Category: Political News

ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ ପଦଯାତ୍ରା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଅପରାହ୍ନରେ ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ

ସୁକୁଣ୍ଡାରୁ ଶ୍ରୀହରିଙ୍କ ଆଶ୍ରିବାଦ ନେଇ ଆରମ୍ଭ କଲେ ନିର୍ବାଚନ ମଇଦାନ:ବିକ୍ରମ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ସୁକୁଣ୍ଡାରୁ ଶ୍ରୀହରିଙ୍କ ଆଶ୍ରିବାଦ ନେଇ ଆରମ୍ଭ କରିଛନ୍ତି ନିର୍ବାଚନ ମଇଦାନ । ଏହି ଅବସରରେ

କଂଗ୍ରେସ ଘୋଷଣା କଲା ଆଉ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟର ଆଉ ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଲା କଂଗ୍ରେସ । ତେଲକୋଇରୁ ଦଳ ମୋହନ ହେମ୍ବ୍ରମ, ପାଟଣାରୁ ଗୋପେଶ୍ୱର ନାଏକ,

କଂଗ୍ରେସ ଘୋଷଣା କଲା ଆଉ ୭ ଲୋକସଭା ପ୍ରାର୍ଥୀଙ୍କ ନାଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଢେଙ୍କାନାଳରୁ ପୁରୁଣା ମୁହଁ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଢେଙ୍କାନାଳ ଲୋକସଭା

ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଗୋଷ୍ଠୀ କନ୍ଦଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ପିସିସି ପକ୍ଷରୁ ପ୍ରଥମେ ରାମକୃଷ୍ଣ ପଣ୍ଡାକୁ ହିଂଜିଳି

ମୁଖ୍ୟମନ୍ତ୍ରୀ ନବୀନଙ୍କ ନାମାଙ୍କନପତ୍ରରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିଲେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ହିଞ୍ଜିଳି

ବିଜେଡିରେ ଯୋଗଦେଲେ ବିଜେପି ଓ ସିପିଆଇର ବହୁ ନେତା ଓ କର୍ମୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଓ ସିପିଆଇର ବହୁ ନେତା ଓ କର୍ମୀମାନେ ବିଜେଡ଼ି ସୂର୍ପ୍ରିମ ନବୀନ ପଟ୍ଟନାୟକଙ୍କୁ ଭେଟି ସୁବାଷ ଚନ୍ଦ୍ର ବେହେରାଙ୍କ

ନବୀନ ବନାମ ପିତାମ୍ବର:ସଦଳବଳେ ନୋମିନେସନ ଦାଖଲ କଲେ ପିତାମ୍ବର ଆଚାର୍ଯ୍ୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେପି ଉପସଭାପତି ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସଦଳବଳେ ଗତକାଲି ନୋମିନେସନ ଦାଖଲ କରିଛନ୍ତି । ନୋମିନେସନ

ପ୍ରାର୍ଥପତ୍ର ଯାଞ୍ଚ ପରେ ୭ଜଣଙ୍କ ମଧ୍ୟରୁ ୨ଜଣଙ୍କ ପ୍ରାର୍ଥପତ୍ର ନାକଚ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଉପଜିଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଦ୍ୱାରା ପ୍ରାର୍ଥପତ୍ର ଯାଞ୍ଚ ପରେ ନିର୍ବାଚନ ମଣ୍ଡଳୀର ପାର୍ଥିପତ୍ର ଦାଖଲ କରିଥିବା ୭ଜଣଙ୍କ ମଧ୍ୟରୁ ୨ଜଣଙ୍କ ପ୍ରାର୍ଥପତ୍ର ନାକଚ

ବିପୁଳ ଜନସମାବେଶରେ ବିଜେପିର ଛତ୍ରପୁର ବିଧାନ ସଭା ପ୍ରାର୍ଥୀ ପ୍ରଶାନ୍ତ କରଙ୍କ ନାମାଙ୍କନ ପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ହାଓବା ସରଗରମ ହେଉଥିବାବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଘୋଷିତ ହୋଇଥିବା ବିଧାନ ସଭା ପ୍ରାର୍ଥୀ ଯୁବ ନେତା

ଶେଷଦିନରେ ବିଜେଡି, ବିଜେପି, କଂଗ୍ରେସ, ବିଏସପି ପାର୍ଟି ସହ ୩ ସ୍ୱାଧୀନ ପାର୍ଥିଙ୍କ ନାମାଙ୍କନପତ୍ର ଦାଖଲ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ନିର୍ବାଚନମଣ୍ଡଳୀ ପାଇଁ ଗୋଟିଏ ଦିନରେ ବିଜେଡି, ବିଜେପି, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ସହ ଅନ୍ୟ ୩ଜଣ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି

ପୁରୁଷୋତ୍ତମପୁରର ବିଜେଡି ବରିଷ୍ଠ କର୍ମୀ ଅରୁଣ ପଣ୍ଡା ଶେଷରେ ବିଜେପିରେ ମିଶିଲେ …

ଛତ୍ରପୁର (ସମୃଦ୍ଧ ଓଡିଶା) ସଂପ୍ରତି ରାଜନୀତିରେ ପାୱାର ଲୋଭରେ ନୀତି ଗତି ଚରିତ୍ରକୁ ପଦାରେ ପକାଇ କିଛି ଲାଭବାନ ହେବା ଆଶାରେ କର୍ମୀଠାରୁ ଆରମ୍ଭ କରି ବଡ ବଡ ନେତା

ପାରଳାଖେମୁଣ୍ଡିରୁ ୯ ଓ ମୋହନରୁ ୮ ଜଣ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି….

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଏପ୍ରିଲ ମାସ ୧୧ ତାରିଖ ଦିନ ନିର୍ବାଚନ ପାଇଁ ଭୋଟ ଦାନ ହେବ ତେବେ ସେଥିପାଇଁ ଆଜି

ଚିଟ୍‌ଫଣ୍ଡ ଲିଙ୍କରେ ସାମିଲ ନେତାଙ୍କ ସ୍ଥାନରେ ପ୍ୟାଚ୍‌ ପକାଇବ କି ବିଜେଡି ?…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଚିଟଫଣ୍ଡ ଲିଙ୍କରେ ଗିରଫ ନେତାଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ଦଳ ଏବେ ଗଳାବାଟ ଖୋଜୁଥିବା ଚର୍ଚ୍ଚା ହେଉଛି। ଶୁଣାଯାଉଛି ଏହି

୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ନାମାଙ୍କନର ଶେଷ ଦିନ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା ) ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଓ

ଓଡ଼ିଆ ଲୋକେ ହିଁ ଏଥର ମୁଖ୍ୟମନ୍ତ୍ରୀନବୀନଙ୍କୁ ହରେଇବେ: ଧର୍ମେନ୍ଦ୍ର

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ବରଗଡ଼ ଏଥର ଓଡିଶା ନିର୍ବାଚନର ଏକ ପ୍ରମୁଖ ରଣକ୍ଷେତ୍ର ହେବ। ବରଗଡ଼ ଜିଲ୍ଲାରେ ଚାଷୀ ଉତ୍ପୀଡ଼ନ, ପିଇବା ପାଣି, ରୋଜଗାର, ଜଳସେଚନ, ଅଭାବୀ ବିକ୍ରି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ହିଞ୍ଜିଳିରେ ନବୀନ ଓ ପିତାମ୍ବର ମଧ୍ୟରେ ହେବ ଲଢେଇ : ଆଜି ପିତାମ୍ବର ଆଚାର୍ଯ୍ୟ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୯ବର୍ଷ ହେଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ରିତିମତ ଭାବେ ଲଗାତାର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଆସୁଥିବାରୁ ରାଜ୍ୟର

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଠାରେ ମହାସମାବେଶ କରି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟର ମାନଙ୍କୁ ପ୍ରଭାବିତ କରି ଆଦର୍ଶ ନିର୍ବାଚନ ଆଚରଣ ବିଧିର

ବିଜେଡିର ପ୍ରଚାର ପାଇଁ ବାହାରିଲା ୩୫୦ ଭ୍ୟାନ୍…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାଧାରଣ ନିର୍ବାଚନ ପାଇଁ ଗତକାଲିଠୁ ଆନୁଷ୍ଠାନିକ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବିଜେଡି ଆଜି ୩୫୦ଟି ଭ୍ୟାନ୍ ମାଧ୍ୟମରେ ରାଜ୍ୟବ୍ୟାପୀ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ବିଜେଡି ସଭାପତି

ନେତାଜୀଙ୍କ ଆଦର୍ଶକୁ ପାଥେୟ କରି ନିର୍ବାଚନ ଲଢ଼ିବ ଫରୱାର୍ଡ ବ୍ଲକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଜନବିରୋଧ ନୀତି ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶର ପ୍ରତିଷ୍ଠା ପାଇଁ ଚଳିତ ସାଧାରଣ

ରାୟଗଡା ବିଧାନସଭା ପାଇଁ ଲାଲବିହାରୀ ହିମିରିକା ଓ କୋରାପୁଟ ଲୋକସଭା ପାଇଁ କୌଶଲ୍ୟା ହିକକା ଚୂଡାନ୍ତ …

ରାୟଗଡା,(ସମୃଦ୍ଧ ଓଡିଶା )ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୋମବାର ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ନବୀନ ନିବାସରେ ଗୀତା ମେହେଟ୍ଟା : ଗୀତା ହିଞ୍ଜିଳିରୁ ଲଢ଼ିଲେ,ନବୀନ ସମ୍ବଲପୁରରୁ ଲଢ଼ିବେ,ଗୀତା ହେବେ ମୁଖ୍ୟମନ୍ତ୍ରୀ ?…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସଂପ୍ରତି ନିର୍ବାଚନ ପାଇଁ ଟିକଟ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଭୁବନେଶ୍ୱର ଗସ୍ତ ତଥା ତାଙ୍କ ଭୂମିକାକୁ ନେଇ ରାଜନୈତିକ ପରିସ୍ଥିତି

ଆନ୍ଧ୍ରପ୍ରଦେଶ ବିଧାନସଭା ଓ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା …

ବିଶାଖାପାଟଣା(ସମୃଦ୍ଧ ଓଡିଶା )ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି।

ମୁଁ କୌଣସି ଦଳରେ ନାହିଁ କି ବିଜେଡିରେ ମିଶିନାହିଁ, ଜଣେ କବି ସବୁ ଦଳର କହିଲେ ପଦ୍ମଶ୍ରୀ ହଳଧର ନାଗ…

ସମ୍ବଲପୁର(ସମୃଦ୍ଧ ଓଡିଶା )ନବୀନ ନିବାସରେ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗଙ୍କ ଉପସ୍ଥତି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

ଗରୀବ ଲୋକଙ୍କ ପାଇଁ କଂଗ୍ରେସ ହିଁ ଏକମାତ୍ର ଦଳ : ମୋଦି ଓ ନବୀନଙ୍କ ସାମନ୍ତବାଦୀ ନୀତିକୁ ହଟାଇବାକୁ ରାହୁଲ ଦେଲେ ଆହ୍ୱାନ…

କୋରାପୁଟ(ସମୃଦ୍ଧ ଓଡ଼ିଶା)କଂଗ୍ରେସ କ୍ଷମତାକୁ ଆସିଲେ ମନର କଥା କହିବ ନାହିଁ ବରଂ ଲୋକଙ୍କ ମନକଥା ଶୁଣି ସରକାର ଚଳାଇବ। ଓଡ଼ିଶାରେ ୪-୫ଜଣ ଅଫିସରଙ୍କ ରାଜ୍‌ ନୁହେଁ, ଜନତାଙ୍କ ସରକାର ସ୍ଥାପନ

କଂଗ୍ରେସର ପିଇସି ବୈଠକରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ, ଚୂଡ଼ାନ୍ତ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସର ପିଇସି ବୈଠକରେ ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ

ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ…

ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଚାପଡ଼ାରେ ଗତ ସୋମବାର ଦିନ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ

ଜାନିବିଲି ଜଳ ପ୍ରକଳ୍ପକୁ ମାର୍ଚ୍ଚ ୩ ତାରିଖରେ ଅଧାପନ୍ତରିଆ ବା ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବାସୀଙ୍କ ବହୁ ପ୍ରତିକ୍ଷୀତ ଜାନିବିଲି ଜଳ ପ୍ରକଳ୍ପକୁ ପ୍ରଥମେ ଚଳିତ ମାସ ୨୨ ତାରିଖରେ ପରେ ୨୮ ତାରିଖ ଉଦଘାଟନ ପାଇଁ ସ୍ଥିର ହୋଇ

ଜଳେଶ୍ୱରରେ ବିଜେଡି ପକ୍ଷରୁ ବନ୍ଧୁ ମିଳନ ଉତ୍ସବ:ବିଧାୟକଙ୍କ ବିରୁଦ୍ଧରେ ବର୍ଷିଲେ ଦଳୀୟ ନେତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୮୪ ମସିହାଠାରୁ ପ୍ରଥମେ ବ୍ଲକ ଚେୟାର୍ମ୍ୟାନ୍ ଓ ୧୯୯୦ରୁ ୧୯୯୫ ଜଳେଶ୍ୱର ବିଧାୟକ ରୂପେ ନିର୍ବାଚିତ ହେବା ପରଠାରୁ ଦୀର୍ଘ ୩୫ବର୍ଷ ଧରି ଦଳୀୟ ରାଜନୀତି