Category: Current Topic

ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ରୂପେ ସାମିଲ କଲେ ସରକାର…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ ‘କରୋନା ଭାଇରସ ’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବା ବେଳେ ରାଜ୍ୟ ସରକାର ଆଜି ସମ୍ବାଦପତ୍ର

ମାନବିକତା ଭୂଲିଗଲେ ସିଟି ବସ୍ କର୍ମଚାରୀ : ଅଚେତ ଯାତ୍ରୀଙ୍କୁ ଅଧାରାସ୍ତାରେ ଓହ୍ଲାଇ…

ଗୋପାଳପୁର(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିଟି ବସରେ ବସି କିଛି ବାଟ ଗଲା ପରେ ହଠାତ ଅଚେତ ହୋଇ ପଡିଥିବା ଜନୈକ ବସ

୧୪ମାସ ପରେ ଅନୁଷ୍ଠିତ ହେଲା ସାନଖେମୁଣ୍ଡି ପଞ୍ଚାୟତ ସମିତି ବୈଠକ : ଲୋକପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଦୀର୍ଘ ୧୪ ମାସ ପରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତିର ୪ଥ ବୈଠକ ଅନୁଷ୍ଠିତ ହୋଇଅଛି । ଅନୁଷ୍ଠିତ ଏହି ସାଧାରଣ ବୈଠକରେ ନିର୍ବାଚିତ ସମସ୍ତ

ଓଡିଶା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ପି ଦାସ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ନିଯୁକ୍ତ ….

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଲ ପ୍ରସାଦ ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଦୀର୍ଘ ପ୍ରାୟ ୭ବର୍ଷ ଧରି ମାନବାଧିକାର କମିଶନରେ

୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ଦୋଷାରୋପ ପଛର ସାଙ୍ଘାତିକ ଷଢ଼ଯନ୍ତ୍ର ?…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ତୀବ୍ର

ଧର୍ମାବରମରେ ରେଳପଥ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ:ପୁରୀ-ଯଶୋବନ୍ତପୁର ଗରିବ ରଥ ଦିନଟିଏ,ପ୍ରଶାନ୍ତି ଏକ୍ସପ୍ରେସ ୯ ଦିନ ପାଇଁ ଆଂଶିକ ବାତିଲ…

ଭୁବନେଶ୍ବର (ସମୃଦ୍ଧ ଓଡିଶା )ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ

ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ନେଇ ଚାରି ମାସ ଭିତରେ ପଦକ୍ଷେପ ନେବାକୁ ସରକାରଙ୍କୁ ନି‌ର୍ଦ୍ଦେଶଦେଲେ ହାଇକୋର୍ଟ…

କଟକ(ସମୃଦ୍ଧ ଓଡିଶା )ରାଜ୍ୟରେ କାର୍ଯ୍ୟରତ ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଂଗରେ ୪ ମାସ ଭିତ‌େର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ

ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଆଜି କାର୍ତ୍ତିକ ପୂର୍ଣ୍ଣିମା। ବୋଇତ ବନ୍ଦାଣ ଉତ୍ସବ। ଆଜି ଭୋର୍‌ରୁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଆଜି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ତୋଫାନ ‘ଗାଜା’:ତାମିଲନାଡୁରେ ସ୍କୁଲ୍‌, କଲେଜ ବନ୍ଦ …

ଚେନ୍ନାଇ (ସମୃଦ୍ଧ ଓଡିଶା) ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୪୭୦ କିଲୋମିଟର ଦୂରରେ ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍‌ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ

ମାଲକାନାଗିରିରେ ପ୍ରସ୍ତୁତ ହେଲା ନକ୍ସଲ ଦମନ ପାଇଁ ରଣନୀତି…

ମାଲକାନଗିରି (ସମୃଦ୍ଧ ଓଡିଶା) ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କୁ ଦମନ କରିବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସମୁକ୍ତ ଓଡ଼ିଶା ଅଭିଯାନର  ମାଲକାନଗିରି ଜିଲ୍ଲା କମିଟି । ଏଥିପାଇଁ ଚିତ୍ରକୋଣ୍ଡାର ଦୁର୍ଗମ ଘଂଚ

ବଙ୍ଗୀୟ ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ଉଭୟ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା..

ଭୁବନେଶ୍ୱର ( ଆକାଶ ମିଶ୍ର ) :  ରାଜ୍ୟରେ ଏପରି ଏକ ଘଟଣା ଘଟଛି ଯାହାକୁ ନେଇ ସାରା ରାଜ୍ୟର ମୁଣ୍ଡ ନଇଁ  ଯାଇଥିଛି  । ଜଣେ ବଙ୍ଗୀୟ ଯୁବତୀକୁ  ଅତି ନିର୍ମମ

ଆଜି ସକାଳେ ପହଞ୍ଚିଲା GITAM ବିଶ୍ୱବିଦ୍ୟାଳୟ ମାଲିକଙ୍କ ମରଶରୀର: ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁନେତାଙ୍କ ସମାଗମ

ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀକୁ ଏୟାରପୋର୍ଟରୁ ଶୋଭାଯାତ୍ରାରେ ସହରକୁ ନିଆଯାଉଛି  ବିଶାଖାପାଟଣା(ଜି ଶ୍ରୀନିବାସ ):ତେଲୁଗୁ ଦେଶମ ପାର୍ଟିର founder ସଭ୍ୟ ତଥା ଦକ୍ଷିଣଭାରତର ପ୍ରମୁଖ ଶିକ୍ଷ୍ୟନୁଷ୍ଠାନ GITAM

ଆଖୁ କ୍ଷେତରେ ଗଳିଗଲା ବାୟୁସେନା ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ବିମାନ ଉତ୍ତର ପ୍ରଦେଶର ବାଗପତରେ ଆଖୁ କ୍ଷେତରେ ଅବତରଣ କରିବାକୁ ବାଧ୍ୟ ହୋଇଛି ।ଫଟୋରେ ବିମାନଟି ଯେମିତି ଢଙ୍ଗରେ ରହିଛି, ତାକୁ ଦେଖିଲେ ଲାଗୁଛି,

ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି :ସରକାର ଆମ୍ବୁଲେନ୍ସ ଯୋଗାଇଦେଇଛନ୍ତି କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଲୋକେହଇରାଣ ହେଉଛନ୍ତି।ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ

ସି.ପି.ଆ.ଇ.(ଏମ୍ -ଏଲ୍)ରେଡଷ୍ଟାରର ୬ଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଦୁଇଦିନ ଧରି ଆଜି ପୁରୀରେ ଅନୁଷ୍ଠିତ ହେବ

ଭୁବନେଶ୍ୱର ( ଆକାଶ ମିଶ୍ର ) -ଭାରତ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନ୍ ବାଦୀ)ରେଡଷ୍ଟାରର ଷଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଆଜି  ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ୭ ଅକ୍ଟୋବର ପର୍ଯ୍ୟନ୍ତ

ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଜିଲା ପ୍ରଶାସନରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ:ପାଟିରେ କଳାକନା ବାନ୍ଧି ନୀରବ ପ୍ରତିବାଦକଲେ ରାୟଗଡା ସାମ୍ବାଦିକମାନେ

ରାୟଗଡା (ତୁଷାର ରଞ୍ଜନ ସାହୁ ) ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ରାୟଗଡ଼ା ଜିଲ୍ଲାରେ ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଅଣଦେଖାକୁ ବିରୋଧ କରି ରାୟଗଡା ସାମ୍ବାଦକମାନେ ଜିଲା ପ୍ରଶାସନରକୁ

ସନ୍ଦିବାଡୀ ଗ୍ରାମରେ ପାଣି ସମସ୍ୟା ନେଇ ରାୟଗଡାର ମହିଳାମାନେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର

ରାୟଗଡା (ତୁଷାର ରଞ୍ଜନ ସାହୁ ): ରାୟଗଡା ବ୍ଲକ ସନ୍ଦିବାଡୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ସସମ୍ୟାକୁ ନେଇ ବୁଧବାର ପ୍ରତାପ ପୁଆଲାଙ୍କ ନେତୃତ୍ୱରେ ଏକ ଦାବି ପତ୍ର

ଜଳିଲା ଶ୍ରୀକ୍ଷେତ୍ର ବନ୍ଦ ସମ୍ପୂର୍ଣ ସଫଳ ସନ୍ଧ୍ୟାରେ ଶାନ୍ତି କମିଟିର ନିଷ୍ପତ୍ତି: ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିପାରିବେ ସେବାୟତ ଓ ତାଙ୍କ ପରିବାର

ପୁରୀରେ ଲଙ୍କାକାଣ୍ଡ। ଜଳିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଏଭଳି ଅଘଟଣ ଘଟିଛି। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ ହୋଇଛି। ୯

ପ୍ରାୟ ଦେଢ଼ ମାସ ପରେ ଉଠିଲା ରହସ୍ୟ ପୂର୍ଣ୍ଣ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଭୁବନେଶ୍ୱର (ଆକାଶ ମିଶ୍ର) : ନୟାପଲ୍ଲୀ ପୁର୍ଣ୍ଣ ନାୟକ ହତ୍ୟାକାଣ୍ଡର ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ୱାଡ଼ । ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ନାବାଳିକା ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ।ସେ ଆଜି ସକାଳେ ଶୌଚ

ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜନସଂପର୍କ  ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ

ବିନା ତାରରେ ବଲ୍‌ବ ଜଳୁଛି, ମୋବାଇଲ୍‌ ଚାର୍ଜ ବି ହେଉଛି,ଦେଖନ୍ତୁ ନୁଆଁପଡାର ଏହି ବୈଜ୍ଞାନିକଙ୍କୁ

ଖଡିଆଳ: ବିନା ତାରରେ ବିଜୁଳି ବଲ୍‌ବ ଜଳୁଛି, ମୋବାଇଲ ଫୋନ୍ ବି ଚାର୍ଜ ହୋଇ ପାରୁଛି। ଏଭଳି ଏକ କୌଶଳ ଉଦ୍ଭାବନ କରିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ତା

୩ରେ ନିମାପଡ଼ା ସମାବେଶ ପା‌ଇଁ ଜୋର୍‌ଦାର୍‌ ପ୍ରସ୍ତୁତି

ନୂଆ ଦଳ ଗଢ଼ି ପାରନ୍ତି ଦାମ ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନୂଆ ଦଳ ଗଢ଼ିବେ। ଏମିତି ଏକ ଚର୍ଚ୍ଚା ଆଜି ଜୋର୍‌ ଧରିଛି।

ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ଧାରଣା କରିଛି:ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ,କୌଣସି ବିଚାରପତିଙ୍କୁ ଛଡ଼ାଗଲା ନାହିଁ , ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ କୁଶପୁତ୍ତଳିକା ଦାହ କଲେ ଓକିଲ ସଂଘ

କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନାହିଁ । ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ

ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ବିଶାଖାପାଟଣାରେ ସମସ୍ତ ଔଷଧ ଦୋକାନ ବନ୍ଦରହିଛି ଓ ଜନସାଧାରଙ୍କୁ ସଚେତନ କରାଇବା ନିମନ୍ତେ ସହରରେ ବିଭିନ୍ନ ସ୍ଥାନରେ ପିକେଟିଂ ଚାଲିଛି ଦେଖନ୍ତୁ ଭିଡ଼ିଓ

ବିଶାଖାପାଟଣା (ପ୍ରତାପ କୁମାର ପାଢ଼ୀ): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ

ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ଢେଙ୍କାନାଳରେ ଚ୍ୟାମ୍ବର ଅଫ କମର୍ସର ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାରେ ଚାଲିଛି:ବନ୍ଦପାଳନ ସମ୍ପୂର୍ଣ ସଫଳ

ଢେଙ୍କାନାଳ (ଶୁଭମ ପାଣି): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ ବିରୋଧ

ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଚ୍ଛସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ:ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଥିବାରୁ ସାଧାରଣରେ ଉଦବେଗ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଛଭାରତସେବା ସମ୍ପୂର୍ଣ ଉପେକ୍ଷିତ ହୋଇଯାଇଛି । ପ୍ରଶାସନ ସ୍ୱଛଭାରତ ଅଭିଯାନକୁ ହେୟ ଜ୍ଞାନ କରୁଥିବାରୁ ସାରା ଅଂଚଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ଦମକଳ ବାହିନୀର ଆନ୍ଦୋଳନ ଯୋଗୁଁ ଢେଙ୍କାନାଳରେ ଜନସେବା ବିପର୍ଯ୍ୟସ୍ଥ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦମକଳ କେନ୍ଦ୍ରର ବିଭିନ୍ନ ଦାବିନେଇ ଆଜକୁ ଚାରିଦିନ ହେଲା କର୍ମଚାରି ମାନେ ଆନ୍ଦୋଳନରେ ବସିଥିବା ଯୋଗୁଁ ଜନସେବା ସମ୍ପୂର୍ଣ ଠପ ହୋଇଯାଇଛି । ଫଳରେ

ଆୟୁଷ୍ମାନ ଭାରତ ପାଇଁ ଜନ ଜାଗରଣ କରିବ ବିଜେପି

ଭୁବନେଶ୍ୱର(ଆକାଶ ମିଶ୍ର) –   ଆୟୁଷ୍ମାନ ଭାରତକୁ ଯୋଜନା ସଂକ୍ରାନ୍ତରେ ଚଳିତ ମାସ ୩୦ତାରିଖରୁ ସାରା ରାଜ୍ୟରେ ସପ୍ତାହବ୍ୟାପୀ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ଏଠାରେ

ହାବିଲଦାର ଓ କନେଷ୍ଟବଳ ମହାସଂଘ ଦେଲା ଆନ୍ଦୋଳନ ନେଇ ପାଲଟା ଚେତାବନୀ

ଭୁବନେଶ୍ୱର(ଆକାଶ ମିଶ୍ର)- ଓକିଲଙ୍କ ପରେ ଏବେ ଅଣ୍ଟା ଭିଡିଲେ ହାବିଲଦାର ଓ କନେଷ୍ଟବଳ ମହାସଂଘ । ଓକିଲ ମାନେ ଗିରଫ ଦାବିରେ ଅଡି ବସିଲେ ଏବଂ ଚାପ ସୃଷ୍ଟି କଲେ