Category: Berhampur(ଦକ୍ଷିଣାଞ୍ଚଳ ଖବର)

‘ବାଲମୁକୁନ୍ଦ’ କେନ୍ଦ୍ରର ପିଲାମାନେ ପାଳନ କଲେ ସେବା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜଗତଗୁରୁ କୃପାଳୁ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦ ନନ୍ଦଜୀଙ୍କ ନିର୍ଦେଶ କ୍ରମେ ରାଜଗୁରୁ ସହି ପରିଚ୍ଛା ମଠରେ ଚାଲୁଥିବା “ବାଲ ମୁକୁନ୍ଦ” କେନ୍ଦ୍ରର ପିଲାମାନଙ୍କ ଦ୍ୱାରା “ଆମେ

ହାତୀଓଟ ଜରାଶ୍ରମର ବୃଦ୍ଧାଙ୍କୁ ଶୀତ ବସ୍ତ୍ର ଦାନ କଲେ ପୋଲସରା ବିଧାୟକ …

ପୋଲସରା (ସମୃଦ୍ଧ ଓଡିଶା) କାର୍ତ୍ତିକ ମାସରେ ଧର୍ମ ଅର୍ଜନ କରିବା ହେଉଛି ସାଧାରଣ ମନୁଷ୍ୟର କର୍ତ୍ତବ୍ୟ ବୋଲି ଶାସ୍ତ୍ରରେ ଲେଖା ହୋଇଛି । ସେଥିପାଇଁ ବୃଦ୍ଧ ବନିତା ସମସ୍ତେ ଦେବଦେବୀଙ୍କୁ

ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ଯୁବ ମହୋତ୍ସବରେ ସାଂସଦ, ଅଭିନେତା ସିଦ୍ଧାନ୍ତ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ସଂସ୍କୃତି ବିଭାଗପକ୍ଷରୁ ୨୪ତମ ଜିଲ୍ଲା ଯୁବ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ତଥା ରାଜ୍ୟର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଗଞ୍ଜାମଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ:ବିରୋଧୀ କହିଲେ ଏହା ରାଜନୈତିକ ପ୍ରହାଳିକା …

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦିନିକିଆ ଗଞ୍ଜାମ ଗ୍ରସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାରଥାନ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଛତ୍ରପୁରରେ ନୂତନ ଶୈଳୀରେ ସୌନ୍ଦର୍ଯ୍ୟ ଭାବେ ନବନିର୍ମିତ

ପାୱାରଫୁଲଙ୍କ ପାଖରେ ଜିଲ୍ଲାପାଳ …

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟର ମୋଷ୍ଟ ପାୱାରଫୁଲ, ଚଳନ୍ତି ମୁଖ୍ୟମନ୍ତ୍ରୀ କୁହାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀ ଭି.କେ.ପାଣ୍ଡିଆନ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଓ ଡିଆରଦିଏ ପି.ଡି.ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ରାୟଗଡା ଜିଲ୍ଲାପ୍ରଶାସନର ସହାୟତା ଯୋଗୁଁ ମିତା ସୁସ୍ଥ ହୋଇ ଫେରିଲା …

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ପ୍ରଶାସନ ଦେଇଥିଲା ପ୍ରତିଶ୍ରୁତି  ମିତା ଶବରକୁ ଚିକିତ୍ସା କରାଇ ସୁସ୍ଥ କରିବ । ପ୍ରଶାସନ ପକ୍ଷରୁ ଦେଇଥିବା ପ୍ରତିଶ୍ରୁତିକୁ ସଠିକ ଭାବେ ତୁଲାଇବାରେ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ : ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ …

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମଜିଲ୍ଲା ଗ୍ରସ୍ତରେ ଆସି ୧୦୯ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି

ପ୍ରିୟାଂଶୁ ହଟାଓ ବିଜେଡି ବଞ୍ଚାଓ ସ୍ଲୋଗାନରେ କମ୍ପିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ…

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ବିଜେଡିରୁ ହଟାଇଲେ ବିଜେଡି ବଞ୍ଚିବ ବୋଲି ନାରା ଦେଇ ପ୍ରିୟାଂଶୁ ଅସନ୍ତୁଷ୍ଠ ବିଜେଡି କର୍ମୀମାନେ ଗଂଜାମ ଏନଏସିରେ

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଳାଦିବସ ପାଳନ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି କଳାଦିବସ ପାଳନ କରାଯାଇଛି । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି

ଡିସେମ୍ବର ଶେଷ ସପ୍ତାହରେ ବୁଗୁଡ଼ା ଆସୁଛନ୍ତି ପୁରୀ ଗଜପତି ମହାରାଜା …

ବୁଗୁଡ଼ା (ସମୃଦ୍ଧ ଓଡିଶା) ଗଜପତି ମହାରାଜା ଦିବ୍ୟସିଂହ ଦେବ ଡିସେମ୍ବର ୨୭,୨୮,୨୯ ୩୦,ତାରିଖରେ ଆସିବାକୁ ଥିବା ବୁଗୁଡା ଦିବ୍ୟ ଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦ ଆଧ୍ୟାତ୍ମିକ ସାଂସ୍କୃତିକ କେନ୍ଦ୍ର

ଆସିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗଣ ବିକ୍ଷୋଭ …

ଆସିକା (ସମୃଦ୍ଧ ଓଡିଶା) ଅଖିଳ ଭାରତ କିଷାନ ମଜଦୁର ସଭା ପକ୍ଷରୁ ଆଜି ଆସିକା ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀଙ୍କୁ କ୍ଷତିପୂରଣ, ସବୁ ଗରିବଙ୍କୁ

ବୃନ୍ଦାବନ ନାୟକ ଥିଲେ ଯଥାର୍ଥରେ କର୍ମବୀର ତାଙ୍କର ପ୍ରେରଣା ଏବେ ବି ଜୀବିତ – ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ତତକାଳୀନ ବିଧାୟକ ତଥା ଭାଗ୍ୟବିଧାତା ସ୍ଵର୍ଗତ ବୃନ୍ଦାବନ ନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ବ୍ରହ୍ମପୁର ଟାଉନ ହଲରେ ବହୁ ଆଡମ୍ବର ସହକାରେ

ଗଞ୍ଜାମ ଜିଲ୍ଲାର ନବନିର୍ମିତ ଜିଲ୍ଲାପରିଷଦ ଭବନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଆଗାମୀ ୧୦ତାରିଖ ଦିନିକିଆ ଗସ୍ତରେ…

ଛତ୍ରପୁର(ସମୃଦ୍ଧ ଓଡିଶା)ଆଗାମୀ ୧୦ତାରିଖ ଦିନ ମୁଖ୍ୟମନ୍ତ୍ରୀ ଗଂଜାମ ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ନବନିର୍ମିତ ଜିଲ୍ଲା ପରିଷଦ ଭବନ ଉଦଘାଟନ କରିବେ

ବ୍ରହ୍ମପୁର ସହରରେ କାଳୀପୂଜା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗେଟ ବଜାର ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ କାଳୀ ପୂଜା ଉପଲକ୍ଷେ ଏକ ୨୨ ଫୁଟିଆ କାଳୀମୂର୍ତ୍ତି ସ୍ଥାପନକୁ ନେଇ ସହରରେ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଜାଗ୍ରତ ହୋଇଛି । ପୂର୍ବରୁ

ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ରେସନକାର୍ଡ ପ୍ରଦାନ ନେଇ ବିଡିଓଙ୍କୁ ଭେଟିଲେ ପଞ୍ଚାୟତବାସୀ…

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ମାନଙ୍କୁ ରେସନକାର୍ଡ  ପ୍ରଦନା କରାଯାଉନଥିବା ଏବଂ ସରପଞ୍ଚ  ଓ ଭିଏଲ ଡବ୍ଲ୍ୟୁ ମିଶି ମିଳିତ ଭାବେ

ବୁଗୁଡ଼ାରେ ଠାକୁରାଣୀ ଯାତ୍ରାପାଇଁ ପ୍ରସ୍ତୁତି…

ଛତ୍ରପୁର (ସମୃଦ୍ଧ ଓଡିଶା) ବୁଗୁଡାରେ ଅପ୍ରେଲ ୨୩ତାରିଖରେ ହେବାକୁ ଥିବା ମାଁ ଠାକୁରାଣୀ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ଆଜି ବୁଗୁଡା ଏନ.ଏ. ସି ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ

ପୋଲସରାରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମପଞ୍ଚାୟତର ଖେଳ ପଡିଆଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ

ରାଜଧାନୀରେ ହେବାକୁ ଥିବା ବିଶ୍ୱ ହକିଖେଳ ପାଇଁ ଛତ୍ରପୁରରେ ସଚେତନତା କାର୍ଯ୍ୟକ୍ରମ …

ଛତ୍ରପୁର (ସମୃଦ୍ଧ ଓଡିଶା)ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି

କର୍ମବୀର ବୃନ୍ଦାବନ ନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ଆସନ୍ତାକାଲି ପାଳନ ହେବ:ସମସ୍ତଙ୍କୁ ନିମନ୍ତ୍ରଣ କଲେ ସଭାପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ମବୀର ବୃନ୍ଦାବନ ନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ଆସନ୍ତା କାଲି ଦିନ ୧୦.୩୦ ଘଣ୍ଟିକା ସମୟରେ ବ୍ରହ୍ମପୁର ଟାଉନ ହଲ ପରିସରରେ ଅନୁଷ୍ଠିତ ହେବ । ଏହି ଅବସରରେ

ଗତକାଲି ରାତିରେ ବ୍ରହ୍ମପୁର ଫୂଡିସ ରେସଟୁରେଣ୍ଟରେ ଅଗ୍ନିକାଣ୍ଡ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର କାମାପଲ୍ଲୀ ବ୍ରିଡ଼ଜି ନିକଟରେ ଥିବା ଫୂଡିସ ରେସଟୁରେଣ୍ଟରେ ଅଗ୍ନିକାଣ୍ଡ ଘଟି ସହରକୁ ଆତଙ୍କିତ କରିଦେଇଛି । କ୍ଷୟକ୍ଷତିର ପରିମାଣ ସଠିକ ଜଣା ପଡ଼ିନଥିଲେ ମଧ୍ୟ ବାରମ୍ବାର

ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ତରଫରୁ ଉପହାର ଉତ୍ସବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର ଓ ଖୁସିର ଦୀପାବଳି ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଛତ୍ରପୁର ବ୍ଲକର ଶତାଧିକ ଭିନ୍ନକ୍ଷମ

ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଗଞ୍ଜାମଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ମରଣୀୟ ଦିବସ ପାଳନ ଓ ଶ୍ରଦ୍ଧାଞ୍ଜଳି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ବରପୁତ୍ର ବକ୍ସି ଜଗବନ୍ଧୁଙ୍କ ନିର୍ଭିକ ଦାୟାଦ କାଳଜୟୀ ଯୁବନେତା ତଥା  ରାଜ୍ୟ କଂଗ୍ରେସର ବର୍ଷିଆନ ଯୁବନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ

ହଜରତ ମେହବୁବ ଜୋତଆଲି ସାହା ବାବାଙ୍କ ଦରଗାର ୧୦୦ ବର୍ଷ ପାଳନ ଅବସରରେ ଉର୍ସ ମୁବାରକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହଜାରତ ମେହବୁବ ଜୋତଆଲି ସାହା ବାବାଙ୍କ ଦରଗାର ୧୦୦ ବର୍ଷ ପୂର୍ତ୍ତ ଅବସରରେ ଦରଗା ସହି ସ୍ଥିତ ବାବାଙ୍କ ଦରଗା ଠାରେ ଦରଗା କମିଟି ତରଫରୁ

ରାୟଗଡା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାକକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁରେ ଧାନ ସଂଗ୍ରହ ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ

ଗୋସାଇଁନୂଆଗାଁ କପଡ଼ା ଦୋକାନରେ ଅଗ୍ନିକାଣ୍ଡ

ବ୍ରହ୍ମପୁର(ସମୃଦ୍ଧ ଓଡିଶା): ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ହରେକୃଷ୍ଣ ନଗର ୧ମ ଲାଇନ ସ୍ଥିତ ଏକ କପଡ଼ା ଦୋକାନରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି ।  ସକାଳ ପ୍ରାୟ ୬.୩୦

ଓମ୍ ସାଇ ଘରୋଇ କଲେଜ ବସ୍ ଧକ୍କା:ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ବସ ଜବତ

ଛତ୍ରପୁର(ସମୃଦ୍ଧ ଓଡିଶ): ଚମାଖଣ୍ଡି ଥାନା ଅନ୍ତର୍ଗତ ପାରାଳା ମହାରାଜା କଲେଜ ଛକ ନିକଟସ୍ଥ ରାଜ୍ୟ ରାଜପଥରେ ଏକ ଘରୋଇ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ

କନିଷି ସ୍ଥିତ ଚିଟଫଣ୍ଡ ସଂସ୍ଥା ‘ଡ଼ାଟମ୍’ର ୨ଗିରଫ: ଏମଡ଼ିଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାର କନିଶିରେ ଏକ ଚିଟଫଣ୍ଡ ସଂସ୍ଥା କରି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରି  ଫେରାର୍ ହୋଇଥିବା ଡ଼ଟମ୍ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ

କମାପଲ୍ଲୀ ଦୋକାନରେ ଅଗ୍ନିକାଣ୍ଡରେ ୩ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସହରର କମାପଲ୍ଲୀ ମୁଖ୍ୟ ରାସ୍ତାରେ ସୋମବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ରାତି ପ୍ରାୟ ୧୧.୪୫ ଘଣ୍ଟା ସମୟରେ କମାପଲ୍ଲୀ ରୋଡ଼ ସ୍ଥିତ ଅମରନାଥ ନାମକ ଏକ

ପୋଲସରା ବ୍ଲକ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଘଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଘଠନିକ କାର୍ଯ୍ୟକ୍ରମ ବନ୍ଥପଲ୍ଲୀ ଶିବ ମନ୍ଦିର ପରିସରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ

ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ବାହ୍ୟ ମଳତ୍ୟାଗ ପ୍ରତିହତ ପାଇଁ ତୁଳସୀ କୁଣ୍ଡ ଓ ବେଲଗଛର ସାହାରା …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ ସଂପୂର୍ଣ୍ଣ ବାହ୍ୟ ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିବା ପାଇଁ ଯେଉଁ କେତୋଟି ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଏବଂ