Category: Health

ମନ ପ୍ରଫୁଲ୍ଲ ଓ ମୁହଁରେ ହସ ପାଇଁ ଏଇ ପାଞ୍ଚଟି ଜିନିଷ ଖାଆନ୍ତୁ

ବିଭିନ୍ନ କାରଣରୁ ମନ ଉଦାସ ରହିବା ସହ ମୁହଁରୁ ହସ ଲିଭିଯାଇ ଥାଏ। ମାନସିକ ଅବସାଦ, ଦ୍ରୌବଲ୍ୟ, ବ୍ୟାକୁଳତା ଆଦି ଆବେଗିକ କାରଣ ଯୋଗୁଁ ମାନସିକ ସ୍ଥିତି ଏ ଭଳି

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସଚେତନତା ରଥ ତିନି ମାସ ଧରି ସଚେତନତା କରିବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବାହାରିଥିବା ରଥ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ

ସମ୍ ହସ୍ପିଟାଲ୍ ରେ “ୱାର୍ଲ୍ଡ ହାର୍ଟ ଡେ’” ପାଳନ ଅଧିକ ଚିନ୍ତା ଗ୍ରସ୍ତ ହୃଦ୍‍ଘାତର କାରଣ – ଡକ୍ଟର ରତନ ରାଠୋଡ

ଭୁବନେଶ୍ୱର -ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ

ପଇଡ଼ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ୧୦ଟି ଫାଇଦା, ଆଜିଠୁ ପିଇବା ଆରମ୍ଭ କରନ୍ତୁ

ବଜାରରେ ଯେତେ ବି ପାନୀୟ ରହିଛି ସବୁଠାରୁ ଶରୀର ପାଇଁ ଲାଭଦାୟକ ହେଉଛି ପଇଡ଼ ପାଣି । ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ,ଭିଟାମିନ୍‌-ସି,ଏନ୍‌ଜାଇମ୍‌,ବି-କମ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ

ସ୍ୱାସ୍ଥ୍ୟକୁ ‘ଥ୍ରୀ ଡି’ର ପରିସୀମା ଉଦ୍ଧ୍ୱର୍ରେ ଚିନ୍ତାକରିବାପାଇଁ ଓଡ଼ିଶାର ସ୍ୱାସ୍ଥ୍ୟକର୍ମୀଙ୍କ ଆବେଦନ

ଭୁବନେଶ୍ୱର(ଆକାଶ ମିଶ୍ର ) -ସେପଟେମ୍ବର ୨୨-୨୩ ତାରିଖରେ ରାୟପୁରଠାରେ ଅନୁଷ୍ଠିତ ତୃତୀୟ ଜାତୀୟ ସ୍ୱାସ୍ଥ୍ୟ ପରିଷଦରେ ଓଡ଼ିଶାରୁ ୮୦ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରତିନିଧିତ୍ୱ କରିଥିଲେ । ଜନସ୍ୱାସ୍ଥ୍ୟ ଅଭିଯାନ, ଓଡିଶାର ଆବାହକ ଶ୍ରୀ

ପେଟ ଫୁଲୁଥିବା ସମସ୍ୟା ରହୁଛି କି? ଘରୋଇ ଉପଚାରରେ ୨୪ ଘଣ୍ଟାରେ ମିଳିବ ଆରାମ

ଆପଣ ମୋଟା ହୋଇଥିଲେ ହିଁ ପେଟ ଫୁଲିବ ଏହା ଜରୁରୀ ନୁହେଁ। ଅନେକ ଥର ଠିକ୍‌ ଭାବେ ଖାଦ୍ୟ-ପାନୀୟ କରି ବ୍ୟାୟାମ କରିବା ସତ୍ତ୍ୱେ ମଧ୍ୟ କିଛି କାରଣରୁ ପେଟ

ଫ୍ରିଜ୍‍ର ଥଣ୍ଡାପାଣି ପିଇବାର ଅଭ୍ୟସ୍ତ କି? ତେବେ ହୋଇଯାଆନ୍ତୁ ସାବଧାନ!

ଗରମ ଦିନରେ ଥଣ୍ଡା ପାଣି ଅମୃତ ସଦୃଶ ହୋଇଥାଏ। ଥଣ୍ଡା ପାଣି ବିନା ପୂରା ଶୋଷ ମେଣ୍ଟି ନଥାଏ। ତେବେ ପ୍ରାକୃତିକ ଉପାୟରେ ପାଣିକୁ ଥଣ୍ଡା କରି ପିଇବା ପରିବର୍ତ୍ତେ

ଲୋକକଳା ମାଧ୍ୟମରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସଚେତନତା ସଂପର୍କରେ କର୍ମଶାଳା

ଭୁବନେଶ୍ୱର(ଆକାଶ ମିଶ୍ର) ଜନସାଧାରଣଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ୱାସ୍ଥ୍ୟର

ଡାଇବେଟିସ୍‌ର ଉପଚାର ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପଚାର

ଭୁବନେଶ୍ୱର: ମଧୁମେହ ବା ଡାଇବେଟିସ୍‌ ଏକ ଦୀର୍ଘକାଳୀନ ସ୍ଥିତି ଯାହା ବିଭିନ୍ନ କାରଣରୁ ହୋଇଥାଏ। WHO ଅନୁସାରେ, ଦୁନିଆରେ ସବୁଠାରୁ ଅଧିକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଡାଇବେଟିସ୍‌ ଅନ୍ୟତମ।

ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର :ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ସୋଆ ଡିମ୍‍ଡି

ଓଜନ କମ୍‍ କରିବାରେ ସାହାଯ୍ୟ କରେ ଗୁପଚୁପ

ଗୁପଚୁପର ନାଁ ଶୁଣିବା ମାତ୍ରେ ହିଁ ମୁହଁରେ ପାଣି ଆସିଯାଇଥାଏ। କିନ୍ତୁ ଗୁପଚୁପ ଖାଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କୁହାଯାଇଥାଏ। ଗୁପଚୁପ ଖାଇବାର ଅନେକ ଲାଭ ମଧ୍ୟ

ବିଶାଖାପାଟଣାରେ ମ୍ୟାଲେରିଆ ଓ ଡେଙ୍ଗୁ ଜ୍ଜର ବ୍ୟାପିଛି

ଜନସଚେତନତା ପାଇଁ ଜିଲ୍ଲାପାଳଙ୍କ ଭୂମିକା ପ୍ରଶଂସନୀୟ ବିଶାଖାପାଟଣା : ଜିଳ୍ଲାପାଳ ପ୍ରବୀଣ କୁମାର ମଶା ଯୋଗୁଁ ବ୍ୟାପୁଥିବା ଡ଼େଙ୍ଗୁ ଜ୍ଜର ଉପରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଉଛନ୍ତି . ସାଥିରେ

ପାଚିଲା କଦଳୀ ଚୋପା ଚା’ ର ଫାଇଦା

ପାଚିଲା କଦଳୀ ଖାଇ ସାରିବା ପରେ ଆମେ ଏହାର ଚୋପାକୁ ଫୋପାଡ଼ି ଦେଇଥାଉ। ତେବେ କଦଳୀ ଚୋପାକୁ ନଫୋପାଡ଼ି, ଆପଣ ଏହାକୁ ବିଭିନ୍ନ ରୋଗର ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ।

ଏହି ଘର ତିଆରି ସାମ୍ପୋରେ ଧୁଅନ୍ତୁ କେଶ, ମିଳିବ ଅନେକ ଫାଇଦା

ଆଜିକାଲି ବହୁଳ ମାତ୍ରାରେ ପରିବେଶ ପ୍ରଦୂଷଣ ଓ ବିଭିନ୍ନ ଧରଣର ରସାୟନ କେଶରେ ବ୍ୟବହାର କରିବା ହେତୁ କେଶ ଝଡ଼ିବା ଆମମାନଙ୍କ ପାଇଁ ପ୍ରାୟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି।

ସାବଧାନ ! ଭାତ ବି ହୋଇପାରେ କର୍କଟ ରୋଗର କାରଣ

ଭାରତୀୟଙ୍କ ଖାଦ୍ୟରେ ଭାତ ପ୍ରମୁଖ ସ୍ଥାନରେ ରହିଛି। ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ସୁଆଦର ଭାତ ରନ୍ଧା ଯାଇଥାଏ। ସର୍ବେକ୍ଷଣରୁ ଜଣାପଡ଼ିଛି, ପ୍ରାୟ ୮୧% ଭାରତୀୟ ପରିବାରରେ ଦୈନିକ ୨ ଓଳି

ସକାଳୁ ଉଠିବା ବେଳେ କିଛି ଯନ୍ତ୍ରଣା ଅନୁଭବ କଲେ ଆପଣାନ୍ତୁ ଏହି ସବୁ ଉପାୟ

ଆଜିକାଲି ଟେକ୍‌ନୋଲୋଜି ଯୁଗରେ ସକାଳୁ ଉଠିବା ଏକ ପ୍ରକାରର ଥୟ ହୋଇଗଲାଣି। ମୋବାଇଲ୍‌, କମ୍ପୁଟର୍‌ ସାମ୍ନାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚେଇଁ ରହି ଲୋକେ ସକାଳୁ ଉଠିବା ଏକ ପ୍ରକାରର

ମୋବାଇଲ କେଉଁଠି ରଖିଲେ ବିପଦ ?

ବର୍ତ୍ତମାନ ଯୁଗରେ ମୋବାଇଲ୍‍ ଫୋନ୍‍ ଆମ ଜୀବନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସମସ୍ତେ ମୋବାଇଲ୍‍କୁ ନିଜ ପାଖରେ ରଖିବାକୁ ଚାହାନ୍ତି। ଏହାସହ ବହୁତ ଲୋକ ବିଶେଷକରି ପୁରୁଷମାନେ

ପଖାଳ ଭାତର ଫାଇଦା ଜାଣନ୍ତି କି?

ରାତିରେ ଯଦି ଭାତ ବଢ଼ିଯାଏ,ତେବେ ଆମମାନଙ୍କ ଭିତରୁ ଅନେକଙ୍କ ଘରେ ତାକୁ ଫିଙ୍ଗି ଦିଆଯାଇଥାଏ। କେତେକ ତାକୁ ଗୋରୁ ହାଣ୍ଡିରେ ପକାଇ ଦେଇଥାନ୍ତି। ହେଲେ ଆପଣ ଯଦି ବାସି ଭାତର

ଦୀର୍ଘାୟୁ ଚାହୁଁଥିଲେ, ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଯଦି ଆପଣ ଦୀର୍ଘ ଦିନ ଯାଏଁ ବଞ୍ଚିବାକୁ ଚାହାନ୍ତି ତେବେ ଭୋଜନରେ ଶ୍ବେତସାରର ମାତ୍ରା ସୀମିତ କରି ଦିଅନ୍ତୁ। କାରଣ ଆବଶ୍ୟକତା ଠାରୁ ଅଧିକ ବା କମ୍ ଶ୍ବେତସାରର ମାତ୍ରା

ମୁଣ୍ଡରେ ରୁପି ନ ହେବା ପାଇଁ ଖାଆନ୍ତୁ ଏଇ ସବୁ ଜିନିଷ

ରୁପି, ବିଶେଷତଃ, ଶୀତଋତୁରେ ହେଉଥିଲେ ମଧ୍ୟ କିଛି ଲୋକଙ୍କ ମୁଣ୍ଡରେ ଏହା ସବୁ ଦିନିଆ ସମସ୍ୟା ହୋଇଥାଏ। ଏଥିପାଇଁ ସେମାନେ ରୁପି-ନିରୋଧୀ ସାମ୍ପୂ ଉପରେ ନିର୍ଭର କରି ଚଳନ୍ତି। ମାତ୍ର