Category: Political News

ଆଜି ତେଲୁଗୁ ଅଭିନେତା ସୁମନ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ଓଡ଼ିଆ ଫିଲ୍ମର ସୁପର ଷ୍ଟାର ବାବୁସାନ କରିବେ ପ୍ରଚାର

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ମେ’ ୧୩ ତାରିଖ ପାଖେଇ ଆସୁଛି ଯାହାକୁ ନେଇ ପ୍ରଚାର ମଧ୍ୟ ଦ୍ରୁତଗତି ଧରିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ପ୍ରଚାରରେ ଆଗଧାଡିରେ ଥିବା ବିଜୁ ଜନତାଦଳ

ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର(ସମୃଦ୍ଧଓଡିଶା) ବ୍ରହ୍ମପୁରରେ ବିଜେପିର ସାଧାରଣ ସଭାରେ ପ୍ରଧାନ ମନ୍ତ୍ରୀ ମୋଦୀ ଦୃଢୋକ୍ତି ଦେବା ପରେ ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ବୋଲି କେନ୍ଦ୍ରାପଡା

ମଲ୍ଲୀକାପୁର ପଞ୍ଚାୟତରୁ ଦୁର୍ନୀତି ଲୋପ କରିବା ପାଇଁ ରାମ ହିଁ ଏକମାତ୍ର ବିକଳ୍ପ କହିଲେ ଗୌତମ ରାୟ

ଦଶରଥପୁର(ସମୃଦ୍ଧଓଡିଶା)ମଲ୍ଲୀକାପୁର ପଞ୍ଚାୟତରୁ ଦୁର୍ନୀତି ଲୋପ କରିବା ପାଇଁ ରାମ ହିଁ ଏକମାତ୍ର ବିକଳ୍ପ କହିଲେ ଗୌତମ ରାୟ | ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ଧିରେ ଧିରେ ଶକ୍ତି ବୃଦ୍ଧି

ମୋଦି ନାରାରେ କମ୍ପିଲା କନିଷି : ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ ପାଇଁ ମୋଦିଙ୍କ ନିମନ୍ତ୍ରଣ

କନିଷି(ସମୃଦ୍ଧଓଡିଶା)ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ଗସ୍ତ କରିଥିଲେ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହିତ ବିଜେଡି ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି ମୋଦି ।

ପାରଳାଖେମୁଣ୍ଡି ୩ ନମ୍ବର ୱାର୍ଡରେ ଘରେ ଘରେ ପ୍ରଚାର କଲେ ବିଜେଡି ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ସହିତ ବିଜେଡି ପ୍ରେମୀ, ବିଜେଡି କର୍ମୀମାନେ ପାରଳାଖେମୁଣ୍ଡି ସ୍ଥିତ ୱାର୍ଡ ନଂ. ୩, ୯ରେ ଘର କୁ ଘର ବୁଲି

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ରାତ୍ରିଯାପନ କରିବେ ରାଜ ଭବନରେ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତିରେ ସେ ରାଜ ଭବନରେ ବିଶ୍ରାମ ନେବେ। ଆସନ୍ତାକାଲି ସକାଳେ ସେ ରାଜ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା

ଆଜି ‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର(ସମୃଦ୍ଧଓଡିଶା) ‘ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବ୍ୟାପକ ପରିବର୍ତନ ହୋଇଛି । ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ମଧ୍ୟ

ବିଧାୟକଙ୍କ ନିର୍ଦ୍ଦେଶ କର୍ମୀ ମାନିବେ ତ ?

ନିମାପଡ଼ା(ସମୃଦ୍ଧଓଡିଶା)ସାଧାରଣ ନିର୍ବାଚନ ପାଇଁ ନିମାପଡ଼ା ରାଜନିତି ସରଗରମ।ବିଶେଷ କରି ତିନି ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା ସରିଥିଲେ ମଧ୍ୟ ବିଜୁ ଜନତା ଦଳରେ ହଟଚମଟ ଜାରି ରହିଛି।ଏଠାରେ ବିଜୁ

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ : ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟର ୫ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀଙ୍କୁ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଛନ୍ତି ପ୍ରାର୍ଥୀ । ଗତକାଲି ଦଳରେ ଯୋଗ ଦେଇଥିବା ପୂର୍ବତନ

ଭୁଶୁଡି ଗଲା ନିମାପଡାରେ ବିଜେଡି ଗଡ଼ : ସମସ୍ତ ଜନପ୍ରତିନିଧିଙ୍କ ଇସ୍ତଫା

ନିମାପଡା(ସମୃଦ୍ଧଓଡିଶା)ନିର୍ବାଚନ ଯେତିକି ପାଖେଇ ଆସୁଛି ନିମାପଡାରେ ରାଜନୈତିକ ମାହୋଲ ସେତିକି ଗରମ ହେବାରେ ଲାଗିଛି।ଓଡିଶା ରାଜନୀତିରେ ନିମାପଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଗଡ଼ ଭାବେ ବେଶ୍ ପରିଚିତ।କାରଣ

ଦେଶ ସେବା କରିବାର ଅବସର ପାଇଛି ଭାରତୀୟ ଜନତା ପାର୍ଟି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଠିକ୍ ଦଶକ ପୂର୍ବରୁ ଜନସାଧାରଣଙ୍କ ଆଶୀର୍ବାଦ ପାଇ ଦେଶ ସେବା କରିବାର ଅବସର ପାଇଛି ଭାରତୀୟ ଜନତା ପାର୍ଟି । ଗତ ଦଶ ବର୍ଷରେ ଜନସାଧାରଣଙ୍କ ଆଶୀର୍ବାଦରୁ ଶକ୍ତି ନେଇ

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ?

ଛତ୍ରପୁର(ସମୃଦ୍ଧଓଡିଶା) ବହୁ ଚର୍ଚ୍ଚିତପୂର୍ଣ୍ଣ ହିଞ୍ଜିଳି ବିଧାନସଭା ଆସନ ଅଳଙ୍କୃତ କରିବା ପାଇଁ କିଏ ବା’ କାହିଁକି ବ୍ୟାଗ୍ର ନୁହଁ କି ! ଏହି ଆସନରୁ ଲଢ଼ିବା ପାଇଁ କଂଗ୍ରେସରୁ ପ୍ରାର୍ଥୀ

ଶତାଧିକ ମହିଳାଙ୍କ ସହ ବିଜେପିରେ ସାମିଲ ହେଲେ ସମାଜସେବୀ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ଵର(ସମୃଦ୍ଧଓଡିଶା)୩/୫: ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଜଣାଶୁଣା ନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ଶ୍ରଦ୍ଧାଞ୍ଜଳୀ ରାୟଙ୍କ ସମେତ ତାଙ୍କ ଶତାଧିକ ସମର୍ଥକ ଭାରତୀୟ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ତତକ୍ଷଣାତ ପଦକ୍ଷେପ : ମିଶନ ଶକ୍ତି ସଚିବ ପଦରୁ ସୁଜାତା କାର୍ତ୍ତିକେୟନଙ୍କୁ ବିଦା କଲେ ନିର୍ବାଚନ କମିଶନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଜେଡିର ଦ୍ଵିତୀୟ କ୍ଷମତା କେନ୍ଦ୍ର ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ହଟାଇଛନ୍ତି ନିର୍ବାଚନ କମିଶନ । ତାଙ୍କୁ ମିଶନ ଶକ୍ତି

ଗୁମ୍ମାରେ ବିଜେଡ଼ିର ବିଶାଳ ବାଇକ ରାଲି: ଷ୍ଟାର କ୍ୟାମ୍ପେନର ଭାବେ ପ୍ରିୟା ଚୌଧୁରୀଙ୍କ ଅଂଶ ଗ୍ରହଣ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋର୍ କରିଛି ବିଜୁ ଜନତା ଦଳ । ଗୋଟିଏ ପରେ ଗୋଟିଏ ଷ୍ଟାର୍ କ୍ୟାମ୍ପେନରଙ୍କୁ ଲଞ୍ଚ କରୁଛି ବିଜୁ ଜନତା ଦଳ ।

ଆସନ୍ତା ୬ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ବିଜେପିର “ସାମ୍ବାଦିକ ସମ୍ମିଳନୀ”

ବ୍ରହ୍ମପୁର(ସମୃଦ୍ଧଓଡିଶା)୨/୫ : ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଏକ “ସାମ୍ବାଦିକ ସମ୍ମିଳନୀ” ଗାନ୍ଧୀ ନଗର ସ୍ଥିତ ମିଡିଆ ସେଣ୍ଟର୍ ଠାରେ ଅନୁଷ୍ଠିତ

ବିଜେପିରୁ ହିଞ୍ଜିଳି ବିଧାନସଭା ନିମନ୍ତେ ନାମାଙ୍କନ ପତ୍ରଦାଖଲ କଲେ ଶିଶିର ମିଶ୍ର

ବ୍ରହ୍ମପୁର(ସମୃଦ୍ଧଓଡିଶା)ହିଞ୍ଜିଳିରେ ଆସନ୍ତା ମାସ ୨୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଚତୁର୍ଥଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେପି ଦଳର

ନିର୍ବାଚନ ପରେ ପାଣ୍ଡିୟାନ୍ ଓଡ଼ିଶାରେ ରହିବେ ତ ? ବିଜେପିର ପ୍ରଶ୍ନ

ବ୍ରହ୍ମପୁର(ସମୃଦ୍ଧଓଡିଶା)୨/୫: ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ତାମିଲନାଡୁର ପୂର୍ବତନ ପ୍ରଶାସନ ଅଧିକାରୀ, ଓଡ଼ିଶା ସରକାର ଅଧିନରେ କାମ କରିଥିବା ପାଣ୍ଡିୟାନ୍ ମହାଶୟ ନିର୍ବାଚନ ପରେ ପ୍ରଦୀପ

ବିଜେଡ଼ି ମହିଳା ମୋର୍ଚ୍ଚା ରାଜ୍ୟ ଉପ-ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ଇସ୍ତଫା

ଭୁବନେଶ୍ବର(ସମୃଦ୍ଧଓଡିଶା) ୨୯/୪: ବିଜୁ ଜନତା ଦଳ ମହିଳା ମୋର୍ଚ୍ଚାର ରାଜ୍ୟ ଉପ-ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ ତାଙ୍କ ପଦ ସହ ବିଜେଡି ଦଳର ପ୍ରାଥମିକ ସଦସ୍ଯରୁ ଇସ୍ତଫା ଦେଇ ଥିବା ଜଣାପଡ଼ିଛି

ବ୍ରହ୍ମପୁର ବିଜେପି ପ୍ରାର୍ଥୀଙ୍କ ଜନସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର(ସମୃଦ୍ଧଓଡିଶା)୧/୫ : ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ – ୧ ଓ ୨ ରେ ଜନସମ୍ପର୍କ ପଦଯାତ୍ରା କରି ଭୋଟ ଭିକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳ

ଆସନ୍ତା ୪ ମଇ ଶନିବାର ନାମାଙ୍କନ ଭରିବେ ରାଧାମୋହନ

ଡେଲାଙ୍ଗ(ସମୃଦ୍ଧଓଡିଶା)ପିପିଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଶନିବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚର ଆବାହକ ରାଧା ମୋହନ। ହାଟ ଡେଲାଙ୍ଗ ମେଳନ

ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ପାଇଁ ମିନି ମାରାଥନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର । ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର

ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ଆବଶ୍ୟକ : ଜେପି ନଡ୍ଡା

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପରେ ଆଜି ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଛନ୍ତି ଦଳର ଅଧ୍ୟକ୍ଷ ଜେପି ନଡ୍ଡା। ସେ ଜୟଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିବା

ଓଡ଼ିଆ ଅସ୍ମିତା ଏବେ ସଙ୍କଟରେ : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ଦେଶ ଓ ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ୨୦୨୪ ମହାସଂଗ୍ରାମ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ

ସିପିଆଇ (ଏମ୍.ଏଲ) ସମର୍ଥିତ ସୋରଡା ବିଧାୟକ ପ୍ରାର୍ଥୀ ଅବନୀ ଗୟାଙ୍କ ନାମାଙ୍କନ ପତ୍ର ଦାଖଲ

ସୋରଡ଼ା(ସମୃଦ୍ଧଓଡିଶା)ଆଜି,ତା.୨୭.୪.୨୦୨୪ରିଖ ଦେଶରେ ସାମ୍ପ୍ରଦାୟିକ ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ସିପିଆଇ (ଏମ୍.ଏଲ)ସମର୍ଥିତ ପ୍ରାର୍ଥୀ ସାଥୀ ଅବନୀ ଗୟା ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଥମ ଦିବସରେ ସୋରଡା

ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଗୋପାଳପୁର ବିଧାନସଭା ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଗୋପାଳପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କଲେ I ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିକ୍ରମଙ୍କ ପ୍ରାର୍ଥୀତ୍ବ

ବିଜେପି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ

ଛତ୍ରପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟିର ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମଣ ସର୍ବସାଧାରଣ ଙ୍କୁ ଚକିତ କରିଦେଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନରେ

କଂଗ୍ରେସରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରୂପେ ରଶ୍ମିରଞ୍ଜନ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର (ସମୃଦ୍ଧଓଡିଶା) ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ବିରାଟ ଶୋଭାଯାତ୍ରାରେ ଯାଇ ତାଙ୍କ ନାମାଙ୍କନ ପତ୍ର ଦାଖଲ

ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ଅଭିଭାବକମାନଙ୍କୁ ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ

ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ-ବିଜୁ ଶ୍ରମିକ ସାମୁଖ୍ୟର ଦୃଢୋକ୍ତି

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲାର ଭଞ୍ଜ ଭବନ ଠାରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟ ସୁନ୍ଦରଗଡ଼ ଜିଲ୍ଲା ସମ୍ମୀଳନୀର ରାଜ୍ୟ ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ସୁବାସ ସିଂ ତାଙ୍କ ବକ୍ତବ୍ୟରେ ଶ୍ରମିକ