Category: Bhubaneswar

୨ନକଲି ଏମ୍.ଭି.ଆଇ ଗିରଫ:୧୦ହଜାର ଟଙ୍କା ଓ ମୋବାଇଲ ଜବତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ନମ୍ବର ଜାତୀୟ ରାଜପଥର ନନ୍ଦିକା ବାଇପାସ ନିକଟରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇଜଣ ଯୁବକ ନିଜକୁ ଏମ୍.ଭି.ଆଇ କହି ଏକ ଗାଡିର କାଗଜପତ୍ର ଯାଞ୍ଚ କରିବା ଆଳରେ

ମହାକାଳ ଯୁବକ ସଂଘ ଓ ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୋବରଘଟ୍ଟା ଗ୍ରାମପଞ୍ଚାୟତର ଦଳେଇ ସାହି ମହାକାଳ ଯୁବକ ସଂଘ ଓ ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ ବୈରାଟଆଡି ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଗତକାଲି ଏକ ରକ୍ତଦାନ ଶିବିର

ଜଳେଶ୍ୱର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜଳେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଗତକାଲି ଜଳେଶ୍ୱର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା  ଅନୁଷ୍ଠିତ ହୋଇଯାଇଛି । ଦୀନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡଃ ଧରଣୀଧର

ଜଳେଶ୍ୱର ବିକାଶ ମଞ୍ଚ ଓ ଆଗାମୀ ଓଡିଶା ତରଫରୁ ଜଳେଶ୍ୱର ତହସିଲ ସମ୍ମୁଖରେ ଅହୋରାତ୍ର ସତ୍ୟାଗୃହ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୂମିହୀନକୁ ଘରଡିହ, ବାସହୀନକୁ ବାସଗୃହ ଦାବୀ ନେଇ ଜଳେଶ୍ୱର ବିକାଶ ମଞ୍ଚ ଓ ଆଗାମୀ ଓଡିଶା ତରଫରୁ ଜଳେଶ୍ୱର ତହସିଲ ଅଫିସ ସମ୍ମୁଖରେ ଅହରାତ୍ର ସତ୍ୟାଗୃହ ଅନୁଷ୍ଠିତ

ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଏବଂ ଓଡିଶା ଲୋକସେବା ଅଧିକାର ଅଧିନୀୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗତକାଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ, ବାଲେଶ୍ୱର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସରକାରୀ ଯୋଜନା

କ୍ୟାଡର ରୁଲ ପ୍ରଣୟନ ନ ହେଲେ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଅଚଳ ସହ ଆନ୍ଦୋଳନର ଚେତାବନୀ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଆଇ.ଆର.ସି ଭିଲେଜ ସ୍ଥିତ ସରକାରୀ ବିଦ୍ୟାଳୟରେ ଓଡିଶା ଶିକ୍ଷା ସେବା ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ

ସୁବର୍ଣ୍ଣରେଖା ନଦୀର ମହମ୍ମଦନଗର ପାଟଣାବାଲିଖାଦାନ ଉପରେ ପ୍ରଶାସନର ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରୁ ବାଲିମାଫିଆମାନଙ୍କ ଦ୍ୱାରା ବାଲି ଚୋରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଯେତେ ବି ପ୍ରୟାସ କଲେ ମଧ୍ୟ ରୋକିବା ସମ୍ଭବପର ହେଉ ନାହିଁ ।

ମାଟିଘର ଭୁଷୁଡିଲା:ଅଳ୍ପକେ ବଞ୍ଚିଲେ ପରିବାର ସରକାରଙ୍କ ସହାୟତା ପାଇଁ ଗ୍ରାମବାସିଙ୍କ ଦାବି …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ କୋଟସାହି ଗ୍ରାମପଞ୍ଚାୟତର କୋଟସାହି ଗ୍ରାମର କିଣାରାମ ବେହେରାଙ୍କ ୨ମହଲା ମାଟିଘର ଭୁଷୁଡି ପଡି ଗୃହ ପାଳିତ ପଶୁ ପକ୍ଷୀଙ୍କ ସହ ଗୃହପୋକରଣ ପୋତି ହୋଇ

ସିପିଆଇ(ଏମ୍) ଜଳେଶ୍ୱର ଶାଖା ତରଫରୁ ଗଣତନ୍ତ୍ର ଓ ସମ୍ଭିଧାନକୁ ରକ୍ଷା କରିବା ଦାବୀରେ ସାଧାରଣ ସଭା …

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାଂପ୍ରଦାୟିକ ରାଜନୀତି, ଦରଦାମ ବୃଦ୍ଧି, ବେକାରୀ ବୃଦ୍ଧି, ଗଣତନ୍ତ୍ର ଓ ସମ୍ଭିଧାନକୁ ରକ୍ଷା କରିବା ଦାବିରେ ଜଳେଶ୍ୱର ସିପିଆଇ(ଏମ୍) ଜଳେଶ୍ୱର ଶାଖା ତରଫରୁ ୧୭ ତାରିଖ ଶନିବାର

ସିଟିଜେନ୍ସ ଫୋରମ୍ପ ପକ୍ଷରୁ’ଏକତାର ପ୍ରତିମୂର୍ତ୍ତି ଓ ଭାରତର ନାଗରିକ’ଶୀର୍ଷକ ଆଲୋଚନା ଚକ୍ର…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ପ୍ରତିମୂର୍ତ୍ତିର ରାଜନୀତି ଦେଶର ନାଗରିକଙ୍କୁ ବିଭାଜିତ କରିବା ପାଇଁ ଉଦ୍ଦିଷ୍ଟ। ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାକୁ ହେଲେ ଏଭଳି ରାଜନୀତିକୁ ବିରୋଧ କରାଯିବା ଆବଶ୍ୟକ ବୋଲି

ସାଂପ୍ରଦାୟିକ ରାଜନୀତି, ଦରବୃଦ୍ଧି, ବେକାରୀ ବୃଦ୍ଧି, ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବା ଦାବିରେ ଜଳେଶ୍ୱର ବସଷ୍ଟାଣ୍ଡରେ ବିରାଟ ସାଧାରଣ ସଭା …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଅର୍ଥନୈତିକ-ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ଆଜି ଅତ୍ୟନ୍ତ ସଙ୍କଟ ଜନକ ଅବସ୍ଥାରେ  ପହଞ୍ଚିଲାଣି । କେନ୍ଦ୍ରରେ ବିଜେପି ପରିଚାଳିତ ଏନ.ଡି.ଏ ର ମୋଦୀ ନେତୃତ୍ୱାଧୀନ ସରକାର ଆସିଲା

ଜଳେଶ୍ୱରରେ ଜାତୀୟ ପ୍ରେସ ଦିବସ ପାଳିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଜଳେଶ୍ୱର ବ୍ଲକ ତଥା ସହରାଞ୍ଚଳର

କୋଟ ସାହି ବଙ୍ଗା ଗ୍ରାମରେ ଆଦିବାସୀଙ୍କ ପାରମ୍ପାରିକ ଉତ୍ସବ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟ ସାହି ଗ୍ରାମ ପଞ୍ଚାୟତରେ ବଙ୍ଗା ଆଦିବାସୀ ସାହି ପଡିଆରେ ଆଦିବାସୀମାନଙ୍କ ପାରମ୍ପାରିକ ନାଚ, ଗୀତ ଓ ବଳଦ ନଚାଣ ଉତ୍ସବ

ଜଳେଶ୍ୱରରେ ଜାତୀୟ ପ୍ରେସ୍ ଦିବସ ପାଳିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗଣ ମାଧ୍ୟମର ପ୍ରତିନିଧି ମାନେ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଖବର ସଂଗ୍ରହ କରି ମୂଦ୍ରିତ ଓବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟରତ

ଭାରତ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ବାଲେଶ୍ୱରରେ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ ବାଲେଶ୍ୱର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ୨୦୧୮-୧୯ ଜଳେଶ୍ୱର ବ୍ଲକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ମନ୍ଦିର ଯା’ନ୍ତି କେତେବେଳେ ଓ କାହିଁକି ?

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ତାମିଲନାଡୁର ଏହି ବ୍ୟକ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ ଜଣେ ଦକ୍ଷ କଡା ଆଇଏଏସ ଅଫିସର ଭାବରେ ପରିଚିତ ହୋଇଥିଲେ । ସକାଳୁ ବିଭିନ୍ନ ଅଫିସ ଏପରିକି

ମାତ୍ର ୧୧ ମିନିଟରେ ବିଜେଡିର ରଣନୀତି ବୈଠକ ଶେଷ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜେଡି ବିଧାୟକ ଦଳର ଶୀତ ଅଧିବେଶନ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୧ମିନିଟର ବୈଠକରେ ଦଳୀୟ

ଆମ ଗାଁ ଆମ ବିକାଶ ପ୍ରକଳ୍ପକୁ ଭିତ୍ତି ପ୍ରସ୍ତର କଲେ ଜଳେଶ୍ୱର ବିଧାୟକ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗତ ବୁଧବାର ଦିନ ବର୍ତ୍ତନା ଗ୍ରାମ ପଞ୍ଚାୟତରେ “ଆମ ଗାଁ ଆମ ବିକାଶ” ଯୋଜନାରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଜଳେଶ୍ୱର ବିଧାୟକ

ରଣଜୀ ଟ୍ରଫି: ଓଡ଼ିଶା ୧୦ ୱିକେଟ୍‌ରେ ପରାସ୍ତ

ଭୁବନେଶ୍ବର(ସମୃଦ୍ଧ ଓଡିଶା )ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ୧୦ ୱିକେଟ୍‌ରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ଫଳରେ ଘରୋଇ ପରିବେଶରେ ନିଜର ପ୍ରଥମ ଦୁଇ ମ୍ୟାଚ୍‌ ଖେଳି

ପିସି ଖିଆ ସରକାର ଜଗନ୍ନାଥଙ୍କୁ ବି ଛାଡ଼ିଲାନି: ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) “ଦାରୁ ଚିହ୍ନଟରେ ଟଙ୍କା କାରବାର କେବଳ ଧାର୍ମିକ ଭାବନାକୁ ଆଘାତ କରିବାର ଘଟଣା ନୁହେଁ, ଏକ ବିରାଟ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ଏ ଅପରାଧିକ ଷଡ଼ଯନ୍ତ୍ର

ଦୀନକୃଷ୍ଣ ମୀନାମଣ୍ଡଳୀ ଓ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମୀନାମଣ୍ଡଳୀ ଓ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ ଓ ବିଶିଷ୍ଟ ଶିକ୍ଷାବିତ୍ବିପିନ

ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମଳନୀ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ନାମ୍ପ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଜନତାପାର୍ଟିର ଏକ କର୍ମୀ ସମ୍ମଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦର ୯ ଓ ୧୦

ହକି ବିଶ୍ୱକପ ପାଇଁ ଟିକଟ ନ ମିଳିବାରୁ କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ ଭଙ୍ଗାରୁଜା:ଟିକଟ କଳା ବଜାର ଅଭିଯୋଗ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍‌

ପୁଣି ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା )ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ । କାର୍ତ୍ତିକ ମାସ ଆରମ୍ଭରୁ ପାଖାପାଖି ୨୧ ଦିନ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ ଥିବା କହିଛନ୍ତି ଶ୍ରୀମନ୍ଦିର

ଚାର୍ଜସିଟ୍‌ ଦାଖଲ ନ ହେବାରୁ ପୋଲିସ-ଓକିଲ ବିବାଦ ଶୁଣାଣି ଘୁଞ୍ଚିିଲା ୧୫କୁ …

କଟକ (ସମୃଦ୍ଧ ଓଡିଶା) ପୁଲିସ-ଆଇନଜୀବୀ ବିବାଦର ଆଜି ବି ଶୁଣାଣି ହୋଇ ପାରିଲାନାହିଁ । ହାଇକୋର୍ଟ ଆଜି ପୁଲିସ ଆଇନଜୀବୀ ବିବାଦର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଚାର୍ଜସିଟ ଦାଖଲ

ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ଛତିଶଗଡର ଦାନ୍ତେୱାଡା ଠାରେ ମାଓବାଦୀ ମାନେ ଗୁଳିକରି ହତ୍ୟାକରିବା ପ୍ରତିବାଦରେ ଜଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ହୋସଲା-୨୦୧୮’ରେ ଜଳେଶ୍ୱର ଗାନ୍ଧୀ ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଶିଶୁ ମହିଳା ବିକାଶ ଓ ମିଶନ ଶକ୍ତି ବିଭାଗ, ଭୁବନେଶ୍ୱର ତରଫରୁ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ଶିଶୁ

ମାଗଣା ଉଜ୍ଜ୍ୱଳା ଗ୍ୟାସ ଯୋଗାଣ ପ୍ରହସନ: ମହିଳାଙ୍କୁ ଠକିଲେ ସରକାର, ମା’ମାନେ ପୁଣି ଧରିଲେ କାଠ ଚୁଲି …

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦୀ ସରକାରଙ୍କର ବହୁ ପ୍ରଚାରିତ ଗରିବ ମାଆ ମାନଙ୍କର ଆଖିର ଲୁହ ପୋଛିବା ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଣ ପ୍ରହସନରେ ପରିଣତ