Category: Political News

ଦଳ ବିରୋଧୀ ଅଭିଯୋଗରେ ଗତକାଲି ନିଲମ୍ବନ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଆଜି କଂଗ୍ରେସରୁ ଓ ବିଧାୟକ ପଦରୁ ଇସ୍ତଫା ଦେଲେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦଳ ବିରୋଧୀ ଅଭିଯୋଗରେ ଗତକାଲି ନିଲମ୍ବନ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଆଜି କଂଗ୍ରେସ ଦଳରୁ ଓ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି

ପାରଳାଖେମୁଣ୍ଡିରେ କାଶୀନଗର ବ୍ଲକର କିଛି କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଲେ : କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀଙ୍କୁ ଝଟକା …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କାଶୀନଗର ବ୍ଲକ ଅଧିନସ୍ତ ସୀତାପୁର ଗ୍ରାମ ପଞ୍ଚାୟତର ବାଇଝାଳଗୁଡା ଗ୍ରାମର ଡାନିଏଲ ରାଇତା, ଆୟିବୁ ଭୂୟାଁ ,ଈଷତପା ରାଇତା ପ୍ରମୁଖଙ୍କ ସମେତ କିଛି

କେନ୍ଦୁଝର ଜିଲ୍ଲାକୁ ଲୁଟ୍ କରୁଛି ତାମିଲନାଡ଼ୁ କଳାପାହାଡ଼ ଓ ପିପିପି କମ୍ପାନୀ-ଧର୍ମେନ୍ଦ୍ର ପ୍ରଧାନ

କେନ୍ଦୁଝର(ସମୃଦ୍ଧ ଓଡ଼ିଶା)ସବୁଠୁ ଧନୀ ଜିଲ୍ଲା କେନ୍ଦୁଝରକୁ ଏବେ ପିପିପି କମ୍ପାନୀ ଲୁଟ୍ କରୁଛନ୍ତି। ତାମିଲନାଡୁରୁ ଜଣେ କଳାପାହାଡ଼ ଆସିଥିବାବେଳେ ଆଉଜଣେ ତୃତୀୟ ମହଲାର ବଡ଼ ଗୁମାସ୍ତା ଓ ଅନ୍ୟଜଣେ ଅଘୋଷିତ

ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ବ୍ରହ୍ମପୁରରେ କମିଶନରେଟ ପୋଲିସ, ଭଞ୍ଜନଗର ପୋଲିସ ଜିଲ୍ଳା ହେବ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହ ଭଞ୍ଜନଗର, ଆସିକା, ସୋରଡ଼ା ପ୍ରଭୃତି ଅଂଚଳକୁ

ଦଳ ନିୟମ ଉଲଘଂନ କରିବାରୁ ବହିଷ୍କାର ଖବର ପାଇ ଆଗୁଆ ଇସ୍ତଫା ଦେଇ ଦେଲେ ନବ ଦାସ ?…

ଭୁବନେଶ୍ବର (ସମୃଦ୍ଧ ଓଡିଶା)କଂଗ୍ରେସରେ ଥାଇ ବିଜେଡିର ପ୍ରଚାର କରୁଥିଲେ ଝାରସୁଗଡା କଂଗ୍ରେସ ବିଧାୟକ ନବ ଦାସ । ଲୋକେ ଚାହୁଁଥିବାରୁ ମୁଁ ବିଜେଡିରେ ଯୋଗଦେବି ଏହି କଥା ଗତ କିଛି

୧୫ରେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ :ବହୁ ଦିନର ଆଶା ପୂରଣ ହେବ …

ବଲାଙ୍ଗିର(ସମୃଦ୍ଧ ଓଡ଼ିଶା)ପୂରଣ ହେବାକୁ ଯାଉଛି ବଲାଙ୍ଗିରବାସୀଙ୍କ ସ୍ୱପ୍ନ। ଆସନ୍ତା ୧୫ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ରୁଟ୍‌ରେ ବଲାଙ୍ଗିର ପଟୁ ଚାଲିବ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିରରୁ ବିଛୁପାଲି ୧୯ କିଲୋମିଟର

ସିବିଆଇ ନିର୍ଦ୍ଦେଶକଙ୍କୁ ପଦରୁ ହଟାଯିବାରୁ ସିପିଆଇଏମ୍ ର ଘୋର ଉଦବେଗ : ସିବିଆଇକୁ ହାତବାରିସ କରୁଛନ୍ତି ମୋଦୀ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ସି.ବି.ଆଇ. ଡାଇରେକ୍ଟର ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ ତାଙ୍କ ନିଜ ପଦବୀରେ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେବାର ୪୮ ଘଂଟା ନପୁରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ସରକାରୀ କର୍ମଚାରୀ ହେବେ ମାଲାମାଲ:ନବୀନ ବାବୁଙ୍କ ହାତଲେଖା ଚିଠି ବାଣ୍ଟିବେ ସରକାରୀ କର୍ମଚାରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବିରୋଧ କରି ସମାନ୍ତରାଳ ଭାବେ ଅଗଷ୍ଟ ୧୫ ତାରିଖରୁ ସମଗ୍ର ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଲାଗୁ କରିବାକୁ ନିଷ୍ପତ୍ତି

କଂଗ୍ରେସ୍‌ ପରଦା ପଛରେ ରହିଛନ୍ତି କି ପ୍ରିୟଙ୍କା ?

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ଓ କଂଗ୍ରେସ ପ୍ରମୁଖ ରାହୁଲ୍‌ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କର ଆଜି ଜନ୍ମଦିନ। ୧୨ ଜାନୁଆରୀ ୧୯୭୨ ମସିହାରେ ଜନ୍ମଗ୍ରହଣ

ଚାଷୀଙ୍କୁ ଧାନର ଏମଏସପି ମିଳୁନି, ୭୫୦ଟଙ୍କା ବୋନସ ଦାବୀ କଲା କଂଗ୍ରେସ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ଚାଷୀଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନି। ସରକାରଙ୍କ ଅପାରଗତାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଣ୍ଡି ଖୋଲାଯାଇପାରିନି। ତେଣୁ ଏମଏସପି ତୁଳନାରେ ୪୦୦-୫୦୦ଟଙ୍କା କମ ଦରରେ

ଛୋଟଛୋଟ ଦଳକୁ ଏକାଠି କରି ଓଡ଼ିଶାରେ ବିଜେପି ନୂଆ ରଣନୀତି କରିବ ?

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଓଡ଼ିଶାରେ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ କରୁଥିବା ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ବି-ଟିମ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।ବିଜେପିର ରଣନୀତି ଅନୁସାରେ

ସିବିଆଇ ମୁଖ୍ୟ ପଦରୁ ବଦଳି ହେବାପରେ ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା..

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଭାରତୀୟ ପୁଲିସ୍‌ ସେବାରୁ ଇସ୍ତଫା ଦେଇଛନ୍ତି। ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ହାଇପାୱର ସିଲେକସନ୍ ପ୍ୟାନେଲ ସିବିଆଇ ମୁଖ୍ୟ

ସିବିଆଇ ମୁଖ୍ୟ ନଂ ୨ ରାକେଶ ଆସ୍ଥାନା ହୋଇପାରନ୍ତି ଗିରଫ !

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ସିବିଆଇ ମହାକଳି ପରେ ବାଧ୍ୟତାମୂଳକ ଛୁଟିରେ ଥିବା ସଂସ୍ଥାର ନଂ ୨ ରାକେଶ ଆସ୍ଥାନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ସିବିଆଇ ପକ୍ଷରୁ ଲାଞ୍ଚ ନେଇଥିବା ଭଳି

ମହିଳା କଂଗ୍ରେସ ପ୍ରତିନିଧି ଦଳର ଅର୍ଜୁନଗୋଦା ଗସ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସାଂସଦ ସୁସ୍ମିତା ଦେବ, ଏଆଇସିସି

ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ବିଜେଡ଼ି ସରକାରର କାଳିଆ ଯୋଜନା ଏକ ମସୁଧା- କିଷାନ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ବ୍ୟବସ୍ଥାର ଲକ୍ଷ୍ୟ ରଖି ଚାଷୀଙ୍କୁ ସାମୟିକ ଭାବରେ ଆଶ୍ୱସ୍ତି ଦେବା ପାଇଁ ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ କଂଗ୍ରେସ ସରକାର କୃଷିଋଣ

ପୋଟ୍ଟଲାମପୁର ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ…

ଛତ୍ରପୁର(ସମୃଦ୍ଧ ଓଡିଶା)ଆଗକୁ ସାଧାରଣ ନିର୍ବାଚନ ଯେତେ ନିକଟତର ହୋଇ ଆସୁଛି । ସେତିକ ସବୁ ରାଜନୈତିକ ଦଳ ର ଉଷ୍ମତା ବଢୁଛୁ । ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ

‘କୃଷକ ଅଧିକାର ସମାବେଶ’ଦିଲ୍ଲୀରେ ଓଡ଼ିଶାର ନେତାମାନେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ମହାସଚିବଙ୍କ କୃତଜ୍ଞତା ଜ୍ଞାପନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ୮ତାରିଖ ଦିନ ଦିଲ୍ଲୀରେ

ଟିଏମ୍‌ସି ସାଂସଦଙ୍କୁ ହାତେଇ ପଶ୍ଚିମବଙ୍ଗରେ ଅଭିଯାନ ଆରମ୍ଭ କଲା ବିଜେପି…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ବିଜେପି ଆଜି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ସୌମିତ୍ର ଖାନ୍‌ଙ୍କୁ ଦଳରେ ମିଶାଇଛି। ଶ୍ରୀ ଖାନ୍‌ଙ୍କ ଜରିଆରେ ବିଜେପି ପଶ୍ଚିମବଙ୍ଗରେ ନିଜର ଅଭିଯାନ ଆରମ୍ଭ

‘ଜନ ସମୃଦ୍ଧି ପାର୍ଟି’ରେ ମୁଖ୍ୟମନ୍ତ୍ରୀ ସନାତନ ମହାକୁଡ଼ !…

କେଉଁଝର (ସମୃଦ୍ଧ ଓଡିଶା ):ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ଟିକେ ଚର୍ଚ୍ଚା ଧରିଛି। କିଛି ମାସ ତଳେ ‘ଜନ ସମୃଦ୍ଧି ପାର୍ଟି’ ନାମରେ ନୂଆ ଦଳ ଗଢ଼ିଥିବା

‘ମୋଦି ହଟାଅ ଶ୍ରମିକ ବଞ୍ଚାଅ’ସ୍ଲୋଗାନରେ କମ୍ପି ଉଠିଲା ଗଞ୍ଜାମ ଜିଲ୍ଳା :ଶ୍ରମିକ ଆନ୍ଦୋଳନର ଦ୍ୱିତୀୟ ଦିନରେ ଭାରତ ବନ୍ଦ ସମ୍ପୂର୍ଣ ସଫଳ…

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ ମାରଣନୀତିର ପ୍ରତିବାଦ କରି ଜାତୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇଦିନିଆ ଧର୍ମଘଟ ଡ଼ାକରା ସଫଳ ହୋଇଥିବା ବେଳେ ଆଜି ଦ୍ୱିତୀୟ

ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜି ଲୋକସଭାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉପରେ ସଂଶୋଧିତ ବିଲ୍‌ ପାସ୍‌ ହୋଇଛି । ବିଲ୍‌ରେ ଥିବା ଆର୍ଥିକ ପଛୁଆ ବର୍ଗଙ୍କ

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲେ ବିଜେଡି ସଭାପତି ନବୀନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା):ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ଆଜି ଦିଲ୍ଲୀରେ ଚାଷୀ ସମାବେଶ କରିଥିବା ବିଜେଡି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଛି।ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ

ଛତ୍ରପୁରରେ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ, ମୋଦି ହଟାଓ ଦେଶ ବଞ୍ଚାଅ ନାରାବାଜିରେ କମ୍ପିଲା ସହର …

ଛତ୍ରପୁର(ସମୃଦ୍ଧ ଓଡିଶା )ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଭାରତ ବନ୍ଦ ସଂପୂର୍ଣ୍ଣ ଭାବେ ସଫଳ ହୋଇଥିବା ଦେଖିବାକ ମିଳିଛି । ଆଜିଠୁ ଦୁଇ ଦିନ ଯାଏଁ କେନ୍ଦ୍ରୀୟ

ଚାଷୀଙ୍କ ନାଁରେ ଦିଲ୍ଲୀରେ ବିଜେଡ଼ିର ପିକ୍‍ ନିକ୍‍ ସମାବେଶ:ସମ୍ପାଦକଙ୍କ ନେତୃତ୍ୱରେ ଚାଷୀଙ୍କ ଦିଲ୍ଲୀ ଗସ୍ତ ….

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ବିଜେପି ଓ ବିଜେଡ଼ି କେବଳ ଚାଷୀଙ୍କ ନାଁରେ ନାଟକବାଜୀ କରି ଚାଲିଛନ୍ତି । ୧୯ ବର୍ଷ ଶାସନ ପରେ ବିଜେଡ଼ିର ଚାଷୀଙ୍କ କଥା ମନେ ପଡ଼ିଛି ।ଚାଷ ଓ

ଗୋଲଡେନ ବାବାର ରାଜନୈତିକ ସମ୍ପୃକ୍ତିର ତଦନ୍ତ କରିବାକୁ ବିଜେପିର ଦାବି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ଠକେଇ, ଅପରାଧିକ ମାମଲା ତଥା ଆୟ ବର୍ହିଭୁତ ସମ୍ପତି ମାମଲାରେ ଧରା ପଡିଥିବା ଗୋଲଡେନ ବାବାର ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ତଥା ମେୟରଙ୍କ ସହ

ପିପିଲି ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହୋଇଥିବା କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ହେର୍ ଫେର୍ ହୋଇଛି । ଏହି ଘଟଣା ଉପରେ ହୋଇଥିବା ଜଷ୍ଟିସ୍ ପିକେ

‘ଜବାବ୍ ମାଗୁଛି ଓଡ଼ିଶା’ ରଥର ଶୁଭାରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରୁ ଜବାବ୍ ମାଗୁଛି ଓଡ଼ିଶା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି

ମହାରଥୀଙ୍କ ଇସ୍ତଫା ପରେ ଏହି ଦୁଇ ମନ୍ତ୍ରୀଙ୍କୁ ମିଳିଲା ପଞ୍ଚାୟତିରାଜ ଓ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ଥିବା ଦୁଇ ବିଭାଗର ଆବଣ୍ଟନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶିଭୁଷଣ

କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ଦାବି ଜଣାଇବା ପାଇଁ ବିଜୁ କୃଷକ ଜନତାଦଳର ଦିଲ୍ଲୀ ଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବେ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ସର୍ବନିମ୍ନ ସହାୟକ ରାଶି ୨୯୩୦ ଟଙ୍କା ରଖିବା ଏବଂ ଚାଷୀକୁଳ ସ୍ୱାର୍ଥର ସୁରକ୍ଷା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ନୂଆଦିଲ୍ଲୀରେ ୮

ନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେଡିର କାଳିଆ ଯୋଜନା: ମିଳିତ ଚାଷୀ ସଂଗଠନର ପ୍ରତ୍ୟାଖ୍ୟାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେଡିର କାଳିଆ ଯୋଜନା ଉଦ୍ଧିଷ୍ଟ ବୋଲି ଅଭିଯୋଗ କରି ମିଳିତ ଚାଷୀ ସଂଗଠନରବୈଠକରେ ଉଦବେଗ ପ୍ରକାଶ ପାଇଛି ।