Category: Berhampur(ଦକ୍ଷିଣାଞ୍ଚଳ ଖବର)

ଗଞ୍ଜାମଜିଲ୍ଲାସ୍ତରୀୟ ସମିତିସଭ୍ୟ/ସଭ୍ୟାଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଗଠନ

ଛତ୍ରପୁର(ସମୃଦ୍ଧ ଓଡ଼ିଶା)ଗଞ୍ଜାମଜିଲ୍ଲାସ୍ତରୀୟ ସମିତିସଭ୍ୟ/ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଗଠନ ହୋଇଛି । ଗତକାଲି ଛତ୍ରପୁର ଠାରେ ଅନୁଷ୍ଠିତ ଏହି ସମସ୍ତ ସଭ୍ୟସଭ୍ୟାଙ୍କ ବିଭିନ୍ନ ସମସ୍ୟାଉପରେ ଆଲୋଚନା ଏବଂ ନୂତନ

ସଂଗ୍ରାମୀ ସାଥି ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାଷିର୍କୀ ପାଳିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବିଜିପୁରସ୍ଥିତ ସନ୍ତୋଷୀ ମା କଲ୍ୟାଣ ମଣ୍ଡପରେ ସଂଗ୍ରାମୀ ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାଷିର୍କୀ ଉତ୍ସବ ପାଳନ ହୋଇଯାଇଛି I ଏହି ଅବସରରେ ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ଭୂମିକା

ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଗଞ୍ଜାମଜିଲ୍ଲା ପୁଣି ଶ୍ରେଷ୍ଠ ଜିଲ୍ଲା ଘୋଷିତ

ଛତ୍ରପୁର(ସମୃଦ୍ଧ ଓଡିଶା)ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ସ୍ଥଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ

“ଅଗ୍ନିବୀର”ର ପ୍ରଥମ ବ୍ୟାଚ ସେନାରେ ସାମିଲ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତୀୟ ବାୟସେନାର ପ୍ରଥମ ବ୍ୟାଚ ର ଅଗ୍ନିବୀର ମାନେ ଆଜି ଗୋପାଳପୁର ମିଲିଟାରୀ ଷ୍ଟେସନ ରେ ଭାରତୀୟ ସେନାରେ ସାମିଲ ହେଲେ l ୦୨ ଜାନୁଆରୀ ୨୦୨୩ ରୁ

ରଜପର୍ବର ଶେଷ ଦିନରେ କବିତା ଆସର : ମୁଖ୍ୟ ଅତିଥି ଭାବେ ଶିକ୍ଷା ଉପସଚିବ ଡ଼. କୁଳମଣି ଓଝାଙ୍କ ଯୋଗଦାନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗତ କାଲି ଶେଷ ରଜ ଦିନ ଗଞ୍ଜାମ କଳା ପରିଷଦର ନୂତନ ଭବନ ଠାରେ ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଲେଖିକା ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ

ଲାଞ୍ଚ ନେଇ ବିଶ୍ୱବିଦ୍ୟାଳୟ କୁଳପତି ଗିରଫ

ହାଇଦ୍ରାବାଦ(ସମୃଦ୍ଧ ଓଡିଶା)ଲାଞ୍ଚ ନେଉ ଥିବା ବେଳେ ରେଡହ୍ୟାଣ୍ଡଡ଼ ଧରାପଡି ବିଶ୍ୱବିଦ୍ୟାଳୟ କୁଳପତି ଗିରଫ I ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବିନ୍ଦ୍ର ଗୁପ୍ତା ଏଣ୍ଟି କରପସନ ବ୍ୟୁରୋ(ଏସିବି)ଙ୍କ ଦ୍ୱାରା ଲାଞ୍ଚ

స్వచ్ఛంద సంస్థల పాత్ర ప్రశంసనీయం : ସ୍ୱେଚ୍ଛାସେବୀ ସଂଗଠନର ଭୂମିକା ପ୍ରଶଂସନୀୟ

ବିଶାଖାପାଟଣା(ସମୃଦ୍ଧଓଡିଶା)ସମସ୍ତଙ୍କ ସହଯୋଗରେ ଗିରିପ୍ରଦାକ୍ଷୀନା ପର୍ବକୁ ସମ୍ପୂର୍ଣ୍ଣ ସଫଳତା ଦେବା ପାଇଁ ସିମଚାଲମ୍ ମନ୍ଦିର ନିର୍ବାହୀ ଅଧିକାରୀ କହିଛନ୍ତି I ଇ.ଓ ଡି.ବ୍ରାମରମ୍ବା କହିଛନ୍ତି ଯେ ଶନିବାର ଏଠାରେ ସିମାଞ୍ଚଳ ଦେବସ୍ଥାନ

ଦୃଷ୍ଟିହୀନ ବାଳିକା ବିଦ୍ୟାଳୟକୁ କିନ୍ନରଙ୍କ ଦାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ ଅନ୍ଧପସରା ରୋଡ ସ୍ଥିତ ଆବାସିକ ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟକୁ ବ୍ରହ୍ମପୁର କିନ୍ନର ସଂଘର ରାଜ୍ୟ ସଭାପତି ତଥା ସମାଜ ସେବି ସୁଇଟି ସାହୁଙ୍କ ତତ୍ୱlଵଧାନରେ, ବର୍ଷା ଓ

ଜ୍ୟେଷ୍ଠ କୃଷ୍ଣ ଦ୍ଵାଦଶୀ ତିଥି : ରାଜପ୍ରସାଦ ବିଜେ ନୀତି

ସମଗ୍ର ଉତ୍କଳର ମଉଡମଣି ପୁରୁଷୋତ୍ତମ କ୍ଷେତ୍ର ର ରାଜା ଗଜପତି ସେ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରଥମ ସେବକ ଠାକୁର ରାଜା କିନ୍ତୁ ସେ ନିଜକୁ ରାଉତ ବା

ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଘନ ଘନ ବିଦ୍ୟୁତ କାଟ : କାହ୍ନୁ ପତିଙ୍କ ନେତୃତ୍ୱରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର(ସମୃଦ୍ଧ ଓଡ଼ିଶା)ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି କମ୍ପାନୀ ଟାଟା ପାୱାର୍ ର ଅରାଜକତା ସମସ୍ତ ସୀମା ଉଲଙ୍ଘନ କରିଛି ବୋଲି ଅଭିଯୋଗ କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି

ହିଞ୍ଜିଳିକାଟୁରେ ଆହାର ରୋଷେଇ ଶାଳ ଉଦଘାଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ପୌରହିତ୍ୟରେ ଏକ ନୂତନ ଆହାର ରୋଷେଇ ଶାଳ ଉଦଘାଟିତ ହୋଇଯାଇଛି l ଏହାକୁ ଉଦଘାଟନ କରିଥିଲେ

ସୃଜନ ସାହିତ୍ୟ ସଂସଦ ପାଳିଲା ରଜପର୍ବ

ଛତ୍ରପୁର(ସମୃଦ୍ଧ ଓଡିଶା)ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ପବିତ୍ର ରଜପର୍ବ ଉପଲକ୍ଷେ ସୃଜନ ସାହିତ୍ୟ ସଂସଦ ପରିବାର ଛତ୍ରପୁର, କବିତା ଆସର ତଥା ରଜ ପର୍ବର ମହତ୍ତ୍ୱ ବିଷୟରେ ଏକ

ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଯୁକ୍ତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜେଡି ନିଯୁକ୍ତ କରିଥିବା ଜଣାପଡିଛି I ଏଥିସହ ବିଜେଡି ଆଜି ୬ଜଣ ନେତାଙ୍କୁ

ବଡମେଡିକାଲରେ ଡାକ୍ତରୀ ଛାତ୍ରୀ ଶୁଭାନି ପଟ୍ଟନାୟକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ମିଳିଛି ।

୧୯ ତାରିଖ ସକାଳ ୮ଟାରୁ ପରିମାଣିକ ଦର୍ଶନ: ଟିକେଟ୍ ମୂଲ୍ୟ ୧୦୦ ଟଙ୍କା

ପୁରୀ (ସମୃଦ୍ଧ ଓଡିଶା) ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

ରନ୍ଧନ ଗ୍ୟାସ ଚୋରି ବେଳେ ସାଧା ପୋଷାକରେ ଧରିଲା ପୋଲିସ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ଗୋଦାମରେ ରଖାଯାଇଥିବା ଏଲପିଜି ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି ହେଉଥିବା ଅଭିଯୋଗ ପାଇ ବ୍ରହ୍ମପୁର ପୋଲିସ ଗ୍ୟାସ ଡିପୋ ଉପରେ ଚଢ଼ାଉ କରିଛି ।

ପୋଲିସ କବଜାରେ ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରା

ରମ୍ଭା(ସମୃଦ୍ଧ ଓଡିଶା)ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୋଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି

ତପ୍ତପାଣି ଘାଟିରେ ୨୫ ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌

ଦିଗପହଣ୍ଡି(ସମୃଦ୍ଧ ଓଡିଶା) ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ ତଳକୁ ଖସିଯାଇଛି ଚାଉଳ ବୋଝେଇ ଟ୍ରକ୍‌। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଡ୍ରାଇଭର। ତପ୍ତପାଣି ଘାଟିରେ ଘଟିରେ ଆଜି

ବିଜେପି ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ “ପହିଲି ରଜ”ଉତ୍ସବ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ ଆଜି “ପହିଲି ରଜ” ଉତ୍ସବ ପାଳନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ

ବିଶ୍ୱ ରକ୍ତଦାନ ଦିବସ : ବିପଦର ବନ୍ଧୁ ଅନୁଷ୍ଠାନର ସଚେତନତା ଶୋଭାଯାତ୍ରା

ଭଞ୍ଜନଗର(ସମୃଦ୍ଧ ଓଡିଶା) ଗ୍ରୀଷ୍ମ କାଳୀନ ରକ୍ତ ସଙ୍କଟର ଦୂରୀକରଣ କରିବା ନିମନ୍ତେ ଅହରହ ଉଦ୍ୟମରତ ଉଦ୍ୟମୀ ସ୍ବେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଅନୁଷ୍ଠାନ ପକ୍ଷରୁ ଆଜି ବିଶ୍ୱ ସ୍ବେଚ୍ଛାକୃତ ରକ୍ତଦାତା

ଶକ୍ତିମନ୍ତ୍ରୀଙ୍କୁ ଗିରଫ କଲା ଇ.ଡି…

ଚେନ୍ନାଇ(ସମୃଦ୍ଧ ଓଡିଶା) ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ମନି ଲଣ୍ଡରିଂ ମାମଲାରେ ଶକ୍ତି ବିଭାଗର ମନ୍ତ୍ରୀଙ୍କୁ ରାତି ଅଧିଆ ଚଢ଼ାଉ କରି ଗିରଫ କରିଛି I ସେ ତାମିଲନାଡୁରେ କ୍ଷମତାସୀନ

ବାରମ୍ବାର ପାୱାର କାଟ ଯୋଗୁଁ ଆସନ୍ତାକାଲିଠୁ ବିଜେପିର ଆନ୍ଦୋଳନ ଡାକରା

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ବାରମ୍ବାର ପାୱାର କାଟ ଯୋଗୁଁ ଆସନ୍ତାକାଲିଠୁ ବିଜେପି ଆନ୍ଦୋଳନ ଡାକରା ଦେଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ସହରାଂଚଳରେ ଘନଘନ ପାୱାର କଟ୍ ଓ ଗ୍ରାମାଂଚଳରେ ଘଣ୍ଟାଘଣ୍ଟା

ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର(ସମୃଦ୍ଧ ଓଡିଶା)ଆଜି ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବୀକୁ ସହାନଭୂତି ସହ ବିଚାର କରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ

ଗ୍ରେଡପେ ବୁଦ୍ଧି ଦାବୀକରି ୧୩ ଦିନରେ ଅମଲା ସଂଘର ଧାରଣା : ମା’ତାରାତାରିଣୀପୀଠରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲେ ଅମଲା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆମଲା ସଂଘ ୧୩ ଦିନ ହେଲା ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ Iଅମଲା ସଂଘର ଧାରଣା,ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି

ଟ୍ରାଫିକ ନିୟମ ପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଇଂ. ନିଶାକର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟକୁ ନେଇ ଆସିଲା ବଡ ଖବର

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟକୁ ନେଇ ଆସିଲା ବଡ ଖବର । ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନିତା ସେଠୀଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା।

ଦିଗପହଣ୍ଡି ବ୍ଳକ ଅଧକ୍ଷ୍ୟା ସୁନିତା ସେଠୀଙ୍କ ପରଲୋକ

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଏବେ ଏବେର ଦୁଃଖ ଖବର। ଦିଗପହଣ୍ଡି ବ୍ଳକ ଅଧକ୍ଷ୍ୟା ସୁନିତା ସେଠୀଙ୍କ ପରଲୋକ। ସେ ଗୋକର୍ଣ୍ଣପୁର ବାସିନ୍ଦା। ଅତି କମ ବୟସରେ ରାଜନୀତିରେ ପ୍ରବେଶ କରି

ଶିଶୁ ଶ୍ରମ ଉଚ୍ଛେଦ ସମନ୍ୱିତ ବିକାଶ ସହଯୋଗ ପରାମର୍ଶ କର୍ମଶାଳା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ କରିବା ଅଭିପ୍ରାୟକୁ ନେଇ ଆଇଏସଆରଡ଼ି- ଚାଇଲ୍ଡଲାଇନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ବ୍ରହ୍ମପୁର କେ. ସି. ପବ୍ଲିକ

ରଥଯାତ୍ରା ବେଳେ ଡ୍ରୋନ କ୍ୟାମେରା ଉଡ଼ାଣ ଉପରେ ଲାଗିଲା ରୋକ …

ପୁରୀ(ସମୃଦ୍ଧ ଓଡିଶା)ପୁରୀରେ ରଥଯାତ୍ରା ବେଳେ ଡ୍ରୋନ କ୍ୟାମେରା ଉଡ଼ାଣ ଉପରେ କଟକଣା ଲଗାଇଲେ ସରକାର । ଡ୍ରୋନ କ୍ୟାମେରା ଉଡ଼ାଣ କଟକଣା ନେଇ ଟ୍ୱିଟ୍‌ ସୂଚନା ଦେଲା ପୁରୀ ପୋଲିସ।