Category: Berhampur(ଦକ୍ଷିଣାଞ୍ଚଳ ଖବର)

ଦୁର୍ଘଟଣାର ଆହତଙ୍କୁ ଭେଟିଲେ ବିଜେପି ଜିଲ୍ଲାସଭାପତି

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗତ ରବିବାର ରାତିରେ ଦିଗପହଣ୍ଡି ନିକଟରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଆହତ ମାନଙ୍କୁ ଭେଟିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ବିଭୂତି

ବିଜେପିର ସମସ୍ତ କର୍ମୀମାନଙ୍କୁ ନେଇ ସାଧାରଣ ବୈଠକ

ଗୋପାଳପୁର(ସମୃଦ୍ଧଓଡିଶା)ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ଏକ ବୈଠକ ବନ୍ଧେ ମାତରମ୍ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା I ଏଥିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେପିର ସମସ୍ତ ମଣ୍ଡଳ

ଦିଗପହଣ୍ଡିରେ ସରକାରୀ ବସ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୨ ମୃତ, ୮ ଆହତ : ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଦିଗପହଣ୍ଡି(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍ ଓ ଘରୋଇ ବସ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ

ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ସଂଯୁକ୍ତ ମୋର୍ଚ୍ଚାର ସାନଦାର ସମାବେଶ..

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ସଂଯୁକ୍ତ ମୋର୍ଚ୍ଚାର ଏକ ସାନଦାର ସମାବେଶ ଅନୁଷ୍ଠିତ ହୋଇଯାଇଛି I ଆଜି ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭଵନ ଠାରେ ଗୋପାଳପୁର ନିର୍ବାଚନ

ବାଣପୁର ମା’ଭଗବତୀ କଳାନିକେତନର ଜିଲ୍ଲା ସ୍ତରୀୟ କୃତିତ୍ୱ ଅର୍ଜନ

ବାଣପୁର(ସମୃଦ୍ଧଓଡିଶା)ଜିଲ୍ଲା ସ୍ତରୀୟ ୟୁଥ ୟୁଭା ଫେସ୍ଟିଭାଲ ଚଳିତ ବର୍ଷ 2023 ପାଇଁ ଅନୁଷ୍ଠିତ ହୋଇଯାଇଅଛି I ଏହି ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ଖୋର୍ଦ୍ଧା ଜିଲ୍ଲା ନେହେରୁ

ଥିଙ୍କର୍ଶ୍ କ୍ଳବ୍ ୭୪ତମ ଆଲୋଚନା: କର୍ମ ହିଁ ଭାଗ୍ୟ ତପସ୍ୟା

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ଜନତାଙ୍କୁ ସୁଖ ଶାନ୍ତି ଆନନ୍ଦ ର ମାର୍ଗ ଦେଖାଇବା ପାଇଁ ଏକ ଗରିବ ବ୍ରାହ୍ମଣ ଦେବ ଦମ୍ପତି ଙ୍କ ଠାରୁ ପୁରୁଷୋତ୍ତମ ପରମ୍ପରାରେ ଶ୍ରୀ ଶ୍ରୀ ଠାକୁର

ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ତମ ବଳିଦାନ ଦିବସ ପାଳନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ରାଷ୍ଟ୍ରବାଦୀ ନେତା ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ମଣ୍ଡଳ

ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ନଦୀବନ୍ଧ ନିର୍ମାଣକୁ ଆଦିବାସୀଙ୍କ ବିରୋଧ

ସୋରଡ଼ା(ସମୃଦ୍ଧ ଓଡିଶା)ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ନଦୀବନ୍ଧ ନିର୍ମାଣକୁ ଆଦିବାସୀଙ୍କ ବିରୋଧ I ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ଥିବା ସୋରଡ଼ା ବ୍ଲକର ପିପଳପଙ୍କା ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଜଳଭଣ୍ଡାରକୁ

୪ ଦିନ ପ୍ରବଳ ବର୍ଷିବ:ସତର୍କ କଲା ପାଣିପାଗ ବିଭାଗ…

ଛତ୍ରପୁର(ସମୃଦ୍ଧ ଓଡିଶା)ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି। ଯେଉଁଥିପାଇଁ ରାଜ୍ୟରେ ବର୍ଷା ଲାଗି ରହିଛି। ରାଜ୍ୟ ମୌସୁମୀ ବାୟୁ ଆସିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ

ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ : ୨୭ରେ ଦଣ୍ଡ ବିଧାନ

ଭୁବନେଶ୍ୱର (ସମୃଦ୍ଧଓଡିଶା)ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି I ୧୯୯୫ ମସିହାରେ ପତ୍ନୀକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିଲେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ I

କୁଢ଼ କୁଢ଼ ୫୦୦ଟଙ୍କିଆ ନୋଟ ରଖିଥିବା ଉପଜିଲ୍ଲାପାଳ ଭିଜିଲାନ୍ସ ଦ୍ୱାରା ଆଜି ଗିରଫ

ନବରଙ୍ଗପୁର(ସମୃଦ୍ଧଓଡିଶା)କୁଢ଼ କୁଢ଼ ୫୦୦ଟଙ୍କିଆ ନୋଟ ରଖିଥିବା ଉପଜିଲ୍ଲାପାଳ ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଛି I ଗତ କାଲି ସକାଳୁ ସକାଳୁ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ

ସୋରଡ଼ାରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ..

ସୋରଡ଼ା(ସମୃଦ୍ଧ ଓଡିଶା)ଆଜି ସୋରଡ଼ାରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କିଛି ଦିନ ତଳେ କଂଗ୍ରେସ ଦଳରେ ଯୋଗ

ଆଉଟସୋରସିଂ କର୍ମଚାରୀଙ୍କ ଦାବୀକୁ ସରକାରଙ୍କ ଅଣଦେଖା: ଦାବୀ ପୂରଣ ନ ହେଲେ ହେବ ତୀବ୍ର ଆନ୍ଦୋଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟଶୋରସିଂ କର୍ମଚାରୀମାନେ ଗତ ନଭେମ୍ବର 26 ଓ ପରବର୍ତୀ ସମୟ ମାର୍ଚ୍ଚ 26 ରେ ଦୁଇ ଦୁଇଥର ରାଜ୍ୟ ସ୍ତରୀୟ

ବିଶ୍ୱ ସଙ୍ଗୀତ ଦିବସରେ ସଂଗୀତ ସନ୍ଧ୍ୟା ଆସର ଅନୁଷ୍ଠିତ

ଛତ୍ରପୁର(ସମୃଦ୍ଧ ଓଡିଶା)ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ କଳା ବିକାଶ କେନ୍ଦ୍ର, ଛତ୍ରପୁର ତରଫରୁ ସଂଗୀତ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି

ଆଇଆରଇ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ମାଟିଖାଲରେ ଅବସ୍ଥାପିତ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଲିଃ. ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନସ୍ଥ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଆଖପାଖ

କୁଢ଼ କୁଢ଼ ୫୦୦ଟଙ୍କିଆ ନୋଟ : ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ

ନବରଙ୍ଗପୁର(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ପଶିଛି। ନବରଙ୍ଗପୁର ଭୁବନେଶ୍ୱର ଓ ଭଦ୍ରକରେ ଥିବା ତାଙ୍କ ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି

ଦୁଇ ଦିନରେ ଛେଚିବ ବର୍ଷା ସବୁ ଜିଲ୍ଲାରେ : ମୌସୁମୀ ଆସିଗଲା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨ ଦିନ ମଧ୍ୟରେ

ନ୍ୟାୟ ପାଇଁ ପ୍ରିୟଙ୍କା ଏବେ ଥାନା ଆଗରେ ଧାରଣାରେ

ଫୁଲବାଣୀ(ସମୃଦ୍ଧଓଡିଶା) ନ୍ୟାୟ ପାଇଁ ପ୍ରିୟଙ୍କା ଏବେ ଥାନା ଆଗରେ ଧାରଣାରେ ବସିଛନ୍ତି I ସେ ବର୍ତ୍ତମାନ ୯ ମାସର ଗର୍ଭବତୀ। ଏଭଳି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ ଥାନାରେ ଦେଖିବାକୁ

ଛତ୍ରପୁର ଯୁବକମାନେ ଶ୍ରୀକ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସେବା କରିଛନ୍ତି

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁରର ଯୁବକମାନଙ୍କ ଦ୍ୱାରା ଶ୍ରୀ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଇଛି I ମା’ ତାରାତାରିଣୀଙ୍କ ଚଇତି ଯାତ୍ରାରେ ଛତ୍ରପୁରର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ

ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ଛତ୍ରପୁର(ସମୃଦ୍ଧ ଓଡିଶା)ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ସକାଳେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ, ପ୍ରାଣାୟମ, ଓଁକାର ଧ୍ୱନି

ବ୍ରହ୍ମପୁର ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ନୂତନ ପ୍ରାର୍ଥନା ମଣ୍ଡପ ଉଦଘାଟିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ ଲାଞ୍ଜିପଲ୍ଲି ରାଜ ପଥ ପାର୍ଶ୍ଵସ୍ଥ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ନବ ନିର୍ମିତ ପ୍ରାର୍ଥନା ମଣ୍ଡପ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶକ ଇଂ . ଅଶୋକ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଶିବିର ଆୟୋଜିତ

ଆସିକା(ସମୃଦ୍ଧ ଓଡିଶା)ସୁସ୍ଥ ଜୀବନ ଏବଂ ଆଧ୍ୟତ୍ମିକ ବିକାଶର ସର୍ବୋତ୍ତମ ବିକଳ୍ପ ହେଉଛି ଯୋଗ I ଆଜି ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ମୁକ୍ତ ପ୍ରାଙ୍ଗଣରେ ଅଧ୍ୟକ୍ଷ

ହିଞ୍ଜିଳିକାଟୁରେ ରଥ ଯାତ୍ରାର ନୂତନ ଝଲକ …

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ ହେଉଥିବା ବେଳେ ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ ବନ୍ଦ ହୋଇଯାଇଥିଲା I କାରୋନା ପରେ ଆଜି ଦ୍ୱିତୀୟ ବର୍ଷ ରଥଯାତ୍ରା ପାଳନ

ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା : ରଥ ଟଣା ସମ୍ପନ୍ନ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥମନ୍ଦିରରେ ଐତିହାସିକ ଶ୍ରୀଗୁଣ୍ଡିଚା ପର୍ବ ଅବସରରେ ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇ ପ୍ରତିବର୍ଷ ଭଳି ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ସଦୃଶ ଏଠାରେ ରଥଟଣା

ଛତ୍ରପୁର ରାଜାଘର ଜଗନ୍ନାଥମନ୍ଦିର ପକ୍ଷରୁ “ପତିତପାବନ” ର ଦ୍ଵାଦଶତମ ସଂକଳନ ଉନ୍ମୋଚିତ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁରସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ପ୍ରକାଶିତ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା “ପତିତପାବନ” ର ଦ୍ଵାଦଶତମ ସଂକଳନ ଆନୁଷ୍ଠାନିକ ଭାବେ ମନ୍ଦିରବେଢ଼ା ନାଟ୍ୟମଣ୍ଡପରେ ଉନ୍ମୋଚିତ ହୋଇଛି ।

ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ଛତ୍ରପୁର(ସମୃଦ୍ଧ ଓଡିଶା)ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ସୌଜନ୍ୟରେ ନିକଟସ୍ଥ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଦିନିକିଆ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି |ହରିପୁର-ବନ୍ଦର

శ్రీ జగన్నాథ్ మహాప్రభుంకర దివ్య దర్శనం : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ

ଭକ୍ତଙ୍କ ଗହଣରେ କିଛି ଦିନ ଖସି ହସାଇ ଖେଳି ଖେଳାଇ ବିତାଇ ଦେବାକୁ ଆମ କଳାଶ୍ରୀମୁଖ ହେ କାଳିଆ ସାଆନ୍ତ ଜୟ ଜଗନ୍ନାଥ ପୁରା ଉଚ୍ଛନ୍ନ।ଏଣୁ ଋକ୍ମିଣୀ ହରଣ ଏକାଦଶୀରେ

କରି କରାଉଥାଏ ମୁହିଁ….

ଆପଣମାନଙ୍କ ମଧ୍ୟରୁ ଯିଏ ଦକ୍ଷିଣ ଭାରତ ଯାଇଥିବେ, ସେଠି କୌଣସି ନା କୌଣସିଠାରେ ଉଡୁପୀ ହୋଟେଲ ଶୁଣିଥିଵେ,ଦେଖିଥିବେ ବା ସେଠାରେ ଖାଇଥିବେ । ଉଡୁପୀ ଦକ୍ଷିଣ ଭାରତର ଏକ ହୋଟେଲ

ଶଙ୍କର ଚକ୍ଷୁ ଚିକିତ୍ସାଳୟର ପୁରସ୍କାର ବିତରଣ ଉତ୍ସବ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ହିଞିଳି ନିକଟସ୍ଥ ସମରଝୋଳରେ ରହିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ‘ଲଙ୍ଗ ସର୍ଭିସ ଆଓଡ୍’ ପ୍ରଦାନ ଉତ୍ସବରେ ବିଭିନ୍ନ ଅତିଥିମାନେ ଯୋଗଦେଇ ଅନୁଷ୍ଠାନର ସେବା ଉପରେ ଭୁୟସୀ ପ୍ରଶଂସା କରିଥିଲେ