Category: National

ପ୍ରିୟଙ୍କା ଗାନ୍ଧୀ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଫେରାଦ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ମଧ୍ୟପ୍ରଦେଶ ନିର୍ବାଚନ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହେଲେଣି କଂଗ୍ରେସ ଓ ବିଜେପି । ବିଜେପି ଗତକାଲି ନିର୍ବାଚନ ଆୟୋଗ ନିକଟରେ ପ୍ରିୟଙ୍କା ଗାନ୍ଧି

୫ଟି ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା: ଭୋଟ ଦେବେ ୬୭୯ ବିଧାନସଭାର ୧୬.୧୪ କୋଟି ଭୋଟର

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ୫ଟି ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଗତକାଲି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ୫ ରାଜ୍ୟ

ପୁଣି ଇଡି ସ୍କାନରରେ ଆପ୍‌ ବିଧାୟକ : ଚଢ଼ାଉ ଚାଲିଛି

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପୁଣି ଥରେ ଇଡି ରାଡାରକୁ ଚାଲି ଆସିଛି ଆପ୍‌ । ଆପ୍‌ର ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ପୁଣି ଜଣେ ବିଧାୟକଙ୍କ ଉପରେ ଝୁଲୁଛି ଇଡି ଖଣ୍ଡା। ଏହି

୫ ଦିନିଆ ରିମାଣ୍ଡରେ ଗଲେ ଗିରଫ ଆପ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଦିଲ୍ଲୀରୁ ପ୍ରତ୍ୟାହାର ହୋଇସାରିଥିବା ଅବକାରୀର ନୀତିରେ ହୋଇଥିବା ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ବୁଧବାର ସଞ୍ଜୟ

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ : ଆପ୍ ର ୩ ପ୍ରମୁଖ ନେତା ଜେଲରେ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ କରିଥିଲା ଆମ୍ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଘରେ I ଦିନତମାମ ଖାନ ତଲାସ

ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟପାଳ ହେବା ସମ୍ଭାବନା !

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ସମ୍ବାଦ ସମ୍ପାଦକୀୟରେ ଅପ୍ରିୟ ସତ କଥା ଲେଖି ସରକାରଙ୍କ ଆକ୍ରୋଶର ଶିକାର ତଥା ଶରବ୍ୟ ହୋଇଥିବା ସମ୍ବାଦ ମୁଖ୍ୟ, ପ୍ରବୀଣ ରାଜନୀତିଜ୍ଞ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅତି ନିକଟରେ

ଏବେ ଏବର ଖବର : ଆମ ଆଦମୀ ପାର୍ଟି ନେତା ତଥା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଆମ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଆଜି ସକାଳୁ ସକାଳୁ ଇଡିର ଚଢ଼ାଉ ଚାଲିଛି। ଲଗାତାର ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ମୁହେଁ

ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ସବୁ ରାଜ୍ୟର କର୍ମଚାରୀ ମାନଙ୍କ ମହାସମାବେଶ

ଦିଲ୍ଲୀ(ସମୃଦ୍ଧ ଓଡିଶା)ଅକ୍ଟୋବର ପହିଲା ଆଜି ଐତିହାସିକ ଦିଲ୍ଲୀର ରାମଳୀଳା ମଇଦାନରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ମାନଙ୍କର ମହାସମାବେଶ ହୋଇଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ

ଜଣେ ମୁକ ଓ ବଧିର ମହିଳା ଓକିଲ ସୁପ୍ରିମକୋର୍ଟରେ ମାମଲା ଲଢ଼ିଲେ : ଏହା ଦେଶରେ ପ୍ରଥମ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଜଣେ ମୁକ୍‌ ଓ ବଧିର ମହିଳା ଆଇନଜୀବୀଙ୍କ ଯୁକ୍ତିକୁ କୌଣସି ଏକ ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଶୁଣାଣି କରିଛନ୍ତି । ଯୁକ୍ତି ଉପସ୍ଥାପନ କରିଥିବା ମହିଳା ଆଇନଜୀବୀ

ବିଶ୍ୱ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଓଡ଼ିଶା ଏକ ବିଶାଳ ଭାଷାଭିତ୍ତିକ ସଂସ୍କୃତି ସମ୍ପନ୍ନ, ଐତିହ୍ୟ ବିମଣ୍ଡିତ ସ୍ୱାଧୀନ ଭୂଖଣ୍ଡ l ଉଡ୍ର ଶବ୍ଦରୁ ନିଷ୍ପନ୍ନ ଉଭୟ ଓଡ଼ିଶା ଓ ଓଡ଼ିଆ ଶବ୍ଦ ଦୁଇଟି

ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା : ବ୍ୟାଙ୍କ କର୍ମଚାରୀଙ୍କୁ ବିଦ୍ୟାର୍ଥୀଙ୍କ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସ୍ଥିତ ପ୍ରେସିଡେନ୍ସି କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ନୂତନ ଭାବେ ବ୍ରହ୍ମପୁର ଠାରେ ପାଦ ଥାପି

ଏବେ ଏବେ ମୁମ୍ବାଇରେ ବିମାନ ଦୁର୍ଘଟଣା

ମୁମ୍ବାଇ(ସମୃଦ୍ଧଓଡିଶା)ଏବେ ଏବେ ମୁମ୍ବାଇରେ ବିମାନ ଦୁର୍ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି I ବିମାନଟି ବିଶାଖାପାଟଣାରୁ ବାହାରି ମୁମ୍ବାଇ ଆସି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲଣ୍ଡିଇଙ୍ଗ ବେଳେ

INDIA ପରିବର୍ତ୍ତେ ବିରୋଧୀ ମେଣ୍ଟର ନାଁ ‘ଭାରତ’ ହେବ ! ଭାରତର ଫୁଲଫାର୍ମ କ’ଣ ଦେଖନ୍ତୁ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ଏପଟେ ଲୋକଙ୍କୁ ଭଲ ରୂପେ ଗଣ୍ଡେ ଖାଇବାକୁ ମିଳୁ ନ ଥିବା ବେଳେ ନେତାମାନେ ଇଣ୍ଡିଆ ଓ ଭାରତ ନାମକୁ ନେଇ ବିବାଦ କରି ବସିଛନ୍ତି ପାର୍ଲିଆମେଣ୍ଟରେ

ଲିମ୍ବ ପତ୍ରରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ

ଲିମ୍ବପତ୍ରର ସ୍ୱାଦ ସହିଦ ଆମେ ସମସ୍ତେ ଜଡ଼ିତ। କିନ୍ତୁ ଆପଣ ଜାଣିଛନ୍ତି ଲିମ୍ବପତ୍ର ଖାଇବା ଦ୍ୱାରା ଆମ ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ। ଆୟୁର୍ବେଦ ଓ ପାରମ୍ପରିକ

ସୋନିଆ ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ସୋନିଆ ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି। ତାଙ୍କୁ ଦିଲ୍ଲୀର ଶ୍ରୀ ଗଙ୍ଗା ରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଆସିବା ପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ସେ ଡାକ୍ତରମାନଙ୍କ ନିରୀକ୍ଷଣରେ

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ସଫଳ ଅବତରଣ: ଏକତା ଟ୍ରଷ୍ଟର ମିଷ୍ଟାନ୍ନ ବଣ୍ଟନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଉତ୍କଳ ଏରୋ ସ୍ପେସ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ଏକତା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଇସ୍ରୋର ଚନ୍ଦ୍ରୟାନ – ୩ ସଫଳତା ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ ଓ

ନର୍ସିଂ ଛାତ୍ରୀଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚାଞ୍ଚଲ୍ୟ

କଲିକତା(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗର କୋଲକାତାରେ ଥିବା ସେଠ ସୁଖଲାଲ କରନାନି ମେମୋରିଆଲ ହସ୍ପିଟାଲରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହଙ୍କ ମୃତ ଦେହ ମିଳିବାରୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

୧୬ରେ ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧୬ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱରରେ ହେବାକୁ ଥିବା ୩ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ

ଆଦିବାସୀ ହିଁ ଭାରତର ପୁରାତନ ଆଉ ପ୍ରଥମ ମାନବ : ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ(ସମୃଦ୍ଧ ଓଡିଶା)ଆଦିବାସୀଙ୍କୁ ସୀମିତ ଏବଂ ବର୍ଗିକୃତ କରାଯିବା ଉଚିତ ନୁହେଁ। ସେମାନଙ୍କୁ ଜଙ୍ଗଲ ଜମିରୁ ବି ବଞ୍ଚିତ କରିବା ଅନୁଚିତ୍, ବରଂ ସମଗ୍ର ଗ୍ରହ ସେମାନଙ୍କ ପାଇଁ ଖୋଲା କରିଦିଆଯିବା

ପୋଲିସର ଗଞ୍ଜେଇ ବେପାର ଯୋଗୁଁ ଲୋକେ ପିଟିଲେ

ଫୁଲବାଣୀ(ସମୃଦ୍ଧ ଓଡିଶା)ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ

ପୁଣି ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ବୈଜୟନ୍ତ ପଣ୍ଡା

ନୁଆଦିଲ୍ଲୀ(ସମୃଦ୍ଧଓଡିଶା)ପୁଣି ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ବୈଜୟନ୍ତ ପଣ୍ଡା । ଦିନଥିଲା ବୈଜୟନ୍ତ ବାବୁ ଓଡିଶାକୁ ଚଳାଉଥିଲେ I କେନ୍ଦ୍ରାପଡ଼ାର ସାଂସଦ ଥିଲେ ମଧ୍ୟ ସାରା

ମଣିପୁର ସ୍ଥିତି ପରଖିବାକୁ ଆଜି I.N.D.I.A ଟିମର ୨୦ଜଣ ସାଂସଦ ଇମ୍ଫାଲ ଗସ୍ତ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମଣିପୁଣ ହିଂସା, ସଂସଦରେ ତାତି, ନିର୍ବାଚନୀ ପ୍ରଚାର ମାହୋଲ ମଧ୍ୟରେ ମଣିପୁର ଗସ୍ତ କରିବେ ବିରୋଧୀ ମିଳିତ ମଞ୍ଚର ୨୦ଜଣ ସାଂସଦ। ଇଣ୍ଡିଆନ୍ ନ୍ୟାସନାଲ୍ ଇନକ୍ଲୁସିଭ୍ ଆଲାଏନ୍ସ(INDIA)ର ଏହି ୨୦ଜଣ

ମହାକାଶର ତାରକାପୁଞ୍ଜ : ‘ଅହଲ୍ୟା,ଦ୍ରୌପଦୀ,ସୀତା,ତାରା,ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେ ନିତ୍ୟମ୍ ସର୍ଵପାତକ ନାଶନମ୍ ‘

ଆମ ଦେଶ ଭାରତରେ ଅତି ପୁରାକାଳରୁ ନାରୀମାନଙ୍କୁ ଅତି ଉଚ୍ଚ ଆସନ/ମାନ୍ୟତା ଦିଆଯାଇ ଆସିଛି । ବହୁ ପୁରାଣରେ ଦେବୀଙ୍କର ତିନିରୂପ, ଯଥା, ମହାକାଳୀ, ମହାଦୁର୍ଗା , ମହା ସରସ୍ବତୀ

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ରାଜଭବନରେ ରାତ୍ରିଯାପନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନା ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିଲେ ।  ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ।ବାୟୁସେନାର ସ୍ୱତନ୍ତ୍ର

ପୋଖରୀ ଭିତରକୁ ବସ୍‌ ଓଲଟି ପଡିବାରୁ ପାଣିରେ ଚାପି ହୋଇ ୧୭ ମୃତ ଓ ୩୫ ଆହତ

କଲିକତା(ସମୃଦ୍ଧ ଓଡିଶା)ପୋଖରୀ ଭିତରକୁ ଏକ ଯାତ୍ରୀବାହୀ ଘରୋଇ ବସ୍‌ ଓଲଟି ପଡିବାରୁ ପାଣିରେ ଚାପି ହୋଇ ୧୭ଜଣ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ

ଦେଖନି, ଶୁଣନି, କି ପାଟି ଖୋଲନି : ଖୋଲିଲେ ପଶିବ କିଳା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଉଦବେଗ ପ୍ରକାଶ କରି କଡ଼ା ମନ୍ତବ୍ୟ ଦେଇଛନ୍ତି । ମୂଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀରେ ରହିଛନ୍ତି I

ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା) ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ଆମ ଆଦମୀ ପାର୍ଟି (ଆପ୍‌) କହିଛି I ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ

୬ ଜଣକୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଆଜି ସକାଳେ ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର