୁ ସାକ୍ଷାତ କଲେ ମାଁ ଉଜଳେଶ୍ୱରୀ ଡ଼ାଲା ଅଟୋ ଓ ଟାଟା ଏସି ସଂଘ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ମାଁ ଉଜଳେଶ୍ୱରୀ ଡ଼ାଲା ଅଟୋ ଓ ଟାଟା ଏସି ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସଂଘର ସଦସ୍ୟମାନେ ଶତାଧିକ ଡ଼ାଲା ଅଟୋରେ ବିଶାଳ ସମାବେଶରେ

ଦଶମ ବାଲେଶ୍ଵର ପୁସ୍ତକ ମେଳା ଉଦଯାପନୀ ଉତ୍ସବରେ କବି ମଧୁସୂଦନ ମାଝୀ…

ବାଲେଶ୍ଵର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ଦଶମ ବାଲେଶ୍ଵର ପୁସ୍ତକ ମେଳା ଉଦଯାପନ ହୋଇଯାଇଛି । ଏହି  ଉତ୍ସବରେ କବି ମଧୁସୂଦନ ମାଝୀଙ୍କ ସମେତ ବହୁ କବି ଓ କବୟିତ୍ରୀ ଯୋଗ

ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ଓକିଲମାନେ ଘେରାଉ କଲେ ସାଉଥକୋ କାର୍ଯ୍ୟାଳୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଗତ କିଛିଦିନ ହେଲା ହେଉଥିବା ଅଘୋଷିତ ବିଦ୍ୟୁତ କଟାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି . ସହର ବିଭିନ୍ନ ଅଞ୍ଚଳରେ ସକାଳୁ

ଲାଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହେଲେ ମହିଳା ଫାର୍ମାସିଷ୍ଟ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବଡ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଅପରେସନ ପାଇଁ ଆବଶ୍ୟକୀୟ ନିଶା ଇଞ୍ଜେକ୍ସନ ଦେବା ସକାଶେ ବିଭାଗୀୟ ମହିଳା ଫାର୍ମାସିଷ୍ଟ ୮୦୦ ଟଙ୍କା ଲାଞ୍ଚ ନେବା

ଓଡ଼ିଶା କୃଷକ ସଭା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ତିତିଲି ବାତ୍ୟାରେ ଗଞ୍ଜାମ ଜିଲ୍ଲା ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ଯାହାକିଛି ଫସଲ ଚାଷୀ ଅମଳ କରିଥିଲେ ସେଗୁଡ଼ିକୁ ହରିଲୁଟ କରାଯାଉଥିବା ବେଳେ

ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଡ଼ିଆଇଜି…

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶୀଷ କୁମାର ସିଂ ଆଜି ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏସ୍ପିଙ୍କ ପ୍ରକୋଷ୍ଠରେ ବସି ଡ଼ିଆଇଜି

ଶ୍ରୀଟିଭି ଆମଗାଁ ପ୍ରତିଭା କାର୍ଯ୍ୟକ୍ରମରେ ସମାଜସେବୀ କୃଷ୍ଣ ବେହେରାଙ୍କ ସମେତ ୩ଜଣ ବିଶିଷ୍ଟ ପ୍ରତିଭାକୁ ସମ୍ମାନୀତ କଲେ ମୁଖ୍ୟ ଅତିଥି …

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଶ୍ରୀ ଟିଭି ଆମ ଗାଁ ପ୍ରତିଭା କାର୍ଯ୍ୟକ୍ରମ ପକ୍ଷରୁ ଗଜପତି ଜିଲ୍ଲାର ୩ ଜଣ ପ୍ରତିଭାଙ୍କୁ ମାନପତ୍ର ଓ ପୁରସ୍କାର ସହ ସମ୍ମାନୀତ କରାଯାଇଛି ।  ବଟକୃଷ୍ଣ ପାତ୍ରଙ୍କୁ

ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାସ୍ତରୀୟ ଲୋକକଳା ଉତ୍ସବ ଆୟୋଜନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଗଞ୍ଜାମର ଐତିହ୍ୟକୁ ଜାତୀୟ ସ୍ତରରେ

ନୁଆଁ ଗୋଳାବନ୍ଧ ଗାଁରେ ଅଗ୍ନିକାଣ୍ଡ : ୫ଟି ପରିବାର ସର୍ବସ୍ୱାନ୍ତ….

ଗୋପାଳପୁର (ସମୃଦ୍ଧ ଓଡିଶା ) ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ନୁଆଁ ଗୋଳାବନ୍ଧ ଗାଁ ରେ ଅଚାନକ ଅଗ୍ନିକାଣ୍ଡ ଘଟି ଗତକାଲି ରାତିରେ ୫ଟି ପରିବାରର ଚାଳ ଘର ସହ ସମସ୍ତ

ମୀତାଂଜଳିଙ୍କୁ ତିତଲି ହିରୋ ଭାବେ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ବିଜୁ ଯୁବବାହିନୀ ସଦସ୍ୟା ତଥା ଅଗସ୍ତିନୂଆଗାଁ ନିବାସୀ ସୁଶ୍ରୀ ମୀତାଂଜଳି ଗୌଡ଼ଙ୍କୁ ତିତଲି ବାତ୍ୟା ସମୟରେ ସାହସିକତା ଦେଖାଇ ଅଗସ୍ତିନୂଆଗାଁ ପଂଚାୟତରେ ଉଦ୍ଧାର

ଦିବ୍ୟାଙ୍ଗ ଭୋଟର ମାନେ ସମ୍ମାନର ସହିତ ମତଦାନ କରିବା ଚଳିତ ନିର୍ବାଚନର ପ୍ରମୁଖ ଉଦ୍ଦେଶ୍ୟ- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ନିର୍ବାଚନ ରେ ଦିବ୍ୟାଙ୍ଗ ଭୋଟରମାନେ କିପରି ସମ୍ମାନର ସହିତ ସେମାନଙ୍କର ମତ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ବିହିତ ବ୍ୟବସ୍ଥା

ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିବସେନାର ଆମରଣ ଅନଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତର ବଡ଼ପୁଟି ଗ୍ରାମ ସମେତ ୧୧ଟି ଗ୍ରାମରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦାବି ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

ବିଷମକଟକ ଓ କଲ୍ୟାଣସିଙ୍ଗପୁରରେ ମାଣ୍ଡିଆ ମଣ୍ଡିର ଉଦଘାଟନ:ପ୍ରଥମ ଦିନରେ ୨୧କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ …

ରାୟଗଡା (ସମୃଦ୍ଧ ଓଡିଶା ) ମାଣ୍ଡିଆ ଚାଷୀଙ୍କୁ ଉତ୍ସାହିତ କରିବା ସହ ଚାଷୀଙ୍କୁ ସର୍ବନିମ୍ନ ରାଶି ପ୍ରଦାନ କରି ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମାଣ୍ଡିଆ ମଣ୍ଡି ।

ବାଙ୍ଗାଲୋରଠାରେ ଏଆଇଟିୟୁସି ସାଧାରଣ ପରିଷଦର ଆହ୍ୱାନ:ଶ୍ରମିକ ବଞ୍ଚାଅ,ଦେଶ ବଞ୍ଚାଅ, ମୋଦି ହଟାଓ ଦାବିରେ ଜାନୁୟାରୀ ୮,୯ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ …

ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଓ ସାଧାରଣ ସଭା ମଧ୍ୟରେ ଏଆଇଟିୟୁସି ସର୍ବ ଭାରତୀୟ ସାଧାରଣ ପରିଷଦର ବୈଠକ ବାଙ୍ଗାଲୋରଠାରେ ଗତ ଡିସେମ୍ବର ୨ ଓ ୪ ତାରିଖ ମଧ୍ୟରେ ଅନୁଷ୍ଠିତ

ପୁଇଁତୋଳା ଛକରୁ ଦୋକାନ ଉଚ୍ଛେଦ ନୋଟିସ: ପ୍ରତିବାଦରେ ତହସିଲଦାରଙ୍କୁ ଭେଟିଲେ ଜୀବିକା ହରାଉଥିବା ବ୍ୟବସାୟୀ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଏନଏସି ଅନ୍ତର୍ଗତ ଜାତୀୟ ରାଜପଥ (୧୬)ର ପୁଇଁତୋଳା ଛକର ପାର୍ଶ୍ୱରେ ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ତରଫରୁ