Category: Current Topic

ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି :ସରକାର ଆମ୍ବୁଲେନ୍ସ ଯୋଗାଇଦେଇଛନ୍ତି କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଲୋକେହଇରାଣ ହେଉଛନ୍ତି।ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ

ସି.ପି.ଆ.ଇ.(ଏମ୍ -ଏଲ୍)ରେଡଷ୍ଟାରର ୬ଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଦୁଇଦିନ ଧରି ଆଜି ପୁରୀରେ ଅନୁଷ୍ଠିତ ହେବ

ଭୁବନେଶ୍ୱର ( ଆକାଶ ମିଶ୍ର ) -ଭାରତ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନ୍ ବାଦୀ)ରେଡଷ୍ଟାରର ଷଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଆଜି  ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ୭ ଅକ୍ଟୋବର ପର୍ଯ୍ୟନ୍ତ

ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଜିଲା ପ୍ରଶାସନରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ:ପାଟିରେ କଳାକନା ବାନ୍ଧି ନୀରବ ପ୍ରତିବାଦକଲେ ରାୟଗଡା ସାମ୍ବାଦିକମାନେ

ରାୟଗଡା (ତୁଷାର ରଞ୍ଜନ ସାହୁ ) ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ରାୟଗଡ଼ା ଜିଲ୍ଲାରେ ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଅଣଦେଖାକୁ ବିରୋଧ କରି ରାୟଗଡା ସାମ୍ବାଦକମାନେ ଜିଲା ପ୍ରଶାସନରକୁ

ସନ୍ଦିବାଡୀ ଗ୍ରାମରେ ପାଣି ସମସ୍ୟା ନେଇ ରାୟଗଡାର ମହିଳାମାନେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର

ରାୟଗଡା (ତୁଷାର ରଞ୍ଜନ ସାହୁ ): ରାୟଗଡା ବ୍ଲକ ସନ୍ଦିବାଡୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ସସମ୍ୟାକୁ ନେଇ ବୁଧବାର ପ୍ରତାପ ପୁଆଲାଙ୍କ ନେତୃତ୍ୱରେ ଏକ ଦାବି ପତ୍ର

ଜଳିଲା ଶ୍ରୀକ୍ଷେତ୍ର ବନ୍ଦ ସମ୍ପୂର୍ଣ ସଫଳ ସନ୍ଧ୍ୟାରେ ଶାନ୍ତି କମିଟିର ନିଷ୍ପତ୍ତି: ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିପାରିବେ ସେବାୟତ ଓ ତାଙ୍କ ପରିବାର

ପୁରୀରେ ଲଙ୍କାକାଣ୍ଡ। ଜଳିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଏଭଳି ଅଘଟଣ ଘଟିଛି। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ ହୋଇଛି। ୯

ପ୍ରାୟ ଦେଢ଼ ମାସ ପରେ ଉଠିଲା ରହସ୍ୟ ପୂର୍ଣ୍ଣ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଭୁବନେଶ୍ୱର (ଆକାଶ ମିଶ୍ର) : ନୟାପଲ୍ଲୀ ପୁର୍ଣ୍ଣ ନାୟକ ହତ୍ୟାକାଣ୍ଡର ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ୱାଡ଼ । ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ନାବାଳିକା ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ।ସେ ଆଜି ସକାଳେ ଶୌଚ

ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜନସଂପର୍କ  ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ

ବିନା ତାରରେ ବଲ୍‌ବ ଜଳୁଛି, ମୋବାଇଲ୍‌ ଚାର୍ଜ ବି ହେଉଛି,ଦେଖନ୍ତୁ ନୁଆଁପଡାର ଏହି ବୈଜ୍ଞାନିକଙ୍କୁ

ଖଡିଆଳ: ବିନା ତାରରେ ବିଜୁଳି ବଲ୍‌ବ ଜଳୁଛି, ମୋବାଇଲ ଫୋନ୍ ବି ଚାର୍ଜ ହୋଇ ପାରୁଛି। ଏଭଳି ଏକ କୌଶଳ ଉଦ୍ଭାବନ କରିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ତା

୩ରେ ନିମାପଡ଼ା ସମାବେଶ ପା‌ଇଁ ଜୋର୍‌ଦାର୍‌ ପ୍ରସ୍ତୁତି

ନୂଆ ଦଳ ଗଢ଼ି ପାରନ୍ତି ଦାମ ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନୂଆ ଦଳ ଗଢ଼ିବେ। ଏମିତି ଏକ ଚର୍ଚ୍ଚା ଆଜି ଜୋର୍‌ ଧରିଛି।

ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ଧାରଣା କରିଛି:ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ,କୌଣସି ବିଚାରପତିଙ୍କୁ ଛଡ଼ାଗଲା ନାହିଁ , ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ କୁଶପୁତ୍ତଳିକା ଦାହ କଲେ ଓକିଲ ସଂଘ

କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନାହିଁ । ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ

ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ବିଶାଖାପାଟଣାରେ ସମସ୍ତ ଔଷଧ ଦୋକାନ ବନ୍ଦରହିଛି ଓ ଜନସାଧାରଙ୍କୁ ସଚେତନ କରାଇବା ନିମନ୍ତେ ସହରରେ ବିଭିନ୍ନ ସ୍ଥାନରେ ପିକେଟିଂ ଚାଲିଛି ଦେଖନ୍ତୁ ଭିଡ଼ିଓ

ବିଶାଖାପାଟଣା (ପ୍ରତାପ କୁମାର ପାଢ଼ୀ): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ

ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ଢେଙ୍କାନାଳରେ ଚ୍ୟାମ୍ବର ଅଫ କମର୍ସର ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାରେ ଚାଲିଛି:ବନ୍ଦପାଳନ ସମ୍ପୂର୍ଣ ସଫଳ

ଢେଙ୍କାନାଳ (ଶୁଭମ ପାଣି): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ ବିରୋଧ

ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଚ୍ଛସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ:ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଥିବାରୁ ସାଧାରଣରେ ଉଦବେଗ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଛଭାରତସେବା ସମ୍ପୂର୍ଣ ଉପେକ୍ଷିତ ହୋଇଯାଇଛି । ପ୍ରଶାସନ ସ୍ୱଛଭାରତ ଅଭିଯାନକୁ ହେୟ ଜ୍ଞାନ କରୁଥିବାରୁ ସାରା ଅଂଚଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ଦମକଳ ବାହିନୀର ଆନ୍ଦୋଳନ ଯୋଗୁଁ ଢେଙ୍କାନାଳରେ ଜନସେବା ବିପର୍ଯ୍ୟସ୍ଥ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦମକଳ କେନ୍ଦ୍ରର ବିଭିନ୍ନ ଦାବିନେଇ ଆଜକୁ ଚାରିଦିନ ହେଲା କର୍ମଚାରି ମାନେ ଆନ୍ଦୋଳନରେ ବସିଥିବା ଯୋଗୁଁ ଜନସେବା ସମ୍ପୂର୍ଣ ଠପ ହୋଇଯାଇଛି । ଫଳରେ

ଆୟୁଷ୍ମାନ ଭାରତ ପାଇଁ ଜନ ଜାଗରଣ କରିବ ବିଜେପି

ଭୁବନେଶ୍ୱର(ଆକାଶ ମିଶ୍ର) –   ଆୟୁଷ୍ମାନ ଭାରତକୁ ଯୋଜନା ସଂକ୍ରାନ୍ତରେ ଚଳିତ ମାସ ୩୦ତାରିଖରୁ ସାରା ରାଜ୍ୟରେ ସପ୍ତାହବ୍ୟାପୀ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ଏଠାରେ

ହାବିଲଦାର ଓ କନେଷ୍ଟବଳ ମହାସଂଘ ଦେଲା ଆନ୍ଦୋଳନ ନେଇ ପାଲଟା ଚେତାବନୀ

ଭୁବନେଶ୍ୱର(ଆକାଶ ମିଶ୍ର)- ଓକିଲଙ୍କ ପରେ ଏବେ ଅଣ୍ଟା ଭିଡିଲେ ହାବିଲଦାର ଓ କନେଷ୍ଟବଳ ମହାସଂଘ । ଓକିଲ ମାନେ ଗିରଫ ଦାବିରେ ଅଡି ବସିଲେ ଏବଂ ଚାପ ସୃଷ୍ଟି କଲେ

ଦେଶର ସମୃଦ୍ଧି ପାଇଁ ସ୍ୱଦେଶୀ ହିଁ ଏକମାତ୍ର ପନ୍ଥା ଖୋର୍ଦ୍ଧାରେ ସ୍ୱଦେଶୀ ସପ୍ତାହ ଉଦ୍ଘାଟିତ

ଖୋର୍ଦ୍ଧା (ଆକାଶ ମିଶ୍ର)-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ପାଳନ ହେବାକୁ ଥିବା

ସ୍ୱାସ୍ଥ୍ୟକୁ ‘ଥ୍ରୀ ଡି’ର ପରିସୀମା ଉଦ୍ଧ୍ୱର୍ରେ ଚିନ୍ତାକରିବାପାଇଁ ଓଡ଼ିଶାର ସ୍ୱାସ୍ଥ୍ୟକର୍ମୀଙ୍କ ଆବେଦନ

ଭୁବନେଶ୍ୱର(ଆକାଶ ମିଶ୍ର ) -ସେପଟେମ୍ବର ୨୨-୨୩ ତାରିଖରେ ରାୟପୁରଠାରେ ଅନୁଷ୍ଠିତ ତୃତୀୟ ଜାତୀୟ ସ୍ୱାସ୍ଥ୍ୟ ପରିଷଦରେ ଓଡ଼ିଶାରୁ ୮୦ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରତିନିଧିତ୍ୱ କରିଥିଲେ । ଜନସ୍ୱାସ୍ଥ୍ୟ ଅଭିଯାନ, ଓଡିଶାର ଆବାହକ ଶ୍ରୀ

ଢେଙ୍କାନାଳରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଧାୟକ ସରୋଜ ସାମଲ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମ ପଞ୍ଚାୟତରେ ଆମ ଗାଁ ଆମ ବିକାଶର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ମୁଖ୍ୟ

ଆସନ୍ତା ୫ରେ “ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କ୍ୟାମ୍ପ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଧେଶ

ଭୁବନେଶ୍ୱର – ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟର ୧୮ ବର୍ଷରୁ ଉଦ୍ଧ୍ୱର୍ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କର ମତଦାନ ଅଧିକାରକୁ ସାକାର କରିବା ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହଯୋଗରେରାଜ୍ୟର ଜିଲ୍ଲାସ୍ତରରେ କାର୍ଯ୍ୟ

ବାର୍ଦ୍ଧକ୍ୟ ଭତା ୧୦୦୦ ଟଙ୍କା ବଢ଼ାଇବାକୁ ନରସିଂହଙ୍କ ପ୍ରସ୍ତାବ

ଭୁନନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ

ଅକ୍ଟୋବର ୩ରେ ଓଡ଼ିଶା ଆସୁଛନ୍ତି ପ୍ରବୀଣ ତୋଗାଡ଼ିଆ

ଭୁବନେଶ୍ୱର(ଆକାଶ ମିଶ୍ର)- ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚପି)ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ:ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଆସୁଛନ୍ତି।ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚିୟୁଟ ଅଫ ଇଞ୍ଜିନିୟରସଠାରେ ତୋଗାଡ଼ିଆ

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ(ଶୁଭମ ପାଣି):ଜିଲ୍ଲା କ୍ରୀଡସଂଘ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟର ଆଜି ପଞ୍ଚମ ଦିବସରେ କିଶୋର କ୍ଳବ ଦୁଦୁରାକୋଟ ସିନିୟର ଫୁଟବଲ ଟିମକୁ ୭ – 0 ଗୋଲରେ ପାରସ୍ଥକରି

ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବା ପାଇଁ ବା ମୋବାଇଲ୍ ସିମ୍ କାର୍ଡ ପାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ-ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:“ଆଧାର କାର୍ଡ ଦେଶର ସାଧାରଣ ଲୋକଙ୍କ ପରିଚୟ ପାଲଟି ଯାଇଛି। ଆଧାର କାର୍ଡ ସୁରକ୍ଷିତ। କେହି ଏହାର ଡୁପ୍ଲିକେଟ୍ କରିପାରିବେ ନାହିଁ। ଆଧାର କାର୍ଡକୁ ସମାଲୋଚନା କରିବା ଅର୍ଥ ଲୋକଙ୍କ

ଫିଲ୍ମ କ୍ୟାରିଅର୍‌ରେ ଜବରଦସ୍ତ ସଫଳତା ସହ ଆଗକୁ ବଢ଼ୁଥିବା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ରେଡିଓ ଜକି ହେବେ

ମୁମ୍ବାଇ: ଫିଲ୍ମ କ୍ୟାରିଅର୍‌ରେ ଜବରଦସ୍ତ ସଫଳତା ସହ ଆଗକୁ ବଢ଼ୁଥିବା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ରେଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୧୦୪.୮ fmରେ ଆ‌ର୍‌ଜେ( ରେଡିଓ

ନିଃଶୁଳ୍କ ଶିକ୍ଷା ଓ କର୍ମନିଯୁକ୍ତି ଦାବିରେ ୨୮ ସେପ୍ଟେମ୍ବର ରାଜ୍ୟବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ : ଅଖିଳ ଭାରତ ଛାତ୍ରସଂଘ

ଭୁବନେଶ୍ୱର(ଆକାଶ ମିଶ୍ର)  : ଅଖିଳ ଭାରତ ଛାତ୍ରସଂଘ (ଏ.ଆଇ.ଏସ୍ .ଏଫ୍ .)ର ରାଜ୍ୟସ୍ତରୀୟ କନ୍ ଭେନ୍ ସନ୍ ଭୁବନେଶ୍ୱରସ୍ଥିତ ୟୁନିଟ୍ -୬ରେ ଅନୁଷ୍ଠିତ ହୋଇଯାଇଅଛି। ସଂଘମିତ୍ର ଜେନା, ଜିତେନ୍ଦ୍ର ଦାସ ଓ

ଗାନ୍ଧୀଜୀଙ୍କ ୧୫୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର (ଆକାଶ ମିଶ୍ର)-  ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ବହୁତ ଅଧିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ

କଟକରେ ସରକାରୀ ଅଫିସ ଆଗରେ ପିକେଟିଂ କଲେ ଆଇନଜୀବୀ : ଗୁରୁବାର ନବୀନ ନିବାସ ଘେରିବେ ଓକିଲ

ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦ ୨୮ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କଟକର ସରକାରୀ ଅଫିସ ଆଗରେ ପିକେଟିଂ କଲେ ଆଇନଜୀବୀ ସବୁ ଅଫିସରେ କାମ ଠପ୍ ଗୁରୁବାର ନବୀନ