Category: Berhampur(ଦକ୍ଷିଣାଞ୍ଚଳ ଖବର)

ସିପିଏମର ଦୁଇ ଦିନିଆ ଜିଲ୍ଲା କମିଟି ବୈଠକ : ଦରବୃଦ୍ଧି ନେଇ ଆନ୍ଦୋଳନ ପାଇଁ ସଜବାଜ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ବିଦ୍ୟୁତକାଟ ଓ ଆବାସ ଯୋଜନାରେ ହରିଲୁଟ ଜନ ସାଧାରଣଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି I ଏ ନେଇ କାହାର

ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଲା ‘ବସନ୍ତିଆ ସଂପ୍ରଦାୟ’

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଦୀର୍ଘ ବର୍ଷର ଦାବୀ ପରେ ଶେଷରେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ‘ବସନ୍ତିଆ ସଂପ୍ରଦାୟ’ । ଗଞ୍ଜାମ ଜିଲ୍ଲାର ଛତ୍ରପୁର , ଖଲ୍ଲିକୋଟ ,

ପି.ଡି.ଆସିଲେ,  ଯାହା ଦେଖିବାର ଥିଲା ଦେଖିଲେ : ବିକାଶ ଶୂନ

ସୋରଡା(ସମୃଦ୍ଧଓଡିଶା) ଗଞ୍ଜାମଜିଲ୍ଲାର ସୋରଡା ବ୍ଲକକୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୀଳ ମାଧବ ଭୋଇ ଆସି ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିବା ସହ କାର୍ଯ୍ୟ ନିର୍ବାହି

ବିଜେପିର ମଣ୍ଡଳସ୍ତରୀୟ ଗରୀବ କଲ୍ୟାଣ ସମାବେଶ

ଛତ୍ରପୁର(ସମୃଦ୍ଧ ଓଡିଶା) ବିଜେପି ଗରୀବ କଲ୍ୟାଣ ସମାବେଶ ଗଞ୍ଜାମ ବ୍ଳକର ହୁମା ମଣ୍ଡଳ ମା’ ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ପ୍ରଧାମନ୍ତ୍ରୀଙ୍କର 9 ବର୍ଷ ଶାସନ ପୂର୍ତ୍ତି ଅବସରରେ

ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୭ମ ସାଧାରଣ ବୈଠକ ସମାପ୍ତ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୭ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗତ କାଲି ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ସେଠୀ

ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ : ଲୋକାର୍ପିତ ହେଲା ସବୁଜ ରଥ

ଗଞ୍ଜାମ(ସମୃଦ୍ଧ ଓଡିଶା)ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟସ୍ଥ ସୁନ୍ଦରାପଲ୍ଲୀ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ

ଏନ୍.ସି.ସି ନାଭାଲ୍ ୟୁନିଟର ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଓଡି଼ଶା ନାଭାଲ୍ ୟୁନିଟ୍ ଏନ୍.ସି.ସି ପକ୍ଷରୁ ଜାରି ରହିଥିବା ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏସ୍.ଏମ୍.ଆଇ.ଟି ଆଙ୍କୁଶୁପୁରଠାରେ 10 ଦିନ ଧରି

ଆସିକା ବିଜ୍ଞାନ କଲେଜରେ ବନ ମହୋତ୍ସବ ସପ୍ତାହ ପାଳନ

ଆସିକା(ସମୃଦ୍ଧ ଓଡିଶା)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ତଥା ଯୁବ ରେଡକ୍ରସ ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଦେବବ୍ରତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ

ପଦ୍ମପୁର ଗ୍ରାମର ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସୋରଡ଼ା(ସମୃଦ୍ଧ ଓଡିଶା)ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଞ୍ଚଳ ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ପଦ୍ମପୁର ଗ୍ରାମ।ଦୀର୍ଘଦିନ ଧରି ସେହି ଗ୍ରାମର ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ଆସୁଛି

ଖରା ଦିନେ ଥଣ୍ଡା ପାଣି ପିଇଲେ ସାଙ୍ଘାତିକ ବିପଦ !

ଘରକୁ ଫେରି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାକୁ ମନ ବଳାଇବା ଲୋକଙ୍କର ସାଧାରଣ କଥା। ଏହା ସଙ୍ଗେ ସଙ୍ଗେ ଆପଣଙ୍କୁ ଆରାମ ଦେଇପାରେ ହେଲେ ଏହାର ସାଇଡ ଇଫେକ୍ଟ

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାରେ ୪ଟି ଏଟିଏମ ଖରାପ ଯୋଗୁଁ ଗ୍ରାହକଙ୍କ ନାହିଁ ନ ଥିବା ହଟହଟା

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାରେ ଏବେ ୪ଟି ଏଟିଏମ ମେସିନ ଖରାପ ହୋଇ ଯାଇଥିବା ଯୋଗୁଁ ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି I ଭାରତୀୟ ଷ୍ଟେଟ ବ୍ୟାଙ୍କ

ଗରିବ ମହିଳାଙ୍କ ଚିଟଫଣ୍ଡ ଟଙ୍କା ଫେରାନ୍ତୁ ୫ଟି ସଚିବ : ପ୍ରକାଶ ସ୍ୱାଇଁ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) କେତେଦିନ ପରେ ପାଟି ଖୋଲିଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ପୂର୍ବତନ ଉପାଧ୍ୟାକ୍ଷ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁ I ଏକ ପ୍ରେସ ଇସ୍ତାହାରରେ କହିଛନ୍ତି, ଯେଉଁ ଫାଇଭ୍ ଟି ସଚିବ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୧୧ ସ୍ନାତକ ହିନ୍ଦୀ ଭାଷା ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଫଳତା

ଆସିକା(ସମୃଦ୍ଧ ଓଡିଶା) ଶିକ୍ଷାକ୍ଷେତ୍ରରେ ପୁଙ୍ଖାନୁପୁଙ୍ଖ ଅଧ୍ୟବସାୟ ହିଁ ସଫଳତାର ମୂଳମନ୍ତ୍ର ବୋଲି ଆଜି ପ୍ରମାଣିତ ହୋଇଛି I ଆସିକା ବିଜ୍ଞାନ ମହାବିଦ୍ୟାଳୟର ଏଗାର ଜଣ ହିନ୍ଦୀ ଭାଷା ସାହିତ୍ୟ ଛାତ୍ରଛାତ୍ରୀ

ବିଜେଡି ଦଳକୁ ବିରୋଧ କରୁଥିବା ବିପିନି ପ୍ରଧାନଙ୍କୁ ଦଳରୁ ବହିଷ୍କାର କରିବାକୁ ନବୀନଙ୍କ ପାଖରେ ଦାବୀ କରିବୁ- କ୍ରିଷ୍ନା

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ବିଜେଡି ଦଳରେ ରହି ବିଜେଡି ଦଳକୁ ବିରୋଧ କରୁଥିବା ପୂର୍ବତନ ବ୍ଳକ ଅଧକ୍ଷ ବିପିନି ପ୍ରଧାନଙ୍କୁ ଦଳରୁ ବହିଷ୍କାର କରିବାକୁ ନବୀନଙ୍କ ପାଖରେ ଆମେ ଦାବୀ କରିବୁ ବୋଲି

ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ଯବାନଙ୍କ ପରଲୋକ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରରେ କାର୍ଯ୍ୟରତ ତଟରକ୍ଷୀ ବାହିନୀର ଯବାନଙ୍କ ଦେହାନ୍ତ ହୃଦଘାତରେ ଦେହାନ୍ତ ଘଟିଛି । ତଟରକ୍ଷୀ ବାହିନୀରେ ଆର ଏନ୍ ପି ଭାବେ

ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି-ଦକ୍ଷିଣାଞ୍ଚଳ ଆଇ.ଜି

ବ୍ରହ୍ମପୁର(ସମୃଦ୍ଧଓଡିଶା)ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ବ୍ରହ୍ମପୁରରେ ସାମ୍ୱାଦିକମାନଙ୍କ ପକ୍ଷରୁ ଏକ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ

ଜାତୀୟ ଡ଼ାକ୍ତର ଦିବସ ପାଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ତରଫରୁ ଜାତୀୟ ଡ଼ାକ୍ତର ଦିବସ ବ୍ରହ୍ମପୁର ଜେ ବି ପ୍ରାଙ୍ଗଣ ଠାରେ ଅନୁଷ୍ଟିତ ହୋଇଯାଇଛି l ଡ଼କ୍ଟର ଫୋରମ୍ ସଭାପତି ଡ଼ାକ୍ତର

ଆସିଗଲା ‘ବୋଲ ବୋମ୍‌ ହର ହର ବମ’

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିଗଲା ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶିବ ଭକ୍ତ କାଉଁଡ଼ିଆମାନେ

ହିଞ୍ଜିଳି ନିଯୁକ୍ତି ମେଳାରେ ୧୧୦ଜଣ ନିଯୁକ୍ତି ପାଇଁ ମନୋନୀତ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ବିଡ଼ିଓଙ୍କ ଘୋଷଣା ଅନୁଯାୟୀ ତା ୨୯/୦୬/୨୦୨୩ ରିଖ ଗୁରୁବାର ସକାଳ ୧୦ ଘଟିକା ସମୟରେ ହିଞ୍ଜିଳିକାଟୁ ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର ନିଯୁକ୍ତି ଓ ପରମର୍ଶ  ଶିବିର

ଭୋପାଳରେ”ମୋ ବୁଥ୍ ସବୁଠୁ ମଜବୁତ୍” କାର୍ଯ୍ୟକ୍ରମରେ ଗଞ୍ଜାମର ୪ ବିଜେପି ନେତା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସଭାପତିତ୍ୱରେ ଦେଶରୁ ମନୋନୀତ କରାଯାଇଥିବା ତିନି ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ

ଛତ୍ରପୁରରେ ବିଜେପି ସମାବେଶରେ ରେଳ ରାଷ୍ଟ୍ର ମନ୍ତ୍ରୀ

ଛତ୍ରପୁର(ସମୃଦ୍ଧ ଓଡିଶା)ଗତକାଲି ଛତ୍ରପୁର ଠ।କୁରାଣି ମନ୍ଦିର କଲ୍ୟାଣ ମଣ୍ଡପଠାରେ ସଂଯୁକ୍ତ ମେ।ର୍ଛ। ଯଥା ଯୁବକ, ମହିଳା କୃଷକ, ଏସସି ଓ ଓବିସି ମୋର୍ଚ୍ଚା ମିଳିତ ସମ।ବେଶ କୃଷ୍ଣ ନାୟକଙ୍କ ନେତୃତ୍ଵରେ

ବିଜେପି ଜିଲ୍ଲା ସଭାପତି ବିଭୁତି ଜେନାଙ୍କ ସାମ୍ବାଦିକ ସମ୍ମିଳନୀ : ବିଜେପି ସଙ୍ଗଠନକୁ ମଜଭୁତ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଗତକାଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ଗିରିଜା ଛକ ସ୍ଥିତ ହୋଟେଲ୍

ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ : ଅସଲି ନା ନକଲି ?

କଳାହାଣ୍ଡି(ସମୃଦ୍ଧ ଓଡିଶା)ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ, ତେବେ ଏହା ଅସଲି ନା ନକଲି ଫରେନ୍‌ସିକ୍ ଯାଞ୍ଚ କଲେ ଜଣାପଡିବ? କିନ୍ତୁ ନକଲି ନୋଟ

ଦିଗପହଣ୍ଡି ଡବଲ ମର୍ଡର : ୨ଜଣ ଗୌଡ଼ଙ୍କୁ ହତ୍ୟା କରି ପୋଡ଼ି ଜାଳିଦେଲେ

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପୋଡ଼ି ଜାଳି ଦେଇଛନ୍ତି

ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ଶୋଭାଯାତ୍ରା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ

ହିଞ୍ଜିଳି ବ୍ଳକ-ଆଗାମୀ ୨୯ରେ ନିଯୁକ୍ତି ମେଳାରେ ଯୋଗଦେବାକୁ ବିଡ଼ିଓଙ୍କ ଆହ୍ୱାନ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଆଗାମୀ ୨୯ତାରିଖରେ ହିଞ୍ଜିଳି କାଟୁ ବ୍ଳକର ବେକାର ଯୁବକ ଯୁବତୀ ମାନେ ନିଜର ଯୋଗ୍ୟତା ପ୍ରମାଣ ପତ୍ର ଓ ଆଧାର କାର୍ଡ ଫୋଟୋ କପି ଧରି ନିଯୁକ୍ତି ମେଳାରେ

ବହୁ ଦିନର ଦାବୀ ପୂରଣ ହେଲା : ଏସବୁ ଗାଁ ହିଞ୍ଜିଳି ଥାନାରେ ମିଶିଲା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳି ବାସୀଙ୍କ ବହୁ ଦିନର ଦାବୀ ଏବେ ପୂରଣ ହୋଇଛି I ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯାହା ପୂରଣ କରିପାରି ନ ଥିଲେ ଏବେ ତାଙ୍କ ପୁତ୍ର ହିଞ୍ଜିଳି

ନବମୀ ସନ୍ଧ୍ୟା ଦର୍ଶନ

ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ

ପୂର୍ବତନ ସାଂସଦ ରେଣୁବାଳାଙ୍କ ବଂଶଲୋପ : ଦୁର୍ଘଟଣାରେ ଚାଲିଗଲେ୧୧ଜଣ ସମ୍ପର୍କୀୟ

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଦୁର୍ଘଟଣାରେ ପୂର୍ବତନ ସାଂସଦ ରେଣୁବାଳାଙ୍କ ବଂଶ ଲୋପ ହୋଇଗଲା I ଦୁର୍ଘଟଣାରେ ଚାଲିଗଲେ୧୧ ସମ୍ପର୍କୀୟ ଓ ଅକାଳରେ ଚାଲିଗଲା ୧୨ ଜୀବନ । ଝିଅ

ସତ କହିଲେ ମଲା : ନ କହିଲେ ରାଜ୍ୟ ଭାସି ଯାଉଛି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ତାଙ୍କ ଝିଅ ତନୟା ପଟ୍ଟନାୟକ ଆଗକୁ ଆସିଛନ୍ତି । ନିଜ ମାଲିକାନାରେ ଥିବା ରାଜ୍ୟର ପ୍ରମୁଖ ଦୈନିକ