Category: Berhampur(ଦକ୍ଷିଣାଞ୍ଚଳ ଖବର)

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରତିବାଦରେ ୩ଘଣ୍ଟିଆ ଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯିବା ଅଭିଯୋଗ ନେଇ ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ

ବିଶିଷ୍ଟ ସମାଜସେବୀ ଅଚ୍ୟୁତ ରାମ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶାସନ ଆମ୍ବଗା ନିବାସୀ ବିଶିଷ୍ଟ ସମାଜସେବୀ ଓ ପରିବେଶବିତ ତଥା ମହାନ୍ ସଂଘ ସଭାପତିଙ୍କ ପିତା ସ୍ୱର୍ଗତ ଅଚ୍ୟୁତ ରାମ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ୍ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ପଞ୍ଚାୟତ ସାଧାରଣ ନିର୍ବାଚନ -୨୦୨୨ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା

ଏଲିମେଣ୍ଟାରି ଶିକ୍ଷକ ସଂଘ, ଛତ୍ରପୁର ପକ୍ଷରୁ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ…

ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏଲିମେଣ୍ଟାରି ଶିକ୍ଷକ ସଂଘ, ଛତ୍ରପୁର ପକ୍ଷରୁ ଏକ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କାର୍ଯ୍ୟକ୍ରମ

ଓକେସିଏଲର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷିତ ଯୁବ ସମାଜକୁ ଉପଯୁକ୍ତ ଓ ଯୁଗୋପଯୋଗୀ ବୈଷୟିକ ଜ୍ଞାନ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରି ସ୍ୱାବଲମ୍ବୀ କରିବା

ଥାନା ପରିସରରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଳନ୍ତରା ଥାନା ପରିସରରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ସକାଳ ୬ଟାରେ

ଦିଗପହଣ୍ଡି ଥାନା ଘେରାଉ କଲେ ଆଙ୍କରୋଡା ଗ୍ରାମବାସୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଥାନା ଅଧିନସ୍ଥ ଆଙ୍କରୋଡା ଗ୍ରାମପଞ୍ଚାୟତର ଆଙ୍କରୋଡା ଗ୍ରାମବାସୀ ଦିଗପହଣ୍ଡି ଥାନା ଘେରାଉ କରିଥିବା ସୂଚନା ମିଳିଛି । ସୂଚନା ଯେ, ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ

ଅବସର ଗ୍ରହଣ କରିଥିବା ୫ ହୋମଗାର୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଅବସର ଗ୍ରହଣ କରିଥିବା ୫ଜଣ ହୋମଗାର୍ଡଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ ହୋମଗାର୍ଡ ଶିବପ୍ରସାଦ ଦାସ, ହୋମଗାର୍ଡ ସୁକଦେବ

ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉ : ୨୩ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଚଳଚଞ୍ଚଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ଗାଁ ଗାଁରେ ଜମୁଛି ଭୋଜିଭାତର ଆସର । ଚୋରା ମଦ କାରବାର ବୃଦ୍ଧି ପାଇବାର ଆଶଙ୍କା

ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ, ସ୍କୁଲ ପରିଦର୍ଶନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ସୂଚନା ଅନୁସାରେ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ

ବିଭିନ୍ନ ବ୍ଲକରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିର୍ବାଚନୀ ହିଂସାକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ଆରମ୍ଭ କରାଯାଇଛି । ଭଞ୍ଜନଗର ଉପଖଣ୍ତର ବିଭିନ୍ନ ଥାନା ପକ୍ଷରୁ ନିଜ ନିଜ

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନ ଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକ ଏକ ନୀରବ ପ୍ରତିବାଦ

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆମ୍ବପୁଆସ୍ଥିତ ପ୍ରତିଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଆୟୋଜିତ ଏହି

୭୪ତମ ଗାନ୍ଧୀଙ୍କ ତିରୋଧାନ ଦିବସରେ ଲଳିତା ସାସ୍କୃତିକ ଏକାଡେ଼ମୀ ପକ୍ଷରୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୭୪ତମ ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଲଳିତା ସାସ୍କୃତିକ ଏକାଡେ଼ମୀ ପକ୍ଷରୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସହିଦ ଦିବସ ଅବସରରେ ବାଳ ମୁକୁନ୍ଦରେ ଅଭିଭାବକ ବୈଠକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଚଳିତ ମାସର ଶେଷ ରବିବାର ଅପରାହ୍ନ ସମୟରେ ଆଭାସୀ ମାଧ୍ୟ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଶିଶୁମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନରେ ଅଭିଭାବକଙ୍କ ଭୂମିକା’ ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ

ନିଜ ନାଁରେ ଜମି କାଗଜ ପତ୍ର କରି ନ ଥିଲେ ରୁହନ୍ତୁ ସାବଧାନ !…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜମି କାଗଜ ପତ୍ର ନିଜ ନାଁରେ କରିନଥିଲେ ସାବଧାନ ରହିବାକୁ ପୋଲିସ ପକ୍ଷରୁ ସତର୍କ କରାଯାଇଛି ।  ସୂଚନା ଯେ, କିଛି ଅସାଧୁ ବ୍ୟକ୍ତି ଜମି

ପଶୁଙ୍କୁ ଜୀବନ ଦାନ ଦେଇ ହେଲେ ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମ୍ବାଦିକ କହିଲେ ସମସ୍ତଙ୍କ ମନରେ ଏକ ସ୍ନେହ ଓ ଶ୍ରଦ୍ଧା ରହିଥାଏ । ସେହି ହିସାବରେ ବ୍ରହ୍ମପୁର ଗୋଷାଣୀନୂଆଁଗାଁରେ ବାସ କରୁଥିବା ସାମ୍ବାଦିକ ଲଲାଟେନ୍ଦୁ ଚୈଧୁରୀଙ୍କ

ଲେଖିକା ଅନୁଜା ନନ୍ଦ ବିଶ୍ୱାଳଙ୍କ ପ୍ରକୃତି ସହ ବନ୍ଧୁତା ପୁସ୍ତକ ଉନ୍ମୋଚିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅନୁଜା ନନ୍ଦ ବିଶ୍ୱାଳଙ୍କ କବିତା ସଂକଳନ “ପ୍ରକୃତି ସହ ବନ୍ଧୁତ୍ୱ” ଉନ୍ମୋଚିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ

“ନବୀନ” କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ “ନବୀନ” କାର୍ଯ୍ୟାୟରେ ୭୩ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଡ଼. ଡ଼ମ୍ବରୁଧର ସାହୁ ମୁଖ୍ୟଅତିଥି ଭାବେ ଯେ ।ଗଦେଇ ଜାତୀୟ ପତାକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୈଭାଯାତ୍ରା,

ଧାନ ଉଠାଣରେ ଅନିୟମିତତା ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ପଞ୍ଜୀକୃତ ଚାଷୀଙ୍କ ଧାନ ଉଠାଣରେ ଅନିୟମିତତା ନେଇ ଗୁରୁବାର ଗଞ୍ଜାମ ବ୍ଲକ ଅଧିନସ୍ଥ ସୁବଳୟା ସମବାୟ ସମିତିର ବହୁ ଚାଷୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା

ରାଜନୈତିକ ଦଳ ଏବଂ ପ୍ରାର୍ଥୀକୁ ନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତନିଧି, ନିର୍ବାଚନକୁ କିପରି ସ୍ଵଛ, ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ ସାଧାରଣ ପର୍ଯ୍ୟବେକ୍ଷକ

ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟିମ କ୍ଲିନ ସିଟି ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣି ସ୍ଵେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟିର ସାମାଜିକ ଦାୟିତ୍ୱବୋଧ ଓ ନିଃସ୍ୱାର୍ଥପର ସେବା ମନୋବୃତ୍ତିକୁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ

କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ସିନିୟର ସିଭିଲ ଜର୍ଜ ମାନେ ରଞ୍ଜନ ରାୟ ଗାନ୍ଧିଜୀଙ୍କ ପ୍ର୍‌ତିମୂର୍ତ୍ତିରେ ପୁଷ୍ପମାଲ୍ୟ

ବ୍ରହ୍ମପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୭୩ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମରେ ପାଳିତ ହୋଇଯାଇଛି । ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ, ମୁଖ୍ୟ ଅତିଥି

ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା

ଛତ୍ରପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ମହିଳା ଓ

ଛତ୍ରପୁର ଓକିଲ ସଂଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ୭୩ ତମ ସାଧାରଣତନ୍ତ୍ର ଦିବସ ଛତ୍ରପୁର ଓକିଲ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଆଇନଜିବୀ ରମେଶ ଚନ୍ଦ୍ର

୭୩ତମ ସାଧାରଣତନ୍ତ୍ର ଦିବସ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ୭୩ତମ ସାଧାରଣତନ୍ତ୍ର ଦିବସ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ନୀଳମାଧବ ଭୋଇ ଜାତୀୟ ପତାକା ଉତ୍ତୋଳ କରିଥିଲେ । ଏହି

ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ମତଦାତା ଦିବସ ସମାରୋହ ଗଣତନ୍ତ୍ରର ମୂଳଦୁଆ ହେଉଛନ୍ତି ଭୋଟର : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦ୍ୱାଦଶ ଜାତୀୟ ମତଦାତା ଦିବସ-୨୦୨୨ ଗଞ୍ଜାମ ଜିଲାସ୍ତରୀୟ ସମାରୋହ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗଂଜାମ