Category: Berhampur(ଦକ୍ଷିଣାଞ୍ଚଳ ଖବର)

ଅବକାରୀ ଚଢ଼ାଉ, ବିପୁଳ ବିଦେଶୀ ମଦ ଜବତ:୧୧ ଜଣ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସଦର ପୋଲିସ ଦ୍ୱାରା ନକଲି ବିଦେଶୀ ମଦ ଜବତ ହେବା ପରେ, ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଆହତ ହୋଇଥିବା ପୀଡ଼ିତାଙ୍କୁ ଭେଟିଲେ ବିଜେପି ଟିମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନଗର ସ୍ଥିତ ବର୍ମା କଲୋନୀ ନିକଟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଜନ ପରାମର୍ଶ ପଦଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଛତ୍ରପୁର ଠାରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ମଣ୍ଡଳ

ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

ବେଆଇନ ବିଦେଶୀ ମଦ ଜବତ:୩ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ସଦର ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଛି । ସଦର ଥାନା ଅନ୍ତର୍ଗତ ବୋରିଗାଁରେ ନାରାୟଣ ସାହୁ

ଡିଏଭି ପବ୍ଲିକ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହା

ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ସଫଳତା:ମହେଶ୍ୱର ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ଭିକାରୀ ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ବାଲୁକାଶିଳ୍ପୀ ମହେଶ୍ୱର ସାହୁ ଆଉ ଏକ ସଫଳତା ହାସଲ କରିଛନ୍ତି । କୋଣାର୍କ ଚନ୍ଦ୍ରଭାଗା

ହାଇକୋର୍ଟର ସ୍ତାଇ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ନବୀନ ନିବାସ ପକ୍ଷରୁ ଡାକରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓକିଲ ସଂଘ ପାଇଁ ଶୁଭ ସୂଚନା । ହାଇକୋର୍ଟର ସ୍ତାଇ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ନବୀନ ନିବାସ ପକ୍ଷରୁ

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଫୁଲ ସାମଲଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଆହ୍ୱାନ କ୍ରମେ ଆଜି ସନ୍ଧ୍ୟାରେ ଗୋସାଣୀନୂଆଗାଁ ଗୁଣ୍ଡିଚା ମନ୍ଦିର ଛକ ଠାରେ ମହିଳା ଓ

ନିଆଁରେ ପୋଡି ଗୁରୁତର ହୋଇଥିବା ପୀଡ଼ିତାଙ୍କୁ ଭେଟିବାକୁ ଯାଇ କଂଗ୍ରେସ ନେତ୍ରୀ ହଟହଟା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଶୀନଗରର କବିତା ବାରିକ(୩୮) ନିଆଁରେ ପୋଡି ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଜିଲ୍ଲା ମହିଳା କଂଗ୍ରେସ ସେଲ ସଭାନେତ୍ରୀ ସ୍ୱରୂପା

ଆଇ.ଟି.ଆଇ ଓ ଆଇଆଇଏସଆର ଆନୁକୂଲ୍ୟରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଏକ ଘଣ୍ଟିଆ ଦିବ୍ୟ ଜ୍ଞାନ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଆଇ.ଟି.ଆଇ ଓ ଆଇଆଇଏସଆର ମିଳିତ ଆନୁକୂଲ୍ୟରେ ଆଇ.ଟି.ଆଇ ରେ ଥିବା ସମ୍ମିଳନୀ କକ୍ଷରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କର ଏକ ଘଣ୍ଟିଆ ଦିବ୍ୟ ଜ୍ଞାନ ଅନୁଷ୍ଠିତ ହୋଇଯାଇଛି

ରାୟଗଡା ଗୁଡନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟରରେ ଚଢ଼ଉ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁଡନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟରରୁ ୭୬ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାରବର୍ଗଙ୍କୁ

ଶ୍ରମିକ ସମସ୍ୟା ଉପରେ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ଜିଲ୍ଲାସ୍ତରୀୟ ଆଲୋଚନା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଚାଷ ଜମିରୁ ଉଦ୍ଧାର ମଜୁରିଆଙ୍କ ମୃତ ଦେହ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅନ୍ତର୍ଗତ ପୁରୁଣା ପାଟଣା ଗ୍ରାମର ଏକ ଚାଷଜମି ନିକଟରୁ ଜଣେ କୃଷି ମଜୁରିଆଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗ୍ରାମବାସୀଙ୍କ କହିବା

ବ୍ରହ୍ମପୁରରେ ରାଜ୍ୟ ବିଦ୍ୟାଳୟ ସମୂହ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗତକାଲି ରାଜ୍ୟ ବିଦ୍ୟାଳୟ ସମୂହ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଳକ ବିଭାଗରେ ଗଞ୍ଜାମ, କେଉଁଝର, ସମ୍ବଲପୁର, କୋରାପୁଟ, ବରଗଡ଼, କଟକ, ଭୁବନେଶ୍ୱର ଏହି ୭ଟି

ଗୋପାଳ କୃଷ୍ଣ ବିଜ୍ଞାନ ମହା ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅର୍ନ୍ତଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚଢ଼ଉ:ଚୋରାମଦ ଜବତ, ବେଆଇନ ପାର୍କିଂ ଉପରେ ଜୋରିମାନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଜାତୀୟ ରାଜପଥରେ ଘଟୁଥିବା ଅପରାଧ ମୂଳକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ବିଜୟ

ଗୋପାଳପୁରରେ ଘରଚଟିଆ ସଂରକ୍ଷଣ ଅଭିଯାନ ସମ୍ପର୍କିତ ଆଲୋଚନା ଚକ୍ର:ଘରଚଟିଆ ଗୃହ ବଣ୍ଟନ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା ପରିସରରେ ଋଷିକୂଲ୍ୟା ସାମୁଦ୍ରିକ କଇଁଚ ସୁରକ୍ଷା ସମିତି ଏବଂ ବ୍ରହ୍ମପୁର ବନଖଣ୍ଡ ସହାୟତାରେ ଘରଚଟିଆ ସଂରକ୍ଷଣ ଅଭିଯାନ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ମଦ ଦୋକାନ ଓ ହୋଟେଲ ଉପରେ ଚଢ଼ଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନେତୃତ୍ୱରେ ଗତକାଲି ସାଢେ ୧୦ରେ ଜଗନ୍ନାଥପୁରରୁ ରମ୍ଭା ପର୍ଯ୍ୟନ୍ତ ରାଜପଥ କଡ ର ସମସ୍ତ ଦେଶୀ,

ହୁମ୍ମା ସଲଟ ମହାବିଦ୍ୟାଳୟରେ ବିଜୁ କନ୍ୟାରତ୍ନ ଯୋଜନା ସଚେତନତା କର୍ମଶାଳା ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲଟ ମହାବିଦ୍ୟାଳୟ ପରିସରରେ ବିଜୁ କନ୍ୟାରତ୍ନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଗୌରହରି ବେହେରାଙ୍କ ପୌରହିତ୍ୟରେ ଏହି କର୍ମଶାଳାକୁ

ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ନଷ୍ଟ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡି ଦେଉଳି ଗ୍ରାମର ଦୋଳଯାତ୍ରା ପଡିଆ ନିକଟ ଜମିରେ ଥିବା ୨ଟି ଧାନ ଗଦାରେ ନିଆଁ ଲାଗି ଲାକ୍ଷାଧିକ ଟଙ୍କା ନଷ୍ଟ

ଗୃହରକ୍ଷୀବାହିନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୩ ଗୃହରକ୍ଷୀଙ୍କୁ ଡ଼ିଆଇଜି ପୁରସ୍କୃତ କଲେ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ୍ ପଡ଼ିଆରେ ୫୬ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂ ମୁଖ୍ୟ

ଛତ୍ରପୁରରେ ୫୬ତମ ହୋମ ଗାର୍ଡ଼ ଦିବସ ପାଳନ: ହୋମଗାର୍ଡମାନଙ୍କ କର୍ତ୍ତବ୍ୟପ୍ରତି ଏସପିଙ୍କ ଭୁୟସୀ ପ୍ରଶଂସା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପୋଲିସ ପଡ଼ିଆରେ ୫୬ତମ ହୋମଗାର୍ଡ଼ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇ  ହୋମଗାର୍ଡ

ବକ୍ସିଂ ପ୍ରତିଯୋଗିତାରେ କୃତି ବକ୍ସରଙ୍କୁ ବିରାଟ ଶୋଭାଯାତ୍ରା ସହ ସହର ପରିକ୍ରମାକରି ସମ୍ବର୍ଦ୍ଧନା ଜ୍ଞାପନ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଇଣ୍ଡିଆନ ଆମେଚର ବକ୍ସିଂ ଫେଡ଼େରେସନ୍  ପ୍ରାୟୋଜିତ ୧୮ତମ ଜାତୀୟ ସିନିଅର ଫେଡ଼େରେସନ୍ କପ୍ ବକ୍ସିଂ ଚମ୍ପିଆନସିପ୍ ମଦୁରାଇରେ ଗତ  ୧ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଗଞ୍ଜାମଜିଲ୍ଲା କଳା ଓ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି : ନୃତ୍ୟ ନିର୍ଦେଶକ ସଂଘର ୨ ବାର୍ଷିକ ଉତ୍ସବରେ ମତପ୍ରକାଶ …

ଛତ୍ରପୁର (ସମୃଦ୍ଧ ଓଡିଶା) ନୃତ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ସେମାନଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଛତ୍ରପୁର  ଜିଲ୍ଲା ସଂସ୍କୃତି ଭବନରେ ବହୁ ଜାକଜମକରେ  ପାଳନ  ହୋଇଯାଇଛି । ମୁଖ୍ୟ ଅତିଥି

ଅନଲାଇନ ଆବେଦନ ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରୀ ରହିବ:ଗଞ୍ଜାମ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମାପ୍ତ ପରେ ଅନଲାଇନ ଆବେଦନ ଓ ସଂଶୋଧନ ପ୍ରକ୍ରିୟା ଜାରୀ ରହିବ ବୋଲି

ଜାତୀୟ ରାଜପଥ ୫୯ରେ ବାଇକ୍ ଓ ସ୍କୁଟି ମୁହାଁ ମୁହିଁ ଧକ୍କା:୨ଗୁରୁତର

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା): ହିଞ୍ଜିଳିକାଟୁ ଜାତୀୟ ରାଜପଥ ୫୯ରେ ବାଇକ୍ ଓ ସ୍କୁଟି ମୁହାଁ ମୁହିଁ ଧକ୍କା  । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଯାଉଥିବା

ନାରାୟଣପୁର ସ୍କୁଲରେ ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ, ତଳେ ବସିବାକୁ ନାଁ କାର୍ଯ୍ୟକ୍ରମ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ବ୍ଲକର ନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ, ତଳେ ବସିବାକୁ ନାଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି

ବିଜୁ ଯୁବବାହିନୀ ପକ୍ଷରୁ ହେଉଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ବନ୍ଦ କର:ବିଜେପି ଯୁବମୋର୍ଚ୍ଚା …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ୍ କନିଷି ହାଟ ବାଲାଜୀ ବିଦ୍ୟାପୀଠ ନିକଟସ୍ଥ ବିଶ୍ୱନାଥ ଉଚ୍ଚ ବୈଷୟିକ ବିଦ୍ୟାଳୟର ଖେଳପଡ଼ିଆରେ ବିଜୁ ଯୁବବାହିନୀ ପକ୍ଷରୁ ଆୟୋଜିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ