Category: Business News

ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ପୋଷ୍ୟ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ଵର ତା(ସମୃଦ୍ଧଓଡିଶା)ଶୁକ୍ରବାର ଅପରାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀର କରଞ୍ଜିଆ ଗ୍ରାମ ପଞ୍ଚାୟତର କାଶିମାବାଦରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ଏହି ଗ୍ରାମକୁ

ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ରାଉରକେଲା(ସମୃଦ୍ଧ ଓଡିଶା)ସେକ୍ଟର ୪ସ୍ଥିତ ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡା, ସାଂସ୍କୃତିକ ଓ ସାମାଜିକ ପରିଷଦର ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ

ଶେରଗଡ଼ ବ୍ଲକରେ ଆମ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଆଜି ୨୮ତାରିଖ ଗୁରୁବାର ଶେରଗଡ ବ୍ଲକର ସମସ୍ତ ପଞ୍ଚାୟତର ଯୁବକ ଯୁବତୀଙ୍କୁ ନେଇ ନୂଆ ଓଡିଶା ଅଧୀନରେ ଜାରି ରହିଥିବା କ୍ରୀଡା ଉତ୍ସବ ଆଜି ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ମିନି

ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କରିବା ପାଇଁ ଅଗ୍ରଣୀ ଭୁମିକା ଗ୍ରହଣ କରିଛି ଆସ୍ପାୟାର୍: ବିଧାୟକ ଲକ୍ଷଣ ମୁଣ୍ଡା

କୋଇଡା(ସମୃଦ୍ଧଓଡିଶା)କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆଜି ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଜନ ପ୍ରତିନିଧି, ଶିଶୁ ଅଧିକାର ସୁରକ୍ଷା ମଞ୍ଚ ତଥା

ମହାନ ସଂଘ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯକ୍ରମ ଆରମ୍ଭ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରାଜ୍ୟର ଅଗ୍ରଣୀ ସୁନାମ ଧନ୍ୟ ସଂଗଠନ ମହାନ ସଂଘ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଶୀତ ବସ୍ତ୍ର , ବସ୍ତ୍ର, ପୁରୁଣା ନୂଆଁ ଲୁଗା ବିତରଣ କାର୍ଯ୍ୟକ୍ରମ

କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହ ୧୬ % ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହ ୧୬% ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ ହୋଇଛି I ପୋଲସରା

ଦଶହରା ପୂଜା ଛୁଟି ପୂର୍ବରୁ ୨୨୦ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍

ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ

ଗୋପାଳପୁର(ସମୃଦ୍ଧ ଓଡିଶା)ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଗୋପାଳପୁର ଦ୍ୱାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଆୟୋଜନ କରି ଗ୍ରାମୀଣ ମହିଳାମାନେ ସେମାନଙ୍କ ସମ୍ପ୍ରଦାୟ

ସହରାଞ୍ଚଳରେ ଆପାର୍ଟମେଣ୍ଟ କିଣିବାପାଇଁ ବାଟ ଖୋଲିଲା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିବା ଦିଗରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଣିଲେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ୱ ଓ ପରିଚାଳନା ଚିଠା ନିୟମ-୨୦୨୩। ଓଡ଼ିଶା ଆପାର୍ଟମେଣ୍ଟ

କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା

ଭଞ୍ଜନଗର(ସମୃଦ୍ଧ ଓଡିଶା)ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ୍ ରେ ଜନସମ୍ପର୍କ ପଦଯାତ୍ରା

ଶେରଗଡ଼(ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶେରଗଡ଼ ବ୍ଲକର ବିଜେଡି ସଭାପତି ଶ୍ରୀ ଶରତ ପାତ୍ର,

ସମବାୟ ସମିତିର ସମ୍ପତ୍ତି ବିକ୍ରି ପାଇଁ ସରକାରଙ୍କ ଅନୁମତି ନିହାତି ଆବଶ୍ୟକ

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ରାଜ୍ୟର ସମବାୟ ସମିତିଗୁଡ଼ିକ ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ନିଜର ସ୍ଥାବର ସମ୍ପତ୍ତିିକୁ ବିକ୍ରି କରିପାରିବେ ନାହିଁ । ସମବାୟ ସମିତି ଆଇନ୍ ୧୯୬୨ ଅନୁଯାୟୀ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମହିଳା ଆନ୍ତର୍ଜାତୀୟ ବକ୍ତବ୍ୟମାଳା ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମହିଳା ଅଧ୍ୟୟନ ଗବେଷଣା ପ୍ରତିଷ୍ଠାନ ତରଫରୁ ପିଜି କାଉନସିଲ୍ ସେମିନାର ହଲ୍ ରେ ଏକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ବକ୍ତବ୍ୟମାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରାଜିଲ୍

ଟିଟାନିୟମ ପ୍ଲାଣ୍ଟ କର୍ମଚାରୀଙ୍କୁ ୩ମାସର ଦରମା ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମଜ଼ିଲ୍ଲା ଛତ୍ରପୁର ଉପକଣ୍ଠସ୍ଥ ଟିଟାନିୟମ ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମା ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ କର୍ମଚାରୀ

“ତାମ୍ପରା” ହ୍ରଦକୁ ଜବରଦଖଲ କରି କୋଠା ନିର୍ମାଣ ନେଇ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ ରେ ପିଟିସନ

ଛତ୍ରପୁର(ସମୃଦ୍ଧ ଓଡିଶା)”ତାମ୍ପରା” ହ୍ରଦକୁ ସଙ୍କୁଚିତ କରି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରିଥିବା ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନକୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ ର ଏକ ପିଟିସନ ଦାଖଲ କରିଥିବା ଜଣା ଯାଇଛି

ନିଷ୍ଟ କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ନିକଟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ବ୍ୟାଙ୍କଶାଖା ଖୋଲାଯାଇ ଲୋକଙ୍କୁ ସେବା ଯୋଗାଇବା ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଥିବା ବେଳେ ଫିନୋ ପେମେଣ୍ଟସ

ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା : ବ୍ୟାଙ୍କ କର୍ମଚାରୀଙ୍କୁ ବିଦ୍ୟାର୍ଥୀଙ୍କ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସ୍ଥିତ ପ୍ରେସିଡେନ୍ସି କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ନୂତନ ଭାବେ ବ୍ରହ୍ମପୁର ଠାରେ ପାଦ ଥାପି

ହିଞ୍ଜିଳି ନିର୍ବାଚନମଣ୍ଡଳୀ ଜନପ୍ରତିନିଧିଙ୍କ ଦ୍ଵିତୀୟ ପର୍ଯ୍ୟାୟ ଦୁବାଇ ଗ୍ରସ୍ତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୩୪ଜଣ ଜନପ୍ରତିନିଧି , ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ ଅଫିସର ସମୁଦାୟ

ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନ ଓ ଏକତା ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନ ଓ ଏକତା ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି

ବ୍ରହ୍ମପୁର ଟେଣ୍ଟ ଏଣ୍ଡ ସପ୍ଲାୟର୍ସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ଟେଣ୍ଟ ଏଣ୍ଡ ସପ୍ଲାୟର୍ସ ୱନର୍ସ ୱେଲଫର ଆସୋଶେଶନ ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ୮୭ ୟୁନିଟ ରକ୍ତ ସଂଘ୍ରହ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଫାଇଲେରିଆ ନିରାକରଣ ଅଭିଯାନ

ଆସିକା(ସମୃଦ୍ଧ ଓଡିଶା)ସାମୂହିକ ଔଷଧ ସେବନ ହଁ ଏକମାତ୍ର ଅବଲମ୍ବନ I ଯୁଦ୍ଧକାଳୀନ ଭିତ୍ତିରେ ସଂପାଦନ କରିବା ପାଇଁ ୧୦ରୁ ୧୯ ଅଗଷ୍ଟ ୨୦୨୩ ମଧ୍ୟରେ ଫାଇଲେରିଆ ନିରାକରଣ ଅଭିଯାନ ଓଡିଶା

ପୋଲିସର ଗଞ୍ଜେଇ ବେପାର ଯୋଗୁଁ ଲୋକେ ପିଟିଲେ

ଫୁଲବାଣୀ(ସମୃଦ୍ଧ ଓଡିଶା)ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ

ଦୁଇ ରାଜ୍ୟର ଷ୍ଟେସନ

ଜଣେ ମନୁଷ୍ୟ ଏକ ସମୟରେ ୨ଟି ସ୍ଥାନରେ ଅର୍ଥାତ୍ ୨ଟି ରାଜ୍ୟରେ ରହିବା ସମ୍ଭବ କି, ହଁ ନିହାତି ସମ୍ଭବ,କେମିତି ରହିପାରିବ କହୁଛି ନିମ୍ନରେ । ଆମ ଦେଶ ଭାରତ

ଶିକ୍ଷାର ଆଦର୍ଶ ଦେଖାଇଲେ ବିଦ୍ୟାର୍ଥୀ : ସରକାରଙ୍କୁ ନିର୍ଭର ନ କରି ରାସ୍ତା ମରାମତି କଲେ

ସୋରଡ଼ା(ସମୃଦ୍ଧ ଓଡିଶା) ଆମେ ସମସ୍ତେ ଡ଼ଃ. ଜଗନ୍ନାଥ ମହାନ୍ତି ଙ୍କ ‘ ତୁମ ପରି ଛୋଟ ପିଲାଟିଏ ‘ କବିତା ତୃତୀୟ ଶ୍ରେଣୀରେ ପଢ଼ିଛନ୍ତି, ଯେ କିପରି ମଧୁ ବାବୁ

ମହାନ୍ ସଂଘ ପକ୍ଷରୁ ଖାଦ୍ୟର ସଦୁପଯୋଗ କରିବା ନେଇ ସଚେତନତା ଅଭିଯାନ ଆରମ୍ଭ

ବ୍ରହପୁର(ସମୃଦ୍ଧ ଓଡିଶା)ସଂପ୍ରତି ବିଶ୍ୱରେ ଗୋଟିଏ ପାଖ ରେ ଖାଦ୍ୟ ଅଭାବ ଓ ଅନାହାର ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ବହୁ ଲୋକ ପେଟପୂରା ଖାଇବାକୁ ପାଉନଥିବାବେଳେ, ଅନ୍ୟ ପାଖ

ଆଇଜର ର ତୃତୀୟ ସମାବର୍ତ୍ତନ ଉତ୍ସବ : ଆଇଜର ଦେଶର ସର୍ବୋଚ ଗବେଷଣା କେନ୍ଦ୍ର ହେବ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସହର ଉପକଣ୍ଠ ଲାଉଡିଗା ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶିକ୍ଷାନୁଷ୍ଠାନର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ

ରାଜ୍ୟରେ ଚାଷୀ ସରକାର ଗଠନ ପାଇଁ ମସୁଧା : ଚାଷୀ ଦଳ ଏଥର କରିବେ ଖେଳ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ଚାଷୀମାନେ ଚାଷୀ ଦଳ ନାମରେ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କଲେଣି I ଚାଷୀ ମାନେ ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ଚାଷୀ ଦଳ ଚାହିଁଲେ

ଗଞ୍ଜାମର ୧୫୧ ହାଇସ୍କୁଲ ହେବ ରୂପାନ୍ତରୀକରଣ : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବଙ୍କ ନିର୍ଦେଶ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମର ଆଉ ୧୫୧ ହାଇସ୍କୁଲ ହେବ ରୂପାନ୍ତରୀକରଣ : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବଙ୍କ ନିର୍ଦେଶ I ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ

ବିଧାୟକ ରମେଶ ଜେନାଙ୍କ ଦ୍ୱାରା ଗୋକର୍ଣପୁରରେ ଖୋଲିଲା ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର

ଗୋକର୍ଣ୍ଣପୁର(ସମୃଦ୍ଧ ଓଡିଶା) ବହୁଦିନରୁ ପ୍ରତିକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦଘାଟିତ ହୋଇ ଯାଇଛି I ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ

‘ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌ : ଉପସ୍ଥାପନ ବିପ୍ଳବ ପାତ୍ର

‘ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ୱୟନ ଦାୟିତ୍ୱ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି ।ନୂଆ