Category: Business News

ସୋରଡା ୮ ୱାର୍ଡ : ଅର୍ଥ ମଞ୍ଜୁର ହେଲେ ମଧ୍ୟ ହୋଇ ପାରୁନି ଅଙ୍ଗନା ବାଡି କେନ୍ଦ୍ର

ସୋରଡା(ସମୃଦ୍ଧଓଡିଶା)ସୋରଡା ୮ ୱାର୍ଡ ପାଇଁ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏତେ ବୈମାତୃକ ମନୋଭାବ କାହିଁକି ? ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଛି, ହୋଇ ପାରୁନି ଅଙ୍ଗନା ବାଡି

ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏଣିକି ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟକୁ ପଦୋନ୍ନତି ହେବେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏଣିକି ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟକୁ ପଦୋନ୍ନତି ହେବେ। ଆଜି ବିଧିବଧ ଭାବେ କ୍ୟାବିନେଟ ନିର୍ଦ୍ଧାରଣ କରିଛି I ପୂର୍ବରୁ ଥିବା ୫ ପ୍ରତିଶତ ପଦୋନ୍ନତି

ପି.ଡି.ଆସିଲେ,  ଯାହା ଦେଖିବାର ଥିଲା ଦେଖିଲେ : ବିକାଶ ଶୂନ

ସୋରଡା(ସମୃଦ୍ଧଓଡିଶା) ଗଞ୍ଜାମଜିଲ୍ଲାର ସୋରଡା ବ୍ଲକକୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୀଳ ମାଧବ ଭୋଇ ଆସି ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିବା ସହ କାର୍ଯ୍ୟ ନିର୍ବାହି

ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୭ମ ସାଧାରଣ ବୈଠକ ସମାପ୍ତ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୭ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗତ କାଲି ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ସେଠୀ

ରତ୍ନଭଣ୍ଡାର ଖୋଲିବା ନେଇ ୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ(ସମୃଦ୍ଧଓଡିଶା) ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷର ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ଆଇ

୧୫ ଟଙ୍କାରେ ଏଣିକି ମିଳିବ ପେଟ୍ରୋଲ !

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)୧୫ ଟଙ୍କାରେ ପେଟ୍ରୋଲ ମିଳିପାରିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନି ଗଡ଼କରୀ କହିଛନ୍ତି ସାରା ଭାରତ ବର୍ଷରେ ପ୍ରତ୍ୟେକ ଜିନିଷର ମହଙ୍ଗା ଦର ସମସ୍ତଙ୍କୁ ମୋଦୀ

ପେନସନ୍ ରେ ବିଳମ୍ବ କଲେ ୧୮% ସୁଧ ଆଦାୟ କର : ମୁଖ୍ୟ ସଚିବ ପ୍ରଦୀପ ଜେନା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କୌଣସି ସରକାରୀ କର୍ମଚାରୀ ଅବସର ପରେ ପେନସନ୍ ପାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ପେନସନ ଧାରୀ ବାର୍ଷିକ ୧୮% ସୁଧ ହାରରେ ନିଜ ପେନସନ୍ ପାଇବାକୁ ହକଦାର ।

ହିଞ୍ଜିଳି ବ୍ଳକ-ଆଗାମୀ ୨୯ରେ ନିଯୁକ୍ତି ମେଳାରେ ଯୋଗଦେବାକୁ ବିଡ଼ିଓଙ୍କ ଆହ୍ୱାନ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଆଗାମୀ ୨୯ତାରିଖରେ ହିଞ୍ଜିଳି କାଟୁ ବ୍ଳକର ବେକାର ଯୁବକ ଯୁବତୀ ମାନେ ନିଜର ଯୋଗ୍ୟତା ପ୍ରମାଣ ପତ୍ର ଓ ଆଧାର କାର୍ଡ ଫୋଟୋ କପି ଧରି ନିଯୁକ୍ତି ମେଳାରେ

ବହୁ ଦିନର ଦାବୀ ପୂରଣ ହେଲା : ଏସବୁ ଗାଁ ହିଞ୍ଜିଳି ଥାନାରେ ମିଶିଲା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳି ବାସୀଙ୍କ ବହୁ ଦିନର ଦାବୀ ଏବେ ପୂରଣ ହୋଇଛି I ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯାହା ପୂରଣ କରିପାରି ନ ଥିଲେ ଏବେ ତାଙ୍କ ପୁତ୍ର ହିଞ୍ଜିଳି

ଗ୍ରେଡପେ ବୁଦ୍ଧି ଦାବୀକରି ୧୩ ଦିନରେ ଅମଲା ସଂଘର ଧାରଣା : ମା’ତାରାତାରିଣୀପୀଠରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲେ ଅମଲା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆମଲା ସଂଘ ୧୩ ଦିନ ହେଲା ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ Iଅମଲା ସଂଘର ଧାରଣା,ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି

ଘାଇଲା କଲାଣି ତାତି : ବାରମ୍ବାର ବିଦ୍ୟୁତ୍ କାଟ୍‌ ଯୋଗୁଁ ଜନ ଅସନ୍ତୋଷ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ସାଧାରଣ ଜୀବନକୁ ଘାଇଲା କରିସାରିଲେଣି । ଏଭଳି ସମୟରେ ବାରମ୍ବାର ପାୱାର କଟ୍‌ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି। ଏପରି ସମୟରେ ଶକ୍ତି ମନ୍ତ୍ରୀ

ଛପନ ତାଳୁକା କଣ୍ଡରା କୋର କମିଟି ସଭା ଅନୁଷ୍ଠିତ

ରମ୍ଭା(ସମୃଦ୍ଧ ଓଡିଶା)ସାବୁଳିଆ ଦକ୍ଷିଣେଶ୍ୱର ମତ୍ସ୍ୟଜୀବି କଣ୍ଡାରା ସାହି ଠାରେ ୫୬ ତାଳୁକା କୋର କମିଟି ସଭା ସ୍ଥାୟୀ ସଭାପତି ବ୍ରଜବନ୍ଧୁ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାହାନଗା ରେଲ

ସୋରଡା ବ୍ଲକରେ ଚିନାବାଦାମ ବିହନ ବାଟବଣା

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଚିନାବାଦାମ ବିହନ କୁ ନେଇ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପ୍ରତି ଚାଷୀ ଙ୍କ ନାମ

ହିଞ୍ଜିଳିକାଟୁ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ‘ମୋ ଘର’ ଯୋଜନା ବୈଠକ : ପୂର୍ବତନ ପୋୖରାଉପାଧ୍ୟକ୍ଷ ପ୍ରକାଶ ସ୍ୱାଇଁଙ୍କ ପ୍ରତିକ୍ରିୟା

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ରାଜ୍ୟରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ ଲୋକଙ୍କ କୋଠା ଘର ସ୍ୱପ୍ନକୁ ସାକାର କରିବା ପାଇଁ ଓଡିଶା ସରକାର ‘ମୋ ଘର’ ନାମକ ଏକ ଯୋଜନା ଆରମ୍ଭ

ରେଳ ଦୁର୍ଘଟଣାରେ ମୃତ ପରିବାରର ଜଣକୁ ସରକାରୀ ଚାକିରୀ : ମମତା

ଭୁବନେଶ୍ୱର(ସମୃଦ୍ଧଓଡିଶା)ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପଶ୍ଚିମ ବଙ୍ଗ ପରିବାରର ଜଣକୁ ସରକାରୀ ଚାକିରୀ ଦିଆଯିବ ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେ

ରେଳ ଦୁର୍ଘଟଣା ଯୋଗୁଁ ମାଗଣାରେ ଯାତ୍ରୀବାହୀ ବସ ଦେଲେ ଓଡିଶା ସରକାର …

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ମାଗଣାରେ ଯାତ୍ରୀବାହୀ ବସ ଯୋଗାଇଲା ଓଡିଶା ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ। ମାଗଣା ଯାତ୍ରୀ

ଦରଦାମ ନିୟନ୍ତ୍ରଣ ଓ ସରକାରୀ ଉଦାସୀନତା

୨୦୨୩ ଫେବୃଆରୀ ୧୫ରୁ ୨୬ ପର୍ଯ୍ୟନ୍ତ ଆଦିବାସୀ ମେଳା ହୋଇଥିଲା ଆଦିବାସୀ ପଡିଆ,ଭୁବନେଶ୍ୱରରେ ।ଏହି ମେଳାକୁ ଲୋକ ଆସନ୍ତି ଖାସକରି ଆଦିବାସୀ ଅଞ୍ଚଳରେ ଉପଲବ୍ଧ ବିଭିନ୍ନ ପ୍ରକାର ବନଜାତ,ପ୍ରାକୃତିକ ତଥା

କ’ଣ ହୋଇଗଲା ଯେ ପାଣ୍ଡିୟାନଙ୍କୁ ମୁଖ୍ୟମନ୍ତ୍ରୀ କହିଦେଲେ ?

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ ଅଫିସର ଭି କେ ପାଣ୍ଡିୟାନ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଯାଇଛନ୍ତି। ଯୁଆଡେ ଯିବେ ବର୍ତ୍ତମାନ ପଣ୍ଡିୟାନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି

ଗରିବଙ୍କୁ ଘର : ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ …

ଭୁବନେଶ୍ବର(ସମୃଦ୍ଧ ଓଡିଶା)ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ସ୍ବାଗତ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ କୁମାର ରାଉତରାୟ। କଂଗ୍ରେସ ବିଧାୟକ ସୁରେଶ୍ କୁମାର

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ …

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ ହୋଇଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ: ଲୋନ୍‌ ଖିଲାପକାରୀଙ୍କ ଠାରୁ ଜବରଦସ୍ତ ଗାଡ଼ି ଜବତ କରିବା ବେଆଇନ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ହାଇକୋର୍ଟ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି । ଲୋନ୍‌ ଖିଲାପକାରୀଙ୍କ ଠାରୁ ଜବରଦସ୍ତ ଗାଡ଼ି ଜବତ କରିବା ବେଆଇନ ବୋଲି କହିଛନ୍ତି । ଠିକ୍‌ ସମୟରେ ଲୋନ ବାବଦ

ଏଣିକି ପ୍ରତି ପଞ୍ଚାୟତକୁ ଚାଲିବ ନବୀନଙ୍କ ବସ୍‌ : ମୋ ବସ୍‌

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଏଣିକି ରାଜ୍ୟର ପ୍ରତି ପଞ୍ଚାୟତକୁ ଚାଲିବ ନବୀନଙ୍କ ବସ – ମୋ’ ବସ୍‌। ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳରେ ଦିଆଯିବ ପରିବହନ ସୁବିଧା। ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ

୧୧ଶହ ଟଙ୍କା ନୁହେଁ ମାତ୍ର ୫ ଶହ ଟଙ୍କାରେ ଗ୍ୟାସ ହାଣ୍ଡି…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) କର୍ଣ୍ଣାଟକରେ ଆଶାତୀତ ଜନମତ ସହ ସରକାର ଗଠନ କରିଥିବା ଜାତୀୟ କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ନଜର ପକାଇଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ

ଇଲେକ୍ଟ୍ରୋନିକ୍ସ ସାଇନ୍ସର ପିଜି ରିସର୍ଚ୍ଚ କନକ୍ଲେଭ – ୨୦୨୩ ଅନୁଷ୍ଠିତ…

ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସ୍ନାତକୋତ୍ତର ବିଭାଗ ପକ୍ଷରୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ର ବାର୍ଷିକ ପିଜି ରିସର୍ଚ୍ଚ କନକ୍ଲେଭ କାର୍ଯ୍ୟକ୍ରମ

ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରସ୍ତାବ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ବିଶ୍ୱ ଆତଙ୍କିତ ମହାମାରୀ କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱସ୍ତରର ସ୍ଥିତିକୁ ଦେଖି ଜି ଟ୍ୱେଣ୍ଟି ରାଷ୍ଟ୍ରମାନଙ୍କର ସମୂହ ମୁକାବିଲା ପାଇଁ ଅଜସ୍ର ଆର୍ଥୀକ ସହାୟତା ଦେଉଥିବା ଜଣାପଡିଛି

କରୋନା ଯୋଗୁଁ ଆୟକର ରିଟର୍ନ ଜୁନ ୩୦କୁ ବୃଦ୍ଧି…

ଭୁବନେଶ୍ବର (ସମୃଦ୍ଧ ଓଡିଶା) ଆଧାର ନମ୍ବର ସହିତ ପ୍ୟାନ୍ ନମ୍ବରକୁ ଲିଙ୍କ୍ କରିବା ପାଇଁ କେନ୍ଦ୍ର ସରକାର ଆହୁରି ସମୟ ଦେଇଛନ୍ତି । ଏହି ଆଧାର-ପ୍ୟାନ୍ ଲିଙ୍କ୍ ପାଇଁ ଅବଧି

ଟ୍ରେନ ଚଳାଚଳ ବନ୍ଦ ଯୋଗୁଁ ଚିନ୍ତାରେ ପାନ ବେପାରୀ …

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୟାବହତା ଯୋଗୁଁ ରେଲ ବୋର୍ଡଙ୍କ ନିଷ୍ପତ୍ତି କ୍ରମେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ରଖାଯିବା ଯୋଗୁଁ ପ୍ଲାଟ ଫର୍ମରେ

ପୁଣି ମାର୍ଚ୍ଚ ୧୧ରୁ କେନ୍ଦୁପତ୍ର କର୍ମଚାରୀଙ୍କ ଆନ୍ଦୋଳନର ଚେତାବନୀ….

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର କର୍ମଚାରୀ ସଂଘ ଛଅ ଦଫା ଦାବି ସଂପର୍କରେ ପଦ୍ମପୁର ଏସିଏଫଙ୍କ ସହିତ ଆଲୋଚନା କରି ବିଫଳ ହୋଇଥିବାରୁ ଆସନ୍ତା ମାର୍ଚ୍ଚ ୧୧

ଚଳିତ ଖରିଫ ଧାନ କିଣାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବୈଠକ…

ରାୟଗଡ଼ା(ସମୃଦ୍ଧ ଓଡିଶା)ଚଳିତ ଖରିଫ ଧାନକିଣାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଦିଗରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ

ଜିଲ୍ଲାସ୍ତରୀୟ ଆଶା, ଗାଁ, କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମ୍ମିଳନୀ ଅନୁଷ୍ଠିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ, କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମ୍ମିଳନୀ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ