January 26, 2025

Poetry

ଢେଙ୍କାନାଳ ଜିଲ୍ଲା ର ହିନ୍ଦୋଳ ବ୍ଲକ ଅଧିନସ୍ଥ ମହିଧରପୁର ଗାଁ ର ବିଜୟ ମୁଦୁଲି । ପରିବାର କହିବାକୁ ଗଲେ ଦୁଇଟି ପୁଅ...
ଉତ୍କଳର ଗୌରବ ତଥା ଆମ ସମସ୍ତଙ୍କର ପ୍ରିୟ ଜନନାୟକ କୁଳ ବୃଦ୍ଧ ମଧୁସୂଦନ ଦାସଙ୍କର ଆଜି ହେଉଛି ପବିତ୍ର ଜନ୍ମ ଜୟନ୍ତୀ ।...
ତୁହିମା ଧରିତ୍ରୀ ଜନନୀ ମୋହର ବିଶାଳ ହୃଦୟେ ତୋର ସହିଛୁ କଷଣ ରଖିଛୁ ଜୀବନ ଆଶ୍ରୟଦାତ୍ରୀ ଜୀବର । ସୁଧାମୟ ସୃଷ୍ଟି ତୁମରି...
ବ୍ୟାଗରୁ ପରିବା କାଢି ଫ୍ରିଜରେ ରଖୁ ରଖୁ ସୋନାଲି ବିରକ୍ତ ହୋଇ ମନେ ମନେ କହିଲେ, “କ’ଣ ଏ ଜହ୍ନି ଗୁଡାକ ୟା’ଙ୍କୁ...
ଯା, ଜୀବନ ନୁହେଁ ସଂଘର୍ଷ ଜୀବନ ସେ କି ମଣିଷରେ ଗଢ଼ା, କହି ଦିଅ ଭାଇ ବିନା ସଂଘର୍ଷରେ କିଏ କାହିଁ ହେବ...
ଉତ୍କଳର ଆମ ମଉଡ ମଣି ସେ ଚିର ବନ୍ଦନୀୟ ଯିଏ ଚିର ସ୍ମରଣୀୟ ଗୋପବନ୍ଧୁ ଦାସ ଗରିବଙ୍କ ବନ୍ଧୁ ସିଏ ।ତ୍ୟାଗ ବଳିଦାନେ...
ମହାଶକ୍ତିମୟୀ ଜଗତ ଜନନୀ ତୋ କରୁଣା ତ ଅପାର, ତୋ ଆଶିଷ ବଳେପଙ୍ଗୁ ଲଙ୍ଘି ପାରେ ଉତ୍ତୁଙ୍ଗ ପର୍ବତ ଶୀର ।। ଯେ...
ଆମ ସମ୍ପର୍କକୁ ତୁମେ ସିନା ସହଜରେ ଭୁଲିଗଲ, ଭୁଲିଗଲ ଆମର ସେହି ମଧୁର ମୁହୂର୍ତ୍ତ ସବୁକୁ ମୁଁ କିନ୍ତୁ କିଛି ବି ଭୁଲିପାରୁନି...
ପହିଲି ଆଷାଢରେ ପାଇ ଶୀତଳ ପରସଶ୍ୟାମଳ ଶୋଭାରେ ଧରଣୀ ହୋଇଲା ସରସ । ୧ଦାରୁଣ ନିଦାଘ ମନରେ ଭରିଥିଲା କ୍ଳେଶ ସଳିଳଧାରା ପ୍ରବାହନେ...
ବାର୍ଦ୍ଧକ୍ୟର ଛିଟା କରେ ଉପହାସ ବିଦୀର୍ଣ୍ଣ ବସନ୍ତେ ଆଜି କାହିଁ ! ଅଜସ୍ର ଆଶଙ୍କା ମନେ ଉଙ୍କିମାରେ ଭୟଭୀତ କରେ ରହି ରହି...
କାହିଁକି ହେବନି ମାନିନୀ ମାନଭଞ୍ଜନୀକୃଷ୍ଣ ପ୍ରାଣ ପ୍ରିୟା ରାଧାକୁ ବାଧା?କାହ୍ନା ପୀରତି ରେ ତଲ୍ଲୀନ ହୋଇକଳଙ୍କର ଟୀକା ପିନ୍ଧିଛି ରାଧା।ଏଣୁ କାହ୍ନା ପ୍ରେମ...
ଆଜି ମୋ ପ୍ରିୟାର ବାହାଘରସକାଳୁ ସକାଳୁ ପ୍ରିୟା ପିତାମାତା ଆସି କହିଲେମୋ ଝିଅ ବାହାଘରର ଦାୟୀତ୍ବତୁଲାଇବୁ ସବୁ ଧନ ମୋର।।୧।ଏହା କହି ପ୍ରିୟା...
ନେତାଜୀ ନେତାଜୀ ସଭିଙ୍କ ମୁଖରେ ଥିଲା ସେହି ଏକ ନାମ ,ଇତିହାସ ମାନସ ପଟରେ ତୁମେ ରଚିଲ ସୁନ୍ଦର କର୍ମ ….।୧।କଟକ ମାଟିରେ...
ତୁଚ୍ଛା ସାମାଜିକ ସମ୍ମାନକୁପୁଞ୍ଜି କରି କେତେ ଦିନ ଚାଲିଥିବଏମିତି ଏକ ଦାମ୍ପତ୍ୟ ଜୀବନସମୟ ଟା ସବୁ ଠିକ କରିଦେବ,ଠିକ କରିଦେବ, ଫେରାଇ ଆଣିବହଜିଲା...