Category: Current Topic

ବ୍ରହ୍ମପୁର ପୌର ନିଗମ ଏଠି କରୁଛି କଣ ? ଗାଈ ପେଟରୁ ବାହାରିଲା ୩୦ କିଲୋ ପଲିଥିନ ଜରି

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ

ରଘୁନାଥ ଏସ.ଏଚ.ଜି.ଗ୍ରୁପ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ !

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା’ ପ୍ରତିବଦଳରେ ଏସ.ଏଚ.ଜି. ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଏଦିଗରେ ଜିଲ୍ଲାପ୍ରଶାସନ ଧ୍ୟାନଦେଇ

ପୋଲିସ ଓ ପ୍ରୋସେକ୍ୟୁସନର ମିଳିତ ବୈଠକ ଓ କର୍ମଶାଳା

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ଓ ଅପରାଧିମାନେ ବେଖାତିର ଭାବେ ଖୋଲାରେ ବୁଲିବା ପୋଲିସ ବିଭାଗ ପାଇଁ ଏକ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ରାଧେଶ୍ୟାମ ଫାଉଣ୍ଡେସନର ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଛତ୍ରପୁରସ୍ଥ ଶିବ କୁମାର ରିଡିଙ୍ଗରୁମରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ୱାନଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳନ ଓ ସଖୀର ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା )ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୨ ଠାରେ ସଖୀ ୱାନ୍‌ଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଥିବା

ସୋରଡା ବିଡିଓଙ୍କ ଅଫିସ କାନ୍ଥରେ ରାଷ୍ଟ୍ରୀୟ ପ୍ରତୀକକୁ ନେଇ ବିବାଦ : ଗୃହ ବିଭାଗକୁ ଚିଠି ଲେଖି ଅଭିଯୋଗ

ସୋରଡା(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ପଞ୍ଚାୟତି ରାଜ ଅଫିସ କାର୍ଜ୍ୟାଳୟ କାନ୍ଥ ରେ ରାଷ୍ଟ୍ରୀୟ ପ୍ରତୀକକୁ ଅପମାନ ହୋଇଥିବା ଏବେ ଅଭିଯୋଗ ହେଇଛି। ଗଞ୍ଜାମ ଜିଲ୍ଲା ସୋରଡା ପଞ୍ଚାଯତ

ଆମ ଆଦମୀ ଦଳ ପକ୍ଷରୁ ହିଞ୍ଜିଳିରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଆଜି ଆମ ଆଦମୀ ପାର୍ଟି ଆସିକା ଲୋକ ସଭା ଆବାହକ ମିଟୁ ସାବତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ

୭୭ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ବର୍ଣ୍ଣାଢ଼୍ୟ ସମାରୋହର ପାଳନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି

ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ ଏମକେସିଜି ମେଡିକାଲକୁ ଶରୀର ଦାନ କଲେ ପରିବାର

ବ୍ରହ୍ମପୁର-(ସମୃଦ୍ଧଓଡିଶା) ଆଜି ସ୍ଥାନୀୟ ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବ୍ରହ୍ମପୁରର ଜୟଦୁର୍ଗା ନଗର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସାହୁଙ୍କ ମରଶରୀରକୁ ତାଙ୍କ ଇଛା ପ୍ରକାରେ

ଚୋରୀ ଘଟଣାରେ ୪ ଗିରଫ : ୧ପିକଆପ ଭ୍ୟାନ ଓ ୨୪ଟି ମୂଲ୍ୟବାନ ଟାୱାର ବ୍ୟାଟେରୀ ଜବତ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ହିଞ୍ଜିଳି ପୋଲିସକୁ ବଡ ସଫଳତା ମିଳିଛି I ଏକ ଚୋରୀ ଘଟଣାରେ ୪ ଜଣକୁ ଗିରଫ କରିବା ସହିତ ଗୋଟିଏ ମାକ୍ସ ପିକଆପ ଭ୍ୟାନ

ଫେମିଲି ପ୍ଳାନିଂ କରି ଡାକ୍ତର କାଟିଦେଲେ ମହିଳାଙ୍କ ପରିସ୍ରା ନାଡ଼ି : ଜିଲ୍ଲାପାଳଙ୍କ ଅଫିସରେ ମା’ନାକେଦମ

ଭଦ୍ରକ(ସମୃଦ୍ଧଓଡିଶା)ଫେମିଲି ପ୍ଳାନିଂ କରି ଡାକ୍ତର କାଟିଦେଲେ ମହିଳାଙ୍କ ପରିସ୍ରା ନାଡ଼ି I ‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଧୂମ୍ରପାନ ଏବଂ ନିଶା ନିବାରଣ ସଚ଼େତନତା ଶିବିର

ଆସିକା(ସମୃଦ୍ଧ ଓଡିଶା)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମୋ କଲେଜ ଅଭିଯାନ ତଥା ଜାତୀୟ ସେବା ସଂସ୍ଥା ୟୁନିଟ୍ ତରଫରୁ ଧୂମ୍ରପାନ ଏବଂ ନିଶା

ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦେହାନ୍ତ

ଛତ୍ରପୁର(ସମୃଦ୍ଧ ଓଡିଶା) ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକା ର ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ତଥା ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ (୮୧)ଙ୍କ ଗୁରୁବାର ଅପରାହ୍ନରେ

ସରକାରୀ ଛୁଟି ଦିନରେ ସାଧାରଣ ବୈଠକ ଆୟୋଜନ ନେଇ ପିଡିଙ୍କୁ ଅଭିଯୋଗ ପ୍ରେରଣ

ସୋରଡ଼ା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସୋରଡା ରେ ଛୁଟି ଦିନ ରେ ସାଧାରଣ ବୈଠକ ଆୟୋଜନ ନେଇ ବର୍ତମାନ ଏଠାକାର କାଉନ୍ସିଲର ଗଞ୍ଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ,ଜିଲ୍ଲା ସହରାଞ୍ଚଳ ଉନ୍ନୟନ

ପୂର୍ବତନ ବିଜେଡ଼ି ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ସରକାରୀ ୟୁ ପି ସ୍କୁଲ୍ ରେ ପୂର୍ବତନ ବିଜେଡ଼ି ସାଧାରଣ ସମ୍ପାଦକ ସ୍ବର୍ଗତ ପୁର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତ ଦାନ

ମଣିପୁର ହିଂସା ବିରୁଦ୍ଧରେ ଗଣ ପ୍ରତିବାଦ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଫାସିବାଦୀ ରାଷ୍ଟ୍ର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ ଜରୁରୀ ଅଟେ I ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳା ମାନଙ୍କ ପ୍ରତି ଯୌନ

ଫ୍ରେଣ୍ଡସ ୱେଲଫର କ୍ଲବର କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ବ୍ରହ୍ମପୁର ପାର୍କ ସାହି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ‘ଫ୍ରେଣ୍ଡସ ୱେଲଫର କ୍ଲବ’ର କର୍ମକର୍ତ୍ତା ନିର୍ବାଚନ ଆନୁଷ୍ଠାନିକ ଭାବେ ସମ୍ପର୍ଣ ହୋଇ ଯାଇଛି I ଏଥିରେ ଚଳିତ ବର୍ଷ

ଗଞ୍ଜାମ ଜିଲ୍ଲା ହୋଟେଲ ସଂଘର କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହୋଟେଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ହୋଟେଲ ନନ୍ଦନ ଇଣ୍ଟରନେଶନାଲ ସମ୍ମିଳନୀ କକ୍ଷରେ ରବିବାର ସମସ୍ତ ଗଞ୍ଜାମ ଜିଲ୍ଲାର ହୋଟେଲ ମାଲିକ ମାନଙ୍କୁନେଇ ନିର୍ବାଚନ

ସମାଜସେବୀ ଇଂ.ଦିପ୍ତିଙ୍କୁ ଇଣ୍ଡିଆନ୍ ଇଣ୍ଡିଭିଜୁଆଲ୍ ଏକ୍ସିଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କଳ୍ପନା ଛକ ସ୍ଥିତ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ପାନ୍ଥନିବାସ ପରିସରରେ ଇଣ୍ଡିଆନ୍ ଇଣ୍ଡିଭିଜୁଆଲ୍ ଏକ୍ସିଲେନ୍ସ ଆଓ୍ବାର୍ଡ ପ୍ରଦାନ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି

ଆସୁଛି ବାତ୍ୟା : ବ୍ୟାପକ କ୍ଷତି ସମ୍ଭାବନା

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆସୁଛି ବାତ୍ୟା’ବିପର୍ଯୟ’ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି । ସେଥିପାଇଁ ସରକାର ସତର୍କ ରହିବା ଆବଶ୍ୟକ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଭୟଙ୍କର ରୂପ

ପୁଣି ଏକ ଟ୍ରେନ ଲାଇନଚ୍ୟୁତ: ଏଲ୍‌ପିଜି ନେଇ ଯାଉଥିଲା ମାଲ୍‌ଗାଡ଼ି

ଜବଲପୁର(ସମୃଦ୍ଧ ଓଡିଶା) ଗତ କାଲି ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତର୍ଗତ ଶାହାପୁର ଭିତ୍‌ନୋଇରେ ଏକ ମାଲ୍‌ବାହୀ ଟ୍ରେନ୍‌ରୁ ୨ଟି ‘ଏଲ୍‌ପିଜି’ ୱାଗନ୍‌ ଲାଇନ୍‌ଚ୍ୟୁତ ‌‌ହୋଇଥିବା ଖବର ମିଳିଛି

ଗ୍ରେଡ଼ ପେ ବୃଦ୍ଧି ନ କଲେ ଆନ୍ଦୋଳନ ତୀବ୍ର ହେବ !

ଫୁଲବାଣୀ(ସମୃଦ୍ଧ ଓଡିଶା)ଦୀର୍ଘ ଦିନ ଧରି ରାଜ୍ୟରେ କାର୍ଯ୍ୟରତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪,୨୦୦ କୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବୀ ପୂରଣ ନ

ବାହନଗା ରେଳ ଦୁଘଟଣା : ସିବିଆଇ କରୁଛି ଛାନଭିନ

ବାଲେଶ୍ୱର(ସମୃଦ୍ଧ ଓଡିଶା)ଗତ ଶୁକ୍ରବାର ୨ ଜୁନ ଦିନ ସନ୍ଧ୍ୟା ୭ ଟା ସମୟରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ

ବିଷାକ୍ତ ଫଳ ଯୋଗୁଁ ୫ ଛାତ୍ର ଅସୁସ୍ଥ

ଭଦ୍ରକ(ସମୃଦ୍ଧଓଡିଶା) ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇଥିବା ଖବର ମିଳିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ

ମୌସୁମୀ ଆସୁଛି : ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୌସୁମୀ ଆସୁଛି । ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ …

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ ହୋଇଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ

ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ

କଲିକତା(ସମୃଦ୍ଧ ଓଡିଶା)ଗତ ରାତିରେ ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର

ଦିଗହରା ତଦନ୍ତ:ଷଡ଼ଯନ୍ତ୍ରକାରୀଙ୍କ ଭୂମିକା ରହସ୍ୟମୟ …

ସମ୍ବଲପୁର(ସମୃଦ୍ଧ ଓଡିଶା)ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ୧୧୮ ଦିନ ପରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ୫୪୩ପୃଷ୍ଠାର ପ୍ରିଲିମିନାରୀ ଚାର୍ଜସିଟ୍ ଦାଖଲ କରି ବ୍ୟକ୍ତିଗତ କାରଣ