January 26, 2025

Poetry

ବଢ଼ିରେ କେବେ ନଈ କୂଳ ଲଙ୍ଘିଲା ଆବଦ୍ଧ ନଈ ର କେବେ ବନ୍ଧ ଭାଙ୍ଗିଲା କେବେ ଦିନେ ତମ ସହ ଦେଖା ହୋଇଥିଲାପ୍ରଥମ...
କେତେ ଭାବିବିରେ ବାବୁନା ତୋ କଥାଭାବି ଭାବି ଦିନ ସରୁ ନାହିଁ,କାନ୍ଦିକାନ୍ଦି ବୋହୁ ନାତିଙ୍କର ଆଖି ଫୁଲିଲାଣିଦୁହେଁ ପଲଙ୍କେ ପଡିଛନ୍ତି ନିସ୍ତେଜ ହୋଇ।୧।ଅଶ୍ରୁ...
ଶୁଭ ସକାଳର ବାର୍ତ୍ତା ଟି ନିଜ ମାତୃ ଭାଷା ଉନ୍ନତିଟି କର ଜ୍ଞାନ ଉଦୟ ହୋଇବ, ଅନ୍ୟ ଭାଷାଟିକୁ ଶିକ୍ଷା କରିବାରେ ସହାୟ...
କାହାକୁ କହିବେ ? ପ୍ରତ୍ୟୁଷ ଏବେ କେଉଁଠି ଥିବେ? କେମିତି ଥିବେ ଭାବି କାନ୍ଦ କାନ୍ଦ ହୋଇଯାଉଥିଲେ ସେ। ତା’ପରେ ….    ଆସ୍ତେ...
ସୂର୍ଯ୍ୟ ଯେପରି ରାତ୍ରିର ଅନ୍ଧକାର ଦୂର କରିବାକୁ ସମର୍ଥ ହୋଇଥାନ୍ତି ,ସେହିପରି ଶ୍ରେଷ୍ଠ ପ୍ରାଣୀ ରୂପରେ ପରିଗଣିତ ହେଉଥିବା ମଣିଷ ବିବେକ ଖଟାଇ...
ଦୁଇଟି ଚିଠି ଲେଖିବ ବୋଲି ସେ ନିଷ୍ପତ୍ତି ନେଲା। ଗୋଟେ ମିନାକ୍ଷୀ ପାଖକୁ ଆଉ ଗୋଟେ ଘରକୁ, ବାପା ମା ଙ୍କ ପାଇଁ।...
ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ...
“ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ର୍ଭବତି , ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦତ୍ମନଂ ସୃଜାମ୍ୟହମ୍ …..। ଶ୍ରୀମତ ଭାଗବତ ଗୀତାର ଚତୁର୍ଥ ଆଧ୍ହାୟ...
ଭାରତବର୍ଷର ଉଦାର ଚିନ୍ତନ ଭିତରେ ଅନେକ ଧର୍ମର ପ୍ରବାହ ଘଟି ଭାରତୀୟମାନଙ୍କ ଆଚରିତ ଧର୍ମରୂପେ ବିବେଚିତ ହୋଇଆସିଛି । ବୈଦିକ ଯୁଗର ସମକାଳରେ...
ରକ୍ତରଞ୍ଜିତ ହୃଦୟକୁ ମୋର ନିଦା ପଥରରେ ଗଢା ଛାତିରୁ କାଢିନେଇରାତ୍ରିର ଅନ୍ଧକାର,ସୂର୍ଯ୍ୟରଶ୍ମି,ଅମ୍ଳଜାନ କିବାଫୁଲଙ୍କର ସୁଗନ୍ଧ ସଂସ୍ପର୍ଶରେ ଜୀବନରେ ଥରୁଟିଏ ମଧ୍ୟ ଆସିନଥିବାନୀରୋଳା ନିଛାଟିଆ...
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା...
ସେ ଏମିତିଆ ଗୋଟେପ୍ରେମିକା ପରି ଲାଗୁଥିବା ଝିଅପ୍ରେମିକା ନୁହଁ ଜମା,ଅନେକ ବାର ମୁଁ ଏଇ ନିର୍ଯ୍ୟାସ ରେ ପହଞ୍ଚିଛିପଚାରି ପାରେନାଗୋଲାପୀ ଗୋଲାପୀ ଓଠଗାଲ...
ସେନେହ ଶରଧା ମମତାରେ ବୋଳାମୋ ଗାଆଁ, ମୋ ମାଆ,ବାରମାସେ ତେର ପୁନେଇ ପରବେପାଳନ୍ତି ସାରା ଓଡ଼ିଆ।ପୁରୁବ ପୁରୁଷ ରଖି ଯାଇଛନ୍ତିକେତେ ଯେ ନୀତି...
ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ...
ବଡଦାଣ୍ଡେ ଯିଏ ବାରିକେଡ଼ ଭାଙ୍ଗି ଟାୟାର ଜାଳିଲେ ଆଜି। ତାଙ୍କୁ ଯଦି ଭକ୍ତ ଗଣରେ ଗଣିବା ହେବା ମହାମୂର୍ଖ ପାଜି। ମନରେ ପାରୁନି...
ସମ୍ପର୍କ; ଏକ ସୂକ୍ଷ୍ମ କାଚଗ୍ଲାସ କେବେ କେବେ ଦୁଃଖ କେବେ ବିନ୍ଦାସ ଏକ ସ୍ୱଚ୍ଛ ନିରାଧାର ଫରମାସ ଏଠି ସମ୍ପର୍କ କୁ ନେଇ...