Category: Berhampur(ଦକ୍ଷିଣାଞ୍ଚଳ ଖବର)

୨୪ ଘଣ୍ଟା ନ ପୂରୁଣୁ ପାଟପୁର ପୋଲିସକୁ ମିଳିଲା ସଫଳତା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ, ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି କେନାଳରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ

ଟେଲିକମ୍ ଓ ସାଇବର୍ ଅପରାଧ ସମ୍ପର୍କିତ ଗ୍ରାହକଙ୍କ ସଚେତନତା କର୍ମଶାଳା

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କକ ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଭାରତୀୟ ଟେଲିକମ୍ ଓ ସାଇବର୍ ଅପରାଧ ଗ୍ରାହକଙ୍କ ସଚେତନତା କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି

ଶେରଗଡ଼ ବ୍ଲକର କୃଷ୍ଣଛାଇ ପଞ୍ଚାୟତରେ ଚୋରୀ ଅଭିଯୋଗ

ଶେରଗଡ଼(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ଣଛାଇ ପଞ୍ଚାୟତ କାର୍ଯ୍ୟାଳୟରେ ବିଳମ୍ବିତ ରାତ୍ରୀରେ ଚୋରୀ ହୋଇଛି। ଆଜି ସକାଳେ କିଛି ଗ୍ରାମବାସୀ ପଞ୍ଚାୟତ ପ୍ରତିନିଧି ଶିବାଜି ବିଷୋୟୀ

ଜିଲ୍ଲାଟ୍ରେଜରୀ ପକ୍ଷରୁ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗଞ୍ଜାମଜିଲ୍ଲା କୋଷାଗାର ଅବା ଜିଲ୍ଲା ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଏବଂ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଗଞ୍ଜାମଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ

ଆଇନ ସଚେତନତା ନେଇ ଗଞ୍ଜାମ ପୋଲିସ ବିଭାଗର ଦୃଷ୍ଟାନ୍ତମୂଳକ ପଦକ୍ଷେପ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସଚେତନତା ଅଭାବରୁ ଦିନକୁ ଦିନ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି। ଏହି ଅପରାଧ କିପରି ହ୍ରାସ ପାଇବ ତଥା ଲୋକଙ୍କ ମଧ୍ୟରେ ସଚେତନତା ଆସିବ, ସେଇ କଥାକୁ ପାଥେୟ

୨୯ତମ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ପାରଳାରେ ବିଶାଳ ଆଦିବାସୀ ଶୋଭାଯାତ୍ରା

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ୨୯ତମ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଆଦିବାସୀ ନରନାରୀ ସହର ପରିକ୍ରମା

ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳା ଗୁରୁ ଓ କଳାକାରଙ୍କ ସମାବେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳାର ଗୁରୁ ଓ କଳାକାରଙ୍କ ଏକ ସଂକ୍ଷିପ୍ତ ସମାବେଶ ଆଜି ଅପରାହ୍ଣରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l

ସମ୍ବାଦର ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଆଜି ସମ୍ବାଦ ଖବର କାଗଜ ଓ ଆମ ଓଡିଶା ପକ୍ଷରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭଵନ, ହିଲପାଟଣା ବ୍ରହ୍ମପୁର ଠାରେ ସମ୍ବାଦର ଅଧକ୍ଷ ତଥା ଖଣ୍ଡପଡ଼ା ବିଧାୟକ

ଶିକ୍ଷାର ଆଦର୍ଶ ଦେଖାଇଲେ ବିଦ୍ୟାର୍ଥୀ : ସରକାରଙ୍କୁ ନିର୍ଭର ନ କରି ରାସ୍ତା ମରାମତି କଲେ

ସୋରଡ଼ା(ସମୃଦ୍ଧ ଓଡିଶା) ଆମେ ସମସ୍ତେ ଡ଼ଃ. ଜଗନ୍ନାଥ ମହାନ୍ତି ଙ୍କ ‘ ତୁମ ପରି ଛୋଟ ପିଲାଟିଏ ‘ କବିତା ତୃତୀୟ ଶ୍ରେଣୀରେ ପଢ଼ିଛନ୍ତି, ଯେ କିପରି ମଧୁ ବାବୁ

ଗ୍ରାମୀଣ ନାଟ୍ୟ କଳା ପ୍ରାଦେଶିକ ଶାସ୍ତ୍ରୀୟ କଳାକୁ ଋଦ୍ଧିମନ୍ତ କରେ : ମହାସଂଘ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)କଳା ଓ କଳାକାର ହିତୈଷୀ ମହା ମଞ୍ଚ ‘ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ପବିତ୍ର

ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖାର ବୈଠକ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଜାତୀୟ ସାମ୍ବାଦିକ ସଙ୍ଘ (ଏନ ୟୁ ଜେ ଆଇ)ସହିତ ଅନୁବନ୍ଧିତ ଓଡିଶା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସ ୟୁ ଜେ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରଥମ ବୈଠକ

ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା(ସମୃଦ୍ଧ ଓଡିଶା) ସମୟାନୁବର୍ତ୍ତିତା, ନିୟମିତତା ଏବଂ ଆନ୍ତରିକତା ହିଁ ଆଦର୍ଶ ବିଦ୍ୟାର୍ଥୀର ମୂଳମନ୍ତ୍ର ବୋଲି ମତପ୍ରକାଶ କଲେ ବକ୍ତାମାନେ I ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଏବଂ ଆସିକା ବିଜ୍ଞାନ

ଯାଦୁଆ ବିକୁଛି ଯାଦୁ ମଲମ

ମନେକର ଆସନ୍ତାକାଲି ଛୁଟି ଘୋଷଣା ହେବ କୌଣସି କାରଣରୁ ବା କୌଣସି ଘଟଣାର ଭବିଷ୍ୟବାଣୀ,ଯଦି ଏକଥାର ଏକା ଉତ୍ତର ଅଧିକାଂଶ ଲୋକଙ୍କ ପାଖରୁ ମିଳେ, ତାହେଲେ ସେ ଉତ୍ତରଟି ସତ୍ୟ

ୱାର୍ଡ ସଭ୍ୟଙ୍କ ଦ୍ୱାରା ପଞ୍ଚାୟତ କାଯ୍ୟଳୟରେ ତାଲା : ତୀବ୍ର ମୁହାଁମୁହିଁ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆଙ୍କୁ ସଂଖ୍ୟାଧିକ ୱାର୍ଡ ସଭ୍ୟ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ଚାବି

ସୋରଡା ବ୍ଲକରେ ଶିକ୍ଷକମାନଙ୍କ ପୋଷାକ ବ୍ୟବସାୟ ନେଇ ଅଭିଯୋଗ

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସୋରଡା ରେ ବର୍ତମାନ ଶିକ୍ଷକ ମାନେ ଶିକ୍ଷାଦାନ ବ୍ଯତୀତ ବାହ୍ୟ କାର୍ଯ୍ୟ ରେ ଲିପ୍ତ ଯୋଗୁଁ ଦିନ କୁ ଦିନ ଶିକ୍ଷା ବ୍ୟବସ୍ଥା ଭୁସୁଡିବାରେ ଲାଗିଛି।

ବ୍ରହ୍ମପୁର ପୌର ନିଗମ ଏଠି କରୁଛି କଣ ? ଗାଈ ପେଟରୁ ବାହାରିଲା ୩୦ କିଲୋ ପଲିଥିନ ଜରି

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ

ରଘୁନାଥ ଏସ.ଏଚ.ଜି.ଗ୍ରୁପ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ !

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା’ ପ୍ରତିବଦଳରେ ଏସ.ଏଚ.ଜି. ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଏଦିଗରେ ଜିଲ୍ଲାପ୍ରଶାସନ ଧ୍ୟାନଦେଇ

ପୋଲିସ ଓ ପ୍ରୋସେକ୍ୟୁସନର ମିଳିତ ବୈଠକ ଓ କର୍ମଶାଳା

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ଓ ଅପରାଧିମାନେ ବେଖାତିର ଭାବେ ଖୋଲାରେ ବୁଲିବା ପୋଲିସ ବିଭାଗ ପାଇଁ ଏକ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଗଞ୍ଜାମ ଡିଆରଡ଼ିଏ କ୍ୟାମ୍ପସରେ କାଫେ ଉଦଘାଟିତ

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ହେଡ଼କ୍ୱାଟରର ଡିଆରଡ଼ିଏ କ୍ୟାମ୍ପସରେ ଅତ୍ୟାଧୁନିକ ବ୍ୟଞ୍ଜନ ଧର୍ମି ଖାଦ୍ୟରୁଚି କିଚେନ୍ କେନଟିନ୍ ଅବା ସଦରମହକୁମା ଛତ୍ରପୁରର ଦ୍ୱିତୀୟ କାଫେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ।

ଶିଶୁ ବିକାଶ ଅଧିକାରିଣୀଙ୍କୁ ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ପ୍ରଶଂସା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ୱ ସ୍ତନ ପାନ ଦିବସ ଅବସରରେ ବିଜେପି ପ୍ରଶିକ୍ଷଣ ସେଲ କର୍ମକର୍ତ୍ତାମାନେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି I ଭୁବନେଶ୍ୱର ଗ୍ରାମୀଣ ଅଂଚଳରେ ଚାଲି ଥିବା 190

ଗଞ୍ଜାମ ବିକାଶ ମଞ୍ଚର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜଧାନୀରେ ଏକାଠି ହେଲେ ଗଞ୍ଜାମ ବାସିନ୍ଦା। ଗଞ୍ଜାମର ସାହିତ୍ୟ, ସଂସ୍କୁତି, କଳାକୁ ଲୋକ ଲୋଚନରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏ ନେଇ ଭୁବନେଶ୍ୱର ଜୟଦେବ ଭବନରେ

ରାଧେଶ୍ୟାମ ଫାଉଣ୍ଡେସନର ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଛତ୍ରପୁରସ୍ଥ ଶିବ କୁମାର ରିଡିଙ୍ଗରୁମରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ୱାନଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳନ ଓ ସଖୀର ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା )ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୨ ଠାରେ ସଖୀ ୱାନ୍‌ଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଥିବା

ସୋରଡା ବିଡିଓଙ୍କ ଅଫିସ କାନ୍ଥରେ ରାଷ୍ଟ୍ରୀୟ ପ୍ରତୀକକୁ ନେଇ ବିବାଦ : ଗୃହ ବିଭାଗକୁ ଚିଠି ଲେଖି ଅଭିଯୋଗ

ସୋରଡା(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ପଞ୍ଚାୟତି ରାଜ ଅଫିସ କାର୍ଜ୍ୟାଳୟ କାନ୍ଥ ରେ ରାଷ୍ଟ୍ରୀୟ ପ୍ରତୀକକୁ ଅପମାନ ହୋଇଥିବା ଏବେ ଅଭିଯୋଗ ହେଇଛି। ଗଞ୍ଜାମ ଜିଲ୍ଲା ସୋରଡା ପଞ୍ଚାଯତ

ଆମ ଆଦମୀ ଦଳ ପକ୍ଷରୁ ହିଞ୍ଜିଳିରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଆଜି ଆମ ଆଦମୀ ପାର୍ଟି ଆସିକା ଲୋକ ସଭା ଆବାହକ ମିଟୁ ସାବତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପୂର୍ବତନ ବିଧାୟକ ନାରାୟଣ ରେଡିଙ୍କୁ ଆଜୀବନ କାରାଦଣ୍ଡ !

ବ୍ରହ୍ମପୁର(ସମୃଦ୍ଧ ଓଡିଶା)୧୯୯୮ ମସିହାରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ଘଟିଥିବା ଏକ ହତ୍ୟାକାଣ୍ଡର ଆଜି ଶୁଣାଣି ହୋଇଛି । ଏହି ହତ୍ୟାକାଣ୍ଡରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ

ସରକାରଙ୍କ ମୋ ଘର ଯୋଜନାରେ କିପରି କରିବେ ଦରଖାସ୍ତ

ସଚେତନ କରାଉଛନ୍ତି ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଶ୍ରୀ ବିପ୍ଳବ ପାତ୍ର ମୋ ଘର ସମ୍ପର୍କିତ ବିଶେଷ ସୂଚନା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର କଚା

ସ୍ୱାଧୀନତା ଦିବସ ନିମନ୍ତେ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ