Category: Berhampur(ଦକ୍ଷିଣାଞ୍ଚଳ ଖବର)

ସରକାରଙ୍କୁ ଅପେକ୍ଷା ନ କରି ଲୋକେ ମାତିଲେ: ନିଜ ଗାଁ ରାସ୍ତା ନିର୍ମାଣ କାମ ନିଜେ କଲେ…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା ) ମହାଭୟଙ୍କର ତିତିଲି ବାତ୍ୟା ଓ ବନ୍ୟା ଗଞ୍ଜାମ ଜିଲ୍ଲାକୁ ପୋଛି ନେଇଥିବା ବେଳେ ଜିଲ୍ଲାର ରାଜଧାନୀ ଛତ୍ରପୁରରୁ ମାତ୍ର କେଇ ରାସ୍ତା ପରେ ବଡମାଧପୁରକୁ ଯାତାୟାତ

ଯୋଗାଣ ମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତିର ସମୀକ୍ଷା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଛତ୍ରପୁର ଜିଲ୍ଲା ଗ୍ରାମୀୟା ଉନ୍ନୟନ ସଂସ୍ଥାର ସମିଳନୀ କକ୍ଷରେ ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଂଜାମ ଜିଲ୍ଲାରେ ଘଟିଥିବା

ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠରେ ସଫେଇ କାର୍ଯ୍ୟକ୍ରମ…

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)ଗୋପାଳପୁର କଲେଜ ଛକ ନିକଟରେ ଥିବା ଏକ ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠ ଫାଦରଙ୍କ ନେତୃତ୍ୱରେ ସଫେଇ କାର୍ଯକ୍ରମ କରାଯାଉଛି । ସ୍ଵଛ ଭାରତ କାର୍ଯ୍ୟକ୍ରମର ଏହା ହେଉଛି ଏକ

ବ୍ରହ୍ମପୁର ୟୁନିଅନ କ୍ଳବରେ ନବରାତ୍ରର ଦାଣ୍ଡିଆନାଚ:ବ୍ରହ୍ମପୁର ବିଧାୟକ ସାମିଲ

 ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା): ବ୍ରହ୍ମପୁର ୟୁନିଅନକ୍ଲବ ତରଫରୁ ନବରାତ୍ର ଓ ଦଶହରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ତିନିଦିନହେଲା ଆରମ୍ଭ ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଲବର

ତିତଲି ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା ପ୍ରଦାନରେ ଜିଲ୍ଲାପ୍ରଶାସନ ବିଫଳ: ବିଜେପିର ଜିଲ୍ଲାପାଳ ହଟାଅ ଆନ୍ଦୋଳନ

ରାୟଗଡା(ତୁଷାର ରଞ୍ଜନ ସାହୁ):ରାୟଗଡା ଜିଲା ଭାରତୀୟ ଜନତା ପାର୍ଟି(ଭାଜପା) ଜିଲାପାଳ ହଟାଅ ଆନ୍ଦୋଳନ ଆରମ୍ଭ କରିଛି । ତିତଲି ପରିଚାଳନା ନେଇ ଜିଲା ପ୍ରଶାସନ ବିଫଳ ହୋଇଥିବା ଦଳ ଅଭିଯୋଗ

ଗଞ୍ଜାମରେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ:ସନ୍ଧ୍ୟାରେ ପ୍ୟାକେଜ

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା ) ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବଡ ନଦୀ ଋଷିକୁଲ୍ୟାରେ ବନ୍ୟା ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ଋଷିକୁଲ୍ୟା ନଦୀରେ ଜଳ

ନବୀନ ପକ୍ଷରୁ ଜୟପ୍ରକାଶ ଜୟନ୍ତୀ ଓ ଲୋହିଆଙ୍କ ଶ୍ରାଦ୍ଧ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନର ମହାନ ନେତା ଜୟପ୍ରକାଶ ନାରାୟଣଙ୍କ ୧୧୬ତମ ଜୟନ୍ତୀ ଓ ସମାଜବାଦୀ ଚିନ୍ତକ ଡ଼. ରାମମନୋହର ଲୋହିଆଙ୍କ ୫୧ତମ ଶ୍ରାଦ୍ଧ

ବାତ୍ୟା ପରେ ବନ୍ୟା, ଆକାଶ ମାର୍ଗରୁ ରିଲିଫ ଯୋଗାଣ ହେବ ବୋଲି ଜିଲ୍ଲାପାଳଙ୍କ ନିର୍ଦେଶ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା): ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଗଂଜାମ ଜିଲ୍ଲା ବନ୍ୟା ବିପନ୍ନଙ୍କ ପାଇଁ ଆକାଶ ମାର୍ଗରୁ ରିଲିଫ ଯୋଗାଣ ହେବ । ଏଥିପାଇଁ

ନିର୍ମାଣ ଶ୍ରମିକମାନଙ୍କ ଦେଶବ୍ୟାପୀ ଆନ୍ଦୋଳନ

ରାୟଗଡା(ତୁଷାର ରଞ୍ଜନ ସାହୁ) ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନଷ୍ଟ୍ରକସନ ମଜଦୁର ମହାସଂଘର ଆହ୍ୱାନ କ୍ରମେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଙ୍ଘ

ବନ୍ୟା ବିପନ୍ନଙ୍କର ସମସ୍ୟା ବୁଝୁଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଏ କରଡ଼ାବାଡ଼ି, ସୋରୋଡ଼, ପୋଚାଲୁଣ୍ଡି, ବିଷ୍ନୁଚକ୍ର ଆଦି ନଦୀତଟିଆ ଗ୍ରାମ ଗୁଡିକର ନଡ଼ିହିଡ଼ ଭାଙ୍ଗିଯିବାରୁ ବନ୍ୟା ଜଳ ପଶି ସମଗ୍ର ଅଞ୍ଚଳର

ବ୍ରହ୍ମପୁର-ଭଞ୍ଜନଗର ଯୋଗାଯୋଗ ବିଚ୍ଛିନ୍ନ: ଜନ ଜୀବନ ଅସ୍ତବ୍ୟସ୍ତ: ଯୁଆଡେ ଦେଖିବ ବନ୍ୟା: ଭାସିଗଲା ପୁରୁଷୋତ୍ତମପୁର,ଆସିକାସହର

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବାତ୍ୟା ‘ତିତ୍‌ଲି’ ଗୋପାଳପୁର ଠାରୁ ଦକ୍ଷିଣ ପଶ୍ଚିମରେ ୮୬ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର ପଲାସା ଉପକୂଳରେ ଭୋର ୬ ଟାରେ ମାଡ଼ କରିଥିଲା  ଏହା

ରାୟଗଡାରେ ତିତଲିର ତାଣ୍ଡବ ଲୀଳା:ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ,ରେଳ ଚଳାଚଳ ବି ଠପ,ବିପଦ ସଂକେତ ଉପରେ ବଂଶଧାରା

ରାୟଗଡ଼ା (ତୁଷାର ରଞ୍ଜନ ସାହୁ): ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ଓଡିଶା । ତିତଲି ପଶ୍ଚିମବଙ୍ଗ ମୁହାଁ ହୋଇ ସ୍ଥଳଭାଗକୁ ଛୁଇଁବାପରେ ଉଗ୍ର ରୁପ ନେଇଥିଲା ।

ସମ୍ଭାବ୍ୟ ବାତ୍ୟା ତିତଲିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନର ବ୍ୟାପକ ପ୍ରସ୍ତୁତି,୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର : ଜିରୋ କାଜୁଆଲଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା):ଜିଲ୍ଲାକୁ ଆସୁଥିବା ବାତ୍ୟା ତିତଲି କୁ କିପରି ଦୃଢ ମୁକାବିଲା କରାଯାଇ ପାରିବ ସେ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି

ମିଲମାଲିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଘେରାଉ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଂଜାମ ଜିଲ୍ଲାର ଶତାଧିକ ମିଲର ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସମସ୍ତ ମିଲର

ବିଚ ରାସ୍ତା ଉପରେ ଖଲ୍ଲିକୋଟ ବିଡ଼ିଓଙ୍କ ଗାଡ଼ି ଧକ୍କାରେ ୩ ଗାଇ ମୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟରେ ବିଡ଼ିଓ ଗଗନ ବିହାରୀ ପଟ୍ଟନାୟକଙ୍କ ଗାଡ଼ି ଧକ୍କାରେ ହେବା ଫଳରେ ତିନୋଟି ଗାଇ ମୃତ୍ୟୁବରଣ କରିଥିବା

ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ:ଆସନ୍ତାକାଲି ସକାଳ ୫ଟା ୩୦ସୁଦ୍ଧା ଛୁଇଁବ ସ୍ଥଳଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ୍‌ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି

ସିମିଳିଗୁଡ଼ାରେ ଖାଉଟି କାର୍ଡ ବଣ୍ଟନକରି ସାଂସଦ ସୌମ୍ୟବାବୁ କହିଲେ ଖାଦ୍ୟ ସୁରକ୍ଷା ଓଡ଼ିଶାକୁ ନୂଆ ପରିଚୟ ଦେଇଛି…

ସିମିଳିଗୁଡା: କୋରାପୁଟଜିଲ୍ଲା ସିମିଲିଗୁଡ଼ାରେ ଖାଉଟି କାର୍ଡ ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ ଖାଦ୍ୟ ସୁରକ୍ଷା ଓଡିଶାକୁ ଏକ ନୁଆଁ ପରିଚୟ ଦେଇଛି।  ଘରେ କେହି ଭୋକରେ ରହିଲେ

ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ପ୍ରତିକ ଧାରଣା ଆରମ୍ଭ

ରାୟଗଡା(ତୁଷାର ରଞ୍ଜନ ସାହୁ)ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତି ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୮ ଦଫା ଦାବି

ଜୁଆ ଆଡ୍ଡା ଉପରେ ଚମାଖଣ୍ଡି ପୋଲିସର ଚଢ଼ାଉ:୬ ଗିରଫ ଟଙ୍କା ମୋବାଇଲ ଜବତ

ଛତ୍ରପୁର: ଚମାଖଣ୍ଡି  ପୋଲିସ ଗତ ସୋମବାର ରାତିରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ଉକରି ୩୧ହଜାର ପାଞ୍ଚଶହ ଟଙ୍କା, ୨ଟି ମୋଟର ସାଇକେଲ, ୬ଟି ମୋବାଇଲ ଜବତ କରିବାସହ ୬ଜଣ

ଦେବୀପୀଠମାନଙ୍କରେ ଧୁମଧାମରେ ନବରାତ୍ର ପୂଜା ଅନୁଷ୍ଠିତ:ଭକ୍ତ ଉତ୍ସାହିତ

ଛତ୍ରପୁର-ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା ରାମଚଣ୍ଡୀ ଅନ୍ୟତମ। ହାଂଜ୍ମ ବ୍ଲକ କରପଡା ପଞ୍ଚାୟତର ବିରିପୁର ପାହାଡ଼ ନିକଟରେ ଏହି ମନ୍ଦିର ଅବସ୍ଥିତ । ଛତ୍ରପୁର ଠାରୁ ମାତ୍ର

ପାରଳାଖେମୁଣ୍ଡିରେ ୫୦୦କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ ମନ୍ତ୍ରୀ ଉଷାଦେବୀଙ୍କ ଉପସ୍ଥିତିରେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପାରଳାଖେୁଣ୍ଡି ସହରର ବିଶ୍ୱନାଥ ଫଙ୍କସନ ହଲଠାରେ ଯୋଜନା ସମନ୍ୱୟ ବିକାଶ, ଦକ୍ଷତା,

ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ରାୟଗଡା (ତୁଷାର ରଞ୍ଜନ ସାହୁ) : ରାୟଗଡା ସହରସ୍ଥିତ ବିଦରଓଲସା ସାହିରେ ଗତ ରବିବାର ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର

ଖୋଲିଲା ସେଲ୍ସମ୍ୟାନ ହତ୍ୟାକାଣ୍ଡର ଗୁମର କଥା ୫ ଗିରଫ: ଲୁଟ ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ !

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ହୋଇଥିବା ମଦ ଦୋକାନ ସେଲ୍ସମ୍ୟାନ ହତ୍ୟାକାଣ୍ଡର ପରଦାଫାସ୍ ହୋଇଛି। ପୂର୍ବ ଶତ୍ରୁତା ନୁହେଁ, ବରଂ ଲୁଟ ପାଇଁ ଘଟିଥିଲା ସେହି ଜଘନ୍ୟ ହତ୍ୟାକାଣ୍ଡ।

ପୋଲସରାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮”ରେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର :ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ଗଞ୍ଜାମ

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭାଟଖାଲି ଗ୍ରାମର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି

ଛତ୍ରପୁର : ପୋଲସରା ବ୍ଲକ ଅନ୍ତର୍ଗତ ଭାଟଖାଲି ଗ୍ରାମର ବଂଶୀଧର ସ୍ବାଇଁଙ୍କ ପୁତ୍ର  ତୋଫାନ ସ୍ବାଇଁ ଗତ ୪ ତାରିଖରେ  ବାଲିପଦର କଳମ୍ବ ରୋଡ ମଧ୍ୟରେ ମୋଟର ସାଇକେଲ ଦୁର୍ଘଟଣାରେ

ରାୟଗଡା ପୋଲିସ ଜୁଆ ଆଡ୍ଡାରେ ଉପରେ ଛଡାଉ କରି ଦଶ ଜଣକୁ କଲେ ଗିରଫ

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ପୁଲିସ ଗତ ରବିବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ

ସି.ଆର.ପି.ଏଫ ଆଇଜି ୱିଚେଲ କୁମାର ମୁନିଗୁଡା ଗସ୍ତରେ ଆସି ନକ୍ସଲ ସମସ୍ୟା ଉପରେ ଆଲୋଚନା କରି ଅଧିକ ଶକ୍ତିଶାଳୀ ହେବାକୁ ଯବାନମାନଙ୍କୁ ଦେଲେ ପରାମର୍ଶ …

ରାୟଗଡା(ତୁଷାର ରଞ୍ଜନ ସାହୁ )ରାୟଗଡ଼ା ଜିଲାସ୍ଥିତ ୮ମ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଗତକାଲି  ଭୁବନେଶ୍ୱର ସିଆରପିଏଫ ଆଇଜି ୱିଚେଲ କୁମାର ଗସ୍ତରେ ଆସିଛନ୍ତି । ସେ ଏଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସମୀକ୍ଷା

ଛତ୍ରପୁରରେ ଏକ ସ୍ୱତନ୍ତ୍ର ସ୍ପୋର୍ଟ୍ସକ୍ଳବ ପଞ୍ଜିକୃତ କରିବାକୁ ଖେଳପ୍ରେମୀ ମାନଙ୍କ ମଧ୍ୟରେ ନିଷ୍ପତି

ଛତ୍ରପୁର- ଛତ୍ରପୁରରେ ଏକ ସ୍ୱତନ୍ତ୍ର ସ୍ପୋର୍ଟ୍ସ କ୍ଳବ କରିବାପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଖେଳ ପ୍ରେମୀ ସୁବର୍ଣ୍ଣମାଳା ବିଶୋୟୀଙ୍କ ଆହ୍ୱାନ କ୍ରମେ ଓ ସଭାପତିତ୍ୱରେ ଗତକାଲି ଆନୁଷ୍ଠାନିକ ଭାବେ ଏକ

ପ୍ରଫେସର ଭାଗବତ ପ୍ରସାଦ ରଥଙ୍କୁ ସୁରେନ୍ଦ୍ର ସାରସ୍ୱତ ସମ୍ମାନ ପ୍ରଦାନ

ରାୟଗଡା (ତୁଷାର ରଞ୍ଜନ ସାହୁ) କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ମେମୋରିଆଲ ଟ୍ରଷ୍ଟ ଏବଂ ରାଜ୍ୟ ଜନଶିକ୍ଷା ଓ ନିରନ୍ତର ଶିକ୍ଷା ସାଧନ କେନ୍ଦ୍ର. ଅଗ୍ରଗାମୀ, ରାୟଗଡଙ୍କ ମିଳିତ କାର୍ଯ୍ୟକ୍ରମରେ

ରାୟଗଡାର ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା(ତୁଷାର ରଞ୍ଜନ ସାହୁ) : ରାୟଗଡା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ଆନୁକୂଲ୍ୟରେ ଜିଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା