Category: Berhampur(ଦକ୍ଷିଣାଞ୍ଚଳ ଖବର)

ସୋରଡା ଅଶାନ୍ତ:ବୋମା ମାଡ ଓ ମରଣାନ୍ତକ ଆକ୍ରମଣ

ସୋରଡା(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ଥାନା ଇଲାକା କେଶରା ଗ୍ରାମରେ ବୋମା ମାଡ କରାଯିବା ସହ ମରାଣନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ୫ ଜଣ ଗୁରୁତର ଭାବେ ଆହତ

ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ତିଥି ପାଳନ

ରାଜୀବ ଗାନ୍ଧୀ ଯୁବକମାନଙ୍କ ଆଦର୍ଶ ଯାହାକି ଆଜି ଆମେ ୧୮ ବର୍ଷ ବୟସରେ ଯେଉଁ ଭୋଟ ଦେବାର ଅଧିକାର ପାଇଛେ କେବଳ ସେଇ ରାଜୀବ ଗାନ୍ଧୀଙ୍କ ଯୋଗୁ ସମ୍ଭବ ହେଇଛି।

ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ UBCA

ସୁଭଦ୍ରା ଯୋଜନା ପାଇଁ କେଉଁଠି କରିବେ ଆବେଦନ ଜାଣନ୍ତୁ….

ଭୂବନେଶ୍ଵର(ସମୃଦ୍ଧଓଡିଶା)ସୁଭଦ୍ରା ଯୋଜନା ପାଇଁ ଆଜି ଆସିଛି ଏସ୍‌ଓପି। ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ ନାହିଁ ଓ ହିତାଧିକାରୀ କେମିତି କରିବେ ଆବେଦନ, ସେ ସଂପର୍କରେ

ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଠାରେ ଆଦିବାସୀ ଡେଭଲୋପମେଣ୍ଟ ସୋସାଇଟି ଠାରେ ଏକ ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି,-(ସମୃଦ୍ଧଓଡିଶା)-ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି

ସମରଝୋଳ ଛକରେ ଭୟଙ୍କର ଦୁର୍ଘଟଣା : ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କର ଧକ୍କାରେ ଚାଲିଗଲା ୪ ଜୀବନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ନିକଟରେ ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ସକାଳ ସମୟରେ ଏକ ଘରୋଇ ମା ଖମ୍ବେଶ୍ୱରୀ ବସ୍‌ ସହ

ହିଞ୍ଜିଳିକାଟୁ ବସ୍‌ ଦୁର୍ଘଟଣା ଆହତଙ୍କୁ ଭେଟିଲେ ଓ ଚିକିଟି ମଦ ଘଟଣା ନେଇ ଏମ୍‌କେସିଜି ମେଡିକାଲ ଗଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଆଜି ଅପରାହରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ

ବେଆଇନ ମଦ କାରବାରରେ ସଂପୃକ୍ତଙ୍କ ବିରୁଦ୍ଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଆସିକା(ସମୃଦ୍ଧଓଡିଶା)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖାର ସଂଯୋଜନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୁଖ୍ୟ

ମହାନ୍ ସଂଘ ଯୁବ ବିଭାଗ ଓ କଳାଞ୍ଜଳି ଟ୍ରଷ୍ଟ ପକ୍ଷରୁ ସ୍ଵାସ୍ଥ୍ୟସେବା ଶିବିର

ବ୍ରହ୍ମପୂର୍ (ସମୃଦ୍ଧଓଡିଶା) ସ୍ବାସ୍ଥ୍ୟ ହିଁ ସମ୍ପଦ, ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ

ଆସନ୍ତା କାଲି : ଏହି ରାଶିରେ ହେବ ବଡ ପରିବର୍ତ୍ତନ

ଆସନ୍ତାକାଲି ଆପଣଙ୍କ ରାଶିରେ ବଡ଼ ପରିବର୍ତନ ଘଟିବାକୁ ଯାଉଛି …. ମେଷ: ଆଜି କର୍ମଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି, ତାହା ପୂରଣ ହେବାରେ ଅସୁବିଧା ହେବନାହିଁ। ଅଫିସି ସମସ୍ୟା

ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ଅନ୍ତେବାସୀଙ୍କୁ ଫଳ ବଣ୍ଡନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ୭୮ତମ ସ୍ବାଧୀନତା ଦିବସ ଅବସରରେ ଗୁରୁଜୀ ଶ୍ରୀ ଶ୍ରୀ କ୍ରିଷ୍ଣା ଭାୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସବୁ ବର୍ଷ ପରି ଚଳିତ ବର୍ଷ

ଶାଳିଆ ଡ୍ୟାମ ଓ ଚିଲିକା ରିପୋଟର୍ସ ଆସୋସିଏସନରେ ସ୍ୱାଧୀନତା ଦିବସ ପାଳନ

ବାଣପୁର(ସମୃଦ୍ଧଓଡିଶା)ଦେଶ ତମାମ  ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବାଣପୁର ରେ ଥିବା ଶାଳିଆ ଜଳସେଚନ ବିଭାଗ ତାର ପ୍ରାଗଣ ଏହି ଉତ୍ସବ ପାଳନ କରିଥିଲେ. ଏହି

ପତ୍ରିକା ଅଭିନୟ ଜଗତର ଆୟୋଜକ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ‘ବନ୍ଦେ ମାତରମ୍ ‘ତରଫରୁ ସମାଜ ସେବା ପାଇଁ ସମ୍ମାନୀତ ହେଲେ ଆମ ପ୍ରତିନିଧି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଟାଉନ ହଲ ଠାରେ ପତ୍ରିକା ‘ଅଭିନୟ ଜଗତ’ ଆୟୋଜକ ଓ ପ୍ରେସିଡେନ୍ସି ମହାବିଦ୍ୟାଳୟ ସହଯୋଗରେ ଦେଶର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ବନ୍ଦେ ମାତରମ୍” ଅନୁଷ୍ଠିତ

ବଳାତ୍କାର ବିରୋଧରେ ରୋଲାଣ୍ଡ ଫାର୍ମାସି କଲେଜର ଶୋଭାଯାତ୍ରା

ବ୍ରହ୍ମପୁର(ସମୃଦ୍ଧଓଡିଶା) ତାଲିମ୍ ପ୍ରାପ୍ତ ମହିଳା ଡାକ୍ତର ମୋୖମିତଙ୍କ ସହ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତର ମାନଙ୍କ ଧର୍ମଘଟ ଚାଲିଛି ।ଏହି ଜଘନ୍ୟ ପରିସ୍ଥିତି କୁ ଦେଖି

ନିଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା ଡାକ୍ତରଙ୍କୁ ହତ୍ୟା ମାମଲାରେ ତୀବ୍ର ପ୍ରତିବାଦ…

ବ୍ରହ୍ମପୁର(ସମୃଧଓଡିଶା)କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେରେ ତୀବ୍ର ପ୍ରତିବାଦ ଦେଖାଦେଇଛି। ସମାଜ ପାଇଁ ଏହିପରି ଘଟଣା ଅତି ନିନ୍ଦନୀୟ । ନିଷ୍ଟ ବିଶ୍ୱବିଦ୍ୟାଳୟର

୧୭ତମ ଓଡିଶା ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଧାନସଭାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭା ସଦସ୍ୟଙ୍କ ପାଇଁ ବିଧାନସଭା ତରଫରୁ ପ୍ରତି ନିର୍ବାଚନ ପର୍ଯ୍ୟାୟରେ ନିର୍ବାଚିତ ବିଧାୟକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ I

ୟୁନିଟ୍ – ୩ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସଙ୍କୁଳସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର (ସମୃଦ୍ଧଓଡିଶା) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩, ଭୁବନେଶ୍ୱରରେ ସଙ୍କୁଳ ସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ୩୩୭ ଜଣ ଛାତ୍ରଛାତ୍ରୀ

ଆଜିଠୁ ବିଧାୟକମାନଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଜି ୧୭ ତମ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ‘ ଜ୍ଞାନ ସଂସ୍କାର ‘ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,

ଆସିକା ବିଧାୟକଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା : ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ଶୈକ୍ଷିକ ଭବନ କଲେ ଉଦଘାଟନ

ଆସିକା(ସମୃଦ୍ଧଓଡିଶା)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଆନୁଷ୍ଠାନିକ ରୂପେ ନବ ନିର୍ବାଚିତ ଆସିକା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ

ଟିପିଏସ୍ଓଡିଏଲ୍ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର: ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଓ ବଳିଦାନକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛି। କମ୍ପାନୀର ନେତୃବୃନ୍ଦ

ପ୍ରେସ କ୍ଳବ୍ ବ୍ରହ୍ମପୁରର ନିର୍ବାଚନ ଫଳାଫଳ:ସଭାପତି ଭାବରେ ଅଶୋକ ବ୍ରହ୍ମା, ସମ୍ପାଦକ ଭାବରେ ପ୍ରହଲ୍ଲାଦ ସାହୁ ନିର୍ବାଚିତ

ବ୍ରହ୍ମପୁର – ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ପ୍ରେସ କ୍ଳବ୍ ବ୍ରହ୍ମପୁର ନିର୍ବାଚନ-୨୦୨୪ ର ଆଜି ମତଦାନ ରହିଥିବା ବେଳେ ଭୋଟଦାନ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି। ମତଦାନ

ରୂପାୟନରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ

ବାଲେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରୂପାୟନ ତରଫରୁ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ

ଉପଖଣ୍ଡ ସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ବ୍ରହ୍ମପୁରରେ ପାଳିତ ହୋଇଯାଇଛି

ବ୍ରହ୍ମପୁର: ୭୮ତମ ସ୍ଵାଧୀନତା ଦିବସରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଭା.ପ୍ର.ସେ, ଯୋଗଦେଇ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ ପୂର୍ବକ

ୱାଇ.ବି. ଖୁରାନିଆ ରାଜ୍ୟର ନୂଆ ପୋଲିସ ଡିଜି ନିଯୁକ୍ତ

ଭୁବନେଶ୍ୱର(ସମୃଦ୍ଧଓଡିଶା)୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି।  ଖୁରାନିଆଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଖୁରାନିଆ ଭୁବନେଶ୍ୱର-କଟକ

ଉଲ୍ଲେଖନୀୟ ସେବା ଓ ସାହସିକତା ନିମନ୍ତେ ମୋଟ ୯୪ ଜଣଙ୍କୁ ପୋଲିସ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ

ହିଞ୍ଜିଳିର ବିଭିନ୍ନ ଅନୁଷ୍ଠାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୋୖରାଞ୍ଚଳ ସମେତ,ହିଞ୍ଜିଳି ବ୍ଳକ୍ ର ବିଭିନ୍ନ ଗ୍ରାମାଞ୍ଚଳରେ ୭୮ତମ ସ୍ଵାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ

ସ୍ୱୟଂ ସିଦ୍ଧ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ଓ ମା’ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଗୋଇଲୁଣ୍ଡି ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସ୍ୱୟଂ ସିଦ୍ଧ ଟ୍ରଷ୍ଟ ” ପକ୍ଷରୁ ଆଜି ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି । ଅରବିନ୍ଦନଗର ସ୍ଥିତ