Category: Berhampur(ଦକ୍ଷିଣାଞ୍ଚଳ ଖବର)

କବି, ଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କ କେବେ ହେଲେ ମୃତ୍ୟୁ ନାହିଁ : କବି ଡ଼. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଚିବ, କବି, ଅଧ୍ୟାପକ ତଥା ସର୍ବସାଧାରଣର ସମ୍ପାଦକ ଡ଼. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ବିୟୋଗରେ ଗୁରୁବାର ନବୀନ ଭବନ ପରିସରରେ

କେରାଣ୍ଡି ପଞ୍ଚାୟତରେ ସରପଞ୍ଚ ପ୍ରାଥିଙ୍କ ମେଘା ରାଲି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାଥି ଗୌରାଙ୍ଗ ପ୍ରଧାନଙ୍କ ଏକ ମେଘା ରାଲି ଅନୁଷ୍ଠିତ ହୋଇଯାଇଛି ।

ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଏଚ୍‌ଏମ୍‌ଏସ୍‌ ପକ୍ଷରୁ ସ୍ମୃତିସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ତଥା ଏଚଏମଏସର ସାଧାରଣ ସମ୍ପାଦକ, ମେଡିକାଲ କର୍ମଚାରୀ ସଂଘର

ଉଦ୍ୟୋଗୀକରଣ ଦ୍ୱାରା ପିଲାମାନେ ଆତ୍ମବିଶ୍ଵାସୀ ହୋଇପାରିବେ : ଅଜୟ ଦ୍ୱିବେଦୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନର ସମୟରେ ସମଗ୍ର ଦେଶ ତଥା ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ଉଦ୍ୟୋଗୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଯୁବପିଢିଙ୍କ ମଧ୍ୟରେ କୌଶଳର ବିକାଶ

ଗ୍ରାମୀଣ ନାଟ୍ୟ କଳା ପ୍ରାଦେଶିକ କଳା ସଂସ୍କୃତିର ମୂଳ ଉତ୍ସ : ମହାସଚିବ…

ସୋରଡ଼ା (ସମୃଦ୍ଧ ଓଡିଶା) ସୋରଡ଼ା ସନ୍ନିକଟ କନ୍ଧମାଳ ଜିଲ୍ଲା ବଡ଼ ବାରବା ଗ୍ରାମସ୍ଥ ଶ୍ରୀଶ୍ରୀ ମା’ କନ୍ଧୁଣୀ ଦେବୀଙ୍କ ପବିତ୍ର ମାଘ ଦଶମୀ ଯାତ୍ରା ଉତ୍ସବ ଅବସରରେ ଆୟୋଜିତ ଶ୍ରୀଶ୍ରୀ

ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ତୁରନ୍ତ ଫେରସ୍ତ କରିବା ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିର ଶିକାର ହୋଇଥିବା ଜମାକାରୀଙ୍କ ଦ୍ଵାରା ହିଞ୍ଜିଳିକାଟୁ ଠାରେ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ତହସିଲ ଜରିଆରେ କ୍ଷତିଗ୍ରସ୍ତ

୩ କୁକୁରଙ୍କ ସହ ଘର ଘର ବୁଲି କରୁଛନ୍ତି ସରପଞ୍ଚ ପାଇଁ ପ୍ରଚାର…

ଗଞ୍ଜାମ (ସମୃଦ୍ଧ ଓଡିଶା) ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ପ୍ରତିଦ୍ବନ୍ଦୀମାନେ ଉତ୍ସାହର ସହ ପ୍ରଚାର କାର୍ଯ୍ୟ କରି ଚାଲିଛନ୍ତି । ଡ଼ାକବାଜି ଯନ୍ତ୍ରରେ

ପଞ୍ଜିକୃତ ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ତୁରନ୍ତ ଧାନ କିଣିବା ଓ ଚାଷୀଙ୍କ ବିଭିନ୍ନ କ୍ଷତିପୂରଣ ଦେବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପଞ୍ଜିକୃତ ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ତୁରନ୍ତ ଧାନ କିଣିବା ଓ ଚାଷୀଙ୍କ ବିଭିନ୍ନ କ୍ଷତିପୂରଣ ଦେବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ସହରାଞ୍ଚଳ ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରକାଶିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ନିର୍ବାଚନ ଅନୁଷ୍ଠିତହେବ । ଏଥି ସକାଶେ ଭୋଟର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବବୃକ୍ଷ ଚାରାରୋପଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଅଗସ୍ତିନୂଆଁଗାଁ ଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ କ୍ୟାମ୍ପସ ପରିସରରେ ଭୁବନେଶ୍ୱରସ୍ଥ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବବୃକ୍ଷ ଚାରାରୋପଣ କରାଯାଇଛି ।

ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୁବାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ଓ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରିବା ଦାବିରେ ପି.ଭି ଏନ ରାଓ ଛକ ଠାରେ ବିଜେପି ତରଫରୁ ଧାରଣା

ଚିକିଟି ରେଞ୍ଜ ଅଞ୍ଚଳରେ ଚଢ଼ାଉ : ବହୁ ପୋଚ ନଷ୍ଟ ସହ ରନ୍ଧା ମଦ ଜବତ ସହ ୪ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶନାରେ ଚିକିଟି ରେଞ୍ଜ ଅଞ୍ଚଳରେ ଚଢ଼ାଉ କରାଯାଇଛି । ଏଥିରେ ମଦ ରନ୍ଧା ସ୍ଥାନରୁ ପ୍ରାୟ ୧୪,୦୦୦ ଲିଟର ଗୁଡ଼

ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଗକୁ ପଞ୍ଚାୟତ ନିର୍ବାଚନ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛତ୍ରପୁର ଥାନା ପୋଲିସ

ଛତ୍ରପୁର ବ୍ଲକରେ ମୋଟ ୨୮୨ଟି ବୁଥରୁ ୯ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୬ରୁ ୨୪ଯାଏଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ

କେଏମପି ସ୍ପୋର୍ଟସ ଏକାଡେମୀର ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ

ଧର୍ମପଦଙ୍କର ବଳିଦାନ ଦିବସ ଉପଲକ୍ଷେ ଦୀପଦାନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଧର୍ମପଦ ସ୍ମାରକୀ ଯୁବ ପରିଷଦ ପକ୍ଷରୁ ବଢ଼େଇ କୁଳର ଯୁବକ ମାନକୁ ନେଇ ଗଠିତ ଏହି ସଙ୍ଗଠନ ଆଜି ପଞ୍ଚମ ଥର ପାଇଁ ଉତ୍କଳ ମାତାର

ଯୁବ ସାମ୍ବାଦିକଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନେ ଆଗାମୀ ପଞ୍ଚାୟତ ଭୋଟକୁ ନଜର ରଖି ଭୋଟ ବର୍ଜନ କରିବାକୁ ପୋଷ୍ଟର ଲଗାଇ ଲ୍ୟାଣ୍ଡମାଇନ ବିଛାଇ ବିସ୍ଫୋରଣ ଘଟାଇଥିବା ଜଣାପଡିଛି ।

ବାସମ ଫାଉଣ୍ଡେସନ ଟ୍ରଷ୍ଟର ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୨ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବାସମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତଭଣ୍ଡାରର

ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଳକ ହାତୀଓଟ ସ୍ଥିତ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବାସଭବନ ପରିସରରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଢୁଙ୍କାପଡା ଗ୍ରାମର ବିଜେଡି ଯୁବ

ମୃତ ଗାଈକୁ ସହାୟ ହେଲେ ତରୁଣ ବାବୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ଗତକାଲି ଗୋଟିଏ ଗାଈ ଦୁର୍ଘଟଣା ବସତଃ ଅବସ୍ତାରେ ଆସି ଚିକିତ୍ସାଧୀନ ହୋଇ ମୃତ୍ୟୁ ବରଣ କରିଥିଲା । ଏହି ଗାଇଟି

କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି : ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ ଲହର ଯୋଗୁଁ ନୂଆ ପ୍ରକାର ଅମୀକ୍ରନ ଫଳରେ ଗଞ୍ଜାମ ଜିଲ୍ଲାରେ ଶତକଡ଼ା ୧୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ଏହାକୁ ଆଧାର କରି

ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୯ତମ ତିରୋଧାନ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପୂଜ୍ୟ

୨୦ ଦିନର ଶିଶୁକୁ ଧରି ପ୍ରଚାର ମଇଦାନରେ ସରପଞ୍ଚ ପାର୍ଥିନୀ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଳରେ ୨୦ ଦିନର ଶିଶୁ ପୁତ୍ର, ସମର୍ଥକଙ୍କ ହାତରେ ଖୋଲା ବହି ଘରକୁ ଘର ବୁଲି ଚାଲିଛି ଭୋଟ ଭିକ୍ଷା । ଏଭଳି ଦୃଶ୍ୟ ଦେଖିବାକୁ

ରାଜବୀର ପାଇଁ୧ଲକ୍ଷ୧୫ହଜାର ଟଙ୍କା ସହାୟତା ଦେଲେ ଛତ୍ରପୁରବାସୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲା ଫୁଲବାଣୀ ଗୁଞ୍ଜଗୁଡା ଗ୍ରାମପଞ୍ଚାୟତର ଆମ୍ବପଡା ଗ୍ରାମ ବାସିନ୍ଦା ଭାବେ ପରିଚିତ ନବଦମ୍ପତି ସ୍ୱାମୀ କୁଳମଣୀ ରଣା ଓ ପତ୍ନୀ ତମଲିକାଙ୍କ ଗର୍ଭରୁ ନବଜାତ

ପୋଡାମାରୀର ରାଜା ସାହେବ ଉଦୟ ନାରାୟଣ ଦେଓଙ୍କ ଦେହାନ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୋଡାମାରୀର ରାଜା ସାହେବ ଉଦୟ ନାରାୟଣ ଦେଓଙ୍କ ହୃଦରୋଗରେ ୮୪ ବର୍ଷ ବୟସରେ ଦେହାନ୍ତ ଖବର ପାଇ

ବଡ଼ କଳାକୋଟ ପଞ୍ଚାୟତ ସମିତିସଭ୍ୟ ପାଇଁ ତୀବ୍ର ପ୍ରତିଦ୍ୱନ୍ଦିତା : ସପକ୍ଷରେ ଓ ପ୍ରଚାରରେ ବେର୍ଣ୍ଣିକ ଗମାଙ୍ଗ ଆଗରେ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମାବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋର ଧରିଥିବା ଜଣାଯାଇଛି । ପ୍ରାର୍ଥୀମାନେ

ଗୁମ୍ମା ଠାରେ ବ୍ଲକର ଆଶାକର୍ମୀଙ୍କୁ ନେଇ ଭାରତୀୟ ମଜଦୂର ସଂଘର ବୈଠକ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୁମ୍ମା ଠାରେ ବ୍ଲକର ଆଶାକର୍ମୀଙ୍କୁ ନେଇ ଭାରତୀୟ ମଜଦୂର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମୟରେ କର୍ମରତ ଆଶା କର୍ମୀମାନେ ବହୁ ସମସ୍ୟାର