Category: National

ନୂଆଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ‘ଓଡ଼ିଶା ମଣ୍ଡପ’ ବୁଲି ଦେଖିଲେ ଝାଡ଼ଖଣ୍ଡ ଆବାସିକ କମିଶନର

ନୂଆଦିଲ୍ଲୀ/ ଭୁବନେଶ୍ୱର(ସମୃଦ୍ଧଓଡିଶା) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ମେଳାରେ ‘ଓଡ଼ିଶା ମଣ୍ଡପ’ ଦେଶ ବିଦେଶର ଦର୍ଶକଙ୍କ

ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ଭୋଟ୍‌ : ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ 

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ଆସନ୍ତାକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଥ ମୁହାଁ ହେଲେଣି ପୋଲିଂ ପାର୍ଟି। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ସମସ୍ତ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ : ମହିଳାଙ୍କ ହାତ ତିଆରି ଉତ୍ପାଦନର ଚାହିଦା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର(ସମୃଦ୍ଧଓଡିଶା) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪। ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା

କପା ଚାଷ ସମ୍ପର୍କିତ କର୍ମଶାଳା : ଚାଷୀ ଭାଇ ଭଉଣୀଙ୍କ ଜୀବନକୁ ନୂଆ ଦିଶା ଦେଉଛି କପା ଚାଷ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି କୃଷିଭବନସ୍ଥିତ ଅଡିଟୋରିଅମ ହଲରେ କପା ଚାଷ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ

ବିଦେଶ ଗସ୍ତରେ ବାଚସ୍ପତି ସୁରମା ପାଢ଼ୀ : ସିଡନୀଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବେ

ଭୁବନେଶ୍ଵର(ସମୃଦ୍ଧଓଡିଶା)ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀ ଅଷ୍ଟ୍ରେଲିଆର ସିଡନୀଠାରେ ନଭେମ୍ବର ୩ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଯୋଗ ଦେବାପାଇଁ ଓଡ଼ିଶା ବିଧାନସଭାର

ଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ / ଛତ୍ରପୁର (ସମୃଦ୍ଧଓଡିଶା)ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍

ପେସା ଅଞ୍ଚଳର ବିବାଦ ସମାଧାନର ପାରମ୍ପାରିକ ବ୍ୟବସ୍ଥା ଏକ ଅନନ୍ୟ ଉଦାହରଣ : ମନ୍ତ୍ରୀ ରବିନାରାୟଣ ନାଏକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ଦୁଇଦିନିଆ ‘ପେସା’ ଶୀର୍ଷକ ଜାତୀୟ କର୍ମଶାଳା ମାନ୍ୟବର ପଞ୍ଚାୟତି ରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ

ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ

ଦୁବାଇ(ସମୃଦ୍ଧଓଡିଶା)ମଧ୍ଯପ୍ରାଚ୍ଯରେ ବିବାହିତ ଭାରତୀୟ ମହିଳାଙ୍କ ପାଇଁ ନିମିତ୍ତ ପ୍ରଥମ ସୌନ୍ଦର୍ଯ୍ଯ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲ୍ ଦୁବାଇ ଠାରେ ଗତ ୦୮ ସେପ୍ଟେମ୍ବରରେ ଅନୁଷ୍ଠିତ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ : ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ହେବ ଆଲୋଚନା  

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ  ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ

ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀଅବସରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବାଚସ୍ପତି

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତ ଆଞ୍ଚଳିକ ସମ୍ମିଳନୀ ଅବସରରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ : ରାଜ୍ୟର ୧୦ ଲକ୍ଷରୁ ଉର୍ଦ୍ଧ ଜନଜାତି ପରିବାର ହେବେ ଉପକୃତ

ଭୁବନେଶ୍ବର(ସମୃଦ୍ଧଓଡିଶା) ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ୨୭ ଟି

ସୁଭଦ୍ରା ଯୋଜନା ଓଡିଶାର ମା’ ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା’ ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା- ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର(ସମୃଦ୍ଧଓଡିଶା) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି

ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ : ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ମୋଦିଙ୍କ ଜନ୍ମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଆପ୍‌ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଦିନକ ତଳେ ସେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ : ଅନନ୍ୟ ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ୱର (ସମୃଦ୍ଧଓଡିଶା) ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି

୨୨ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ : ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜି ଠାରୁ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି ।ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମ ‘ନିନାଦ’ରେ ଆମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଦିବ୍ୟାଙ୍ଗ ମାନେ ଆମ ଠାରୁ ଅଧିକ କରି ଦେଖାଉଛନ୍ତି। ଭଗବାନଙ୍କର ସେମାନଙ୍କ ଉପରେ ସ୍ବତନ୍ତ୍ର ଆଶୀର୍ବାଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସାମାଜିକ ସୁରକ୍ଷା

କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଲେଖାଏଁ ଦିଆଯିବ ସହାୟତା

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ

ରାଜ୍ୟର ସମସ୍ତ ଉନ୍ନୟନ ପରିଷଦକୁ ଭଙ୍ଗ କଲେ ସରକାର

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଇ-ସ୍କୁଟର ଓଲା ମାଲିକଙ୍କ ବିରୁଦ୍ଧରେ ଖାଉଟି ଅଦାଲତରେ ମାମଲା ରୁଜୁ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରାଜ୍ୟରେ ଇ-ସ୍କୁଟର ଓଲା କମ୍ପାନୀ ଲୋକଙ୍କୁ ଉଲ୍ଲା ବନାଉଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି ଏହା ବିରୁଦ୍ଧରେ ମୋକଦମା କରିବାକୁ ଆଗେଇ ଆସୁ ନ

ଦେଶରେ ଆଜି ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି ?

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଦେଶରେ ଆଜି ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି ଏବଂ  ଦିଲ୍ଲୀରେ ବିଧାନସଭା ନିର୍ବାଚନ ବର୍ତ୍ତମାନ    ହେଲେ ବିଜେପି ମୂଳପୋଛ ହୋଇଯିବ ବୋଲି ଦାବୀ କରିଛି ଆମ

ଜାତୀୟ ପୁରସ୍କାର ପାଇଁ ଓଡିଶାରୁ ୨ ଜଣ ଶିକ୍ଷକ ମନୋନୀତ : ଜଣେ ରାୟଗଡ଼ାରୁ ଓ ଆଉ ଜଣେ କଳାହାଣ୍ଡିରୁ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ

ଅନ୍ୟତ୍ର ବାହା ହେବାକୁ ରାଜି ହେବାରୁ ଭାଣିଜୀକୁ ମାରିଦେଲା ପ୍ରେମିକ ମାମୁଁ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଭାଣିଜୀ ସହ ନିଜର ମାମୁଁ କରୁଥିଲେ ପ୍ରେମ । ହେଲେ ମାମୁଙ୍କ ପ୍ରେମ ପୁରୁଣା ହୋଇଯିବାରୁ ୨୨ ବର୍ଷୀୟ ଭାଣିଜୀ ଘରର ଲୋକଙ୍କ କଥାରେ ଅନ୍ୟତ୍ର ବାହା ହେବାକୁ

ରାଜନୀତିକୁ ଆସିବାକୁ ଆଗ୍ରହୀ ଥିବା ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ରାଜନୀତିକୁ ଆସିବାକୁ ଆଗ୍ରହୀ ଥିବା ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର ପ୍ରଦାନ । ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ। ଆଜି ମନ କି ବାତର ୧୧୩ତମ ସଂସ୍କରଣରେ

ବିଦେଶରେ ଉଠିଲା ମଧୁବାବୁଙ୍କ ସ୍ୱର : ଭାରତ ରତ୍ନ ଦାବିରେ ଥାଇଲଣ୍ଡରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧାଥିଲେ ବିଶ୍ୱମଣି ଗୋପବନ୍ଧୁ ଦାସ । ସେହିପରି ଓଡ଼ିଆଙ୍କ ଶିଳ୍ପ, କଳା ଭାଷ୍କର୍ଯ୍ୟ ଓ ଐତିହ୍ୟର

କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର(ସମୃଦ୍ଧଓଡିଶା) କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍‌ ଓ ପୋର୍ଟାଲର ଶୁଭାରମ୍ଭ ଆଜି ଉପମୁଖ୍ୟମନ୍ତ୍ରୀ ତଥା

କେବଳ ଭାଈ-ଭଉଣୀ ମଧ୍ୟରେ ସୀମିତ ନ ରହି ସ୍ନେହ ଓ ମମତାର ବନ୍ଧନ ହେଉ ରକ୍ଷା ବନ୍ଧନ : ରାଷ୍ଟ୍ରପତି

ଭୁବନେଶ୍ଵର(ସମୃଦ୍ଧଓଡିଶା) ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି

ନିଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା ଡାକ୍ତରଙ୍କୁ ହତ୍ୟା ମାମଲାରେ ତୀବ୍ର ପ୍ରତିବାଦ…

ବ୍ରହ୍ମପୁର(ସମୃଧଓଡିଶା)କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେରେ ତୀବ୍ର ପ୍ରତିବାଦ ଦେଖାଦେଇଛି। ସମାଜ ପାଇଁ ଏହିପରି ଘଟଣା ଅତି ନିନ୍ଦନୀୟ । ନିଷ୍ଟ ବିଶ୍ୱବିଦ୍ୟାଳୟର

ଡାକ୍ତରାଣୀ ମୌମିତା ଦେବନାଥଙ୍କ ବଳାତ୍କାର ଓ ହତ୍ୟା ମାମଲା ପୋଷ୍ଟମର୍ଟମ ରିପୋର୍ଟରେ ୫ଟି ତଥ୍ୟ : ଦେଶ ସରଗରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ପିଜି ଡାକ୍ତରାଣୀ ମୌମିତା ଦେବନାଥଙ୍କ ବଳାତ୍କାର ଓ ହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟରେ ମିଳିଥିବା ଅଭିଯୋଗ ଅନୁଯାୟୀ