Category: Entertainment

ବନ୍ଦେ ଭାରତ ଟ୍ରେନ୍‌ ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ : ରେଳ ବିକାଶ କ୍ଷେତ୍ରରେ ସୁବର୍ଣ୍ଣ ଯୁଗର ଅୟମାରମ୍ଭ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

ରାଉରକେଲା ଶ୍ରୀଅରବିନ୍ଦ ସ୍କୁଲରେ ହିନ୍ଦୀ ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ସେକ୍ଟର ୫ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ

ମୌସୁମୀ ବୈଠକ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର(ସମୃଦ୍ଧଓଡିଶା) ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଭୁବନେଶ୍ବରଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନନ୍ଦଗାଓଁ ଗୋ-ଶାଳାରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ

ଭୁବନେଶ୍ୱର/ରାଉରକେଲା(ସମୃଦ୍ଧଓଡିଶା) ଗୋ-ମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ନନ୍ଦଗାଓଁ ଗୋ-ଶାଳାରେ ପୂର୍ବ ସୂଚନା ଓ ଘୋଷଣା ମୁତାବକ ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନିଆରା ଢଙ୍ଗରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ ହୋଇଛି୤ ଟ୍ରଷ୍ଟ୍‌ର

‘ବେଦଧ୍ୱନୀ ମହୋତ୍ସବ’ ଆଜି ଉଦଯାପିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଜ୍ୟୋତି କଳା ପରିଷଦ, ଭୁବନେଶ୍ୱର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ “ବେଦଧ୍ବନୀ ମହୋତ୍ସବ” ଆଜି ଉଦଯାପିତ ହୋଇ ଯାଇଛି । କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ବିଶିଷ୍ଟ ଅତିଥି

ନୀଳାଚଳ ଯୁବ ପରିଷଦର ଗଣେଶ ପୂଜା ଓ ପ୍ରସାଦ ବଣ୍ଟନ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି। ପରିଷଦର ସଭାପତି ରାଜେଶ

ଏବେ ନବୀନ ବାବୁ ପୁରା ଆକ୍ଟିଭ : ଦେଖୁ ନାହାନ୍ତି ଆଜି ବୁଲି ବୁଲି ଗଣେଶ ମେଢ଼ ଦେଖୁଛନ୍ତି

ଭୁବନେଶ୍ୱର(ସମୃଦ୍ଧଓଡିଶା) ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀ ପଦ ଗଲା ପରେ ପୁରା ଟେନସନ ଫ୍ରି  I ଓଡ଼ିଶାରେ ପାଦ ଦେଉ ଦେଉ ଚବିଶ ବର୍ଷ କାଳ କଣ କମ କଥା ହୋଇଛି

ସମାଜସେବୀଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ

ରାଉରକେଲା(ସମୃଦ୍ଧଓଡିଶା)ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ବେଛାସେବୀ ସଂଗଠନକୁ। ସୂଚନାଯୋଗ୍ୟ ଯେ ବାଗବୁଡି ବସ୍ତିର

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ) ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ତାରିଖ ଦିନ ପାଳନ ହୋଇଯାଇଛି। ଉକ୍ତ ଦିବସ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର

ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ UBCA

ପତ୍ରିକା ଅଭିନୟ ଜଗତର ଆୟୋଜକ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ‘ବନ୍ଦେ ମାତରମ୍ ‘ତରଫରୁ ସମାଜ ସେବା ପାଇଁ ସମ୍ମାନୀତ ହେଲେ ଆମ ପ୍ରତିନିଧି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଟାଉନ ହଲ ଠାରେ ପତ୍ରିକା ‘ଅଭିନୟ ଜଗତ’ ଆୟୋଜକ ଓ ପ୍ରେସିଡେନ୍ସି ମହାବିଦ୍ୟାଳୟ ସହଯୋଗରେ ଦେଶର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ବନ୍ଦେ ମାତରମ୍” ଅନୁଷ୍ଠିତ

ଗଜପତିରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଗିଲ ବିଜୟ ଦିବସ ପାଳନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ସମଗ୍ର ଦେଶରେ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରର ରାଜନହର ଛକରେ ବିଶ୍ଵ ହିନ୍ଦୁ ପରିଷଦ ଓ

ଓଡିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆସନ୍ତା ଅକ୍ଟୋବର ୨୦ ତାରିଖ ରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ ଭାଇଙ୍କ

ପାରିବାରିକ ଏବଂ ସାମାଜିକ ସଦ୍ଭାବନାର ସମ୍ମୁଚ଼ିତ ମାର୍ଗ – ବନ୍ଧୁମିଳନ

ଆସିକା(ସମୃଦ୍ଧଓଡିଶା) ତା୧୭/୭: ଗଞ୍ଜାମର  ପ୍ରସିଦ୍ଧ ଦେବୀ ପୀଠ ଭେଟନଇ ଗ୍ରାମ ନିକଟସ୍ଥ  ମାଁ କଙ୍କଣଦେବୀଙ୍କ ମନ୍ଦିରରେ, ବୁଗୁଡ଼ା ସନ୍ନିକଟ ବି.କରଡାବାଡ଼ି ସର୍ଦ୍ଧାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ୧୯୮୬ ମସିହା ଦଶମ ଶ୍ରେଣୀ

୫ ବର୍ଷକୁ ଥରେ ପଡୁଥିବା ପାରଳାଖେମୁଣ୍ଡି ମା’ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରା ଉଦଯାପନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମୁଟିଆ ସାହିରେ ଆଜି ମା’ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ଗତକାଲି ରାତ୍ର ଠାରୁ ସହର ପରିକ୍ରମା କରି ଆଜି

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଛତ୍ରପୁର(ସମୃଦ୍ଧଓଡିଶା) ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।

ବିଶ୍ୱ ଶ୍ରମିକ ଦିବସ ପାଳନ କଲେ ଓଡ଼ିଆ ସିନେ ୱାର୍କରସ ଆସୋସିଏସନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ

ମହାନ୍ ସଂଘ ସଭାପତିଙ୍କ ମାତୃ ବିୟୋଗରେ ଶୋକ

ବ୍ରହ୍ମପୂର୍ (ସମୃଦ୍ଧଓଡିଶା) ହିଲ ପାଟଣା ବିଶିଷ୍ଟ ସମାଜ ସେବିକା ଶ୍ରୀମତୀ କନକ କୁମାରୀ ସାବତ ଙ୍କ ଆଜି ସକାଳ ୧୧.30 ସମୟ ରେ ନିଜ ବାସ ଭବନରେ ହୁର୍ଦ୍ ଘାତ

ଲିଙ୍ଗରାଜ ମହୋତ୍ସବ ପଞ୍ଚମ ସନ୍ଧ୍ୟା ଶିଳ୍ପୀକାର ଚିତାକର୍ଷକ ନୃତ୍ୟ ପରିବେଷଣ

ଭୁବନେଶ୍ଵର(ସମୃଦ୍ଧଓଡିଶା)ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ଶିଳ୍ପୀକା ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ

ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)କବି ବାଞ୍ଛାନିଧି ଥିଲେ ଜାତୀୟ ଯୁଗର ଚାରଣ କବି। ସେ କେବଳ ସ୍ବପ୍ନ ବିଳାସୀ ନଥିଲେ, ପ୍ରତ୍ୟକ୍ଷ ଆନ୍ଦୋଳନରେ ଭାଗନେଇ ତାଙ୍କର ଜ୍ୱାଳାମୁଖୀ ଅଗ୍ନିବାଣୀ ସାହାଯ୍ୟରେ ଜାତୀୟ ସଂଗ୍ରାମର ସୈନିକ

ବିଷୁବ ମିଳନ ଓ ଓଡ଼ିଆ ନବ ବର୍ଷ ଉତ୍ସବ ପାଳନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଓଡିଶା ର ପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳାପରିଷଦ ରେ ବିଷୁବମିଳନ ଓଡ଼ିଆ ନବବର୍ଷ ଉତ୍ସବ ମହାସମାରୋହ ରେ ପାଳନ ହୋଇଯାଇଛି l ପ୍ରାରମ୍ଭ ରେ ଅନୁଷ୍ଠାନ ର

ଫ୍ରେଣ୍ଡସ ୱେଲଫର କ୍ଲବର ଗ୍ରୀଷ୍ମ ପ୍ରୋଜେକ୍ଟ : ୩୦ଜଣ ଭିକାରୀଙ୍କୁ ଛତା, ଜଳଖିଆ ଓ ମେଁଗୋ ଜୁସ ପକେଟ ବଣ୍ଟନ

ବ୍ରହ୍ମପୁର (ସମୃଦ୍ଧଓଡିଶା)ଆଜି ଯାକ ଯମକରେ ଉତ୍କଳ ଦିବସ ପାଳନ କରିଛି ଫ୍ରେଣ୍ଡସ ୱେଲଫର କ୍ଲବ I କ୍ଳବର ସଦସ୍ୟ ମାନେ ସକାଳୁ କ୍ଲବ ଅଫିସ ଆସି ଜମା ହୋଇଥିଲେ I

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି I ଉନ୍ନୟନ କମିଶନର ତଥା

ଗରିମା ପରିବାରର ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା(ସମୃଦ୍ଧଓଡିଶା)ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଭଞ୍ଜଭଵନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ

ଭାରତ ପରିବାର ଫାଉଂଡେଶନ ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ୨୦୨୪ ଅବସରରେ ସାରଗର୍ଭକ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ପରିବାର ଫାଉଂଡେସନ ଦ୍ୱାରା ମହାବୋଧି ସୋସାଇଟି ଭାରତ ଶାଖା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇ ଯାଇଅଛି| ଏହିବର୍ଷର ମୁଖ୍ୟବିଷୟ Invest in Women and

ଇସ୍ପାତ ସହରରେ ବିଶ୍ୱ ପଖାଳ ଦିବସ ପାଳନ ….

ରାଉରକେଲା(ସମୃଦ୍ଧଓଡିଶା) ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ

‘ସଂକଳ୍ପ’ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଉପରେ ଆଲୋଚନା : ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରେ

ରାଉରକେଲା(ସମୃଦ୍ଧଓଡିଶା)ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା,

ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରି ନନ୍ଦ

ବ୍ରହ୍ମପୁର ୧୧/୩(ସମୃଦ୍ଧଓଡିଶା) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପି ପି ଏଲ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଉତ୍ତମ ସେବା ନିମନ୍ତେ ରାଜ୍ୟର ବିଶିଷ୍ଟ ୩୫ଜଣ ମହିଳା ମାନଙ୍କୁ ଭୁବେନଶ୍ବର ସ୍ଥିତ

ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ମୁଖ୍ୟ ସଡ଼କପଥରେ ଅବସ୍ଥାପିତ ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସାଂସ୍କୃତିକୀ ସମ୍ଭାର ମଧ୍ୟରେ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସମାରୋହରେ