Category: Berhampur(ଦକ୍ଷିଣାଞ୍ଚଳ ଖବର)

ପାଟିଗଡରେ ବିପନ୍ନଙ୍କୁ ରିଲିଫ ବଣ୍ଟନ କଲେ ବିଧାୟକ ଶ୍ରୀକାନ୍ତ ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ପୋଲସରା ଏନ.ଏ. ସି ୱାର୍ଡ ନଂ୧୬ ପାଟିଗଡ଼ ରେ ତିତିଲି ବାତ୍ୟାରେ ପ୍ରଭାବିତ ହୋଇଥିବା ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅବସରପ୍ରାପ୍ତ ଯବାନଙ୍କ ସମାବେଶରେ ଗଂଜାମ ଜିଲ୍ଲାପାଳ:ଯବାନଙ୍କ ଅବଦାନକୁ ଭୁୟସୀ ପ୍ରଶଂସା

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)-ଅବସର ପ୍ରାପ୍ତ ଆର୍ମି ଯବାନଙ୍କ ଏକ ବିରାଟ ସମାବେଶ ଗୋପାଳପୁରରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଏଥିରେ ମୁଖ୍ୟ ଅତିଥି

ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘର ୨ଦିନିଆ ଜିଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ଗତ ୨୭-୨୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଜିଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ

ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ବକ୍ସରଙ୍କ ସଫଳତା

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା) ପୁନେରେ ଚାଲିଥିବା ତୃତୀୟ ଏଲିଟ୍‌ ପୁରୁଷ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାର ୩ଜଣ ବକ୍ସର ଉତ୍ତମ ଖେଳ ପ୍ରଦର୍ଶନ କରି ପରବର୍ତ୍ତି ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି

ଗ୍ରାମରକ୍ଷୀଙ୍କୁ ଜନସେବା ଶିକ୍ଷା ପ୍ରଦାନ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ବ୍ରିଜେଶ କୁମାର ରାୟଙ୍କ ଦ୍ଵାରା ଗାଁ ମାନଙ୍କରେ କାର୍ଯ୍ୟରତ ଗ୍ରାମରଖୀମାନଙ୍କୁ  ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସଚେତନ କରାଇବା ଓ ଲୋକଙ୍କୁ ବିପଦରୁ

ଗାନ୍ଧୀଜ୍ୟୋତି ରଥକୁ ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଗାନ୍ଧିବାଦୀ ଫୋରମ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟବ୍ୟାପି ଗାନ୍ଧୀ ଶାନ୍ତି ସଦଭାବନା

ମା’ ଗଜଲକ୍ଷ୍ମୀ ପୂଜାରେ ଚଳଚଞ୍ଚଳ ରାୟଗଡା ସହର

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ସହରରେ ମା’ ଗଜଳଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ରାୟଗଡା ସହରରେ ନିୟୁ କଲୋନୀ ସ୍ଥିତ ମା’ ଗଜଳଷ୍ମୀ ପୂଜା କମିଟି, ରାମା

ବାତ୍ୟା କ୍ଷତି ଭରଣ ପାଇଁ ସିପିଆଇର ବିରାଟ ଶୋଭା ଯାତ୍ରାରେ ଦାବୀପତ୍ର ପ୍ରଦାନ…

ଛତ୍ରପୁର ( ନିମାଇଁ ଚରଣ ପଣ୍ଡା ) ଗତ ୧୧ ତାରିଖ ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ତଥା ପ୍ରାକୃତିକ ଦୁର୍ବିପାକ ଗଂଜାମ ଗଜପତି ଜିଲ୍ଲାକୁ ସର୍ବସ୍ୱାନ୍ତ କରିଥିବାବେଳେ

ଗଞ୍ଜାମ ପୋଲିସ ଏସପିଙ୍କ ଜନ୍ମଦିନରେ ସମୃଦ୍ଧ ଓଡ଼ିଶାର ଅଭିନନ୍ଦନ…

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ପୋଲିସ ଜିଲ୍ଲା ସୁପରିଟେଣ୍ଡେଣ୍ଟ ବ୍ରିଜେଶ କୁମାର ରାୟଙ୍କର ଆଜି ଜନ୍ମଦିନରେ ସମୃଦ୍ଧ ଓଡିଶା ପକ୍ଷରୁ ଆମ ପ୍ରତିନିଧି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର

ଗୋପବନ୍ଧୁ ଜ୍ୟୋତି ବ୍ରହ୍ମପୁରରେ ପହଞ୍ଚିବା ପରେ ସମ୍ବର୍ଦ୍ଧନା ସଭା : ଡ଼ିଆଇଜି ମୁଖ୍ୟ ଅତିଥି…

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ସମାଜ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜ୍ୟୋତି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ପୋଲିସ

ବ୍ରହ୍ମପୁର ଓ ଛତ୍ରପୁରରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଉତ୍ସବ ମୁଖର….

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ବ୍ରହ୍ମପୁର ଓ ଛତ୍ରପୁର ସହରରେ ମହାଲକ୍ଷ୍ମୀ ପୂଜା କୁମାର ପର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ବେଶ ସରାଗମରେ ଚାଲିଛି । ବ୍ରହ୍ମପୁରର ଗୋସଁଇନୂଆଗାଁରେ ପ୍ରତ୍ୟେକ ବର୍ଷ ଭଳି

ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ…..

ରାୟଗଡ଼ା (ତୁଷାର ରଞ୍ଜନ ସାହୁ) ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ କୁସୁକୁ ଗ୍ରାମର ୪ ଜଣ ନାବାଳକ ଗୁରୁବାର ସନ୍ଧ୍ୟାରେ ମିଶି ଖେଳୁଥିଲେ । ସାଙ୍ଗଙ୍କ ସହିତ ଖେଳାଖେଳି

ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ରହ୍ମପୁରରେ ଉଦଘାଟନ କରିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର …

ଏହି ଉଦଘାଟନି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ ଉପସ୍ଥିତ ଭଦ୍ରମଣ୍ଡଳୀକୁ ଉଦବୋଧନ ଦେଉଛନ୍ତି । ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ଗତକାଲି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ରହ୍ମପୁର ମହୁଡା ଫର୍ମାସୀ କଲେଜ

ଉତ୍କଳମଣି ଗୋପବନ୍ଧୁ ଜ୍ୟୋତିକୁ ବ୍ରହ୍ମପୁରରେ ବିପୁଳ ସମ୍ବର୍ଦ୍ଧନା : ବିଧାୟକ,ଜିଲ୍ଲାପାଳ ସାମିଲ…

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିବା ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି । ବ୍ରହ୍ମପୁର ସହରର ଉତ୍କଳ ସମ୍ମୀଳନୀ, ଗଞ୍ଜାମ ଜିଲ୍ଲା

ସବୁଦିନିଆ କାମ ଯୋଗାଇବା ଦାବିନେଇ ଗୋପାଳପୁର ବନ୍ଦର ଶ୍ରମିକଙ୍କ ଧାରଣା…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା ) ପୂର୍ବ ନିଷ୍ପତ୍ତିକ୍ରମେ ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ଆହ୍ୱାନ କ୍ରମେ ସମସ୍ତ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଓ ଅନ୍ୟାନ୍ୟ ଦାବିନେଇ ବନ୍ଦର ସମ୍ମୁଖରେ

ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା)ଗଞ୍ଜାମ ଜିଲ୍ଲା ଚାଷୀର ତିତଳି କ୍ଷୟକ୍ଷ୍ୟତି ଦାବି କରି ଆସନ୍ତା ଅକ୍ଟୋବର ୨୯ ରୁ ନଭେମ୍ବର ୫ ପଯ୍ୟନ୍ତ ସାରା ରାଜ୍ୟରେ ପଦଯାତ୍ରା କରିବେ ନବନିର୍ମାଣ କୃଷକ ସଙ୍ଗଠନ

ତିତ୍‌ଲି ବାତ୍ୟା, ବନ୍ୟାରେ ଅଣଜଳସେଚିତ ଓ ଜଳସେଚିତ ଜମିକୁ ଏକ ପ୍ରକାରକ୍ଷତିପୂରଣ ଦିଆଯାଉ : ୫ ଚାଷୀ ସଂଗଠନର ମିଳିତ ବୈଠକରେ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତିତଲି ବାତ୍ୟା, ବନ୍ୟାରେ ଅଣଜଳସେଚିତ ଓ ଜଳସେଚିତ ଜମିକୁ ଏକ ପ୍ରକାର କ୍ଷତିପୂରଣ ଦେବା ସହ ଚାଷୀଙ୍କପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ୫ଟି

ଗଞ୍ଜାମଜିଲ୍ଲା ବକ୍ସିଙ୍ଗ ଖେଳାଳିଙ୍କ ପୁନେ ଗସ୍ତ : ଜାତୀୟ ପ୍ରତିଯୋଗିତାରେ ଯୋଗ ଦେବେ …

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ଆସନ୍ତା ୨୭ ତାରିଖରେ ପୁନେରେ ହେବାକୁ ଥିବା ଜାତୀୟ ବକ୍ସିଙ୍ଗ ପ୍ରତିଯୋଗିତାରେ ଗଞ୍ଜାମ  ଜିଲ୍ଲା ବକ୍ସିଙ୍ଗ ଖେଳାଳିମାନେ ଅଂଶ ଗ୍ରହଣ କରିବାକୁ ପୁନେ ଗ୍ରସ୍ତ କରିଛନ୍ତି ।

ଗତ ବାତ୍ୟାରେ ରିଲିଫ ପାଇନଥିବାରୁ ଚିଲିକା ମତ୍ସ୍ୟଜୀବୀମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର …..

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଗଂଜାମ ଜିଲ୍ଲାର ରମ୍ଭା ଓ ଚିଲିକା ଅଂଚଳର ମତ୍ସ୍ୟଜୀବୀମାନେ ଟିଟିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷତିପୂରଣ ପାଇନଥିବାରୁ ଗଭୀର ଅସନ୍ତୁଷ୍ଟ ପାଇଛନ୍ତି । ରମ୍ଭା, ସାବୁଳିଆ, କେଶପୁର,

ବଡ଼ଗଡ଼ ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ନେଇ ଶିବସେନାର ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟଙ୍କୁ ଦେଲେ ଦାବୀପତ୍ର …..

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବହୁଦିନ ହେଲା ଅବ୍ୟବସ୍ତାରେ ଗତି କରୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ସ୍ୱାସ୍ଥ୍ୟ ସେବା

ଉଦ୍ୟମ ଅଭିଳାଷ ପକ୍ଷରୁ ପାରଳାଖେମୁଣ୍ଡିରେ ସଚେତନତା କର୍ମଶାଳା ଅନୁଷ୍ଠିତ ….

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଉଦ୍ୟମ ଅଭିଳାଷ ପକ୍ଷରୁ ପାରଳାଖେମୁଣ୍ଡିରେ ଉଦ୍ୟୋଗକାରୀଙ୍କ ପାଇଁ ଏକ   ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ

କର୍ମବୀର ବୃନ୍ଦାବନ ନାୟକଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାଗ୍ୟ ଵିଧାତା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ୩୪ତମ  ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କମା ପଲ୍ଲୀ

ସମାଜସେବୀ ସାମ୍ବାଦିକ ନାଗେଶ୍ୱର…..

ମୋହନା (ସମୃଦ୍ଧ ଓଡିଶା) ଜଣେ ସାମ୍ବାଦିକ ଗତକାଲି ତିତିଲି ପ୍ରଭାବିତ ଅଞ୍ଚଳରେ ଖବର ସଂଗ୍ରହ କରିବାକୁ ବୁଲୁଥିବା ସମୟରେ ମୋହନା ବ୍ଲକ ନିକଟସ୍ଥ ଡାକ ବଙ୍ଗଳା ସମ୍ମୁଖରେ ଜଣେ ଅଜଣା

କଂଗ୍ରେସନେତା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଗଜପତିଜିଲ୍ଲାର ବିପନ୍ନ ଅଞ୍ଚଳ ଗସ୍ତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତିଜିଲ୍ଲାର ବନ୍ୟାବିପନ୍ନ ଅଞ୍ଚଳ ଗସ୍ତକରି କଂଗ୍ରେସନେତା ଡ଼ଃ ତିରୁପତି ପାଣିଗ୍ରାହୀ ବିପନ୍ନ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି । କାଶୀନଗର ବ୍ଲକର ବିଭିନ୍ନ

ଭୋଳାସିଙ୍ଗି ଗ୍ରାମବାସୀ ଏକ ହେବା :ବାଲି ଲିଜକୁ ବନ୍ଦକରିବା-ସ୍ଲୋଗାନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ଧାରଣା…

ଛତ୍ରପୁର(ନିମାଇଁ ଚରଣ ପଣ୍ଡା)ଗଂଜାମ ଜିଲ୍ଲା ପ୍ରଶାସନ ବାହୁଦା ନଦୀର ବାଲି ଲିଜ ଦେଇ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିବାବେଳେ ନଦୀତଟରେ ରହୁଥିବା ବାସିନ୍ଦା ବନ୍ୟାରେ ବିଶେଷ କ୍ଷତିର ସମ୍ମୁଖୀନ

ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ବିଭିନ୍ନ ଦାବିନେଇ ଆନ୍ଦୋଳନର ଧମକ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ଆହ୍ଵାନକ୍ରମେ ସମସ୍ତ ଶ୍ରମିକ ମାନଙ୍କୁ ସବୁଦିନିଆ କାମ ଯୋଗାଇଦେବା ଓ ଅନ୍ୟାନ୍ୟ ଦାବିନେଇ ଅନିର୍ଦ୍ଧିଷ୍ଟ ଧାରଣା ଦେବାପାଇଁ ଧମକ

ଗଞ୍ଜାମରେ ଜିଲ୍ଲାମୁଖ୍ୟାଳୟ ସହିତ ବ୍ଲକ ଗୁଡିକର ଭିଡିଓ କନଫରେନସିଂ ସଂଯୋଗୀ କରଣ ଆରମ୍ଭ ହେଲା …ରାଜ୍ୟରେ ପ୍ରଥମ ..

ଛତ୍ରପୁର(ନିମାଇଁ ଚରଣ ପଣ୍ଡା)ଅନ୍ୟାନ୍ୟ ରାଜ୍ୟରେ ୨ବର୍ଷ ହେଲା,ବିଶେଷ କରି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ୨ ବର୍ଷ ତଳୁ ଜିଲ୍ଲାପାଳ ଦୈନଦିନ ବିଡ଼ିଓ,ତହସିଲଦାର ତଥା ମଣ୍ଡଳ ଅଧିକାରୀମାନଙ୍କ ସହ ଭିଡିଓ କନଫରେନସି

ରାୟଗଡାରେ ୬୮ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ…ଏବେ ଯାଏଁ କେହି ରିଲିଫ ପାଇ ନ ଥିବା ଅଭିଯୋଗ ..

ରାୟଗଡା,(ତୁଷାର ରଞ୍ଜନ ସାହୁ ): ରାୟଗଡା ସହରସ୍ଥିତ ଡିଆରଡିଏ ବୈଠକ ଭବନରେ ଆଜି ୬୮ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକର ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ

ଗଜପତି ଜିଲ୍ଲାକୁ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ଘନଘନ ଗସ୍ତ : ବିପନ୍ନକୁ ସହାୟତାରେ ସରକାର ବିଫଳ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଗଜପତି ଜିଲ୍ଲାକୁ ସଂପୂର୍ଣ୍ଣ ଧ୍ୱଂସ ବିଧ୍ୱଂସ କରିଦେଇଥିବା ବେଳେ ରାଜ୍ୟରେ ବିଜେଡି ସରକାରର ଅପାରଗତା ଓ ଲୋକଙ୍କୁ ତୁରନ୍ତ

ଭାରତମାତା କୃଷକ ସଂଘ ପକ୍ଷରୁ ତିତିଲି ସମ୍ପର୍କିତ କ୍ଷତି ଭରଣ ପାଇଁ ଦାବି ପତ୍ର…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡର ଭାରତମାତା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୟକ୍ଷତିର ଭରଣ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର