Category: Berhampur(ଦକ୍ଷିଣାଞ୍ଚଳ ଖବର)

ଛତ୍ରପୁର ବ୍ଲକର ଏମଡିଏମ ପାଚିକାମାନେ ସହରରେ ଏକ ଶୋଭାଯାତ୍ରାରେ ଯାଇ ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ଛତ୍ରପୁର-ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ଛତ୍ରପୁର ଶାଖା ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଦାଖଲ କରିଛନ୍ତି ।

ଜିଲ୍ଲାମଙ୍ଗଳ ବିଭାଗ କର୍ମଶାଳାରେ ଶିକ୍ଷକମାନଙ୍କ ଉପରେ ଗୁରୁଦାୟିତ୍ୱ ଲଦିଦେଲେ ଅଧିକାରୀ

ଛତ୍ରପୁର :ମଙ୍ଗଳ ବିଭାଗର ବିଦ୍ୟାଳୟ ଗୁଡିକର ହୋଷ୍ଟେଲ ମାନଙ୍କରେ ରହୁଥିବା ଅନ୍ତେବାସୀମାନଙ୍କର ସୁରକ୍ଷା ବିପନ୍ନ ହେଲେ ଏଣିକି ଶିକ୍ଷକମାନେ ସମ୍ପୂର୍ଣ ଦାୟୀ ରହିବେ ଓ ତା ‘ସହିତ ଏଥି ସଂଲଗ୍ନ

ପୋଲସରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର – ବିଜେଡି ଦଳର ନିର୍ଦେଶ କ୍ରମେ ଗତ ଗାନ୍ଧୀଜୟନ୍ତିରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ସବୁ ନିର୍ବାଚନ ମଣ୍ଡଳୀରେ ଚାଲିଥିବାବେଳେ ପୋଲସରାରେ ମଧ୍ୟ ବିଧାୟକ ଶ୍ରୀକାନ୍ତ ସାହୁ ଜନସମ୍ପର୍କ ପଦଯାତ୍ରା

ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ଫୁଲବାଣୀର ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ, ଜାମିନ ନାମଂଜୁର ହେବାରୁ ଜେଲ ଗଲେ ..

ଫୁଲବାଣୀ : ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଇଚ୍ଛାପୁରମରୁ

ବ୍ରହ୍ମପୁରରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲାସମ୍ମିଳନୀ ଅନୁଷ୍ଠିତ:ଜିଲ୍ଲା କର୍ମକର୍ତ୍ତା ନିର୍ବାଚିତ

ବ୍ରହ୍ମପୁର-ଅଖିଳଭାରତ ଟ୍ରେଡ଼ ୟୁନିଅନ କଂଗ୍ରେସର (ଏ.ଆଇ.ଟି.ୟୁ.ସି.) ଗଂଜାମ ଜିଲ୍ଲା ଶାଖା ଆସିକା ରୋଡ଼ ସ୍ଥିତ ଚତୁର୍ଭୁଜ ଧର୍ମ ଶାଳାରେ ନବମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସାଥୀ ପ୍ରଶାନ୍ତପାଟ

ହିଞ୍ଜିଳି ବ୍ଲକରେ ଓଡିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଂଟନ

ହିଞ୍ଜିଳିକାଟୁ ; ହିଞ୍ଜିଳିକାଟୁ  ବ୍ଲକରେ ୨୪୬୨ ଓ ପୌରାଂଚଳରେ ୩୩୧ ଜଣଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରିଙ୍କୁ କାର୍ଡ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ

ଗୁଣିଗାରେଡି ସନ୍ଦେହରେ କରିଥିଲେ ହତ୍ୟା:ତିନି ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ରାୟଗଡା(ତୁଷାର ରଞ୍ଜନ ସାହୁ )ଗତ ୨୯ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ରାଇକୋଣା ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣ।।ଡୁମାପାଇ ଗ୍ରାମର ମୁକୁନା ମାଣ୍ଡାଙ୍ଗି(୪୫)କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ଯାହାର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି। ଏହା ସହିତ ହଷ୍ଟେଲ୍‌ ଖାଲି

ବାଲିଗୁଡ଼ା ଗାଡ଼ିମାସ୍କା ଜଙ୍ଗଲରେ ମାଓକ୍ୟାମ୍ପ ଠାବ କଲେ ଏସଓଜି ଓ ଡିଭିଏଫ୍ ଯବାନମାନେ

ଫୁଲବାଣୀ(ପ୍ରଭାତ ବେହେରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଗାଡ଼ିମାସ୍କା, ସିକିଲି ଓ ପୋଡ଼ାପଦର ଗ୍ରାମ ନିକଟସ୍ଥ ବାଗଲମୁଣ୍ଡା ଓ ସିଙ୍ଗାବାଲି ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ କରିଛନ୍ତିି

ଚିତ୍ରକୋଣ୍ଡାରେ ମହିଳାଙ୍କ ଆତ୍ମହତ୍ୟା ପରେ ଠେଲାରିକ୍ସାରେ ବୁହା ହେଲା ଶବ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାସ୍ଥିତ ଶ୍ରୀହରି କଲୋନୀର ଇନ୍ଦିରାବାସରେ ରହୁଥିବା ଲଳିତା ମାଳି ନାମକ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ବେକରେ

ବ୍ରହ୍ମପୁରରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର:ବ୍ରହ୍ମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଧର୍ମନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଦିନିକିଆ ପ୍ରଶିକ୍ଷଣ

ମାଁ ତାରାତାରିଣୀ ମନ୍ଦିର ଉନ୍ନୟନ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ବିବରଣୀ ପ୍ରଦାନ କରୁଛନ୍ତି  ଛତ୍ରପୁର : ତାରାତାରିଣୀ ପୀଠକୁ ଧର୍ମୀୟ ଭାବନା ସହିତ ପର୍ଯ୍ୟଟ୍ଟନ ବିକାଶରେ ଯୋଡାଯିବ । ରାଷ୍ଟ୍ରୀୟ , ଅର୍ନ୍ତରାଷ୍ଟ୍ରୀୟ

ଛାତ୍ର ସଂସଦ ନିର୍ବାଚନ ହିଞ୍ଜିଳିକାଟୁରେ ସଭାପତି ପଦ ପାଇଁ ୫ ପ୍ରଦିଦ୍ୱନ୍ଦୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ  ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ମାହୋଲ ସରଗରମ ହୋଇ ଉଠିଛି । ଗୁରୁବାର ଶାନ୍ତି ଶୃଙ୍ଖଳାର ସହିତ ନାମାଙ୍କନ ପ୍ରକ୍ରିୟା

ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି :ସରକାର ଆମ୍ବୁଲେନ୍ସ ଯୋଗାଇଦେଇଛନ୍ତି କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଲୋକେହଇରାଣ ହେଉଛନ୍ତି।ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ

ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାୟଗଡା ଏସପିଙ୍କୁ ଦାବିପତ୍ର ପ୍ରଦାନ।

ରାୟଗଡା(ତୁଷାର ରଞ୍ଜନ  ସାହୁ ) : ସାମ୍ବାଦିକମାନେ ସମସ୍ତଙ୍କ ସୁବିଧା ଅସୁବିଧାରେ ସାମିଲ ହେବେ ହେଲେ ସାମ୍ବାଦିକଙ୍କ ଉପରେ ମାଡ ଓ ଅତ୍ୟାଚାର ହେଲେ କେହି ଜଣେ ବି ଆହା ପଦେ କହିବାକୁ

ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଜିଲା ପ୍ରଶାସନରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ:ପାଟିରେ କଳାକନା ବାନ୍ଧି ନୀରବ ପ୍ରତିବାଦକଲେ ରାୟଗଡା ସାମ୍ବାଦିକମାନେ

ରାୟଗଡା (ତୁଷାର ରଞ୍ଜନ ସାହୁ ) ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ରାୟଗଡ଼ା ଜିଲ୍ଲାରେ ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଅଣଦେଖାକୁ ବିରୋଧ କରି ରାୟଗଡା ସାମ୍ବାଦକମାନେ ଜିଲା ପ୍ରଶାସନରକୁ

ସନ୍ଦିବାଡୀ ଗ୍ରାମରେ ପାଣି ସମସ୍ୟା ନେଇ ରାୟଗଡାର ମହିଳାମାନେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର

ରାୟଗଡା (ତୁଷାର ରଞ୍ଜନ ସାହୁ ): ରାୟଗଡା ବ୍ଲକ ସନ୍ଦିବାଡୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ସସମ୍ୟାକୁ ନେଇ ବୁଧବାର ପ୍ରତାପ ପୁଆଲାଙ୍କ ନେତୃତ୍ୱରେ ଏକ ଦାବି ପତ୍ର

ପବିତ୍ର ଗାନ୍ଧୀଜୟନ୍ତୀରେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ SMIT ପକ୍ଷରୁ ଲାଂଜିପାଲ୍ଲୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (ରବି ପଟନାୟକ)150ତମ ମହାତ୍ମାଗାନ୍ଧୀଙ୍କ ଜନ୍ମତିଥି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମତିଥି ସାରାଦେଶରେ ପାଳନ କରାଯାଉଥିବାବେଳେ ଆଜି ବ୍ରହ୍ମପୁରଠାରେ ରାଜ୍ୟର ଅନ୍ୟତମ ଶିକ୍ଷାନୁଷ୍ଠାନ ତଥା ପୂର୍ବତନ ମନ୍ତ୍ରୀ ହିଞ୍ଜିଳିର ପ୍ରାକ୍ତନ ଭାଗ୍ୟବିଧାତା

ଘୋଡ଼ାହାଡ଼ ନଦୀରେ ମାଆ ପୁଅ ଗାଧୋଉ ଥିବା ବେଳେ ଗଭୀର ଜଳରେ ବୁଡ଼ି ଯାଇ ଉଭୟ ମାଆ ପୁଅଙ୍କର ମୃତ୍ୟୁ ଘଟିଛି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡପେଣ୍ଠ ପଞ୍ଚାୟତର ପନାଡ଼ ଗାଁରେ ଆଜି ପୂର୍ବାହ୍ନରେ ଘଟିଛି ଏକ ଅଭାବନୀୟ ଘଟଣା। ନଦୀରେ ମାଆ ପୁଅ ଗାଧୋଉ ଥିବା ବେଳେ 

ନବରଙ୍ଗପୁର ଜିଲ୍ଲା ପରିଷଦ ବୈଠକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋ-ହଲ୍ଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥିତ ରାଜୀବ ଭବନଠାରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ବଳଭଦ୍ର

ଫୁଲବାଣୀ ଟାଉନ ପୁଲିସର ଚଢ଼ାଉ:୮ ଚୋରା ବାଇକ ଜବତ୍‌, ମାଷ୍ଟର ମାଇଣ୍ଡ ସହ ୩ ଗିରଫ

ଫୁଲବାଣୀ:ଫୁଲବାଣୀ ଟାଉନ ପୁଲିସ ଗୋଟିଏ ବାଇକ ଚୋରିକୁ ନେଇ ତନଘନା ଚଳାଇବା ସହ ସୁରାକ ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଟି ଚୋରା ବାଇକ ଜବତ କରିଛି। ଏଥିରେ

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ୫୦୦ ଛାତ୍ରଛାତ୍ରୀଙ୍କ ଧାରଣା

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ନୂଆକଟସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟରେ

ପୋଖରୀରେ ବୁଡି ଯୁବକ ମୃତ

ବୁଗୁଡା: ବୁଗୁଡା ଥାନା ବାଲିପଦର ଫାଣ୍ଡି ମଙ୍ଗଳପୁର ଗ୍ରାମର ନାରାୟଣ ଖଟେଇ ନାମକ ଜଣେ ଯୁବକ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ

ବିଜେପି ବୁଥ୍‌ କମିଟି ଗଠନ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଧସ୍ତାଧସ୍ତି

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଆଜି ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସମ୍ମିଳନୀ କକ୍ଷରେ ବୁଥ୍‌ସ୍ତରୀୟ କମିଟି ଗଠନ ବୈଠକ ଚାଲିଥିବା ବେଳେ

କେଉଁ ଗଣେଶଙ୍କୁ ପୂଜା କଲେ କ’ଣ ମିଳେ ?

ବିଶାଖାପାଟଣା : ଶ୍ୱେତ ରଙ୍ଗର ଶ୍ରୀଗଣେଶଙ୍କ ମୂର୍ତ୍ତି ଅପାର ସୁଖ ସୌଭାଗ୍ୟ ପ୍ରଦାନକାରୀ ହୋଇଥାଏ। ଏହାଙ୍କୁ ପୂଜାର୍ଚ୍ଚନା କରିଲେ ମନୋବାଞ୍ଛିତ ଫଳ ମିଳିଥାଏ। ରବିବାର କିମ୍ବା ନିଜ ଜନ୍ମନକ୍ଷତ୍ରରେ ଆଙ୍ଗୁଳି

ବ୍ରହ୍ମପୁରରେ ଲାଗିରହିଛି ପବିତ୍ର ଗଣେଶ ପୂଜା ଉପଲକ୍ଷେ ସଜବାଜ

ବ୍ରହ୍ମପୁର- ନେହୁରୁ ନଗର ସପ୍ତମ ଲାଇନରେ ଚାରିବର୍ଷ ଧରି ସାହି ବାସିନ୍ଦାଙ୍କ ସହାୟତା ରେ କରିଆସୁଥିବା କିଛି ଛାତ୍ର ସେଥିମଧ୍ୟରୁ ମହେଶ ଚନ୍ଦ୍ର ପାତ୍ର,ରଂଜିତ ପାଢୀ,ସୁମୀତ ପଟ୍ଟନାୟକ ଲିପୁ,ପପୁ,ସୁରଜ,ବାବୂ ମିଶି

ସରକାରୀ ଅଫିସରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ଜେଲ୍‌ ଗଲେ ୨ ଅଭିଯୁକ୍ତ

ବୁଗୁଡା : ବୁଗୁଡା ସବ୍‌ଟ୍ରେଜେରୀ କାଯ୍ୟାର୍ଳୟ ପରିସରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଡ଼ିତ ଦୁଇ ଅଭିଯୁକ୍ତ ରାଜା ପାଣି ଓ ରାମଚନ୍ଦ୍ର ମହାରାଣାକୁ ଭଂଜନଗର ଏସ୍‌ଡିଜେଏମ କୋର୍ଟ ଚାଲାଣ

ବଡରାଇସିଂ ପ୍ରାଥମିକ ବିଦ୍ୟାଳୟର ଦୂରାବସ୍ଥା : ମଦପିଇ ଆସୁଛନ୍ତି ପ୍ରଧାନଶିକ୍ଷକ

ମୋହନା : ଗଜପତି ଜିଲା ମୋହନା ବ୍ଲକର ବଡରାଇସିଂ ପ୍ରାଥମିକ ବିଦ୍ୟାଳୟ ଅବବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି। ୨୦୦୮ରେ ଅବସ୍ଥିତ ଏହି ବିଦ୍ୟାଳୟ ୧ମ ରୁ ୫ମ ଶ୍ରେଣୀ