Category: Berhampur(ଦକ୍ଷିଣାଞ୍ଚଳ ଖବର)

ପୋଲସରା ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା : ଦାବି କଲେ ୧୦ ଲକ୍ଷ ଓ ମାଗଣା ଚିକିତ୍ସା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକର ଧୋୟାକଣା ଗାଁରେ ଚୋରି କରିବାକୁ ଯାଇ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପୀଡିତା ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛି । ପୋଲସରା ବିଧାୟକ ଶ୍ରୀକାନ୍ତ

ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଶ୍ରମିକ ଆନ୍ଦୋଳନ ୮ ଦିନରେ ବନ୍ଦ : ମାସେ ପରେ ପୁଣି ଚାଲିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ୮ ଦିନ ଧରି ଗୋପାଳପୁର ବନ୍ଦର ଫାଟକ ଆଗରେ ବିଭିନ୍ନ ଦାବି ନେଇ ଚାଲିଥିବା ଶ୍ରମିକ ଆନ୍ଦୋଳନ ଗତକାଲି ବନ୍ଦ ହୋଇଯାଇଛି । ମାସେ ପରେ

ବିଭିନ୍ନ ଦାବିନେଇ ଗଞ୍ଜାମ ବ୍ଲକରେ ବିଜେପିର ବ୍ଲକ ଘେରାଉ:ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ(ସମୃଦ୍ଧ ଓଡିଶା)ସାରାରାଜ୍ୟରେ ରାଜ୍ୟ ପ୍ରଶାସନ ଅଧିକାରୀ ମାନଙ୍କୁ ସାଧାରଣ କାମପାଇଁ ପିସି ନଦେଲେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀ ପିସି କାରବାରକୁ ବନ୍ଦ କରିବା ପାଇଁ କହିବା ଦିନଠାରୁ ପିସି କାରବାର ଦୃତଗତିରେ

ଅଜଣା ବ୍ୟକ୍ତିର ଶବ ଉଦ୍ଧାର:ଦମକଳ ବାହିନୀ ଓ ପୋଲିସ ପୋଖରୀରୁ ଉଦ୍ଧାର କଲେ ମୃତଦେହ

ଛତ୍ରପୁର(ସମୃଦ୍ଧ ଓଡିଶା)ରମ୍ଭାଥାନା ଅଧିନସ୍ଥ କଳାଜମୁନା ଗ୍ରାମ ନିକଟରେ ଥିବା ଗଡ ହୁମ୍ମାର ଜୋକବନ୍ଧରେ ଭାସୁଥିବା ଏକ ମୃତଶରୀରକୁ ଦମକଳ ବାହିନୀର ସହାୟତାରେ ରମ୍ଭା ପୋଲିସ ଉଦ୍ଧାର କରିଛି । ଆଜି ସକାଳେ

ହିଞ୍ଜିଳିକାଟୁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା…

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଯୁବ ସଭାପତି ସଂଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ

ତିତ୍‌ଲି କ୍ଷୟକ୍ଷତି ଆକଳନ ଲାଗି ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍‌ ଲୋକଙ୍କୁ ଭେଟିଲେ…

ଛତ୍ରପୁର(ସମୃଦ୍ଧ ଓଡିଶା)ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ କ୍ଷୟକ୍ଷତି ଆକଳନନେଇ ଏକ ସାତଜଣିଆ କେନ୍ଦ୍ରୀୟଟିମ୍‌ ଗତକାଲି ଗଞ୍ଜାମ ଜିଲ୍ଲାରେ ପହଞ୍ଚି ଜିଲ୍ଲାପାଳଙ୍କ କକ୍ଷରେ ଏକ ଆଲୋଚନା ବୈଠକ କରିଥିଲେ । ଏହାପରେ ଏହି

ରାଷ୍ଟ୍ରୀୟ ବିଜେପି ସଭାପତି ଅମିତଶାହାଙ୍କ ୧୨୦ମିଶନ ଗଡ଼ରେ ବିଜେଡିନେତା ପ୍ରଦୀପ ପାଣିଗ୍ରାହୀ…

ଛତ୍ରପୁର(ସମୃଦ୍ଧ ଓଡିଶା)ରାଷ୍ଟ୍ରୀୟ ବିଜେପି ସଭାପତି ଅମିତଶାହା ପ୍ରଥମେ ତାଙ୍କର ୧୨୦ମିଶନ କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଗାଁରୁ ଆରମ୍ଭ କରିଥିଲେ । ସେଇଠି ଗତକାଲି ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କଲେ କର୍ମଚାରୀ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଦୁର୍ନୀତି ନିବାରଣ ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ବ୍ରହ୍ମପୁର ସହରରେ ପୋଲିସ ବିଭାଗ ପକ୍ଷରୁ ପାଳନ କରାଯାଇଛି । ଇଞ୍ଜିନୟରିଂ ଛକ

୨୦୧୭ର କ୍ଷତିପୂରଣ ଅଦ୍ୟାବଧି ପାଇନାହାନ୍ତି ଚାଷୀ:ଚାଷୀଙ୍କୁ କ୍ଷତିପୂରଣ ଦେବାରେ ରାଜ୍ୟ ସରକାର ବିଫଳ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଚାଷିଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ରାଜ୍ୟସରକାର ବିଫଳ ହୋଇଛନ୍ତିି ବୋଲି ଓଡିଶା ଚାଷି ସୁରକ୍ଷା ଅଭିଯାନର ଆବାହକରବି ରଥ ପ୍ରକାଶ କରିଛନ୍ତି। ବୁଧବାର ସ୍ଥାନୀୟ ଲଙ୍ଗଳେଶ୍ୱର କୃଷକ

ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘ ପକ୍ଷରୁ ଗୋପାଳପୁର ବନ୍ଦର ଉଭୟ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସପ୍ତମ ଦିନରେ …

ଛତ୍ରପୁର(ସମୃଦ୍ଧ ଓଡିଶା)ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଶ୍ରମିକ ମାନେ ଗୋପାଳପୁର ବନ୍ଦର ଉଭୟ ଫାଟକ ସମ୍ମୁଖରେ ଆନ୍ଦୋଳନ ଚାଲୁ ରଖିଥିବା ବେଳେ ଆଜି ତାହା ସପ୍ତମ ଦିନରେ

ତିତିଲି ବନ୍ୟା ପ୍ରପୀଡ଼ିତ ଅଞ୍ଚଳର କ୍ଷୟକ୍ଷତି ଆକଳନ ପାଇଁ ୭ଜଣିଆ କେନ୍ଦ୍ରୀୟ ଟିମ ପହଞ୍ଚି ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା…

ଛତ୍ରପୁର(ସମୃଦ୍ଧ ଓଡିଶା)ତିତିଲି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଗଂଜାମ ଗଜପତିର ବିପନ୍ନ ଅଞ୍ଚଳ ପରିଦର୍ଶନ କରି ଆକଳନ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାର ପଠାଇଥିବା ୭ଜଣିଆ ଅନୁଧ୍ୟାନକାରି ଦଳ ଆସି

ଏବେ ଏବର ଖବର:ପୋଲସରା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ବଡ଼ମେଡିକାଲରେ ଭେଟିଲେ ବ୍ରହ୍ମପୁର ବିଧାୟକ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ବ୍ଲକ ଅନ୍ତର୍ଗତ ଧୋୟାକଣା ଗ୍ରାମର ଦୁଷ୍କର୍ମ ନାବାଳିକା ପିଡିତାର ସ୍ୱାସ୍ଥ୍ୟ ଅବସ୍ଥାକୁ ବୁଝିବା ପାଇଁ ବ୍ରହ୍ମପୁର ବଡ଼ମେଡିକାଲରେ ପହଞ୍ଚିଲେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ

ଲାଞ୍ଜିପଲ୍ଲୀରେ ଶ୍ରୀ ଶ୍ରୀ ଶ୍ରୀ ଗୌରୀଆମ୍ମାଙ୍କ ଯାତ୍ରା:ଚଳିତ ବର୍ଷ ପାଇଁ ନୂତନ ପରିଚାଳନା କମିଟି ଗଠନ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁରସ୍ଥିତ ଲାଞ୍ଜିପଲ୍ଲୀରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା କୁମାରପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ବେଶ ଜାକଜମକରେ ଚାଲିଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ

ଗଞ୍ଜାମ ଆଇନ୍‌ ମହାବିଦ୍ୟାଳୟରେ ଜାତୀୟ କର୍ମଶାଳା:ବହୁ ବକ୍ତାଙ୍କ ଯୋଗଦାନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା):‘ଆଇନ୍‌ ଶିକ୍ଷାକୁ ଅଧିକ ପ୍ରତିଯୋଗିତା ପୂର୍ଣ୍ଣ କରିବା ଜରୁରୀ’ ବୋଲି ବହୁ ଆଇନ୍‌ ବିଶାରଦ ମତ ପ୍ରକାଶ କରିଛନ୍ତି । ଆମ୍ବପୁଆସ୍ଥିତି ଗଞ୍ଜାମ ଆଇନ୍‌ ମହାବିଦ୍ୟାଳୟ ପରିସରରେ ବୁଧବାର

ରାୟଗଡ଼ା ପୋଲିସ ଦ୍ୱାରା ୧୫ଟନ୍ ମାଙ୍ଗାନିଜ ଜବତ:୫ଗିରଫ

ରାୟଗଡା(ସମୃଦ୍ଧ ଓଡିଶା): ରାୟଗଡା ସ୍ଥିତ କୁମ୍ବିକୋଟା ଠାରେ ଯାନବାହନ ଯାଞ୍ଚ ସମୟରେ ଏକ ହାଇବା ଗାଡିର ସଠିକ କାଗଜପତ୍ର ନଥିବା ବେଳେ ସନ୍ଦେହ କରି କୁମ୍ବିକୋଟା ଫାଣ୍ଡି ଅଧିକାରୀ ରଶ୍ମି

ମାଓବାଦୀ ଆକ୍ରମଣରେ ସହିଦ ଯବାନ ଓ ସାମ୍ବାଦିକଙ୍କୁ ରାୟଗଡାରେ ଶ୍ରଦ୍ଧାଞ୍ଜଳି

ରାୟଗଡା(ସମୃଦ୍ଧ ଓଡିଶା) : ଛତିଶଗଡ ଦାନ୍ତେୱାଡା ଜିଲାରେ ମାଓବାଦୀ ଆକ୍ରମଣରେ ସହିଦ ହୋଇଥିବା ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ସହ ଏସଆଇ ରୁଦ୍ରପ୍ରତାପ, କନେଷ୍ଟବଳ ମଙ୍ଗୁଲୁ ମାନଦେବ ଏବଂ ରାକେଶ

ରାୟଗଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ବାଣ ବିସ୍ଫୋରଣ:ଶିକ୍ଷୟତ୍ରୀ ଆହତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଘରେ ବାଣ ବିସ୍ଫୋରଣ ଘଟିବାରୁ ବୁଧବାର ଅପରାହ୍ନରେ ଜଣେ ଶିକ୍ଷୟତ୍ରୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର

ରାୟଗଡାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗତକାଲି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି । ରାୟଗଡା

ନକ୍ସଲ ଆକ୍ରମଣରେ ସହୀଦ ହୋଇଥିବା ଫୋଟ ସାମ୍ବାଦିକ ଓ ୨ପୋଲିସ କର୍ମଚାରୀଙ୍କୁ ବ୍ରହ୍ମପୁରରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା )ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀ ନିକଟରେ କ୍ୟାଣ୍ଡେଲ ଜାଳି ନକ୍ସଲ ଆକ୍ରମଣରେ ଛତିଶଗଡ଼ର ଦନ୍ତେୱାଡାରେ ସହୀଦ ହୋଇଥିବା ଫୋଟ ସାମ୍ବାଦିକ ସ୍ଵର୍ଗତ ଅଚ୍ୟୁତ ସାହୁ

ଗୁମ୍ମା ବ୍ଲକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୁମ୍ମା ବ୍ଲକରେ ପୂର୍ବତନ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କ ଫୋଟ ଉପରେ ପୁଷ୍ପମାଳ ଅର୍ପଣ

ଅଖିଳ ଭାରତ କରାଟେ ଚମ୍ପିୟନସିପ୍ ରେ ଛତ୍ରପୁରର ୨ ପ୍ରତିଯୋଗୀଙ୍କ ସଫଳତା…

ଛତ୍ରପୁର (ସମୃଦ୍ଧ ଓଡିଶା) କଟକରେ ଥିବା ଜବାହାରଲାଲ ନେହୁରୁ ଇଣ୍ଡୋର ଷ୍ଟାଡ଼ିୟମରେ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଷଷ୍ଠ ଅଲ ଇଣ୍ଡିଆ ଓପନ ଟିଏସକେଏଫଆଇ କରାଟେ

ରାୟଗଡାରେ ବିଶ୍ୱ ମିତବ୍ୟୟୀତା ଦିବସ ପାଳନ : ମୁଖ୍ୟଅତିଥି ଭାବେ ଜିଲ୍ଲାପାଳଙ୍କ ଯୋଗଦାନ

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟୀତା ଦିବସ ପାଳନ ହୋଇଯାଇଛି । ଏନେଇ ସହର ସ୍ଥିତ ଗଜପତି ଛକରୁ ଜନ ସଚେତନତା

ପୋଲିସର ମୋ ଗାଁ ଅପରାଧ ମୁକ୍ତ ଅଭିଯାନ ଆରମ୍ଭ:ବିଶ୍ୱାସ ଭାଜନ ହେବା ପାଇଁ ଲୋକଙ୍କ ସହ ନିକଟତର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗାଁରୁ ଅପରାଧ ମୁକ୍ତକରିବା ପାଇଁ ଆମ ପୋଲିସ ଏବେ ଏକ ଅଭିନବ  ଅଭିଯାନ ଆରମ୍ଭ କରିଛି। ଗାଁକୁଚାଲ କାର୍ଯ୍ୟକ୍ରମ ଭଳି ମୋ ଗାଁ ଅପରାଧ ମୁକ୍ତ ଅଭିଯାନ

ନବରଙ୍ଗପୁରର ଶ୍ରମିକ ଦାଦନ ଖଟିବାକୁ ଯାଇ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ମୁମ୍ବାଇରୁ ଫେରିଲେ….

ନବରଙ୍ଗପୁର (ସମୃଦ୍ଧ ଓଡିଶା) ପାପାଡାହାଣ୍ଡି ବ୍ଲକ ମୈଦଲପୁର ନିକଟସ୍ଥ କଣ୍ଟାମାଳ ଗ୍ରାମ ପଞ୍ଚାୟତର ଲକ୍ଷ୍ମଣ ମାଝୀ ଓ ଗଙ୍ଗେଏ ମାଝୀଙ୍କ ପୁଅ ରୋନୁ ମାଝୀ (୨୫) ପାରିବାରର ଆର୍ଥିକ ଅବସ୍ଥା

କୋରାପୁଟରେ ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କାର ଗଞ୍ଜେଇ ଜବତ,ମାତ୍ର ୩ ଗିରଫ…

ଜୟପୁର (ସମୃଦ୍ଧ ଓଡିଶା) କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୁଲିସକୁୁ ଏକ ବଡ ଧରଣର ସଫଳତା ମିଳିଛି । ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କା ଗଞ୍ଜେଇକୁ ପୁଲିସ ଜବତ

ଚମାଖଣ୍ଡି ଥାନା ଆଗରେ ମହିଳାଙ୍କ ଶବକୁ ରଖି ନ୍ୟାୟ ପାଇଁ ବିକ୍ଷୋଭ କଲେ ଲୋକେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନସ୍ଥ ଆଗ୍ରାହାରାମ ସାହିର ଜଣେ ମହିଳାଙ୍କ ରବିବାର ରାତିରେ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଠି ହୋଇଥିଲା । ଏହି

ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ:ପ୍ରତିବାଦରେ ମାନବ ଅଧିକାର ସୁରକ୍ଷାମଞ୍ଚ ପକ୍ଷରୁ ଘଣ୍ଟ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ବିପର୍ଯ୍ୟସ୍ଥ ହୋଇପଡିଛି ସ୍ୱାସ୍ଥସେବା ।କେଉଁଠି ଡାକ୍ତର ନାହିଁତ କେଉଁଠି ଘର ନାହିଁ, ଔଷଧ ନାହିଁ ପିସି ନଦେଲେ କାମାହେଉନି ଏଭଳି ପରିସ୍ଥିତିରେ ଏବେ ରାଜ୍ୟ

ଛତ୍ରପୁରରେ ବିଜେପିର ବିରାଟ ପଟୁଆର ଓ ଶୋଭାଯାତ୍ରା:ପିସି କାରବାର ଓ ଅନିୟମତା ନେଇ ଗର୍ଜିଲେ ଦଳୀୟ କର୍ମୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାରାରାଜ୍ୟରେ ରାଜ୍ୟପ୍ରଶାସନ ଅଧିକାରୀ ମାନଙ୍କୁ ସାଧାରଣ କାମପାଇଁ ପିସି ନଦେଲେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀ ପିସି କାରବାରକୁ ବନ୍ଦ କରିବା ପାଇଁ କହିବା ଦିନଠାରୁ

ବ୍ରହ୍ମପୁର ଫ୍ରେଣ୍ଡସ ୱେଲଫର କ୍ଲବ ୬୬ଟି ଚକ୍ଷୁ ସଂଗ୍ରହକରି ସୁନାମ ଅର୍ଜନ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ରକ୍ତଦାନ ଓ ଚକ୍ଷୁଦାନରେ ଅଗ୍ରଣିଥିବା ସ୍ବେଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ୱେଲଫର କ୍ଲବ ଆଜି ଏକ ଚକ୍ଷୁ ସଂଗ୍ରହ କରି ଏମକେସିଜି ମେଡିକାଲ କଲେଜ

ଛତ୍ରପୁର ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଛତ୍ରପୁର ବିଧାୟକ ଡ଼ଃ ପ୍ରିୟାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମ କର୍ତ୍ତାଙ୍କ ସମେତ ବିଜେଡି କର୍ମୀମାନେ ଚିକଲଖଣ୍ଡି,