Category: Berhampur(ଦକ୍ଷିଣାଞ୍ଚଳ ଖବର)

ବିଭିନ୍ନ ସ୍ଥାନରେ ଚଢ଼ାଉ : ଦେଶୀ ବିଦେଶୀ ମଦ ଜବତ ସହ ୬ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି

ଭଗବତ୍‌ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୫୫ ଅସହାୟ ପରିବାରକୁ ରାସନ ସାମଗ୍ରୀ ଓ ଲକ୍ଷାଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭଗବତ୍‌ ଚାରିଟେବୁଲ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନବୀନ ଭବନ ପରିସରରେ ଗୁରୁବାର ପୂର୍ବାହ୍ନରେ

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଓ ଅହେତୁକ ବିଦ୍ୟୁତ ଶୁକ୍ଳ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଦ୍ୟୁତ ଶୁକ୍ଲ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାର ହେଡ-କ୍ୱାଟର ଛତ୍ରପୁରସ୍ଥ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଅବକାରୀ ବିଭାଗର ଚଢ଼ାଉ : ବହୁ ପରିମାଣରେ ମଦ ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ ନେତୃତ୍ଵରେ ବ୍ରହ୍ମପୁର-୨ ଏକ୍ସାଇଜ୍ ଓ ବ୍ରହ୍ମପୁର ପୋଲିସ ଏବଂ କୁକୁଡାଖଣ୍ଡି ତହସିଲଦାରଙ୍କ ମିଳିତ

ବିଦ୍ୟୁତ ବିଲ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ…

ଗୋପାଲପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଦ୍ୟୁତ୍ ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଛି l ସେଥିରେ ମୁଖ୍ୟ ପ୍ରମୁଖ ଭାବେ ଜିଲ୍ଲା

ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୃଷି ଓ କୃଷକର ଅଭିବୃଦ୍ଧି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟରତ ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣା ମଧ୍ୟରେ ଆଭାସି

ମା’ପାର୍ବତୀ ନୋଡାଲ ମହିଳା ଏସ.ଏଚ. ଜି ଗୃପର ବହୁ ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର ନେଇ ଉତ୍ତେଜନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମା’ପାର୍ବତୀ ନୋଡାଲ ମହିଳା ଏସ.ଏଚ. ଜି ଗୃପର ପ୍ରାୟ ଏକ ହଜାର ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର ନେଇ ଗତକାଲି ଉତ୍ତେଜନା ଦେଖା ଦେଇଥିବା

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବହୁ ମଦ ଜବତ ସହ ୪ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅବକାରୀ ଅଧକ୍ଷ ରାଜେନ୍ଦ୍ର ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧ୍ୟା ସମୟରେ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ

ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ମଧ୍ୟରେ ବିବାଦକୁ ନେଇ ବିକ୍ଷୋଭ ତୃତୀୟ ଦିନରେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ଓ ପୋର୍ଟ ମେନେଜମେଣ୍ଟ ମଧ୍ୟରେ ବିବାଦକୁ ନେଇ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ।  ଧାରଣା ଓ

ସ୍ୱଚ୍ଛତା ପାଇଁ ଆଦର୍ଶ ସାଜିଛନ୍ତି ଶତାୟୁ ବୃଦ୍ଧା ଟି. ପରମା : ଟିମ କ୍ଲିନ ସିଟି ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଜାରି ରହିଛି ସାପ୍ତାହିକ ସାମାଜିକ ସେବା ଅଭିଯାନ । ଏହି କ୍ରମରେ ଟିମ ପକ୍ଷରୁ ହାତକୁ ନିଆଯାଇଛି

୩୫ତମ ଶ୍ରାଦ୍ଧ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶୀ ଶିକ୍ଷାନୁଷ୍ଠାନ ଉତ୍କଳିକା ପକ୍ଷରୁ ଗୁରୁ ଡ଼ଃ. ଦେବପ୍ରସାଦ ଦାସଙ୍କ ୩୫ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲେ ।

ସାମନ୍ତରାପୁରରେ ବିିଜେଡି ସୋସିଆଲମିଡ଼ିଆ ସେଲର ନବନିଯୁକ୍ତ ବ୍ଲକ ଓ ଏନଏସି ଡିଜିଟାଲ ସେକ୍ରେଟାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଶନିବାର ଦିନ ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡା ପଞ୍ଚାୟତର କେ.ସାମନ୍ତରାପୁର ଗାଁରେ ବିଜେଡ଼ି ସୋସିଆଲ ମିଡ଼ିଆ ସେଲର ନବନିଯୁକ୍ତ ଦିଗପହଣ୍ଡି ବ୍ଲକ ଓ ଏନଏସିର ଡିଜିଟାଲ

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ଓ ଦସ୍ତଖତ ସଂଗ୍ରହ…

ଗୋପାଳପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଶନିବାର ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ

ଦୁଃଖ ସହିବାକୁ ଆଉ ନାହିଁ ସାହସ ଭଜନ ଭିଡିଓ ସଙ୍ଗୀତର ଶୁଭାରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍ ।

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାଇକେଲ ଓ ଶଗଡ଼ ରାଲି ସହ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର

ଲାଞ୍ଜିପଲ୍ଲୀ ନୁଆଁ ବନ୍ଧ ହୁଡ଼ା ତ୍ରିନାଥ ମନ୍ଦିରରେ ଚୋରି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୁଆଁ ବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇ ଯାଇଥିବା ଜଣାପଡିଛି

ମାରୁତି ଇକୋ କାର୍, ବୋମା ଓ ଖଣ୍ଡା ସହ ଜଣେ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଖାଆଳି ଅଂଚଳର ଆକାଶ ପ୍ରଧାନ(୧୯)କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଅଂଚଳରେ ପୂର୍ବରୁ ବହୁ ମାମଲାରେ ଜଡ଼ିଥିବା ଥିବା କେ.ନୂଆଗାଁ

ଚିତ୍ରକରଙ୍କୁ ଚାଉଳ ବଣ୍ଟନ କଲେ ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା କାରଣରୁ ସମାଜରେ ଜୀବିକା ହରାଇଥିବା ବିଭିନ୍ନ ବର୍ଗର ଲୋକଙ୍କୁ ନିଜସ୍ୱ ବ୍ୟକ୍ତିଗତ ଉଦ୍ୟମରେ ଗୋଟିଏ ଗୋଟିଏ ଚାଉଳ ବସ୍ତା ବଣ୍ଟନ କରି ଆସୁଥିବା ବ୍ରହ୍ମପୁର

ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିରୋଧରେ କୁକୁଡାଖଣ୍ଡିରେ ଓଡ଼ିଶା ବନ୍ଦ ସଫଳ…

କୁକୁଡାଖଣ୍ଡି (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିରୋଧରେ ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଏବଂ ଟିୟୁସିଆଇ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧିକୁ ବିରୋଧ କରି ଓଡିଶା ବନ୍ଦକୁ ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ଶାଖା ପକ୍ଷରୁ ସମର୍ଥନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧିକୁ ବିରୋଧ କରି ବିଭିନ୍ନ ବାମପନ୍ଥୀ ଦଳ ଦ୍ୱାରା ଦିଆଯାଇଥିବା ଓଡିଶା

ପେଟ୍ରୋଲ, ଡ଼ିଜେଲ, ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ହ୍ରାସ କର ଦାବୀରେ ଓଡିଶା ବନ୍ଦ ସଫଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡ଼ିଜେଲ, ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ହ୍ରାସ କର ଦାବୀରେ ବାମ ପନ୍ଥୀ ଦଳ ପକ୍ଷରୁ ଆହୁତ ୬ ଘଣ୍ଟିଆ ଓଡିଶା

କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବିରୁଦ୍ଧରେ ଛତ୍ରପୁର କମ୍ୟୁନିଷ୍ଟ ପାର୍ଟିର ଓଡିଶା ବନ୍ଦ ପାଳନ ସଫଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କେନ୍ଦ୍ର ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନଷ ପେଟ୍ରୋଲ ଡ଼ିଜେଲ ରନ୍ଧନ ଗ୍ୟାସ ଖାଇବା ତେଲ

ଓଡିଶା ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ କେନ୍ଦ୍ରର ନେତୃତ୍ବାଧୀନ ମୋଦି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅତ୍ୟଧିକ ମୂଲ୍ୟବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରିବାରେ

ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ଓଡିଶା ବନ୍ଦ ପାଳନ କଲା କଂଗ୍ରେସ ଓ ବାମପନ୍ଥୀ ଦଳ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହରରେ ୧୫ ଜୁଲାଇ ଓଡିଶା ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ, ବାମପନ୍ଥୀ ଦଳ ସମେତ ଆମ ଆଦମୀ ପାର୍ଟିର ମିଳିତ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧିର ପ୍ରତ୍ୟାହାର ଦାବିରେ ଓଡିଶା ବନ୍ଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଦାବିରେ ଜୁଲାଇ ୧୫ରେ ବିପ୍ଳବୀ କମ୍ୟୁନିଷ୍ଟ ଦଳର “ଓଡିଶା

ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଗଞ୍ଜମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଟାଟା ବିଜୁଳି ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା

ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ମିଳିତ ଉଦ୍ୟମରେ ଆଜି ତୈଳ ଦର

୩ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ୮ ଦିନ ହେଲା ଚାଲିଛି ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନାର ପ୍ରଥମ ଲହରରେ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ କାର୍ଯ୍ୟକରି ଆସିଥିବା ତିନିଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ବହିଷ୍କାର କରିଥିବା ଜଣାପଡିଛି ।

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମ୍ୟ-ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାନେତ୍ରୀ

ଗଞ୍ଜାମ ଜିଲ୍ଲାରେ କୋଭିଡ଼ ଗାଇଡ଼ଲାଇନ ତଥା ପଞ୍ଚସୂତ୍ର ନିୟମକୁ କଡାକଡ଼ି କରାଯିବ : ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ନିୟମ ପ୍ରକାରେ ପ୍ରଶାସନ ପକ୍ଷରୁ ଯାହା ସବୁ ନୀତି ନିୟମ ବା ଗାଇଡ୍ ଲାଇନ୍ ଜାରୀ କରାଯାଇଛି, ତାହା