Category: Berhampur(ଦକ୍ଷିଣାଞ୍ଚଳ ଖବର)

ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିର୍ଘାୟୁ କାମନା କରି କେଣ୍ଡେଲ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଯୁବମୋର୍ଚ୍ଚା ପକ୍ଷରୁ ଭାରତର ଯଶସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିର୍ଘାୟୁ କାମନା କରି ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କେଣ୍ଡେଲ

ଜିଲ୍ଲାର ସମସ୍ତ ଧାର୍ମିକ ପିଠ ଫେବୃଆରୀ ପହିଲା ପର୍ଯ୍ୟନ୍ତ ବନ୍ଦ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶ, ରାଜ୍ୟ ଏବଂ ଗଞ୍ଜାମର କିଛି ଅଞ୍ଚଳରେ କୋଭିଡର ପୁନଃ ସଂକ୍ରମଣ ବୃଦ୍ଧି ହେଉଛି । ଏଥିଯୋଗୁଁ ରାଜ୍ୟ କୋଭିଡ ମହାମାରୀ ଏକ ଜଟିଳ ପରିସ୍ଥିତି

ପ୍ରକାଶ ପାଇଲା ଭୋଟର ତାଲିକା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଭୋଟର ତାଲିକା-୨୦୨୨ ଗତକାଲି ପ୍ରକାଶ ପାଇଛି । ଏହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ ହୋଇଛି । ଯାହାକି,

ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଜେଡି ମହିଳା ସମାବେଶ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ହାଇଟେକ୍ ଗୃହ ଠାରେ ଜିଲ୍ଲାର ତିନିଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦର ମହିଳାମାନଙ୍କୁ ନେଇ ଆଗାମୀ ନିର୍ବାଚନ

ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି । ଜିଲ୍ଲାର ସମସ୍ତ

୩୪୧ ଜଣ ୧୫ରୁ ୧୮ ବର୍ଷ ବର୍ଗର ପିଲା ନେଲେ କୋଭାକ୍ସିନ ପ୍ରଥମ ଡୋଜ ଟିକା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଛି । ଗଞ୍ଜାମ ଜିଲା ଛତ୍ରପୁର ଏନଏସି ଓ ବ୍ଲକରେ ଦୁଇଟି ସ୍ଥାନ

ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା, ଏଣିକି ବାଲ୍ୟ ବିବାହର ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ୫୦ହଜାର ପ୍ରଦାନ କରାଯିବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହେଲା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା, ଏହା ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I ଏଥିରେ କାର୍ଯ୍ୟ କରିଥିବା

ତ୍ରିଧାରା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ କଳା ପରିଷଦ, ବ୍ରହ୍ମପୁର ଠାରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର, ଗଞ୍ଜାମର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସମ୍ପାଦକ

ଶୁଭାରମ୍ଭ ହେଲା ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଟାଏକୋଣ୍ଡୋ ଭଳି ଏକ ଆନ୍ତର୍ଜାତିକ ଶାରିରୀକ କୌଶଳ ଉପରେ ପର୍ଯ୍ୟବେସିତ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ପୁରୁଷୋତ୍ତମପୁର ଠାରେ ଏକ ପ୍ରଶିକ୍ଷଣ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଳପତି ଡ. ଗୋବିନ୍ଦ ଚକ୍ରପାଣି, ପଦ୍ମ ଭୂଷଣ ରମାକାନ୍ତ ରଥ, ପଦ୍ମଶ୍ରୀ ହଳଧର

କଳିଙ୍ଗ ସାହିତ୍ୟ ସମାଜର ପୂର୍ବତନ ସାଧାରଣ ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ସ୍ୱର୍ଗତ ଦେବରାଜ ସାହୁଙ୍କ ଦେହାନ୍ତରେ ଶୋକ ଶ୍ରଦ୍ଧାଞ୍ଜଳି ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ କଳିଙ୍ଗ ସାହିତ୍ୟ ସମାଜର ପୂର୍ବତନ ସାଧାରଣ ସଂପାଦକ ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ଦେବରାଜ ସାହୁଙ୍କ ୮୪ ବର୍ଷ ବୟସରେ

ଶୁଭାରମ୍ଭ ହେଲା ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀ

ପୁରୁଷୋତ୍ତମପୁର(ସମୃଦ୍ଧ ଓଡିଶା) ଜିଲ୍ଲାରେ ଟାଏକୋଣ୍ଡୋ ଭଳି ଏକ ଆନ୍ତର୍ଜାତିକ ଶାରିରୀକ କୌଶଳ ଉପରେ ପର୍ଯ୍ୟବେସିତ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ପୁରୁଷୋତ୍ତମପୁର ଠାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ

ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନରେ ଓସ୍ୱାନ ହଲ ଠାରେ ଏକ ଜରୁରୀ କାଳୀନ ବୈଠକ କରି ଜିଲ୍ଲାରେ କରୋନା ଜନିତ ସଂକ୍ରମଣକୁ

ଗ୍ରାମ୍ୟ ମିଳିତ କମିଟି ଏବଂ ଜିଲ୍ଲା ପ୍ରଶାସନର ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଟାଟା ଷ୍ଟିଲ ସେଜ ଅଂଚଳକୁ କରିଡର ରାସ୍ତା ନିର୍ମାଣ ପାଇଁ ଭୁମି ଅଧିଗ୍ରହଣ ଉଦ୍ଦେଶ୍ୟରେ କାଳିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ

ନରେନ୍ଦ୍ରପୁରରେ ଧାନମଣ୍ଡିକୁ ଉଦଘାଟନ କଲେ ବିଧାୟକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପୁର ଗ୍ରାମପଞ୍ଚାୟତ ମୁଖ୍ୟାଳୟଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନରେନ୍ଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଖରିଫ୍ ଋତୁରେ ଚାଷୀଙ୍କ

ଶ୍ରୀ ବେଲେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟରେ ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିରର ସମାପନି ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶ୍ରୀ ବେଲେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିରର ସମାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୪ ଡିସେମ୍ବର ୨୦୨୧ ଠାରୁ

‘ପୁନିତ ସାଗର ଅଭିଯାନ’ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହୋଇଯାଇଛି ‘ପୁନିତ ସାଗର ଅଭିଯାନ’ । ସମୁଦ୍ର ବେଳାଭୂମି ତଥା ସମୁଦ୍ର

ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା

ଏଚ୍‌ଏମ୍‌ଏସ୍ ରାଜ୍ୟ ଉପସଭାପତି ରବି ରଥଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ଶାଖାର ନବ ନିର୍ବାଚିତ ଉପସଭାପତି ତଥା ବରିଷ୍ଠ ଶ୍ରମିକ-କର୍ମଚାରୀ ନେତା ରବି ରଥଙ୍କୁ

ଉପାନ୍ତ ଓଡ଼ିଶା ୱେବ ଚେନେଲର ସ୍ୱନକ୍ଷତ୍ର ଦିବସ ପାଳିତ, ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ବିଧାୟକ ଦାଶରଥି ଗମାଙ୍ଗ…

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚେନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା

“ଭାରତର ସମ୍ବିଧାନ ଓ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ଚକ୍ର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ “ଭାରତର ସମ୍ବିଧାନ ଓ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l

ପଶୁମାନଙ୍କ ପ୍ରତି ଅତ୍ୟାଚାର ରୋକିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ : ପଶୁ ସମ୍ପଦର ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତଥିବା ପଶୁ ସୁରକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ପ୍ରୋତ୍ସାହନ ଦିଆଯିବ । ଜିଲ୍ଲାର ପଶୁ ସମ୍ପଦ ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ

ତପ୍ତପାଣିର ଉନ୍ନତି କରଣ ସକାଶେ ଜିଲ୍ଲାପାଳଙ୍କ ଗୁରୁତ୍ୱ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଉଷ୍ମପ୍ରବଣ ଜଳଉତ୍ସ ଅଞ୍ଚଳ ତପ୍ତପାଣିର ଉନ୍ନତି କରଣ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱ ଆରୋପ କରିଛନ୍ତି l ଜିଲ୍ଲାପାଳ

ରାଜ୍ୟସ୍ତରୀୟ ୫୯ ତମ ବାର୍ଷିକ ଅଧିବେଶନ : ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ୫୯ ତମ ବାର୍ଷିକ ଅଧିବେଶନ ଓ ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ

ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସେକ୍ସନ ୱାନ୍ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ୪ଗୋଟି ଘର ଉପରେ ଭିଜିଲାନ୍ସ ଟିମ ଚଢ଼ାଉ କରି

ଆସିକା ଚିନି କଳର ଆଧୁନିକ କରଣ ହେବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସିକା ଠାରେଥିବା ଚିନି ଶିଳ୍ପର ଆଧୁନିକ କରଣ କରିବାନେଇ ଜିଲ୍ଲାପାଳ ବିଜୟ ଅମ୍ବୃତI କୁଲାଙ୍ଗେ ପରିଚାଳନା ନିର୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି I ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ

ସ୍ମାର୍ଟ ଭେଣ୍ଡିଙ୍ଗ ଯୋନ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହର ଭିଆଇପି ସିଭିଲ ରୋଡସ୍ଥ ଆଇ ଲଭ ୟୁ, ପାର୍କ ପଏଣ୍ଟ ନିକଟରେ ମିଶନ ଶକ୍ତି ସୌଜନ୍ୟରେ ସ୍ମାର୍ଟ ଭେଣ୍ଡିଙ୍ଗ

ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ଵରେ ବ୍ରହ୍ମପୁର ମହାନଗରରେ ମହା ସମାରୋହରେ ପାଳିତ ହୋଇଯାଇଛି ।

ବୁଗୁଡାରେ ବିଜେଡିର ପ୍ରତିଷ୍ଠା ଉତ୍ସବରେ ମିଶ୍ରଣ ପର୍ବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବସଷ୍ଟାଣ୍ଡ ନିକଟରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ