Category: Berhampur(ଦକ୍ଷିଣାଞ୍ଚଳ ଖବର)

ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ କର୍ମଶାଳାରେ ଛତ୍ରପୁର ବିଧାୟକଙ୍କ ଯୋଗଦାନ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ କର୍ମଶାଳା ଛତ୍ରପୁରସ୍ଥ ସାଇ ଆଙ୍ଗନ ପରିସରରେ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ

ଦୂର ଦୃଷ୍ଟି ବିହୀନ ବନୀକରଣ କାର୍ଯ୍ୟକ୍ରମ : ଏନ୍ ଏ ସି ଲଗାଇଲା ବିଦ୍ୟୁତ୍ ବିଭାଗ କାଟିଲା

ସୋରଡ଼ା(ସମୃଦ୍ଧଓଡିଶା)ସୋରଡା ସହରରେ ବନୀକରଣ କରିବା ପାଇଁ ଏନ୍ ଏ ସି ତରଫରୁ ସହରର ବଡ଼ଦାଣ୍ଡ ସମେତ ଅନ୍ୟାନ୍ୟ ଜାଗାରେ ଅନେକ ପ୍ରକାରର ଗଛ ଲଗା ଯାଇଛି ।ବର୍ତ୍ତମାନ ସହର ମଧ୍ୟରେ

ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ବାଟବଣା: ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ସରପଞ୍ଚ

ସୋରଡା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ସୋରଡାରେ ପଞ୍ଚଦଶ ଅର୍ଥକମିସନଙ୍କ ଅନୁଦାନଙ୍କୁ ହେରଫେର କରି ମିଥ୍ୟା ବିଲ କରିଥିବା ଅଭିଯୋଗ କରିଛନ୍ତି ଗୋପାଳପୁର ଶାସନ ସରପଞ୍ଚ ଦେବରାଜ ମଲ୍ଲିକ। ସରପଞ୍ଚଙ୍କ ଅଭିଯୋଗ ପ୍ରକାରେ ସୋରଡା

କି ଲଜ୍ଜ୍ୟା : ମହିଳା ପୋଲିସ ଆଇଆଇସିକୁ ଭିଜିଲାନ୍ସ ମାଡିବସିଲା

ବୌଦ(ସମୃଦ୍ଧ ଓଡିଶା)ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ବଢ଼ି ଚାଲିଛି I ଏକଥା ଆମେ ବାରମ୍ବାର କହି ଆସୁଛୁ ।

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୋଗ୍ୟତା ନିରୁପଣ ଓ ଚାକିରିରେ ସଂସ୍ଥାପନ କାର୍ଯ୍ୟକ୍ରମ…

ଆସିକା (ସମୃଦ୍ଧ ଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଗ୍ୟତା ନିରୁପଣ ଏବଂ ଚାକିରିରେ ସଂସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ସ୍ଥାନୀୟ ଈନଡୋର୍ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଆସନ୍ତା ୨୮-୦୭-୨୩ ଠାରୁ ଆରମ୍ଭ ହୋଇ ୩୦-୦୭-୨୩ ରେ ସମାପନ ହେବ। ସମଗ୍ର ରାଜ୍ୟର ପ୍ରତିଷ୍ଠିତ ତଥା

ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ ଦାବୀ ନେଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର

ଛତ୍ରପୁର(ସମୃଦ୍ଧ ଓଡ଼ିଶା)ଅବସରପ୍ରାପ୍ତ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ

ଆଇଜର ର ତୃତୀୟ ସମାବର୍ତ୍ତନ ଉତ୍ସବ : ଆଇଜର ଦେଶର ସର୍ବୋଚ ଗବେଷଣା କେନ୍ଦ୍ର ହେବ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସହର ଉପକଣ୍ଠ ଲାଉଡିଗା ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶିକ୍ଷାନୁଷ୍ଠାନର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ

ସାମ୍ୱାଦିକଙ୍କ ପାଇଁ ସ୍ୱାସ୍ଥବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି : ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲା ବ୍ରହ୍ମପୁର ପ୍ରେସ କ୍ଲବ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ ବୀମା ଯୋଜନାର ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି

ଛାତ୍ର ସଂସଦ ନିର୍ବାଚନ ଓ ସ୍ମାତକୋତ୍ତର ଆଇନ ଡିଗ୍ରୀ ପାଠ୍ୟକ୍ରମ ତୁରନ୍ତ ହେଉ – ଯୁବ ଛାତ୍ର କଂଗ୍ରେସ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ହେଉଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହୋଇଆସୁଛି । ପୂର୍ବତନ ଚିଫ୍

କଙ୍କୋରଡା କଲେଜର ୪୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୁଧବାର ଦିନ ୪୩ ତମ ପ୍ରତିଷ୍ଠା ଦିବସ କଲେଜର ସମ୍ମିଳନୀ କକ୍ଷରେ ମହାଆଡମ୍ବରରେ ପାଳିତ ହୋଇଯାଇଛି।

ରାଜ୍ୟରେ ଚାଷୀ ସରକାର ଗଠନ ପାଇଁ ମସୁଧା : ଚାଷୀ ଦଳ ଏଥର କରିବେ ଖେଳ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ଚାଷୀମାନେ ଚାଷୀ ଦଳ ନାମରେ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କଲେଣି I ଚାଷୀ ମାନେ ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ଚାଷୀ ଦଳ ଚାହିଁଲେ

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଅବହେଳା ପ୍ରସଙ୍ଗ:ସହରାଞ୍ଚଳ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଲେଖିଲେ କାଉନସିଲର

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲା ସୋରଡା ଏନ ଏ ସି ର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଅବହେଳାକୁ ନେଇ ଏବେ ରାଜ୍ୟସରକାର ଙ୍କ ନିକଟ ରେ ଅଭିଯୋଗ କରିଛନ୍ତି ଏହି ୱାର୍ଡ

ବିଧାୟକ ରମେଶ ଜେନାଙ୍କ ଲୋକ ପ୍ରିୟତାକୁ ନେଇ ସାନଖେମୁଣ୍ଡି ବିଜେଡ଼ିର ଭୟ ?

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଲା ହୋଇଥିବା ଯୋଗୁଁ ଗଞ୍ଜାମର ସବୁ ଆସନରେ ବିଜେଡ଼ି ଜିତିଛି କେବଳ ସାନଖେମୁଣ୍ଡିକୁ ଛାଡ଼ି । ରମେଶ ଚନ୍ଦ୍ର ଜେନାଙ୍କ

ରାଜ୍ୟ ବାର କାଉନସିଲ ସଦସ୍ୟ ନିର୍ବାଚନ : ବିପୁଳ ଭୋଟରେ ବିଜୟୀ ହେଲେ ପୀତବାସ ପଣ୍ଡା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାଜ୍ୟ ବାର କାଉନସିଲ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ପ୍ରଥମ ରାଉଣ୍ଡ ରେ ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା

ଜାତୀୟ ସ୍ତରରେ”ଭୂମି ସମ୍ମାନ”ରେ ଗଞ୍ଜାମ ଜିଲ୍ଲା ସମ୍ମାନୀତ

ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଇଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ

ଗଞ୍ଜାମର ୧୫୧ ହାଇସ୍କୁଲ ହେବ ରୂପାନ୍ତରୀକରଣ : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବଙ୍କ ନିର୍ଦେଶ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମର ଆଉ ୧୫୧ ହାଇସ୍କୁଲ ହେବ ରୂପାନ୍ତରୀକରଣ : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବଙ୍କ ନିର୍ଦେଶ I ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ

ଆଉଟସୋର୍ସିଙ୍ଗକର୍ମଚାରୀ ଆରଡିସି ଅଫିସ ଘେରାଉ : ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ନିଷ୍ପତ୍ତି

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆରଡିସି ଅଫିସ ଘେରାଉ କରିଛନ୍ତି I ଆସନ୍ତା ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି I ରାଜ୍ୟ ଆଉଟସୋର୍ସିଙ୍ଗକର୍ମଚାରୀ ସଂଘର

ବିଧାୟକ ରମେଶ ଜେନାଙ୍କ ଦ୍ୱାରା ଗୋକର୍ଣପୁରରେ ଖୋଲିଲା ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର

ଗୋକର୍ଣ୍ଣପୁର(ସମୃଦ୍ଧ ଓଡିଶା) ବହୁଦିନରୁ ପ୍ରତିକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦଘାଟିତ ହୋଇ ଯାଇଛି I ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ

କରାପଲ୍ଲୀ ଓ ଗୋପାଳପୁର ଏନ୍ ଏ ସି ମଣ୍ତଳର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀ ମଣ୍ତଳ ଓ ଗୋପାଳପୁର ଏନ୍ ଏ ସି ମଣ୍ତଳର ମିଳିତ ଭାବରେ ନାରାୟଣ ପୁର ଶ୍ରୀରାମ ସେଳିବ୍ରେଶନ ଠାରେ କରାପଲୀ ମଣ୍ତଳ ସଭାପତି

ଗୋପାଳପୁର ନିର୍ବାଚନ ମଣ୍ଡଳୀ ଶିଳ୍ପାଞ୍ଚଳ ମଣ୍ଡଳରେ ବିଜେପିର ଗରିବ କଲ୍ୟାଣ ସମାବେଶ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଶିଳ୍ପାଞ୍ଚଳ ମଣ୍ଡଳରେ ଭାରତୀୟ ଜନତା ପାର୍ଟୀର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳନ

ଆସିକା (ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟର ସ୍ବନକ୍ଷତ୍ର ଅବସରରେ ୫୬ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ

ପୋଲସରା ବ୍ୟାଙ୍କ ଅଫ୍ ବରୋଦା କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ପୋଲସରା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ପୋଲସରା ରାଜମହଲ ସାହିର ଏକ ଘରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସୁଧାଂଶୁ ଶୁଭଙ୍କର ଦାଶ ପୋଲସରା ‘ବ୍ୟାଙ୍କ୍ ଅଫ୍

ସୋରଡା ୮ ୱାର୍ଡ : ଅର୍ଥ ମଞ୍ଜୁର ହେଲେ ମଧ୍ୟ ହୋଇ ପାରୁନି ଅଙ୍ଗନା ବାଡି କେନ୍ଦ୍ର

ସୋରଡା(ସମୃଦ୍ଧଓଡିଶା)ସୋରଡା ୮ ୱାର୍ଡ ପାଇଁ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏତେ ବୈମାତୃକ ମନୋଭାବ କାହିଁକି ? ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଛି, ହୋଇ ପାରୁନି ଅଙ୍ଗନା ବାଡି

ବାଲାଲ ଖାନଙ୍କୁ ଜିଲାପାଳଙ୍କ ଅଭିନନ୍ଦନ

ଛତ୍ରପୁର(ସମୃଦ୍ଧ ଓଡିଶା) ଦକ୍ଷିଣ ଏସିଆ ସୁନ୍ଦର ସୁସ୍ଥ ପ୍ରତିଯୋଗିତାରେ ସ୍ଵର୍ଣ ପଦକ ବିଜୟ ହୋଇଥିବା ଶ୍ରୀମାନ ବାଲାଲ ଖାନ ଆଜି ନିଜ ଜନ୍ମ ମାଟି ଛତ୍ରପୁର ଫେରି ଆସି ଛନ୍ତି

ଆଜି ଆପଣଙ୍କ ଭାଗ୍ୟ

ମେଷ: ନୂତନ ନିଯୁକ୍ତିର ମିଳିବାର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ପରିଶ୍ରମ କରି

ଫାଲକନାମା ଟ୍ରେନ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ରହ୍ମପୁର ଯାତ୍ରୀଙ୍କ ଦୁର୍ଦଶା

ସିକନ୍ଦରାବାଦ(ସମୃଧଓଡିଶା) ଗତ ୭ ତାରିଖରେ ଦିନ ୧୧ଟା ବେଳେ ହାୱଡା ସିକନ୍ଦରାବାଦ ସୁପରଫାଷ୍ଟ ଟ୍ରେନ ସିକନ୍ଦରାବାଦ ଯାଉଥିବା ବେଳେ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା I

ବ୍ରହ୍ମପୁର ଠାକୁରାଣୀ ମନ୍ଦିର ସୌନ୍ଧର୍ଯ୍ୟକରଣ ପାଇଁ ୧୮କୋଟି ୯୧ ଲକ୍ଷ୍ୟଟଙ୍କା ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିରର ସୌନ୍ଧର୍ଯ୍ୟକରଣ ପାଇଁ ୧୮କୋଟି ୯୧ ଲକ୍ଷ୍ୟଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି I ବ୍ରହ୍ମପୁର ସହରର ପ୍ରସିଦ୍ଧ ମା

ପୁରୁଣା ବ୍ରହ୍ମପୁର,ତ୍ରିନାଥ ମନ୍ଦିର କୋଠଘର ନିମନ୍ତେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

ବ୍ରହ୍ମପୁର(ସମୃଦ୍ଧ ଓଡ଼ିଶା)ସ୍ଥାନୀୟ ପୁରୁଣା ବ୍ରହ୍ମପୁର ସ୍ଥିତ ୧0 ନମ୍ବର ୱାର୍ଡର ତ୍ରିନାଥ ମନ୍ଦିର ଛକ ନିକଟ ତ୍ରିନାଥ ମନ୍ଦିରର କୋଠଘର ପାଇଁ ବିଧ୍ୟାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ