Category: Berhampur(ଦକ୍ଷିଣାଞ୍ଚଳ ଖବର)

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ…

ବୁଗୁଡା (ସମୃଦ୍ଧ ଓଡିଶା) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ବୁଗୁଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ

ସମାଜସେବୀ ଓ ପ୍ରାଣୀ ଚିକିତ୍ସକଙ୍କ ମିଳିତ ଉଦ୍ୟମରେ ଚିକିତ୍ସା ଜାରି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କମାପଲ୍ଲୀ ଶିବ ମନ୍ଦିର ରାସ୍ତାରେ ଆହାତ ଅବସ୍ଥାରେ ବୁଲୁଥିବା ଏକ ଷଣ୍ଢର ଚିକିତ୍ସା ବ୍ୟବସ୍ଥା କରିଛନ୍ତି କିଛି ସମାଜସେବୀ । ଷଣ୍ଢଟିର ଲାଞ୍ଜ ଏବଂ ଜଙ୍ଗରେ

ରାହୁଲ ଗାନ୍ଧୀଙ୍କ ଜନ୍ମଦିବ ଅବସରରେ ନଗର କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସର୍ବଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ୫୧ତମ ଜନ୍ମଦିନ ଅବସରରେ ଆଜି ନଗର କଂଗ୍ରେସ ପକ୍ଷରୁ ଏମକେସିଜି ମେଡ଼ିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟ

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସରେ ହିଞ୍ଜିଳି ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୁତି ରଞ୍ଜନ ଲେଙ୍କା ଓ ସମ୍ପାଦକ ଚିନ୍ମୟ କୁମାର ହୋତାଙ୍କ ତତ୍ବାବଧାନ କ୍ରମେ ହିଞ୍ଜିଳି ଯୁବ କଂଗ୍ରେସର

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ଦୂର କରିବା ଉଦ୍ୟମରେ ପଲ୍ଲବ ଲିମା…

ଗଜପତି (ସମୃଦ୍ଧ ଓଡିଶା) କ୍ୟାରିୟର କାଉନସେଲିଂ ଜରିଆରେ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ତାମିଲନାଡୁର ଭେଲୋର ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜରେ ପଡ଼ିବାକୁ ସୁଯୋଗ ଦେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର

ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଙ୍କୁ ସହାୟତା ପ୍ରଦାନ

(ସମୃଦ୍ଧ ଓଡିଶା: ଭଞ୍ଜନଗର) ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ ର ନରେନ୍ଦ୍ରପୂର୍

ସୋରଡ଼ା ଓ ବଡଗଡ ସରକାରୀ ଡାକ୍ତରଖାନା ରେ ଶୁଖିଲା ଖାଦ୍ୟ, ମାସ୍କ ଓ ପାନୀୟ ଜଳ ବଣ୍ଟନ…

ସୋରଡ଼ା :”ମାନବ ସେବା ହିଁ ପ୍ରକୃତରେ ମାଧବ ସେବା “ଏହି ଆଦର୍ଶ ରେ ନିଜକୁ ଅନୁପ୍ରାଣିତ କରି ସୋରଡ଼ା ଅଞ୍ଚଳ ର ଏନ୍.ସୁନିଲ ଦୋରା ଆଜି ସୋରଡ଼ା ସରକାରୀ ଡାକ୍ତରଖାନା

ଓଡ଼ିଶା ମୋ ପରିବାର ଅନୁକୁଲ୍ୟରେ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣର ଭୟ ପ୍ରତ୍ୟେକ ଲୋକଙ୍କ ମନରେ ରହିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଥିବାରୁ କରୋନା ଲୋକଙ୍କ ଆର୍ଥିକ

ରୋଟାରୀ କ୍ଲବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ କରୋନା କେବଳ ସହରାଞ୍ଚଳ ଗରିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ

କଂଗ୍ରେସ ଲୋକସଭା ପ୍ରାର୍ଥୀ ପକ୍ଷରୁ ଅସହାୟ, ଗରିବଙ୍କୁ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ ବୋହୁ ଲୋକ ନିଜର ଚାକିରୀ ଓ ବ୍ୟବସାୟକୁ ହରାଇ ବହୁ

ଗରୀବ ପରିବାର ଲୋକଙ୍କୁ ରାଶନ ସାମଗ୍ରୀ ବିତରଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗରୀବ ପରିବାର ଲୋକଙ୍କୁ ରାଶନ ବିତରଣ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଛତ୍ରପୁର ସହରରର ଅଗ୍ରଣୀ ସଂଗଠନ ୟୁଥ ମାସ ସେବା ସଂଘ

ଆସିକା ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସର ଅଭିନବ ପ୍ରୟାସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସକୁ ସୁଦୃଢ କରିବା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଭୂମିକା ଅତୁଳନୀୟ । ସେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ

ଚାଲିଛି ଶିଶୁଙ୍କ କୋଭିଡ୍‌ ଲକ୍ଷଣ ଯାଞ୍ଚ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ

ଦୁର୍ଘଟଣାରେ ମସ୍ତିଷ୍କ ଆଘାତ ହୋଇ କୋମା ଅବସ୍ଥାରେ ଚିକିତ୍ସିତ ହେଉଥିବା ପଲେଇଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଆର୍ଥିକ ସହାୟତା ପ୍ରଦାନ କଲେ ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମର ନରେନ୍ଦ୍ର ପଲେଇ (ବୟସ ୨୭) ୬ ତାରିଖ ଦିନ ତଥା ରବିବାର ଦିନ ବୁଗୁଡା ତାକରଡା ଛକ

ଆନ୍ତଃ-ବ୍ଲକ ସ୍ତରୀୟ ବିଜ୍ଞାନ ଭିତ୍ତିକ ୱେବିନାର୍ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଂପ୍ରତିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗ, ତେଣୁ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ, ବିଦ୍ୟାଳୟ ଓ ଗଣଶିକ୍ଷା

ତୈଳ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ କଂଗ୍ରେସର ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିନକୁ ଦିନ ତୈଳ ଦର ଆକାଶ ଛୁଆଁ ହେଲାଣି । ୧୦୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପ୍ରଦେଶ କଂଗ୍ରେସ କମିଟି

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କଂଗ୍ରେସ ବିଧାୟକ ପାର୍ଥି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଜ୍ଞାପିତ ଅଂଚଳର

ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୋଦୀ ସରକାରଙ୍କ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ

କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କଲେ ଫାର୍ମାସିଷ୍ଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠୁ ରାଜ୍ୟରେ ସମସ୍ତ ଫାର୍ମାସିଷ୍ଟ ରାଜ୍ୟ ସରକାର ଫାର୍ମାସିଷ୍ଟଙ୍କ ପ୍ରତି ଉଦାସୀନତା ମନୋଭାବ ପ୍ରଦର୍ଶନ କରୁଥିବାରୁ ଏହାର ପ୍ରତିବାଦରେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କରିଛନ୍ତି

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପତଳିକା ଦାହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ବପୁଜି ଆଶ୍ରମ ଠାରେ

ଅସହାୟଙ୍କୁ ଖାଦ୍ୟ ଓ ମହିଳାଙ୍କୁ ଲୁଗା ବଣ୍ଟନ କଲେ ସାନଖେମୁଣ୍ଡି ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅସହାୟ ଓ ଗରିବ ମାନଙ୍କୁ ସଦା ସର୍ବଦା ସହାୟତା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ

୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ସାମଗ୍ରୀ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁରସ୍ଥିତ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର ୧୦୦ ଭିନ୍ନକ୍ଷମ ପରିବାରକୁ ୩

ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀଙ୍କ ଦାବି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଟାଏଁ ଟାଏଁ ଖରା ସାଙ୍ଗକୁ ବଢୁଛି ଜଳ କଷ୍ଟ, ବଳି ପଡୁଛି ଲୋକଙ୍କ ଜଳ ଯନ୍ତ୍ରଣା । ଟୋପାଏ ପାଣି ପାଇଁ ଚାଲି ଚାଲି ଯାଉଛନ୍ତି

ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣର ଶୁଭାରମ୍ଭ କଲେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣ ସେବା ଯୋଗାଇ ଦେବା ଲାଗି ଆଜି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ

ବ୍ରହ୍ମପୁର କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋରନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଲକଡାଉନ ସଟଡାଉନ ଜାରି କରାଯାଇଛି । ଏଥି ମଧ୍ୟରେ ବହୁ ଲୋକ ନିଜ ରୋଜଗାର ହରାଇଥିବା

ଆସ୍କାରେ ନୂତନ ଅବକାରୀ କାର୍ଯ୍ୟାଳୟ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମାନ୍ୟବର ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଷୋୟୀ, ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା

ପରିବେଶ ଦିବସରେ ବୃକ୍ଷରୋପଣ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ବିଶ୍ଵ ପରିବେଶ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର

ଖବର କାଗଜ ବିତରକଙ୍କୁ ଚାଉଳ ବସ୍ତା ବଣ୍ଟନ କଲା ନଗର କଂଗ୍ରେସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ଓଡିଶା କୃଷକ କଂଗ୍ରେସ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ ଓ ନଗର

ମାଗଣା ଟୀକା ପ୍ରଦାନ କରିବା ଦାବିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ମାରକପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି