Category: Political News

ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଭିଡିଓ ଜାରି କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାରେ ମହିଳା ଏବଂ ନାବାଳିକାମାନେ ଆଜି ଲଜ୍ଜିତ, ଅପମାନିତ ଏବଂ ଅସୁରକ୍ଷିତ । ରାଜନୈତିକ ପୃଷ୍ଠପୋଷକତା ପାଇଁ ଖସି ଯାଉଛନ୍ତି ଗଣଦୁର୍ଷ୍କମ ଭଳି ଘଟଣାରେ ଅପରାଧୀମାନେ

‘ମୋଦି ଓ ନବୀନ ଯୁଆଡ଼େ:ମିଥ୍ୟା ପ୍ରତିଶ୍ରୁତି,ଟାଉଟରୀ ସିଆଡେ …

ରାଉରକେଲା (ସମୃଦ୍ଧ ଓଡ଼ିଶା)ଗତ ୧୨ ଦିନ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦ୍ୱିତୀୟଥର ପାଇଁ ଓଡ଼ିଶା ଗସ୍ତରେ ଆସି ପଶ୍ଚିମ ଓଡ଼ିଶାରେ ନିଜର ଦମ୍‌ ଦେଖାଇଛନ୍ତି। ରାଫେଲ୍‌କୁ ନେଇ

ବାହାରିଲା ନବୀନ ନିବାସରୁ ‘କାଳିଆ ରଥ’ ଯୋଜନା ସର୍ମ୍ପକରେ ଲୋକଙ୍କୁ କରିବ ସଚେତନ….

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’

ଓଡିଶା ପରିବର୍ତନ ନିଶାରେ କଂଗ୍ରେସ : ୩ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେବ ସମାବେଶ….

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଓଡିଶାରେ ରାଜନୈତିକ ପଟ୍ଟ ପରିବର୍ତନ ନିଶାରେ କଂଗ୍ରେସ ଅଣ୍ଟା ଭିଡିଛି। ବିଜୟୀ ହୋଇଥିବା ୩ଟି ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ବିରାଟ କଂଗ୍ରେସ ସମାବେଶର ଆୟୋଜନ କରିବାକୁ

ଷଣ୍ଡମୂଳରେ କଂଗ୍ରେସର ସାଙ୍ଗଠନିକ ସଭା ଅନୁଷ୍ଠିତ…

ବେଗୁନିଆପଡା (ସମୃଦ୍ଧ ଓଡିଶା)ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଡମୂଳ କାଳୀ ମନ୍ଦିର ପରିସରରେ ବ୍ଲକ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଶ୍ରୀକାନ୍ତ କୁମାର ସମନ୍ତରାୟଙ୍କ ଆହ୍ଵାନକ୍ରମେ

ଓଡିଶା ସହିତ ଦେଶରେ ଜନତାର ରାଜ ହେବା ଦରକାର : କେଜ୍ରିୱାଲ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୭୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଓଡିଶା ସମେତ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇନାହିଁ । ଓଡିଶାରେ ଅଧିକ ଗରୀବି ରହିଛି । ଦେଶର ସମ୍ପତିକୁ କଂଗ୍ରେସ,

ଓଡ଼ିଆ କହୁଥିବା ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କର:ଅମିତ ଶାହା

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)“ଆଗାମୀ ନିର୍ବାଚନରେ ଜଣେ ଓଡ଼ିଆ ଭାଷା କହୁଥିବା ନେତା ବାଛିବା ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା।” ଆଜି କଟକ ଜିଲ୍ଲା ସାଲେପୁରର କୁଳିଆ ସମାବେଶରେ ଯୋଗ

ଜଗି ପଣ୍ଡା ବିଧାନସଭାରେ ହାଜର ପ୍ରସଙ୍ଗ ନେଇ ଧର୍ମେନ୍ଦ୍ର କହିଲେ ନବୀନଙ୍କ ଗୁମାସ୍ତାମାନେ ଓଡିଶାର ଝିଅ ବୋହୂଙ୍କୁ ଲଗାତାର ଅପମାନିତ କରି ଚାଲିଛନ୍ତି …

ନୁଆଁଦିଲ୍ଲୀ (ସମୃଦ୍ଧ ଓଡ଼ିଶା)“ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆଙ୍କ ପ୍ରତି ବାବୁ ଅସହିଷ୍ଣୁ ହୋଇଯାଇଛନ୍ତି। ସମାଲୋଚକମାନଙ୍କୁ ଜବରଦସ୍ତ କରି ନିଜ ସମର୍ଥକ ବନାଇବାର ଅପଚେଷ୍ଟା କରାଯାଉଛି। ଧମକ, ଗାଳି ଓ

ବେଆଇନ ସରକାରୀ ଜମି ଦାଖଲକାରୀ ମୁଖ୍ୟ ନବୀନ : ଦେଢ଼ ଏକର ସରକାରୀ ଜମିକୁ ବେଆଇନ କବଜା କରିଛି ନବୀନ ନିବାସ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ଭୁବନେଶ୍ୱରର ପଳାଶପଲ୍ଲୀ ଫ୍ଲାଏଓଭର ସରକାରୀ ରାସ୍ତାର ପ୍ରଶସ୍ତିକରଣ ପାଇଁ ଏୟାରପୋର୍ଟ ଅଥରିଟିଙ୍କଠୁ ରାଜ୍ୟ ସରକାର ଆଣିଥିବା ୧.୬ ଏକର ସରକାରୀ ଜମି ଏବେ ନବୀନ ନିବାସର ଜବରଦଖଲରେ

ବ୍ରହ୍ମପୁରରେ ୧୧୦୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୀଜିଲ୍ଲା ମାଳତିପାଟପୁର ପରେ ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ପଡ଼ିଆରେ ଏକ ବିଶାଳ ଚାଷୀ ସମାବେଶରେ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଇଭିଏମ୍‌ ଉପରେ ବିଶ୍ୱାସ ହରାଇଲେ ଚନ୍ଦ୍ରବାବୁ ନାଇଡୁ କହିଲେ ୧୦୦ ପ୍ରତିଶତ ଟେମ୍ପୋରିଙ୍ଗ ହେବା ସମ୍ଭାବନା…

ଅମରାବତୀ(ସମୃଦ୍ଧ ଓଡିଶା)ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌)କୁ ନେଇ ବିବାଦ ଥମିବାର ନାଁ ଧରୁ ନ ଥିବା ବେଳେ ଏହାକୁ ହ୍ୟାକ୍‌ କରାଯାଇ ପାରିବ ବୋଲି ଜଣେ ସାଇବର ବିଶେଷଜ୍ଞ କହିବାକୁ

ଗଙ୍ଗାରେ ବୁଡ଼ ପକାଇ ଇନିଂସ୍‌ ଆରମ୍ଭ କରିବେ ପ୍ରିୟଙ୍କା…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ସୋନିଆ ନନ୍ଦିନୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜନୀତିରେ ଲମ୍ଫ ଦେବାକଥା ଭାଇ ରାହୁଲ ଗାନ୍ଧି ଔପଚାରିକ ଘୋଷଣା କରିସାରିଥିବାବେଳେ ଆସନ୍ତା ଫେବୃଆରୀ ୪ ତାରିଖରୁ ସେ ସକ୍ରିୟ ଭାବରେ

ଚିଟଫଣ୍ଡ ଦୁର୍ନୀତି ଯୋଗୁଁ ମୋଦିଙ୍କ ରିମୋଟରେ ନବୀନ:ରାହୁଲ ଗାନ୍ଧୀ …

ଭୁବନେଶ୍ୱର( ସମୃଦ୍ଧ ଓଡ଼ିଶା)ଜାତୀୟ କଂଗ୍ରେସ ଦଳର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ରାହୁଲ ଗାନ୍ଧିଙ୍କୁ ଆଜି ପୁରାଦମରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରସ୍ଥିତ

ପିଲାମାନଙ୍କ ପାଇଁ ରାଜନୀତିକୁ ଆସି ପାରୁ ନଥିଲେ ପ୍ରିୟଙ୍କା ଗାନ୍ଧୀ …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆସନ୍ତା ସାଧାଣର ନିର୍ବାଚନର ଠିକ୍‌ ୪ ମାସ ପୂର୍ବରୁ କଂଗ୍ରେସରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ରାଜନୀତିକୁ ଆଣିଛି। ସେ ଦଳର ମହାସଚିବ ହେବା ସହ ପୂର୍ବ ଉତ୍ତର ପ୍ରଦେଶ

ଅସାଧୁ ଲୋକମାନଙ୍କର ଅସାଧୁ ମେଣ୍ଟ ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଅସାଧୁ ଲୋକମାନଙ୍କର ମେଣ୍ଟ ଅସାଧୁ ଉଦ୍ଦେଶ୍ୟରେ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମାନେ ଯେତେ ଚେଷ୍ଟା କଲେ କୌଣସି ଲାଭ ହେବନାହିଁ। ଏମାନଙ୍କର ଦିନ ଶେଷ

କେ.ନୂଆଗାଁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ଡ଼ିଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧିକାରୀ ସରକାରୀକଳର ହାତବାରିସୀ ସାଜି ମନମୁଖୀ ଶାସନ ଚଳାଇବା ସହ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲା

ସକ୍ରିୟ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶକୁ ନେଇ ମୋଦିଙ୍କ କଟାକ୍ଷ: କିଛି ଲୋକଙ୍କ ପାଇଁ ପରିବାରରମାନେ ହେଉଛି ଦଳ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବୁଧବାର ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ତାଙ୍କୁ କଂଗ୍ରେସର ମହାସଚିବ ଭାବେ ନିଯୁକ୍ତି ଦିଆ ଯାଇଛି । ଫେବୃଆରି ମାସର ପ୍ରଥମ

‘ଏଠି ବଉଳା ଗାଈର ଶାସନ ଚାଲିଛି’:ବିଜେଡିକୁ କଡ଼ା ଭାଷାରେ ବିଜେପିର ଭର୍ତ୍ସନା….

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ଐତିହାସିକ ବୋଲି ଦର୍ଶାଇ କଣ୍ଟିଜେନ୍ସି ଫଣ୍ଡରୁ ଏନେଇ ଅର୍ଥ ଖର୍ଚ୍ଚ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଥିବା ବିଜେଡିକୁ ଆଜି କଡ଼ା

ସୋରଡ଼ାରେ କଂଗ୍ରେସର ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ:କଂଗ୍ରେସକୁ ଜିତାଇବାକୁ ଦୃଢ ପ୍ରତିଜ୍ଞ…

ସୋରଡ଼ା (ସମୃଦ୍ଧ ଓଡିଶା) ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ନିର୍ବାଚନ ପ୍ରସ୍ତୁତି ବୈଠକ ସ୍ଥାନୀୟ କାଳି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା

କଂଗ୍ରେସରେ ସାମିଲ ହେବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ… !

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ବରିଷ୍ଠ ନେତା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବାର ସୂଚନା ମିଳିଛି । ଆସନ୍ତା ୨୫ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା

ଆହୁରି ଚାଲିଛି ବିଜେଡିର ମିଶ୍ରଣ ସମାରୋହ: ନମନାଗଡ଼ରେ ବ୍ରହ୍ମପୁର ସାଂସଦ …

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ନିର୍ବାଚନୀ ମଣ୍ଡଳ ଅଧିନସ୍ଥ ପାରଳାଖେମୁଣ୍ଡି ଜିଲ୍ଳା ଗୁମା ବ୍ଲକ ନମନାଗୁଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିଜେଡିର ଏକ ବ୍ଲକ ସ୍ତରୀୟ ମିଶ୍ରଣ ସମାରୋହ ଅନୁଷ୍ଠିତ

ନବୀନ ସରକାରରେ ଦୁଃଶାସନମାନଙ୍କ ସଂଖ୍ୟା ବୃଦ୍ଧି ପ୍ରତିବାଦରେ ଆସିକାରେ ମହିଳା କଂଗ୍ରେସର ମେଳି…

ଆସିକା (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ମହିଳା କଂଗ୍ରେସ ତରଫରୁ ଗତକାଲି ସ୍ଥାନୀୟ କନ୍ୟକା ମନ୍ଦିର ପରିସରରେ ଏକ ମହିଳା ସମାବେଶ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସ୍ୱରୂପା ତ୍ରିପାଠୀଙ୍କ

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଯିଏ ଲଢ଼ିବ, ମୁଁ ତାଙ୍କ ସହ ଅଛି କହିଲେ ବୈଜୟନ୍ତ ପଣ୍ଡା …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ସାଧାରଣ ନିର୍ବାଚନ ପୂର୍ବରୁ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏକାଠି ହୋଇ ଗଠିତ ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ

ବିଜେଡି ଓ ବିଜେପିକୁ ରାଜ୍ୟରୁ ହଟାଇବାକୁ ସିପିଏମର ଆହ୍ୱାନ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) “ରାଜ୍ୟର ପୁଞ୍ଜିବାଦୀ ଦଳର ନେତା ଓ କର୍ମୀମାନେ ଅର୍ଥ ଓ କ୍ଷମତା ଲୋଭରେ ପାଗଳ ହୋଇ ଉଠିଛନ୍ତି। କେଉଁ ଦଳ କେତେ ଟଙ୍କା ଦେଇପାରିବ, ପ୍ରାର୍ଥୀ

ପିପିଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବିରେ କମ୍ପିଲା ରାଜଧାନୀ : ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଆଇନଅମାନ୍ୟ ଆନ୍ଦୋଳନ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ମହିଳାଙ୍କ ବିରୁଦ୍ଧରେ ରାଜ୍ୟରେ ବଢ଼ୁଥିବା ହିଂସା ପ୍ରତିବାଦ ଓ ପିପିଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆଇନଅମାନ୍ୟ ଆନ୍ଦୋଳନ

ବ୍ରଜ ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ମିଶି ଗଢ଼ିଲେ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାଧାରଣ ନିର୍ବାଚନ ପୂର୍ବରୁ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉକ୍ରଳ ଭାରତ ଏକାଠି ହୋଇଛନ୍ତି। ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ନାଁରେ ସେମାନେ

ବସ୍ତି ସୁରକ୍ଷା ମଞ୍ଚର ସାମ୍ବାଦିକ ସମ୍ମିଳନୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବସ୍ତି ସୁରକ୍ଷା ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଗତ ତିତିଲି ବାତ୍ୟାର ପ୍ରପିଡିତଙ୍କୁ ସହାୟତା ରାଶି ପ୍ରଦାନରେ ବିଳମ୍ବ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ

କଟକରେ ‘ପିଠା’ପାଇଁ ହଟହଟା ପିଟାପିଟି ରକ୍ତାକ୍ତ ସଂଘ‌ର୍ଷ : ଚିନ୍ତାରେ ନବୀନ…

କଟକ(ସମୃଦ୍ଧ ଓଡିଶା)‘ପିଠା’ କାର୍ଯ୍ୟକ୍ରମରେ ପିଟାପିଟି ଯାଏ କଥା ଯିବା ଭଳି ଅଭାବନୀୟ ଘଟଣା ଘଟିଛି କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ। ଏଥିରେ ଜଣେ ମହିଳା ସରପଞ୍ଚ, ତାଙ୍କ ସ୍ବାମୀ ଓ

ଓଡ଼ିଶାରେ ୫୦୦ ଟଙ୍କା ହେଲା ସାମାଜିକ ସୁରକ୍ଷା ପ୍ରଦାନ ଭତ୍ତା : ଆନ୍ଧ୍ର ଦେଉଛି ମାସକୁ ୨ ହଜାର …

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଲୋକମାନଙ୍କର ସାମାଜିକ ସୁରକ୍ଷା ଲାଗି ଦେଉଥିବା ବିଭିନ୍ନ ଭତ୍ତାର ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର । ଏହି ଭତ୍ତାକୁ ୨୦୦ ଟଙ୍କା ବୃଦ୍ଧି କରାଯାଇଛି। ସାମାଜିକ ସୁରକ୍ଷା ଭତ୍ତା ପାଉଥିବା

ଶ୍ରୀକାନ୍ତ ଜେନା,କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ,ରାଜ୍ୟ ମହିଳା କଂଗ୍ରେସର ଉପ-ସଭାନେତ୍ରୀ ବି ଗଲେ : ଆଦର୍ଶ ବିହୀନ ରାଜନୀତିର ଏସବୁ ଦୃଷ୍ଟାନ୍ତ !…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ଓଡ଼ିଶାରେ ଆଦର୍ଶ ବିହୀନ ରାଜନୀତିର ଅୟମାରମ୍ଭ ହୋଇଛି । ମାତ୍ର ଅଳ୍ପ କିଛି ଲୋଭ ଆଶା ନେଇ ଏବେ ରାଜ୍ୟରେ ଆଦର୍ଶକୁ ଜଳାଞ୍ଜଳି ଦେଇ ଯାହାକୁ ବଡ