Category: Berhampur(ଦକ୍ଷିଣାଞ୍ଚଳ ଖବର)

୧୫ ତମ ରାଷ୍ଟ୍ରପତି ହେଲେ ଶ୍ରୀମତି ମୁର୍ମୁ : ବିଜେପି ପକ୍ଷରୁ ଦୀପ ପ୍ରଜ୍ୱଳନ ସହ ମିଷ୍ଠାନ୍ନ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ମାଟିର ଝିଅ, ଆମ ସମସ୍ତଙ୍କର ଗର୍ବ ଓ ଗୌରବ ମାନନୀୟା ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଇଛନ୍ତି

ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଇଆର ଆଇଏଲ (ଭାରତୀୟ ବିରଳ ମୃତ୍ତିକା) କମ୍ପାନୀର ଦୁର୍ନୀତି, ସିଏସଆର ପାଣ୍ଠି

ବିଭିନ୍ନ ଦାବୀ ନେଇ ଧାରଣାରେ ବସିଲେ ଏ.ପି.ପି.ଏଲ ଶ୍ରମିକ ସଂଘ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଇଣ୍ଡଷ୍ଟ୍ରିଅଲ ପାର୍କ ଏ.ପି.ପି.ଏଲ ଅଧୀନ କଂଟ୍ରାକ୍ଟର ଏସ.ଏମ.ପି.ଏଲ, ଜେ.ଜେ.ଆଇ, ବି.ଟି.ପି.ଏଲ ଏବଂ ଶ୍ରୀଗୁରୁର ଶ୍ରମିକମାନେ ତୁରନ୍ତ ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ବେଆଇନ

ବେଲପଡ଼ା ଗ୍ରାମରେ ପାଣିରେ ବୁଡି ଭିନ୍ନକ୍ଷମ ମହିଳା ମୃତ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା, ବୁଗୁଡା ପୋଲିସ ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତର ବେଲପଡା ଗ୍ରାମର ଜଣେ ୫୭ ବର୍ଷ ବୟସ୍କ ଭିନ୍ନକ୍ଷମ ମହିଳା ଜୁଲାଇ

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର

ବିଭିନ୍ନ ଦାବି ନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମାଟିଖାଲ ସ୍ଥିତ ଭାରତୀୟ ବିରଳ ମୃତ୍ତିକାରେ ଏମଓପି ଗ୍ୟାସ ନିର୍ଗତ ପ୍ଲାଣ୍ଟ ସବୁଦିନ ପାଇଁ ବନ୍ଦ ରଖିବା, ପଞ୍ଚାୟତର ସବୁ ଘରକୁ ଘର ପଟ୍ଟା ପ୍ରଦାନ

ପୋଖରୀ ହୁଡ଼ା ଚଲା ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ୧୪ ନଂ ୱାର୍ଡ଼ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀ ହୁଡ଼ା ଚଲା ରାସ୍ତା ନିର୍ମାଣ ପାଇଁ ଗତ

ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଦିଗପହଣ୍ଡି ରାଜ ନହର ସ୍ଥିତ କଲ୍ୟାଣ

ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷାବିତ ପୀତବାସ ପ୍ରଧାନଙ୍କ କର୍କଟ ରୋଗରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ସେ ଖୁବ୍‌ ଭଲ ଛାତ୍ର ଓ ପରିଶ୍ରମୀ ଥିଲେ ।

ଅଖିଳ ଭାରତୀ ମାରୱାଡ଼ି ମହିଳା ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶ୍ୟାମବାବା ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀ ମାରୱାଡ଼ି ମହିଳା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀ ମାରୱାରୀ ମହିଳା ସମ୍ମିଳନୀ ବ୍ରହ୍ମପୁର ସାଧା

ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦାବୀ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଭୁବନେଶ୍ୱର ସ୍ଥିତ ବିଜେବି କଲେଜର ରାଗିଙ୍ଗରେ ମୃତ ଛାତ୍ରୀ ରୁଚିକା ମହାନ୍ତିକୁ ନ୍ୟାୟ ଦେବା ଦାବୀ ନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ

ପାନୀୟଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର କପିଳି ହରିଜନ ସାହି, ଶାନ୍ତିନଗର, କାଳୀମନ୍ଦିର, ନିୟୁ-ପୋଲିସ ଲାଇନ, ବାସନାପଲ୍ଲୀ ରୋଡ଼ ମେଟ୍ଟା ଆଦି

ସାମ୍ବାଦିକଙ୍କ ପିତୃ ବିୟୋଗରେ ଦ୍ୱାଦଶାହ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ତଥା ଛତ୍ରପୁର ଧରିତ୍ରୀ ପ୍ରତିନିଧି ସନ୍ତୋଷ କୁମାର ପାଢୀଙ୍କ ପିତା ସ୍ୱର୍ଗତ ହରିହର ପାଢୀଙ୍କ ଦ୍ୱାଦଶାହ ଦିବସ ପାଳିତ ହୋଇଯାଇଛି

ବି.ସୀତାରାମ ମୂର୍ତ୍ତିଙ୍କ ଦେହାନ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ଯୋଗାଣ ବିଭାଗ ଅଧୀନରେ ନିଯୁକ୍ତ ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ତଥା ଛତ୍ରପୁର କୋର୍ଟଷ୍ଟେସନ ସାହି ବାସିନ୍ଦା ବି.ସୀତାରାମ ମୂର୍ତ୍ତି(୭୨)ଙ୍କ ବୁଧବାର ପରଲୋକ ହୋଇଯାଇଛି । ସେ

୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ : ଡ୍ରାଇଭର ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିବାର ଦେଖିବାକୁ ମିଳୁଛି । ଆଜି ଗୋଟିଏ କଣ୍ଟେନରର ସିକିରେଟ୍ ଚାମ୍ବର ଭିତରୁ

୪୦ଲିଟରର ବିଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅବକାରୀ ବିଭାଗ ୪୦ଲିଟରର ବିଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l କେତେକ

ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି…

ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ପରିସରରେ ଜୁଲାଇ ୧୧ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଓ ଆରକ୍ଷୀ ଅଧିକ୍ଷକ ମହୋଦୟଙ୍କ ମିଳିତ ଅଭିଯୋଗ

ଘୋଡାହାଡ ଜଳସେଚନ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଗୋଡାହାଡ ଜଳସେଚନ ବିଭାଗ ପକ୍ଷରୁ ଆଗାମି ଲଘୁଚାପ ବର୍ଷାକୁ ଆଖିଆଗରେ ରଖି ଯାରି କରିଛି ସତର୍କ ସୂଚନା । ଘୋଡାହାଡ କେନାଲ ପ୍ରବାହିତ ତଳିଅଞ୍ଚଳ

ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ “କାର୍ଯ୍ୟକର୍ତ୍ତା ସମାବେଶ” ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ “କାର୍ଯ୍ୟକର୍ତ୍ତା ସମାବେଶ” ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ତାନୀୟ ଗୋଳନ୍ଥରା ସ୍ଥିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପରିସରରେ ବନ ମହୋତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳିତ ହେଉଛି । ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସପ୍ତାହ

ଗଞ୍ଜାମ ଜିଲ୍ଲା ବିଜେପିର ପ୍ରଥମ ସଭାପତି ନନ୍ଦ କିଶୋର ସାହୁଙ୍କ ଦ୍ଵାଦଶ ଅବସରରେ ସ୍ମୃତି ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନ ସଂଘ ଓ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁଙ୍କ ଦ୍ୱାଦଶାହ

ଶିକ୍ଷାନୁଷ୍ଠାନରେ ରାଗିଂ ହେଲେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ : ଜାରି ହେବ ହେଲ୍ପ ଲାଇନ୍ ନମ୍ବର…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ରାଗିଂ ଯୋଗୁଁ ବହୁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ କିମ୍ବା

ବିପର୍ଯ୍ୟୟ ପ୍ରଶମନ ପାଇଁ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା…

ଛତ୍ରପୁର (ସମୃଦ୍ଧ ଓଡିଶା) ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି

ଶିକ୍ଷକ ବିଜୟ କୁମାର ଜେନାଙ୍କ ଅବସର କାଳୀନ ସଭା…

କେନ୍ଦୁଝର (ସମୃଦ୍ଧ ଓଡିଶା) ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାମକଷ୍ଣପୁର ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରଟିଣା

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗରର ଶତପ୍ରତିଶତ ସଫଳତା ସହ ଶତକଡା ୯୯.୬୭ ନମ୍ବର ରଖି ରାଜ୍ୟସ୍ତରରେ ପ୍ରଥମ ରିୟାଙ୍କ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ସଫଳତା ହାସଲ

ତିନିଦିନିଆ ଗଞ୍ଜାମ ଗ୍ରସ୍ଥରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ମନ୍ତ୍ରୀ…

ପୋଲସରା (ସମୃଦ୍ଧ ଓଡିଶା) କେନ୍ଦ୍ରମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷ ଗଞ୍ଜାମ ଜିଲ୍ଲା ତିନିଦିନିଆ ଗସ୍ତରେ ଆସି ଆଜି ପୋଲସରା ଗସ୍ତ କରିଥିଲେ । ଗତକାଲି ଖଲିକୋଟ, କୋଦଳା ଗସ୍ତ କରି

ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ ପିଲିବନ୍ଧ ରୋଡ ସ୍ଥିତ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ

ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ, ବେଆଇନ୍ ଲଘୁ ଖଣିଜ ଚାଲାଣ ଉପରେ ଜୋରଦାର ଲଗାମ ଲଗାଯିବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧିକାରୀ

ଡାକ୍ତରୀ ଦିବସ ଅବସରରେ ସହରର ବିଭିନ୍ନ ଡାକ୍ତରଙ୍କୁ ପୁଷ୍ପଗୁଛ ଓ ମାନପତ୍ର ସହ ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡାକ୍ତରୀ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି, ସ୍ୱାସ୍ଥ୍ୟ ସେଲ ସଭାପତି ରାଜୀବ କୁମାର ମିଶ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ଡାକ୍ତରଙ୍କୁ ପୁଷ୍ପଗୁଛ