Category: Berhampur(ଦକ୍ଷିଣାଞ୍ଚଳ ଖବର)

ସ୍ମାର୍ଟ-କ୍ଲାସ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲରେ ଆରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ମାର୍ଟ-କ୍ଲାସ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲରେ ଆରମ୍ଭ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବ୍ରିଟୀଶ ରାଜତନ୍ତ୍ର ପ୍ରତିଷ୍ଠା ହୋଇଥିବା

ଅଙ୍ଗନବାଡି କର୍ମୀ ପକ୍ଷରୁ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ବହିସ୍କୃତ ତିନି ଅଙ୍ଗନବାଡି କର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ସଭାନେତ୍ରୀ ବାସନ୍ତି ସାହୁଙ୍କ ନେତୃତ୍ୱରେ ୩ ଜଣ ଅଙ୍ଗନବାଡି

କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି

ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଛାତ୍ରଛାତ୍ରୀଙ୍କୁ ତୁରନ୍ତ କୋଭିଡ୍ ଟୀକା ଦେବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା

୭୨ତମ ବନ ମହୋତ୍ସବ ପାଳିତ…

ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଗୁଡ଼ି ଢିପବିଟରେ ସ୍ଥାନୀୟ ବନ୍ୟପ୍ରାଣୀ ବନାଞ୍ଚଳ ପରିସରଭୁକ୍ତ କୋଭିଡ-୧୯ ଭିତ୍ତିକରି ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର

ଗଜପତି କେନ୍ଦ୍ର ବିଦ୍ୟାଳୟ ପରିସରରେ ୭୨ତମ ବନମୋହ ଉତ୍ସବ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେନ୍ଦ୍ର ବିଦ୍ୟାଳୟ ପରିସରରେ ୭୨ତମ ବନମୋହ ଉତ୍ସବ ପାଳିତ ହୋଇଯାଇଛି I ବନମୋହ ଉତ୍ସବ ଅବସର କେନ୍ଦ୍ର ବିଦ୍ୟାଳୟ

ଦେଉଳପଲ୍ଲୀ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର ଦେଉଳପଲ୍ଲୀ ଗ୍ରାମର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ଗ୍ରାମର ବହୁ ଯୋଗ୍ୟ ହିତାଧିକାରୀମାନେ

କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନିତ ଓ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଫେଇ କର୍ମଚାରୀ ପରିବେଶ ପାଇଁ ଏକ ଭିନ୍ନ ଅଙ୍ଗ ଭାବେ କାର୍ଯ୍ୟ କରି ଆସୁଛନ୍ତି । ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ସେମାନେ ଅନବରତ

ଘରୋଇ ବିଦ୍ୟାଳୟ ସଂଘ ଗଠିତ…

ବେଗୁନିଆପଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ଏବିସିଡି ପବ୍ଲିକ ସ୍କୁଲ ପରିସରରେ ଗତକାଲି ବେଗୁନିଆପଡା ବ୍ଲକର ସମସ୍ତ ଘରୋଇ ବିଦ୍ୟାଳୟ ମାନଙ୍କୁ ନେଇ ଘରୋଇ ବିଦ୍ୟାଳୟ

ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପର ତୃତୀୟ ସ୍ଵନକ୍ଷତ୍ର ଦିବସ ଅବସରରେ ରକ୍ତଦାନ ଶିବିର : ୫୫ ୟୁନିଟ୍ ରକ୍ତ ସଂଗୃହିତ…

ବେଲଗୁଣ୍ଠା (ସମୃଦ୍ଧ ଓଡିଶା) ପାଇଲିପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପର ତୃତୀୟ ସ୍ଵନକ୍ଷତ୍ର ଦିବସ ଅବସରରେ ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଅଧ୍ୟାପକ ବି. ଗୋବିନ୍ଦ

ବିପଦର ବନ୍ଧୁ ପକ୍ଷରୁ ତ୍ରିନାଥଙ୍କୁ ଆର୍ଥିକ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ, ଗଞ୍ଜାମ ପକ୍ଷରୁ କ୍ୟାନ୍ସର ପୀଡିତ ତ୍ରିନାଥ ପ୍ରଧାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିପଦର

ବ୍ରହ୍ମପୁରରେ ଯଥାଶୀଘ୍ର ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବି କଲେ ଭି ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବୀ କରିଛନ୍ତି ବ୍ରହ୍ମପୁର ଲୋକସଭା ପ୍ରାର୍ଥି ତଥା ବରିଷ୍ଠ କଂଗ୍ରେସ ନେତା ଭି ଚନ୍ଦ୍ରଶେଖର

ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାରୀ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ତରଫରୁ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁଙ୍କ ପୌରହିତରେ ବିଦ୍ୟାଳୟ ପରିସରରେ ବୃକ୍ଷ

ତିନି ହାତ ଭଙ୍ଗା ଘରେ ବିତୁଛି ୩ ବେସାହାରା ଅନାଥ ପିଲାଙ୍କ ଜୀବନ : ସହାୟତା ପାଇଁ ନିବେଦନ, ବିଜୁ ପକ୍କା ଘର ମିଳିବ କେବେ ?

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମରେ ନିଜର ମାମୁଁ ମଙ୍ଗୁଳି ସାହୁଙ୍କ ଘରେ ରହି ଆସୁଥିଲେ କନିଆରିବାଡି ଗ୍ରାମର ରମେଶ ସାହୁ ଓ

କଳାକାର ସମାଜ ଏକତ୍ର ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଉଚିତ : ବରିଷ୍ଠ କଳାକାର ସଂଘ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟର ଅଗ୍ରଣୀ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଦ୍ଵିତୀୟ ପ୍ରତିଷ୍ଠା ଦିବସ ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା

କୋରନା ସମୟରେ ଘରକୁ ଘର ବୁଲି ସେବା କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶାକର୍ମୀ…

ବେଗୁନିଆପଡ଼ା (ସମୃଦ୍ଧ ଓଡିଶା) ସାଧାରଣ କାମ କରି ପ୍ରଚାର ପ୍ରସାର ପାଇଁ ଅନେକ ଉଦ୍ୟମ କରନ୍ତି । ଅନେକ ବ୍ୟଗ୍ର ହୁଅନ୍ତି ମିଡିଆରେ ନିଜର ଆତ୍ମ ପ୍ରଶଂସା ପାଇଁ ।

ନାଇକାଣିପଲ୍ଲୀ ଗ୍ରାମର ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ, ଗଞ୍ଜାମ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମର ୧୩ ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ

ରାସ୍ତା ଘାଟ ସମସ୍ୟାର ସମାଧାନ ତୁରନ୍ତ କରିବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଦୁଇ ବର୍ଷରୁ ରାସ୍ତା ଘାଟ ଖୋଳି ପାଇପ ଲାଇନ ମରାମତି କରି ଥିବା ସତ୍ୱେ ଖୋଳିଥିବା ଗାତରେ ମାଟି ପୂରଣ ନକରି ବିପଦପୂର୍ଣ୍ଣ ଅବସ୍ଥାରେ

କୋଭିଡ ଯୋଦ୍ଧା ସାମ୍ବାଦିକଙ୍କ ଦ୍ୱାଦଶାହ ଅବସରରେ ବୃକ୍ଷରୋପଣ ସହ ସ୍ମୃତିଚାରଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋଭିଡ ଯୋଦ୍ଧା ଯୁବ ସାମ୍ବାଦିକ ଦେବୀଦତ୍ତ ରଥଙ୍କ ଦ୍ୱାଦଶାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର

ଜଗନ୍ନାଥ ପ୍ରସାଦ ବନାଞ୍ଚଳ ପକ୍ଷରୁ ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ…

ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ତ ଜଗନ୍ନାଥ ପ୍ରସାଦ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳାଇଙ୍କ ଦ୍ଵାରା ବନ ମହୋତ୍ସବ ସପ୍ତାହ ଅବସରରେ

ପୋଲସରା ଓ ବୁଗୁଡାରେ ଦୁଇଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁରୋଧ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ 5ଟି. ସଚିବ ଭି.କେ.ପାଣ୍ଡିୟାନଙ୍କ ସହ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପ୍ରତିନିଧି ବୃନ୍ଦ ଛତ୍ରପୁର

ଗୋପାଳପୁର ପୋର୍ଟ ଡକ୍ ଓରକସ୍ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ପୋର୍ଟ ଡକ୍ ଓରକସ୍ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଗୋପାଳପୁର ପୋର୍ଟ ଶ୍ରମିକ ସଂଗଠନର ୱାଗନ୍ ଲୋଡିଙ୍ଗ ଶ୍ରମିକ

ଜନ୍ମ ପ୍ରମାଣ ପତ୍ର ପାଇଁ ଲୋକଙ୍କ ଭିଡ଼ : କର୍ମଚାରୀଙ୍କ ଅବହେଳା ଅଭିଯୋଗ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳା ପୌର ପରିଷଦ ଜନ୍ମ ପ୍ରମାଣ ପତ୍ର ପାଇଁ ସାଧାରଣ ଲୋକଙ୍କ ଅହେତୁକ ଭିଡ଼ ହେଲେ ସୁଧା କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକ ତାହା ପାଇବାରେ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀର ଦ୍ୱିତୀୟ ଲହର ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ, ସଟଡାଉନ

ଦିଗପହଣ୍ଡି ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ଦେଲେ ବାଚସ୍ପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ବାଚସ୍ପତି ପ୍ରସ୍ତାବ ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ଵାଚନ ମଣ୍ଡଳୀ ବିଧାୟକ

ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟରେ ୭୨ତମ ବନ ମହୋତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ

ଜାତୀୟ ଡ଼ାକ୍ତର ଦିବସ ଅବସରରେ ଆରମ୍ଭ “ମଧୁମେହକୁ ମାତ୍‌” ଅଭିଯାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତୀୟ ଡ଼ାକ୍ତର ଦିବସ ଅବରରେ ମଧୁମେହ ଗବେଷଣାତ୍ମକ ସଂସ୍ଥା ରିସର୍ଟ ସୋସାଇଟି ଫର ଷ୍ଟଡ଼ି ଅଫ୍ ଡ଼ାଏବେଟିସ୍ ଇନ୍ ଇଣ୍ଡିଆ (ଆର୍‌ଏସ୍‌ଏସ୍‌ଡ଼ିଆଇ) ପକ୍ଷରୁ ଜନସାଧାରଣଙ୍କୁ ମଧୁମେହ

ଭିଜିଲାନ୍ସ ଏସପିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ କାର୍ଯ୍ୟରୁ ଅବସର ନେଇଛନ୍ତି । ସେ ଚାକିରି ସମୟରେ ରାଜ୍ୟର

ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକ୍‌ଡଉନ୍…

ଛତ୍ରପୁର (ସମୃଦ୍ଧ ଓଡିଶା) ଜୁଲାଇ ୧୬ ତାରିଖ ଯାଏଁ ଲକ୍‌ଡାଉନ୍ ଅବଧିକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି । ଏହାସହ ଗଞ୍ଜାମ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ହଟାଯାଇଛି, ହେଲେ ନାଇଟ୍

୩ ଲକ୍ଷ ୮୦ ହଜାର ୭୯୭ ଭୂମିହୀନ କୃଷକ ପରିବାରଙ୍କୁ ମିଳିବ ସ୍ୱତନ୍ତ୍ର କୋଭିଡ୍ ସହୟତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୮୦ ହଜାର ୭୯୭ ଜଣ ଭୂମିହୀନ କୃଷକ ପରିବାରଙ୍କୁ ମିଳିବ ସ୍ୱତନ୍ତ୍ର କୋଭିଡ୍ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ