Category: Berhampur(ଦକ୍ଷିଣାଞ୍ଚଳ ଖବର)

ସାନଖେମୁଣ୍ଡି ବ୍ଲକରେ ସମୀକ୍ଷା ବୈଠକରେ ବ୍ରହ୍ମପୁର ବିଧାୟକ…

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ସାନଖେମୁଣ୍ଡି ବ୍ଲକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ବେହେରା ଓ ସାନଖେମୁଣ୍ଡି 

ଜିଲ୍ଲା ଥଇଥାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ବ୍ରହ୍ମପୁରର ରେଭେନ୍ୟୁ ଆଇବି ନଫରେନସ ହଲରେ ଆତ୍ମହତ୍ୟା ଓ ଡ୍ରଗ୍ସ ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ଜିଲ୍ଲା ଥଇଥାନ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିଲା । ସେଥିରେ

ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଅନିଲି ସାହୁଙ୍କ ପରିବାରକୁ ଆର୍ଥିକ ସହାୟତା…

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଦୁଆ ଗ୍ରାମର ଅନିଲି କୁମାରୀ ସାହୁ ସାପ କାମୁଡି ମୃତ୍ୟୁ ବରଣ କରିଛନ୍ତି । ଆଜି ଓଡିଶା ସରକାରଙ୍କ ତରଫରୁ ମୃତ୍ୟୁ

ପୋଲସରା ନାବାଳିକା ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ:ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ସନ୍ଧ୍ୟାରେ ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲାର ପୋଲସରା ନାବାଳିକା ପୀଡ଼ିତାକୁ ନ୍ୟାୟ ଦେବା ଏବଂ

ନାଗାବଳୀ ନଦୀରେ ପଡି ଜଣେ ଯୁବକ ମୃତ

ରାୟଗଡା(ସମୃଦ୍ଧ ଓଡିଶା)ପଡୋଶୀ ଆନ୍ଧ୍ରର କତାବାଲସରୁ ୧୧ଜଣ ଯୁବକ ମଙ୍ଗଳବାର ରାୟଗଡା ବୁଲିବାକୁ ଆସିଥିଲେ । ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ପରେ ଝୁଲା ବ୍ରିଜ ତଳେ ପ୍ରଭାବିତ ହେଉଥିବା ନାଗାବଳୀ

ତିତିଲି ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦାବିରେ କଂଗ୍ରେସର ପୁରୁଷୋତ୍ତମପୁର ବ୍ଲକ ଓ ତହସିଲ ଘେରାଉ

ଗଞ୍ଜାମ(ସମୃଦ୍ଧ ଓଡିଶା)ଗତ ୧୧ ତାରିଖ ତିତିଲି ବାତ୍ୟାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି ଘଟିଛି । ବଢି ପାଣି ଓ ବାତ୍ୟା ପବନରେ ଧାନ ଫସଲ ଓ ପନିପରିବା

୧୭, ୧୮ କବିସୂର୍ଯ୍ୟନଗରରେ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରୋତ୍ତୋଳନରେ ଗଞ୍ଜାମ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ଜାତୀୟ ଓ ଆନ୍ତର୍ଜାତୀୟ ଭାରୋତ୍ତୋଲନ ପ୍ରତିଯୋଗିତାରେ ସୁନାମ ଅର୍ଜନ କରି ଗଞ୍ଜାମ ଜିଲ୍ଲାର ବିଜୟ ଶତପଥୀ, କେ. ରବି କୁମାର,

ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ବଦଳି ହୋଇଥିବା ଅଧ୍ୟାପିକା/ଅଧ୍ୟାପକ ଶୈକ୍ଷିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ରିଲିଭ ନକରିବାକୁ ଦାବି:କାର୍ଯ୍ୟରେ ବ୍ୟତିକ୍ରମ ହେଲେ ଧାରଣାରେ ବସିବା ସହ ଆନ୍ଦୋଳନକୁ ଓହ୍ଲେଇବା ଧମକ

ବ୍ରହ୍ମପୁର (ସମୃଦ୍ଧ ଓଡିଶା )କନିସି ଶିକ୍ଷାକେନ୍ଦ୍ର ଅନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ପଦବୀ ୨୬ଥିବାବେଳେ ପାଞ୍ଚରୁ କାମ ଅଧ୍ୟାପକ/ଅଧ୍ୟାପିକା ଥିବାସତ୍ତ୍ୱେ ସେଥିମଧ୍ୟରୁ ପୁନଃ ୨ ଜଣକୁ ବଦଳି କରିବା ଦୁର୍ଭାଗ୍ୟ ଜଣକ ବିଷୟ ।

ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଦାବିନେଇ ଶିବସେନା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ …

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଡ଼ପୁଟି ଗ୍ରାମରେ ଦୀର୍ଘ ଦିନ ହେଲା ପାନୀୟ ଜଳର ସମସ୍ୟା ଲାଗି ରହିଛି । ଯାହାଫଳରେ ଦୂଷିତ ପାଣି ପିଇ ଗ୍ରାମବାସୀ

ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ନୂତନ ଭିଡିଓ କନଫେରେନ୍ସ ହଲର ଉଦଘାଟନ ହୋଇଯାଇଛି….

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ନୂତନ ଭିଡିଓ କନଫେରେନ୍ସ ହଲର ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନୁଷ୍ଠାନିକ ଭାବେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି । ଏହି

ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭିଡିଓ କନଫେରେନ୍ସ ହଲର ଉଦଘାଟନ ହୋଇଯାଇଛି …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ନୂତନ ଭିଡିଓ କନଫେରେନ୍ସ ହଲର ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନୁଷ୍ଠାନିକ ଭାବେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି

ରାଜ୍ୟବ୍ୟାପି ବିଜେପିର ତାଲା ପକା ଅଭିଯାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ଵରେ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ଗଞ୍ଜାମ ଜିଲ୍ଲାରେ ତାଲା

ଫୁଲବାଣୀ ପୋଲିସର ଏନକାଉଣ୍ଟର:ଗଞ୍ଜେଇ ମାଫିଆ ମୁନା ଦିଗାଲ ଗୁରୁତର…

ଫୁଲବାଣୀ (ସମୃଦ୍ଧ ଓଡିଶା) ଫୁଲବାଣୀ ପୋଲିସ ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଗୁରୁତର । ମୁନା ଦିଗାଲର ହାତ ଓ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବିକ୍ଷୋଭ…

ଛତ୍ରପୁର(ସମୃଦ୍ଧ ଓଡିଶା)କେନ୍ଦ୍ରର ମୋଦି ସରକାରଙ୍କ ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବା ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ଆଜି ସକାଳେ ଭାରତୀୟ ବିରଳ ମୂର୍ତ୍ତିକା ଗବେଷଣା କେନ୍ଦ୍ର ଫାଟକ ଓ ଜିଲ୍ଲାର ଭାରତୀୟ

୮ମ ବାଟାଲିୟନ୍‌ ପରିସରରେ ହାବିଲ୍‌ଦାର ଓ ସିପାହୀ ସଂଘର ୩ୟବାର୍ଷିକ ଉତ୍ସବ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି…

ଛତ୍ରପୁର(ସମୃଦ୍ଧ ଓଡିଶା )ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ସ୍ଥତ ଓଏସ୍‌ଏପି ୮ମ ବାଟାଲିୟନ୍‌ ପରିସରରେ ହାବିଲ୍‌ଦାର ଓ ସିପାହୀ ସଂଘର ୩ୟବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରଭାକର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ

ଇମ୍ଫା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇମ୍ଫା ଏମ୍ପେ୍ଲାଇସ୍‍ କ୍ଲବରେ  ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଇମ୍ଫା ଥେରୁବାଲି କମ୍ପାନୀର ସିନିୟର ଜିଏମ୍‍ କେ.ଭି.ରାଓ,

ରାୟଗଡ଼ା ସହରର ପରିମଳ ବ୍ୟବସ୍ଥା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବିଜେପିର ଦାବି

ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡ଼ା ଜିଲା ବିଜେପି ପକ୍ଷରୁ ଆଜି ଏକ ସମ୍ବାଦିକ ସମ୍ବିଳନୀ କରି ରାୟଗଡ଼ା ସହରର ପରିମଳ ବ୍ୟବସ୍ଥା ସୁଧାରିବା ସକାଶେ ଜିଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

ବିଜୁ ଶ୍ରମିକ ସାମୁଖ୍ୟର ବିଭିନ୍ନ ଶ୍ରମିକ ସଂଗଠନର ସଭ୍ୟମାନଙ୍କ ଯୋଗଦାନ କାର୍ଯ୍ୟକ୍ରମ ….

ବ୍ରହ୍ମପୁର(ସମୃଦ୍ଧ ଓଡିଶା):ବ୍ରହ୍ମପୁର ଜିଲ୍ଲା ବିଯୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର, ବିଭିନ୍ନ ଶ୍ରମିକ ସଂଗଠନର ସଭ୍ୟମାନଙ୍କ ଯୋଗଦାନ କାର୍ଯ୍ୟକ୍ରମର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି

ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭୂମିପୂଜା ଓ ଅଙ୍ଗନବାଡି କେନ୍ଦ୍ରର ଉଦଘାଟନ ହୋଇଯାଇଛି …

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମପଞ୍ଚାୟତ ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ୨୦୧୭-୨୦୧୮ ଆନୁକୂଲ୍ୟରେ କରସିଙ୍ଗି-ରାବଗଡ-ବଡପଦା ରାସ୍ତାର ସମ୍ପୂର୍ଣ୍ଣ ଉନ୍ନତିକରଣ ଓ ରକ୍ଷଣାବେକ୍ଷଣର ମାନ୍ୟବର ବିଧାୟକ

ପୋଲସରା ଗଣଦୁଷ୍କର୍ମ ମାମଲାର ଚବିଶି ଘଣ୍ଟା ମଧ୍ୟରେ ଦୋଷୀ ଧାରା ନଗଲେ ଭାଜପା ମହିଳା ମୋର୍ଚ୍ଚା ତରଫରୁ ଗଣ ଆନ୍ଦୋଳନ କରାଯିବାର ଧମକ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକଲି ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ସୁରମା ପାଢ଼ୀ, ଲେଖାଶ୍ରୀ

ପୋଲସରା ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ସମାଜ ମଙ୍ଗଳ ଅଧ୍ୟକ୍ଷା ଲତିକା ପ୍ରଧାନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ଧୋୟାକଣା ଗାଁର ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ଜାରୀ ରହିଥିବା ବେଳେ ନାବାଳିକାର ଧୀରେ ଧୀରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ସୂଚନା । ଏଭଳି ସ୍ଥିତିରେ ଘଟଣାକୁ ବିଭିନ୍ନ

ସିଲ ହୋଥିବା ବାଲୁଙ୍କେଶ୍ୱର ବାଣ ମାର୍କେଟ ଖୋଲିଲା …

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗୋଶାଣୀନୂଆଗାଁ ଥାନା ପୋଲିସ ଦ୍ୱାରା ସିଲ ହୋଥିବା ବ୍ରହ୍ମପୁରର ଅନ୍ଧପସରା ରୋଡ଼ ସ୍ଥିତ ବାଲୁଙ୍କେଶ୍ୱର ବାଣ ମାର୍କେଟ ଗତକାଲି ପୋଲିସ ପ୍ରଶାସନ ଉପସ୍ଥିତିରେ ଖୋଲିଲା । ଜିଲ୍ଲାପାଳଙ୍କଠାରୁ ୪୫ ଜଣ ବ୍ୟବସାୟୀଙ୍କୁ ଅସ୍ଥାୟୀ ଅନୁମତି

ବରିଷ୍ଠମନ୍ତ୍ରୀଙ୍କ ଗଡ଼ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟ ଯୋଜନାକୁ ଲୋକାଭିମୁଖୀ କରାଇବା ଓ ଜନ ସଚେତନତା ସୃଷ୍ଟି କରାଇବା ଲକ୍ଷରେ ଚାଲିଥିବା ଜନସଂପର୍କ ଯାତ୍ରାରେ ରାଜ୍ୟର ବରିଷ୍ଠମନ୍ତ୍ରୀ ସୂର୍ଯ୍ୟନାରାୟଣ

ଦିପାବଳୀକୁ ଆଖି ଆଗରେ ରଖି ବାଣ ବ୍ୟବସାୟୀମାନଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ଓ ବିକ୍ରି ଉପରେ ସତର୍କ ଘଣ୍ଟି…

ଛତ୍ରପୁର(ସମୃଦ୍ଧ ଓଡିଶା)ମାନ୍ୟବର ସୁପ୍ରିମ କୋର୍ଟଙ୍କ ସଦ୍ୟ ନିର୍ଦେଶାବଳୀକୁ ଆଖିଆଗରେ ରଖି ଦିପାବଳୀ ଉତ୍ସବକୁ ଜିଲ୍ଲାରେ ଶୃଙ୍ଖଳିତ କରିବା ପାଇଁ ବାଣ ବିକ୍ରି ଓ ଫୁଟଣ ଉପରେ ରୋକ ଲଗାଇବାକୁ ବ୍ୟବସାୟୀ ମାନଙ୍କ

ଛତ୍ରପୁର ଆଇ.ଆର.ଇରେ ସତର୍କତା ଜାଗୃତି ସପ୍ତାହ ପାଳନ:କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ

ଛତ୍ରପୁର(ସମୃଦ୍ଧ ଓଡିଶା)କେନ୍ଦ୍ର ସରକାରଙ୍କ ଏକ ଲାଭଜନକ ସଂସ୍ଥା ଭାରତୀୟ ବିରଳ ମୂର୍ତ୍ତିକାରେ ଏକ ସପ୍ତାହ ବ୍ୟାପି ଚାଲିଥିବା ସତର୍କତା ଜାଗୃତି ସପ୍ତାହ ପାଳନ ଉଦଯାପନ ହୋଇଯାଇଅଛି । ଦୁର୍ନିତୀ ନିବାରଣ ସଂପର୍କରେ ଜନସଚେତନତା ସୃଷ୍ଟି

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ’ସୁରଭି’ଉଦଯାପିତ:କରାତଳୀ ୟୁପିସ୍କୁଲ ରାଜ୍ୟ ପ୍ରତିଯୋଗିତାକୁ ମନୋନୀତ…

ଛତ୍ରପୁର (ସମୃଦ୍ଧ ଓଡିଶା)ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଛତ୍ରପୁର ଆନ.ସ୍ଲୋ ଶିକ୍ଷା ଅନୁଷ୍ଠାନରେ ଆଜି ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ ସିଦ୍ଧାର୍ଥ

ପୋଲସରା ଗଣଦୁଷ୍ମର୍ମ ମାମଲାରେ ପୀଡ଼ିତାଙ୍କୁ ଭେଟିଲେ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ଧୋୟାକଣା ଗାଁର ନାବାଳିକାକୁ ଗଣଦୁଷ୍ମର୍ମ ମାମଲାରେ ପୋଲିସ ବର୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିପାରି ନଥିବାବେଳେ ରାଜନୀତି ସରଗରମ ହୋଇଚାଲିଛି । ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ମାନେ ପୀଡ଼ିତାଙ୍କୁ ଭେଟି ଆଶ୍ୱସନା

ଭଲିଖେଳ ବେଳେ ପ୍ରଧାନ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଶୋକର ଛାୟା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ପି.ଶୈଳଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୃପଦ ରଇତ ଗତକଲି ହୃଦଘାତରେ ମୃତ୍ୟୁବରଣ କରିଥିବା ଖବର ପାଇ ଶିକ୍ଷକ ସମାଜରେ

ଛତ୍ରପୁରରେ ଶୀତତାପ ନିୟନ୍ତ୍ରିତ ଷ୍ଟାଇଲ ବଜାର ଖୋଲିଲା:ଗ୍ରାହକ ଉତ୍ସାହିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ମୁଖ୍ୟ ବଜାରରେ ଏକ ବଡ ଧରଣର ଷ୍ଟାଇଲ ବଜାରର ଶୁଭ ଆରମ୍ଭ ହୋଇଛି । ଷ୍ଟାଇଲ ବଜାରର ଏହା ହେଉଛି ଏକ ଶାଖା । ମେନରୋଡ଼ରେ ଥିବା ଏହି ଷ୍ଟାଇଲ

ଦୟାପଲ୍ଳୀରେ ଗୌରୀଆମ୍ମା ଯାତ୍ରା ଉଦଯାପିତ ଶତାଧିକ ଭକ୍ତଙ୍କ ଜନସମାଗମ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମର ବିଭିନ୍ନ ପର୍ବପର୍ବାଣୀ ମାଧ୍ୟମରେ ଓ ଗୌରୀ ଆମ୍ମା ନିଆରା ଓ ସ୍ୱତନ୍ତ୍ର ପର୍ବ ବିଶେଷ କରି ତେଲୁଗୁ ସମ୍ପ୍ରଦାୟର