Category: Current Topic

ଓଡିଶାର ରାଜନୈତିକ ସ୍ଥିତି ସଂପର୍କରେ ଆଣ୍ଟୋନୀ କମିଟି ଆଗରେ ତଥ୍ୟ ରଖିଲା କଂଗ୍ରେସ

ଭୁବନେଶ୍ୱର (ଆକାଶ ମିଶ୍ର): ରାହୁଲ ଗାନ୍ଧୀଙ୍କ ଡାକରା ପାଇ ଦିଲ୍ଲୀ ଯାଇତିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ସେଠାରୁ ଓଡିଶାର

ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଅନଶନ

ଭୁବନେଶ୍ୱର(ଆକାଶ ମିଶ୍ର) – ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀମାନେ ଦାବି ପୂରଣ ଲାଗି ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଅନଶନରେ ବସିବେ ।ଆସନ୍ତା

ବିଜୁ ଶ୍ରମିକ ସାମ୍ମୁଖ୍ୟ ଉଦ୍ୟମରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଗଠିତ

ଭୁବନେଶ୍ୱର(ଆକାଶ ମିଶ୍ର): ଆଜି ଭୁବନେଶ୍ୱର ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଉଦ୍ୟମରେ ନୂଆକରି ଗଢ଼ି ଉଠିଲା ‘ଅଙ୍ଗନବାଡ଼ି କର୍ମୀ ଓ ହୁମଏମ ସାମ୍ମୁଖ୍ୟ’ । ଆଜିର ଏହି ପ୍ରଥମ ସମ୍ମିଳନୀରେ

ଓଡ଼ିଶାରେ ବିଜେପିର ମିଶନ – ୧୨୦ ପେଟ୍ରୋଲ-ଡିଜେଲ ଲିଟର ପିଛା ୧୨୦ ଟଙ୍କା

ଭୁବନେଶ୍ୱର(ଆକାଶ ମିଶ୍ର)- ଭାରତୀୟ ଜନତା ପାର୍ଟି ୨୦୧୪ରେ ୫ବର୍ଷ ଭାରତବର୍ଷର ଜନସାଧାରଣଙ୍କୁ ମାଗିଥିଲା, ସେମାନଙ୍କ ଜୀବନରେ ଅଚ୍ଛେଦିନ ଆଣିବା ପାଇଁ । କିନ୍ତୁ ସାଢ଼େ ୪ବର୍ଷ ପରେ ମଧ୍ୟ ସେ

ଓଆରଏଚଡିସି ଦୁର୍ନୀତି ମାମଲା: ଆଇଏଏସ ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

ଭୁବନେଶ୍ୱର: ଓଆରଏଚଡିସି ଦୁର୍ନୀତି ମାମଲାର ଶୁଣାଣି କରି ଆଜି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ହିମାଚଳପ୍ରଦେଶରେ ଦେଖିବାକୁ ମିଳିଲା ବନ୍ୟାର କରାଳ ରୂପ : ଦେଖୁ ଦେଖୁ ଭାସିଗଲା ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌, ଦେଖନ୍ତୁ କିଭଳି ଥିଲା ସେ ସମୟର ଭୟଙ୍କର ଦୃଶ୍ୟ

ହିମାଚଳପ୍ରଦେଶର ମନାଲୀରେ ଏକ ବସ୍‌ ବନ୍ୟା ପାଣିରେ ଭାସିଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବସ୍‌ଟି ଷ୍ଟାଣ୍ଡରେ ରଖା ଯାଇଥିବା ପରେ ହଠାତ୍‌ ଭାସି ଯାଇଥିଲା

‘ଆୟୁଷ୍ମାନ ଭାରତ’ର ଯୋଜନାରେ କାହିଁକି ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ନାହାନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ପ୍ରାୟ ୫୦ କୋଟି ଭାରତୀୟ ଉପକୃତ

ଧନ୍ୟ କହିବା ସେଇମାନଙ୍କୁ ଯେଉଁମାନେ ତଥାକଥିତ ‘ଉପଦେଷ୍ଟା’ ସାଜି ନବୀନ ବାବୁଙ୍କୁ ଦୁର୍ବୁଦ୍ଧି ଦେଉଛନ୍ତି

ଭୁବନେଶ୍ୱର: ବିଜେଡିରୁ ବିଦା ହେଲା ପରେ ବରିଷ୍ଟନେତା ଦାମୋଦର ରାଉତ୍‌ ରୁକ୍ଷ ମୁଡ୍‌ରେ ଅଛନ୍ତି। ଆଗରୁ ଦଳ ବିରୋଧରେ ବର୍ଷୁଥିବା ଦାମୋଦର ରାଉତ୍‌ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଛନ୍ତି। 

ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହିଷ୍ଣୁ ହୋଇପଡୁଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ଗର୍ଭବତୀ ମହିଳାମାନେ ଅଟୋରେ, ବାଟରେ, ପୋଲ ତଳେ ପ୍ରସବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କା ଦେଇ ମହିଳାଙ୍କ ମୁହଁ ବନ୍ଦ କରିଦେବାକୁ

ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଏବେ ଉଭୟ କଂଗ୍ରେସ ଓ ପାକିସ୍ତାନ ଜୋରଦାର ଉଦ୍ୟମ କରୁଛନ୍ତି – ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ର

ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଏବେ ଉଭୟ କଂଗ୍ରେସ ଓ ପାକିସ୍ତାନ ଜୋରଦାର ଉଦ୍ୟମ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାରି ଦେଲେ ନକ୍ସଲ ! ଆସନ୍ତୁ ଦେଖିବା ?

ବିଶାଖାପାଟଣା(ପ୍ରତାପ କୁମାର ପାଢି) : ଆନ୍ଧ୍ରପ୍ରଦେଶରେ ଆଜି ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ।ମୃତ ବିଧାୟକ ହେଉଛନ୍ତି ଶାସକ ଟିଡିପିର। ତାଙ୍କ ନାଁ

ମୋଦିଙ୍କୁ ଇମ୍ରାନଙ୍କ କଟାକ୍ଷ : ବେଳେବେଳେ ଛୋଟ ଲୋକ ବଡ଼ ଚୌକିରେ ବସିଯାଆନ୍ତି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ କଥାବାର୍ତ୍ତାକୁ ଭାରତ ପକ୍ଷରୁ ବାତିଲ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଭାରତ ସରକାରଙ୍କୁ

ଝାରସୁଗୁଡ଼ାଠାରେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର ’କୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା:ଆଜି ଝାରସୁଗୁଡ଼ା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର’କୁ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ,

ଡାଇବେଟିସ୍‌ର ଉପଚାର ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପଚାର

ଭୁବନେଶ୍ୱର: ମଧୁମେହ ବା ଡାଇବେଟିସ୍‌ ଏକ ଦୀର୍ଘକାଳୀନ ସ୍ଥିତି ଯାହା ବିଭିନ୍ନ କାରଣରୁ ହୋଇଥାଏ। WHO ଅନୁସାରେ, ଦୁନିଆରେ ସବୁଠାରୁ ଅଧିକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଡାଇବେଟିସ୍‌ ଅନ୍ୟତମ।

କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?

– ପ୍ରସାଦ ରାଓ- ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ

ଧଉଳିରେ ପର୍ଯ୍ୟଟନ ପର୍ବ ଅବସରରେ ସ୍ୱଚ୍ଛଭାରତ ଚିିତ୍ର ଆଙ୍କିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ ପର୍ବ ଅବସରରେ ଧଉଳି ଶାନ୍ତିସ୍ତୁପଠାରେ ଭାରତ ପର୍ଯ୍ୟଟନ ଓ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି

ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍‌ କରିଛି ପୋଲିସ,ଗିରଫ ହେବେ କି ବୈଜୟନ୍ତ ?

ଭୁବନେଶ୍ୱର : ଶନିବାର ଦିନ ଚିଲିକା ଉପରେ ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିଲା ହଟଚମଚ। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ

ଅଭିନେତ୍ରୀ ଲିଜା ରାଏ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି

ନୂଆଦିଲ୍ଲୀ: ଅଭିନେତ୍ରୀ ଲିଜା ରାଏ ନିକଟରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଲିଜା ସେରୋଗେସି ଜରିଆରେ ଦୁଇଟି କନ୍ୟା ସନ୍ତାନଙ୍କ ମା’ ବନିବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ସୋସିଆଲ ମିଡିଆ

ସୂର୍ଯ୍ୟ ଜଣେ ଭ୍ରଷ୍ଟ ଲୋକ; ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି: ଦାମ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଆଜି ପୁଣି ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ

ଭୟଙ୍କର ବିସ୍ଫୋରଣ: ଫାଟିଲା ସିଲିଣ୍ଡର, ଉଡ଼ିଗଲା ୪୦ ଘରର ଛାତ,ଜଣେ ମୃତ, ୮ ଗୁରୁତର

ରାଉରକେଲା: ରୋଷେଇ ଗ୍ୟାସ୍‌ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ଏତେ

ଦାମଙ୍କର ଟିଟୋ ସହିତ ସମ୍ପର୍କ ରହିଛି: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳରୁ  ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.

ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା

ଅମଲା ସଂଘର ‘ନବୀନ ନିବାସ ଚାଲ’ ଡାକରା ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ

‘ସ୍ୱଚ୍ଛତା ହି ସେବା’ ଅଭିଯାନ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ

ମହାତ୍ମା ଗାନ୍ଧୀଙ୍କ ପରିଚ୍ଛନ୍ନ ଭାରତର ସ୍ୱପ୍ନକୁ ସାକାର କରିବା ଏଇ ଅଭିଯାନର ଲକ୍ଷ୍ୟ      ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ମେସେଜ୍‌ ଜରିଆରେ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ

କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡ଼ିର ସାଙ୍ଗଠନିକ କ୍ଷେତ୍ରରେ ନୂଆ ନିଯୁକ୍ତି ଭୁବନେଶ୍ୱର: ଆଜି ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ କ୍ଷେତ୍ରର କେତେକ ନୂଆ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ସାଂସଦ

ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆମାଜନ ସିଇଓ ଦାନ କରିବେ ୧୪ ହଜାର ୫୦୦ କୋଟି ଟଙ୍କା!

ଦିନକୁ ଦିନ ଦେଶରେ ଗରିବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ବି ଅନେକ ଲୋକ ଭୋକ ଉପାସରେ ରହୁଛନ୍ତି। ଗରିବୀ ଦୂରୀକରଣ ପାଇଁ ସରକାର ବହୁ ଯୋଜନା

ଧର୍ମେନ୍ଦ୍ର ଅସନ୍ତୋଷ ନେଇ ବିଜେପିର ଗର୍ଜନ

ଏନ୍‌ଟିପିସି ପ୍ରକଳ୍ପ ଅନୁମୋଦନ ମିଳିଲା ନାହିଁ ଭୁବନେଶ୍ୱର: ଏନ୍‌ଟିପିସି ସମେତ ବିଭିନ୍ନ ରାଷ୍ଟାୟତ୍ତ ଉଦ୍ୟୋଗଙ୍କର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି

ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବାର ଚିଠି ପରେ ଆଶା କରାଯାଉଥିଲା କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା

ମା ସମଲେଇ:ନୂଆଖାଇ ଜୁହାର ସହିତ ଘରେ ଘରେ ଆରମ୍ଭ ହେଲା ଉତ୍ସବ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାିତ ଲଗ୍ନରେ ମା ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ

ଧାମରାରେ ହେବ ବାଣିଜ୍ୟିକ ବିମାନ ବନ୍ଦର

କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦେଶ ଭୁବନେଶ୍ୱର: ଧାମରାଠାରେ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଜି